Shuru
Apke Nagar Ki App…
ଅଭିଯୋଗ ପରେ ରାସ୍ତା ମରାମତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହିଁମିତିରାଠାରୁ ସଞ୍ଜାମୁରା ରାସ୍ତା ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ସଡ଼କ ଶୋଚନୀୟ ହୋଇପଡିଥିବା ବେଳେ ମଙ୍ଗଳବାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି | ହିମିତିରା ବରଛକ ଠାରୁ ବ୍ରିଜ୍ ପର୍ଯ୍ୟନ୍ତ ପ୍ରାୟ ୧ କି.ମି. ରାସ୍ତା କଦର୍ଯ୍ୟ ହୋଇପଡ଼ିଥିଲା। ଏ ନେଇ ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍ଡିଓ ସଞ୍ଜୀବ ଘୋଷ କହିଛନ୍ତି, ଉକ୍ତ ରାସ୍ତାକୁବିଭାଗ ପକ୍ଷରୁମରାମତିକରାଯାଉଛି I କିପରି ଏହାକୁ ପିଚୁ କରାଯିବ, ସେ ନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ କେତେଜଣ ଲୋକ ଜମି ଜବରଦଖଲ କରିଥିବା ଯୋଗୁ ସମସ୍ୟା ଦେଖାଦେଇଛି।
Kishore nagar Shuru
ଅଭିଯୋଗ ପରେ ରାସ୍ତା ମରାମତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହିଁମିତିରାଠାରୁ ସଞ୍ଜାମୁରା ରାସ୍ତା ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ସଡ଼କ ଶୋଚନୀୟ ହୋଇପଡିଥିବା ବେଳେ ମଙ୍ଗଳବାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି | ହିମିତିରା ବରଛକ ଠାରୁ ବ୍ରିଜ୍ ପର୍ଯ୍ୟନ୍ତ ପ୍ରାୟ ୧ କି.ମି. ରାସ୍ତା କଦର୍ଯ୍ୟ ହୋଇପଡ଼ିଥିଲା। ଏ ନେଇ ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍ଡିଓ ସଞ୍ଜୀବ ଘୋଷ କହିଛନ୍ତି, ଉକ୍ତ ରାସ୍ତାକୁବିଭାଗ ପକ୍ଷରୁମରାମତିକରାଯାଉଛି I କିପରି ଏହାକୁ ପିଚୁ କରାଯିବ, ସେ ନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ କେତେଜଣ ଲୋକ ଜମି ଜବରଦଖଲ କରିଥିବା ଯୋଗୁ ସମସ୍ୟା ଦେଖାଦେଇଛି।
More news from ଓଡ଼ିଶା and nearby areas
- ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ। ବୌଦ୍ଧ: ତା ୦୨/୦୯ ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମନୋଭାବ ସୃଷ୍ଟି କରିବା ଏବଂ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ସୋସିଓଲୋଜି ବିଭାଗ ମୁଖ୍ୟ ଅଧ୍ୟାପକ ସୁଦାମ ଭୋଇ, ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପରିଚାଳକ ଅଭୟ ପ୍ରସାଦ ଜେନା, ଉଦ୍ୟୋଗୀ ସୁନୀଲ କ୍ଷେତି, ଉଦ୍ୟୋଗୀ ଜୟନ୍ତୀ ଷଡ଼ଙ୍ଗୀ , ଜିଲ୍ଲା ମହିଳା ଉଦ୍ୟୋଗୀ ପ୍ରମୁଖ ଦିପ୍ତୀରାଣୀ ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେଇଥିଲେ। କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ପଛରେ ନ ଦୌଡ଼ି ନିଜର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତାକୁ ବ୍ୟବହାର କରି କିପରି ନିଜେ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦୁଇଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ନିଜ ଉଦ୍ୟୋଗୀ ଜୀବନର ଅନୁଭୂତି ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ନୂତନ ପ୍ରେରଣା ଯୋଗାଇଥିଲା। ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାର ଆହ୍ୱାନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି l2
