logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହାତୀ ଆକ୍ରମଣ ଘଟଣାରେ ଉଭୟ ମାଆ ପୁଅ ଙ୍କ ମୃତ୍ୟୁ ଖବର ପାଇ ଆଜି ବଡମ୍ବା ବିଧାୟକ ହିନ୍ଦୋଳ ମେଡିକାଲ ପହଂଚି ଭେଟିଲେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ. କଟକ ଜିଲ୍ଲା ନରସିଂହପୁର ନୂଆଗାଁ ରେ ଗତକାଲି ହାତୀ ଆକ୍ରମଣ ଘଟଣାରେ ମାଆ ପୁଅଙ୍କ ମୃତ୍ୟୁ ପରେ ଆଜି ଖବର ପାଇ ବଡମ୍ବା ବିଧାୟକ ହିନ୍ଦୋଳ ମେଡିକାଲ ରେ ପହଂଚି ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇବା ସହ ବିଜେପି କର୍ମକର୍ତା ମାନଙ୍କୁ ଭେଟିଲେ.

2 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
2 hrs ago

ହାତୀ ଆକ୍ରମଣ ଘଟଣାରେ ଉଭୟ ମାଆ ପୁଅ ଙ୍କ ମୃତ୍ୟୁ ଖବର ପାଇ ଆଜି ବଡମ୍ବା ବିଧାୟକ ହିନ୍ଦୋଳ ମେଡିକାଲ ପହଂଚି ଭେଟିଲେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ. କଟକ ଜିଲ୍ଲା ନରସିଂହପୁର ନୂଆଗାଁ ରେ ଗତକାଲି ହାତୀ ଆକ୍ରମଣ ଘଟଣାରେ ମାଆ ପୁଅଙ୍କ ମୃତ୍ୟୁ ପରେ ଆଜି ଖବର ପାଇ ବଡମ୍ବା ବିଧାୟକ ହିନ୍ଦୋଳ ମେଡିକାଲ ରେ ପହଂଚି ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇବା ସହ ବିଜେପି କର୍ମକର୍ତା ମାନଙ୍କୁ ଭେଟିଲେ.

More news from ଓଡ଼ିଶା and nearby areas
  • କଟକ ଜିଲ୍ଲା ନରସିଂହପୁର ନୂଆଗାଁ ରେ ଗତକାଲି ହାତୀ ଆକ୍ରମଣ ଘଟଣାରେ ମାଆ ପୁଅଙ୍କ ମୃତ୍ୟୁ ପରେ ଆଜି ଖବର ପାଇ ବଡମ୍ବା ବିଧାୟକ ହିନ୍ଦୋଳ ମେଡିକାଲ ରେ ପହଂଚି ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇବା ସହ ବିଜେପି କର୍ମକର୍ତା ମାନଙ୍କୁ ଭେଟିଲେ.
    1
    କଟକ ଜିଲ୍ଲା ନରସିଂହପୁର ନୂଆଗାଁ ରେ ଗତକାଲି ହାତୀ ଆକ୍ରମଣ ଘଟଣାରେ ମାଆ ପୁଅଙ୍କ ମୃତ୍ୟୁ ପରେ ଆଜି ଖବର ପାଇ ବଡମ୍ବା ବିଧାୟକ ହିନ୍ଦୋଳ ମେଡିକାଲ ରେ ପହଂଚି ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇବା ସହ ବିଜେପି କର୍ମକର୍ତା ମାନଙ୍କୁ ଭେଟିଲେ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • SC/ST ଫଣ୍ଡ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଟେଣ୍ଡର ପ୍ରକ୍ରିୟା ଦାବିରେ ଗ୍ରାମବାସୀଙ୍କ ଧାରଣା ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ବାଲିପୋଷି ପଞ୍ଚାୟତର କାଳିଆଦମା ଆଶ୍ରମ ବିଦ୍ୟାଳୟରେ ସରକାରୀ SC/ST Development Fund ର କାର୍ଯ୍ୟରେ ଗୁରୁତର ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ବିଦ୍ୟାଳୟର School Management Committee (S.M.C) ସଦସ୍ୟମାନେ ଓ ସ୍ଥାନୀୟ ଗ୍ରାମବାସୀ ଖୋଲାମେଲା ଭାବରେ ଆପତ୍ତି ଜଣାଇଛନ୍ତି।
    1
    SC/ST ଫଣ୍ଡ କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ଟେଣ୍ଡର ପ୍ରକ୍ରିୟା ଦାବିରେ ଗ୍ରାମବାସୀଙ୍କ ଧାରଣା
ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ବାଲିପୋଷି ପଞ୍ଚାୟତର କାଳିଆଦମା ଆଶ୍ରମ ବିଦ୍ୟାଳୟରେ ସରକାରୀ SC/ST Development Fund ର କାର୍ଯ୍ୟରେ ଗୁରୁତର ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ବିଦ୍ୟାଳୟର School Management Committee (S.M.C) ସଦସ୍ୟମାନେ ଓ ସ୍ଥାନୀୟ ଗ୍ରାମବାସୀ ଖୋଲାମେଲା ଭାବରେ ଆପତ୍ତି ଜଣାଇଛନ୍ତି।
    user_Basant Kumar Nayak
    Basant Kumar Nayak
    Local News Reporter ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
    3 hrs ago
  • Post by Simakundaria
    1
    Post by Simakundaria
    user_Simakundaria
    Simakundaria
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    4 hrs ago
  • Bangu Malik Sent 1Star Jajpur Odisha India
    1
    Bangu Malik Sent 1Star Jajpur Odisha India
    user_Mangumalik mangumalik
    Mangumalik mangumalik
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    20 hrs ago
  • ଖଣ୍ଡପଡ଼ାରେ ନୂତନ ଖଣ୍ଡପଡ଼ାରେ ବିବାଦୀୟ ପୋଲିସ ଅଧିକାରି ବଦଳି ପରେ ପୋଲିସ ଉପରକୁ ପ୍ରଶ୍ନ ହେଉଛି.
    1
    ଖଣ୍ଡପଡ଼ାରେ ନୂତନ ଖଣ୍ଡପଡ଼ାରେ ବିବାଦୀୟ ପୋଲିସ ଅଧିକାରି ବଦଳି ପରେ ପୋଲିସ ଉପରକୁ ପ୍ରଶ୍ନ  ହେଉଛି.
    user_Manas sethi
    Manas sethi
    ଖଣ୍ଡପଡ଼ା, ନୟାଗଡ଼, ଓଡ଼ିଶା•
    18 hrs ago
  • tarabalo ରେ ଟିଫିନି ଦୋକାନ ଦେଇଥିବା ଭାଇ ମାନଙ୍କୁ ମୋର 🙏 ଅନୁରୋଧ ଡ୍ରେନ କୁ ଫିଙ୍ଗନ୍ତୁ ନାହିଁ 🙏🙏ସ୍କଲୁ ଭିତରେ ଡ୍ରେନ ପାଣି ପଶୁଚି ପିଲାଙ୍କୁ ଅସୁବିଧା ହାଉଛି
    2
    tarabalo ରେ  ଟିଫିନି ଦୋକାନ ଦେଇଥିବା  
ଭାଇ ମାନଙ୍କୁ ମୋର 🙏 ଅନୁରୋଧ ଡ୍ରେନ କୁ 
ଫିଙ୍ଗନ୍ତୁ ନାହିଁ 🙏🙏ସ୍କଲୁ ଭିତରେ ଡ୍ରେନ ପାଣି ପଶୁଚି ପିଲାଙ୍କୁ ଅସୁବିଧା ହାଉଛି
    user_Santosh pradhan
    Santosh pradhan
    ଫତେଗଡ଼, ନୟାଗଡ଼, ଓଡ଼ିଶା•
    21 hrs ago
  • ଖିଷ୍ଟିଆନ ଧର୍ମ ରେ ମିଶିବାକୁ କହିଲେ କିନ୍ତୁ ମୁଁ ହିନ୍ଦୁ ମୋ ପାଇଁ ମୋ ଧର୍ମ ବଡ଼
    1
    ଖିଷ୍ଟିଆନ ଧର୍ମ ରେ ମିଶିବାକୁ କହିଲେ କିନ୍ତୁ ମୁଁ ହିନ୍ଦୁ ମୋ ପାଇଁ ମୋ ଧର୍ମ ବଡ଼
    user_Tapasdas 6372788705
    Tapasdas 6372788705
    Photographer Kunjakanta, Dhenkanal•
    55 min ago
  • ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୧୦୫ଦିନରେ ପହଁଚିଲା। ତାଳଚେର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ଓ ଜନ ସାଧାରଣ ଏହି ଗଣଧାରଣାରେ ଯୋଗଦେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
    1
    ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୧୦୫ଦିନରେ ପହଁଚିଲା। ତାଳଚେର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ଓ ଜନ ସାଧାରଣ ଏହି ଗଣଧାରଣାରେ ଯୋଗଦେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
    user_Basant Kumar Nayak
    Basant Kumar Nayak
    Local News Reporter ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.