logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କାର୍ଲାକଣା ପଞ୍ଚାୟତର ଅଙ୍ଗୁରୁ ଗ୍ରାମରେ ଜୟ ସଦଗୁରୁ ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜୟ ସଦଗୁରୁ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଯାଇଛି। ୩୨ ଗୋଟି ଯୁବକ ସଂଘର ଯୁବକ ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାୟଗଡା ବ୍ଲକ ସଭାପତି ଶ୍ରୀ ପ୍ରତାପ ପେଦେଣ୍ଟି ଏବଂ ରାୟଗଡ଼ା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଉଦୟ କୁମାର ହିମିରିକା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିନାୟକ ପୋଲେଇ, ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟି , ଚାନ୍ଦିଲି ପଞ୍ଚାୟତ ଜେକେପୁର ମଣ୍ଡଳ ର ଯୁବ ନେତା ଶ୍ରୀ ଇଶ୍ଵର ରାଓ ଯୋଗଦେଇ ଖେଳାଳିଙ୍କୁ ପ୍ରଥମ ମ୍ୟାଚ୍ ଯାହା ରାମପୁର ଯୁବକ ସଂଘ ଏବଂ ବଡ ଚାନ୍ଦିଲି ଟାଇଗର ଟିମ୍ ମଧ୍ୟ ରେ ହୋଇଥିଲା। ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥିଲେ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ସମସ୍ତ ସଭ୍ୟସଭ୍ୟl ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ପ୍ରତାପ ପେଦେଣ୍ଟି ଯୁବକ ମାନଙ୍କୁ ଶେଷରେ ଗୋଟିଏ ବାର୍ଥା ଦେଇଥିଲେ ସମସ୍ତ ଯୁବକ ଭାଇମାନେ କ୍ରୀଡା ଏବଂ ଖେଳକୁଦ ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମକୁ ସୁସ୍ଥ ରଖିବା ପାଇଁ ଏହା ଏକ ଭଲ ଅଭ୍ୟାସ ଅଟେ | ଏକ ସୁଖୀ ଏବଂ ସଫଳ ଜୀବନଯାପନ କରିବାକୁ ଶାରୀରିକ ଏବଂ ମାନସିକ ସୁସ୍ଥତା ନିହାତି ଦରକାର | ଜଣେ ବ୍ୟକ୍ତି ଯଦି ଶାରୀରିକ ସ୍ବରରେ ଦୁର୍ବଳ ତେବେ ସେ ମାନସିକ ସ୍ବରରେ କଦାପି ଶକ୍ତିଶାଳୀ ହୋଇପାରିବ ନାହିଁ | ତେଣୁ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଉପଯୁକୁ ଧ୍ୟାନ ଦେବା ଉଚିତ୍‌ । ଖେଳ ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରି ଜଣେ ନିଜ ଶରୀରକୁ ସୁସ୍ଥ କରିପାରିବ | ବୋଲି ସମସ୍ତ ଦଳର ଖୋଳୀମାନଙ୍କୁ କହିଥିଲେ। ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ଯୁବକ ଓ ଗ୍ରାମର ଭଦ୍ରବେକ୍ତି ମାନଙ୍କୁ ଧନ୍ୟବାଦ କହିଥିଲେ । ଆଜି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କାର୍ଲାକଣା ପଞ୍ଚାୟତର ଅଙ୍ଗୁରୁ ଗ୍ରାମରେ ଜୟ ସଦଗୁରୁ ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜୟ ସଦଗୁରୁ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଯାଇଛି। ୩୨ ଗୋଟି ଯୁବକ ସଂଘର ଯୁବକ ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାୟଗଡା ବ୍ଲକ ସଭାପତି ଶ୍ରୀ ପ୍ରତାପ ପେଦେଣ୍ଟି ଏବଂ ରାୟଗଡ଼ା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଉଦୟ କୁମାର ହିମିରିକା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିନାୟକ ପୋଲେଇ, ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟି , ଚାନ୍ଦିଲି ପଞ୍ଚାୟତ ଜେକେପୁର ମଣ୍ଡଳ ର ଯୁବ ନେତା ଶ୍ରୀ ଇଶ୍ଵର ରାଓ ଯୋଗଦେଇ ଖେଳାଳିଙ୍କୁ ପ୍ରଥମ ମ୍ୟାଚ୍ ଯାହା ରାମପୁର ଯୁବକ ସଂଘ ଏବଂ ବଡ ଚାନ୍ଦିଲି ଟାଇଗର ଟିମ୍ ମଧ୍ୟ ରେ ହୋଇଥିଲା। ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥିଲେ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ସମସ୍ତ ସଭ୍ୟସଭ୍ୟl ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ପ୍ରତାପ ପେଦେଣ୍ଟି ଯୁବକ ମାନଙ୍କୁ ଶେଷରେ ଗୋଟିଏ ବାର୍ଥା ଦେଇଥିଲେ ସମସ୍ତ ଯୁବକ ଭାଇମାନେ କ୍ରୀଡା ଏବଂ ଖେଳକୁଦ ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମକୁ ସୁସ୍ଥ ରଖିବା ପାଇଁ ଏହା ଏକ ଭଲ ଅଭ୍ୟାସ ଅଟେ | ଏକ ସୁଖୀ ଏବଂ ସଫଳ ଜୀବନଯାପନ କରିବାକୁ ଶାରୀରିକ ଏବଂ ମାନସିକ ସୁସ୍ଥତା ନିହାତି ଦରକାର | ଜଣେ ବ୍ୟକ୍ତି ଯଦି ଶାରୀରିକ ସ୍ବରରେ ଦୁର୍ବଳ ତେବେ ସେ ମାନସିକ ସ୍ବରରେ କଦାପି ଶକ୍ତିଶାଳୀ ହୋଇପାରିବ ନାହିଁ | ତେଣୁ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଉପଯୁକୁ ଧ୍ୟାନ ଦେବା ଉଚିତ୍‌ । ଖେଳ ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରି ଜଣେ ନିଜ ଶରୀରକୁ ସୁସ୍ଥ କରିପାରିବ | ବୋଲି ସମସ୍ତ ଦଳର ଖୋଳୀମାନଙ୍କୁ କହିଥିଲେ। ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ଯୁବକ ଓ ଗ୍ରାମର ଭଦ୍ରବେକ୍ତି ମାନଙ୍କୁ ଧନ୍ୟବାଦ କହିଥିଲେ ।

3 hrs ago
user_Tuna Behera
Tuna Behera
କାଶୀପୁର, ରାୟଗଡା, ଓଡ଼ିଶା•
3 hrs ago