- ବୌଦ୍ଧ ରେ ମହାସମାରୋହ ରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ବୌଦ୍ଧ ବିଧାୟକ1
- ଉପାନ୍ତରେ ନାହିଁ ପୋଲିସ ପହରା -ବଢୁଛି ଅସାମାଜିକ କାର୍ଯ୍ୟକଳାପ -ସୀମାବର୍ତ୍ତୀ ,ଜଙ୍ଗଲାଞ୍ଚଳରେ ନିୟମିତ ପେଟ୍ରୋଲିଂ ବଢ଼ାଇବାକୁ ଦାବି - ବୀରମହାରାଜପର, ସୁବଳୟା ଥାନା1
- ଚେରୀମୁଲି ଭରସା - କିଡନୀ ରୋଗୀ ହାତ ଟେକିଦେଇ ବସିଛନ୍ତି - ସୁବର୍ଣ୍ଣପୁର ଜିଲ୍ଲା ମାଝିମୁଣ୍ଡା ଗ୍ରାମରୁ ଆସୁଛି ଏଭଳି ଖବର1
- ସୁବର୍ଣ୍ଣପୁର ଅବସର ପରେ ଆଜି 2 ସେପ୍ଟେମ୍ବର ର ପ୍ରାତଃ ବୈଠକ ହୋଇଯାଇଛି l ଅବସର ପରେ ଆଜି 2 ସେପ୍ଟେମ୍ବର ର ପ୍ରାତଃ ବୈଠକ.। ଏକ ସଂକ୍ଷିପ୍ତ ବାର୍ତା, କମ ସମୟ ଜିଲ୍ଲାପାଳ ଦାଇତ୍ୱ ପାଳନରେ ଜିଲ୍ଲା ବିକାଶ ର ପରିକଳ୍ପନା ପୂର୍ଣ୍ଣାଙ୍ଗ ରୂପ ଦେବା ସମ୍ଭବ ହେଲାନି, ଜିଲ୍ଲାକୁ ବିକଶିତ କରିବାରେ ସମସ୍ତେ ଭାଗିଦାରୀ ହୁଅନ୍ତୁ, ମାଇକରେ ଭାଷଣ କେବଳ ସାଉଣ୍ଡ ବକ୍ସ ରେ ପ୍ରତିଧ୍ୱନିତ ହୁଏ, ଜିଲ୍ଲାବାସୀଙ୍କ ଆବଶ୍ୟକତା ଗ୍ରାମବାସୀଙ୍କ ଛାତି ଭିତରେ ଛଟ ପଟ ହେଉଛି, ତାହା ପ୍ରକାଶ ହେବାର ସୁଯୋଗ ସୃଷ୍ଟି ହେଉ.। ଜିଲ୍ଲାବାସୀଙ୍କ ଠାରୁ ଯେତେ ସନମାନ, ଶ୍ରଦ୍ଧା, ଆନ୍ତରିକତା ପାଇଛି ତାହା ସ୍ମୃତି ହୋଇ ରହିଲା। ଜିଲ୍ଲା ବିକାଶର ମଙ୍ଗୁଆଳ ହୁଅନ୍ତୁ, ଛୋଟ ଆବେଦନ ବିଶାଳ ଦାଇତ୍ୱ.।1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଉଲୁଣ୍ଡା ପୁଲିସ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଳେ ବାଘପାଲିର କାଳିଆ ବଣ୍ଡକି ଏବଂ ବଡାଲିର ବାବୁଲୁ ଲୁହା l ଏକ ବାଇକ୍ ଯୋଗେ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ଉ ସମୟରେ ଏକ ବାଇକକୁ ଅଟକାଇ ଯାଞ୍ଚ କଳା ପରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା l ସେଠାରୁ ଗଞ୍ଜେଇ ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥଲେ l ପରେ ମାଜିଷ୍ଟ୍ରେଟ ନିରଞ୍ଜନ ଧଳଙ୍କ ଉପସ୍ଥିତିର ଗଞ୍ଜେଇ ଓଜନ କଲା ପରେ 42 କେଜି 390 ଗ୍ରାମ ଥିବା ଜଣାପଡ଼ିଥିଲା l ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି l ଦୁଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଛି l1
- ଆନ୍ଦୋଳନ ରାସ୍ତାରୋକ କରିବାକୁ ପଡ଼େ ସାମାନ୍ୟ ଖାଲଟିଏ ପାଇଁ1
- ଶଳା ର ବାରିସୀ ଚୋଟ ରେ ଭିଣୋଇ ମୃତ, ଅଭିଯୁକ୍ତ ପୋଲିସ ଗିରଫ କରି ତଦନ୍ତ ଜାରି ସମ୍ପର୍କୀୟ ଶଳାର ବାରିସୀ ଓ ବାଡ଼ି ମାଡରେ ଭିଣେଇ ମୃତ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମସନିକାନୀ ଗାଁରେ। ଗାଁ ଦାଣ୍ଡରେ ସାମାନ୍ୟ କଥା କୁ କେନ୍ଦ୍ର କରି ଉଭୟ ସମ୍ପର୍କୀୟ ଶଳା ଓ ଭେଣେଇ ମଧ୍ୟରେ ଯୁକ୍ତିତର୍କ ହୋଇ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ରେ ଭେଣେଇଁ ଚାରଲେସ ଲୁଗୁନ ଙ୍କ ମୃତ୍ୟୁ ଘଟିଛି।ଅଭିଯୁକ୍ତ ସମ୍ପର୍କୀୟ ଶଳା କୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଥିବା ବେଳେ, ପୋଲିସ ଅଧିକ ତଦନ୍ତ କରୁଛି।1