logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀ ଜିଲ୍ଲା ବେଳାଭୂମିରେ ନିଶାସକ୍ତ ଯୁବତୀଙ୍କ ହାଇଡ୍ରାମା ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ 🙆

1 hr ago
user_SOUMYA RANJAN
SOUMYA RANJAN
Extended stay hotel Balianta, Khordha•
1 hr ago

ପୁରୀ ଜିଲ୍ଲା ବେଳାଭୂମିରେ ନିଶାସକ୍ତ ଯୁବତୀଙ୍କ ହାଇଡ୍ରାମା ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ 🙆

More news from Khordha and nearby areas
  • ପୁରୀ ଜିଲ୍ଲା ବେଳାଭୂମିରେ ନିଶାସକ୍ତ ଯୁବତୀଙ୍କ ହାଇଡ୍ରାମା ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ 🙆
    1
    ପୁରୀ ଜିଲ୍ଲା ବେଳାଭୂମିରେ ନିଶାସକ୍ତ ଯୁବତୀଙ୍କ ହାଇଡ୍ରାମା ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ 🙆
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    1 hr ago
  • 65th meeting of EMPOWERED COMMITTEE ON INFRASTRUCTURE FOR PPP PROJECTS
    1
    65th meeting of EMPOWERED COMMITTEE ON INFRASTRUCTURE FOR PPP PROJECTS
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ବାଲିଅନ୍ତା ମାମଲାରେ ସୌମ୍ୟଙ୍କ ମାମୁଁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ବୟାନ ମାମଲାର ତଦନ୍ତରେ ଏକ ନୂଆ ମୋଡ଼ ଆଣିପାରେ। ସମଗ୍ର ଓଡ଼ିଶାର ନଜର ଏବେ ତାଙ୍କ କଥା ଉପରେ।
    1
    ବାଲିଅନ୍ତା ମାମଲାରେ ସୌମ୍ୟଙ୍କ ମାମୁଁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ବୟାନ ମାମଲାର ତଦନ୍ତରେ ଏକ ନୂଆ ମୋଡ଼ ଆଣିପାରେ। ସମଗ୍ର ଓଡ଼ିଶାର ନଜର ଏବେ ତାଙ୍କ କଥା ଉପରେ।
    user_SUDAM DAS
    SUDAM DAS
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ଓଡ଼ିଶାର ବାଲିଅନ୍ତାଠାରେ ସୌମ୍ୟ ରଞ୍ଜନଙ୍କୁ ଜଣେ କନେଷ୍ଟବଳଙ୍କ ସାମ୍ନାରେ ଲୋକେ ପିଟି ପିଟି ମାରିଦେଇଛନ୍ତି। ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନ କରିବା ପରେ କନେଷ୍ଟବଳ ଜଣକ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଏହି ଘଟଣା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।
    1
    ଓଡ଼ିଶାର ବାଲିଅନ୍ତାଠାରେ ସୌମ୍ୟ ରଞ୍ଜନଙ୍କୁ ଜଣେ କନେଷ୍ଟବଳଙ୍କ ସାମ୍ନାରେ ଲୋକେ ପିଟି ପିଟି ମାରିଦେଇଛନ୍ତି। ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନ କରିବା ପରେ କନେଷ୍ଟବଳ ଜଣକ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଏହି ଘଟଣା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
  • ବୀରମହାରାଜପୁରର ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    1
    ବୀରମହାରାଜପୁରର ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    13 hrs ago
  • ଆଜି ପବିତ୍ର ଦିନରେ ଭାରତର ଅନେକ ଶୈବପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ଢ଼େଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ କପିଳାସ ର ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ନିକଟରେ ମଧ୍ୟ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହୋଇଯାଇଛି। ପବିତ୍ର କପିଳାସ ର ପାଦଦେଶରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ମଞ୍ଚରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ତଧର ସା‌ହୁ , ବ୍ଲକ୍ ଅଧ୍ୟକ୍ଷା ରିନା ରାଣୀ ଖଟୁଆ, ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା ଙ୍କ ସମେତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। #ଶୈବପୀଠ_କପିଳାସ #Dhenkanal #Kapilas #OdishaNews #SomnathSwabhimanParba #BreakingNews #OdishaTemple #ReligiousEvent
    1
    ଆଜି ପବିତ୍ର ଦିନରେ ଭାରତର ଅନେକ ଶୈବପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ଢ଼େଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ କପିଳାସ ର ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ନିକଟରେ ମଧ୍ୟ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହୋଇଯାଇଛି।
ପବିତ୍ର କପିଳାସ ର ପାଦଦେଶରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ମଞ୍ଚରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ତଧର ସା‌ହୁ , ବ୍ଲକ୍ ଅଧ୍ୟକ୍ଷା ରିନା ରାଣୀ ଖଟୁଆ, ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା ଙ୍କ ସମେତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।


#ଶୈବପୀଠ_କପିଳାସ
#Dhenkanal
#Kapilas
#OdishaNews
#SomnathSwabhimanParba
#BreakingNews
#OdishaTemple
#ReligiousEvent
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    52 min ago
  • ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll
    1
    ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll 
ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    3 hrs ago
  • ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍‌-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି
    1
    ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍‌-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.