ଆଜି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କାର୍ଲାକଣା ପଞ୍ଚାୟତର ଅଙ୍ଗୁରୁ ଗ୍ରାମରେ ଜୟ ସଦଗୁରୁ ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜୟ ସଦଗୁରୁ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଯାଇଛି। ୩୨ ଗୋଟି ଯୁବକ ସଂଘର ଯୁବକ ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାୟଗଡା ବ୍ଲକ ସଭାପତି ଶ୍ରୀ ପ୍ରତାପ ପେଦେଣ୍ଟି ଏବଂ ରାୟଗଡ଼ା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଉଦୟ କୁମାର ହିମିରିକା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିନାୟକ ପୋଲେଇ, ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟି , ଚାନ୍ଦିଲି ପଞ୍ଚାୟତ ଜେକେପୁର ମଣ୍ଡଳ ର ଯୁବ ନେତା ଶ୍ରୀ ଇଶ୍ଵର ରାଓ ଯୋଗଦେଇ ଖେଳାଳିଙ୍କୁ ପ୍ରଥମ ମ୍ୟାଚ୍ ଯାହା ରାମପୁର ଯୁବକ ସଂଘ ଏବଂ ବଡ ଚାନ୍ଦିଲି ଟାଇଗର ଟିମ୍ ମଧ୍ୟ ରେ ହୋଇଥିଲା। ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥିଲେ ଏବଂ ଜୟ ସଦଗୁରୁ

ଯୁବକ ସଂଘ ର ସମସ୍ତ ସଭ୍ୟସଭ୍ୟl ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ପ୍ରତାପ ପେଦେଣ୍ଟି ଯୁବକ ମାନଙ୍କୁ ଶେଷରେ ଗୋଟିଏ ବାର୍ଥା ଦେଇଥିଲେ ସମସ୍ତ ଯୁବକ ଭାଇମାନେ କ୍ରୀଡା ଏବଂ ଖେଳକୁଦ ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମକୁ ସୁସ୍ଥ ରଖିବା ପାଇଁ ଏହା ଏକ ଭଲ ଅଭ୍ୟାସ ଅଟେ | ଏକ ସୁଖୀ ଏବଂ ସଫଳ ଜୀବନଯାପନ କରିବାକୁ ଶାରୀରିକ ଏବଂ ମାନସିକ ସୁସ୍ଥତା ନିହାତି ଦରକାର | ଜଣେ ବ୍ୟକ୍ତି ଯଦି ଶାରୀରିକ ସ୍ବରରେ ଦୁର୍ବଳ ତେବେ ସେ ମାନସିକ ସ୍ବରରେ କଦାପି ଶକ୍ତିଶାଳୀ ହୋଇପାରିବ ନାହିଁ | ତେଣୁ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଉପଯୁକୁ ଧ୍ୟାନ ଦେବା ଉଚିତ୍‌ । ଖେଳ ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରି ଜଣେ ନିଜ ଶରୀରକୁ ସୁସ୍ଥ କରିପାରିବ | ବୋଲି ସମସ୍ତ ଦଳର ଖୋଳୀମାନଙ୍କୁ କହିଥିଲେ। ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ଯୁବକ ଓ ଗ୍ରାମର ଭଦ୍ରବେକ୍ତି ମାନଙ୍କୁ ଧନ୍ୟବାଦ କହିଥିଲେ । ଆଜି ରାୟଗଡ଼ା

ଜିଲ୍ଲା ସଦର ବ୍ଳକର କାର୍ଲାକଣା ପଞ୍ଚାୟତର ଅଙ୍ଗୁରୁ ଗ୍ରାମରେ ଜୟ ସଦଗୁରୁ ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜୟ ସଦଗୁରୁ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଯାଇଛି। ୩୨ ଗୋଟି ଯୁବକ ସଂଘର ଯୁବକ ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାୟଗଡା ବ୍ଲକ ସଭାପତି ଶ୍ରୀ ପ୍ରତାପ ପେଦେଣ୍ଟି ଏବଂ ରାୟଗଡ଼ା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଉଦୟ କୁମାର ହିମିରିକା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିନାୟକ ପୋଲେଇ, ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟି , ଚାନ୍ଦିଲି ପଞ୍ଚାୟତ ଜେକେପୁର ମଣ୍ଡଳ ର ଯୁବ ନେତା ଶ୍ରୀ ଇଶ୍ଵର ରାଓ ଯୋଗଦେଇ ଖେଳାଳିଙ୍କୁ ପ୍ରଥମ ମ୍ୟାଚ୍ ଯାହା ରାମପୁର ଯୁବକ ସଂଘ ଏବଂ ବଡ ଚାନ୍ଦିଲି ଟାଇଗର ଟିମ୍ ମଧ୍ୟ ରେ ହୋଇଥିଲା। ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥିଲେ ଏବଂ ଜୟ ସଦଗୁରୁ ଯୁବକ ସଂଘ

ର ସମସ୍ତ ସଭ୍ୟସଭ୍ୟl ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ପ୍ରତାପ ପେଦେଣ୍ଟି ଯୁବକ ମାନଙ୍କୁ ଶେଷରେ ଗୋଟିଏ ବାର୍ଥା ଦେଇଥିଲେ ସମସ୍ତ ଯୁବକ ଭାଇମାନେ କ୍ରୀଡା ଏବଂ ଖେଳକୁଦ ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମକୁ ସୁସ୍ଥ ରଖିବା ପାଇଁ ଏହା ଏକ ଭଲ ଅଭ୍ୟାସ ଅଟେ | ଏକ ସୁଖୀ ଏବଂ ସଫଳ ଜୀବନଯାପନ କରିବାକୁ ଶାରୀରିକ ଏବଂ ମାନସିକ ସୁସ୍ଥତା ନିହାତି ଦରକାର | ଜଣେ ବ୍ୟକ୍ତି ଯଦି ଶାରୀରିକ ସ୍ବରରେ ଦୁର୍ବଳ ତେବେ ସେ ମାନସିକ ସ୍ବରରେ କଦାପି ଶକ୍ତିଶାଳୀ ହୋଇପାରିବ ନାହିଁ | ତେଣୁ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଉପଯୁକୁ ଧ୍ୟାନ ଦେବା ଉଚିତ୍‌ । ଖେଳ ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରି ଜଣେ ନିଜ ଶରୀରକୁ ସୁସ୍ଥ କରିପାରିବ | ବୋଲି ସମସ୍ତ ଦଳର ଖୋଳୀମାନଙ୍କୁ କହିଥିଲେ। ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ଯୁବକ ଓ ଗ୍ରାମର ଭଦ୍ରବେକ୍ତି ମାନଙ୍କୁ ଧନ୍ୟବାଦ କହିଥିଲେ ।

More news from ଓଡ଼ିଶା and nearby areas
  • ଆଦିବାସୀ ମାନଙ୍କ ଉପରେ ଦମନ ବଦଂ କର ନଚେତ ଆଦୋଂଲନ ହେବ --------------------------------------- ରାୟଗଡା, ଗୁଣପୁର ,ତା ୭/୦୪: ଆଜି ସକାଳୁ ସିଜମାଳି ଅଞ୍ଚଳରୁ ଖବର ମିଳିଛି ଗତକାଲି ରାତି ପ୍ରାୟ ୩ଟା (୭ ଅପ୍ରେଲ ଭୋର୍ ସମୟରେ) ସମୟରେ ସଶସ୍ତ୍ର ପୋଲିସ୍ ବାହିନୀ କଣ୍ଟାମାଳ ଗାଁଘେରାଉକରି,ଇଲେକ୍ଟି ସଂଯୋଗ ବିଚ୍ଛିନ୍ନ କରି ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛନ୍ତି, କିଛି ଘରଦ୍ୱାର ଭାଙ୍ଗିଛନ୍ତି, ବ୍ଲାକ ଫାୟାରିଙ୍ଗ କରିଛନ୍ତି ଓ କେତେକ ପୁରୁଷ ମହିଳାଙ୍କ ଉପରେ ଆକ୍ରମଣ କରିଛନ୍ତି।। ଟିଅର୍ ଗ୍ୟାସ୍ ପକାଇବା ଫଳରେ ଗୋଟିଏ ଗାଇ ମଧ୍ୟ ମରିଯାଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା।ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ରାସ୍ତା ନିର୍ମାଣ ପାଇଁ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛନ୍ତି। ଏହା ରାୟଗଡ଼ା ଭଳି ଅନୁସୂଚିତ ଅଞ୍ଚଳରେ ସାମ୍ବିଧାନିକ ଅଧିକାର ଓ ମାନବିକ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ । ଏପରି ଅଗଣତାନ୍ତ୍ରିକ ନିଷେଧାଦେଶ ଅବିଳମ୍ବେ ପ୍ରତ୍ୟାହାର କରିବା ଆବଶ୍ୟକ। ପ୍ରକାଶ ଥାଉକି ଗତ ୩ ଅପ୍ରେଲ ସନ୍ଧ୍ୟା ସମୟରେ ରାୟଗଡ଼ା ଉପ-ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ଭାରତୀୟ ନାଗରିକ ସଂହିତା ଧାରା ୧୬୩ ତଥା ପୂର୍ବରୁ ଥିବା ଭାରତୀୟ ଦଣ୍ଡବିଧି ନିୟମର ଧାରା ୧୪୪ ଅନୁଯାୟୀ ଏକ ନିଷେଧାଦେଶ ଜାରି କରାଯାଇଛି । ଡାକବାଜି ଯନ୍ତ୍ରରେ ଘୋଷଣା କରି ଏଥିରେ କୁହାଯାଇଛି ଯେ ରାଜ୍ୟ ସରକାର ସିଜିମାଳିକୁ ଏକ ରାସ୍ତା ନିର୍ମାଣ କରିବାକୁ ଯାଉଛନ୍ତି । ରାସ୍ତା ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ୪ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । ଏହି ଆଦେଶଟି ୩ ଅପ୍ରେଲ ସଂଧ୍ୟା ୬ରୁ ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଦେଶକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଛି । ସ୍ଥାନୀୟ ସିଜମାଳି ଅଞ୍ଚଳବାସୀ ଜାଣନ୍ତି ଯେ ଏହି ରାସ୍ତା ସେମାନଙ୍କର କୌଣସି ସୁବିଧା ପାଇଁ ନିର୍ମାଣ କରାଯାଉନାହିଁ, ବରଂ ବେଦାନ୍ତ କମ୍ପାନୀର ବକ୍‌ସାଇଟ ଖଣି ପାଇଁ ଏହା ନିର୍ମାଣ କରାଯାଉଛି । ରାୟଗଡ଼ା ଜିଲ୍ଲା ପୁଲିସ ଓ ପ୍ରଶାସନ ଯେ କମ୍ପାନୀର ସ୍ୱାର୍ଥରେ ଲାଗିଛନ୍ତି ଏହା ନିଷେଧାଦେଶରୁ ତାହା ଅଧିକ ସ୍ପଷ୍ଟ ହୋଇଯାଉଛି । କିନ୍ତୁ ସମଗ୍ର ରାୟଗଡ଼ା ଜିଲ୍ଲା ଏକ ଅନୁସୂଚୀତ ଅଞ୍ଚଳ ହୋଇଥିବା ବେଳେ ସେ ଅଞ୍ଚଳରେ ଯେକୌଣସି ବିକାଶମୂଳକ କାମ ପାଇଁ ଗ୍ରାମସଭାର ଅନୁମୋଦନ ଜରୁରୀ ଅଟେ, ଯାହା ଏହି ରାସ୍ତା ନିର୍ମାଣ ଘୋଷଣାରେ ଉଲଂଘନ କରାଯାଇଛି। ଆଦିବାସୀ ସମାଜରେ ଚାଷକାମ ଠାରୁ ଆରମ୍ଭ କରି ଜଙ୍ଗଲରୁ ଜାଳେଣି ସଂଗ୍ରହ ହେଉ ବା ଅନ୍ୟ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ହେଉ ପ୍ରତିଟି କାର୍ଯ୍ୟ ଗୋଷ୍ଠୀଗତ ଭାବେ କରାଯାଏ । ଗୋଷ୍ଠୀବଦ୍ଧ ସମାଜ ହୋଇଥିବା କାରଣରୁ ସେମାନଙ୍କ ଜୀବନ ଜୀବିକା ଓ ଦୈନନ୍ଦିନ ଚାଲିଚଳଣୀ, ଚାଷବାସ, ଗୋପାଳନ, ଭୋଜିଭାତ, ଖେଳକୂଦ ପାଇଁ ପ୍ରତିଟି କ୍ଷେତ୍ରରେ ଏହି ନିଷେଧାଦେଶ ମାନବାଧିକାର ଉଲ୍ଲଂଘନ କରିବ। ରାୟଗଡ଼ା ଜିଲ୍ଲା ପ୍ରଶାସନ ଉକ୍ତ ନିଷେଧାଦେଶ ସେମାନଙ୍କର ନିତିଦିନିଆ ଜୀବନ-ଜୀବିକାକୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ କରିବ । ସିଜିମାଳିର ସାଧାରଣ ଜନତା ସେମାନଙ୍କ ଅଞ୍ଚଳରେ ହେଉଥିବା ରାସ୍ତା ନିର୍ମାଣକୁ ତୀବ୍ର ବିରୋଧ କରୁଛନ୍ତି। ଏହି ରାସ୍ତା ସାଧାରଣ ଲୋକଙ୍କ ଉନ୍ନତି ପାଇଁ ନୁହେଁ, ବରଂ ସିଜିମାଳି ଅଞ୍ଚଳର ଜଳ, ଜମି, ଜଙ୍ଗଲ, ଖଣିଜ ସମ୍ପଦ ଓ ଆଦିବାସୀମାନଙ୍କ ଜୀବନ- ଜୀବିକାର ଲୁଣ୍ଠନ ପାଇଁ ନିର୍ମାଣ କରାଯାଉଛି। ଏହା ସହିତ, ଗତ ୧୧ ମାର୍ଚ୍ଚରେ ତଳ ତଳ ଆମପଦର ଗାଁ ର ୨୧ ଜଣ, ଯେଉଁମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୦ ଜଣ ମହିଳା ଅଛନ୍ତି ସେମାନଙ୍କୁ ଗିରଫ୍ କରାଯାଇଛି। ସେହିପରି ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ ଓ ତାଙ୍କ ସାଥୀ ସଂଗ୍ରାମୀ ସୁରେଶଙ୍କୁ ପୋଲିସ ମିଥ୍ୟା ମାମଲାରେ ଗତ ମାର୍ଚ୍ଚ ୨୭ ତାରିଖରେ ଗିରଫ କରି ଜେଲ୍ ରେ ରଖିଥିବା ଘଟଣା ଗୁରୁତର ଚିନ୍ତାର ବିଷୟ। ଏହାରୁ ସ୍ପଷ୍ଟ ଯେ ବେଦାନ୍ତ ଓ ଆଦାନୀ ପରି କମ୍ପାନୀମାନଙ୍କ ପକ୍ଷରେ ସିଜିମାଳି ଓ ଅନ୍ୟାନ୍ୟ ମାଳି ଅଞ୍ଚଳକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନାବଦ୍ଧ ଭାବରେ ପଦକ୍ଷେପ ନେଉଛନ୍ତି। ପୋଲିସ ଓ ପ୍ରଶାସନ ଦ୍ୱାରା କମ୍ପାନୀ ପକ୍ଷରେ ସାଧାରଣ ଆଦିବାସୀମାନଙ୍କ ଉପରେ ଚାଲିଥିବା ଏହି ଜନବିରୋଧୀ, ଅଗଣତାନ୍ତ୍ରିକ ଓ ଅସାଂବିଧାନିକ କାର୍ଯ୍ୟକଳାପକୁ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା ଜିଲ୍ଲା କମିଟି ଦୃଢ଼ ଭାବରେ ନିନ୍ଦା କରୁଛୁ ଏବଂ ନିମ୍ନଲିଖିତ ଦାବି କରୁଛୁ । ୧. ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଧାରା ୧୬୩(ବି.ଏନ୍.ଏସ୍) ଓ ଧାରା ୧୪୪(ଭାରତୀୟ ଦଣ୍ଡବିଧି ସଂହିତା)ଧାରାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ୨. ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଜଳ, ଜମି, ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା ସୁନିଶ୍ଚିତ କରାଯାଉ ଓ ଗ୍ରାମସଭାର ଅନୁମତି ବିନା ଖଣି ଖନନ ପାଇଁ ଜାରି ପ୍ରକ୍ରିୟା ବନ୍ଦ କରାଯାଉ। ୩. ବେଦାନ୍ତ କମ୍ପାନୀ ପାଇଁ ହେଉଥିବା ରାସ୍ତା ନିର୍ମାଣ କାମକୁ ତୁରନ୍ତ ବନ୍ଦ କରାଯାଉ। ୪. ସିଜିମାଳି ଅଞ୍ଚଳରେ ମୁତୟନ ହୋଇଥିବା ପୋଲିସ୍ ପ୍ରତ୍ୟାହାର ବନ୍ଦ କରାଯାଉ ଏବଂ ପୋଲିସ୍ ପ୍ରଶାସନଙ୍କ ଜୋର-ଜୁଲୁମକୁ ବନ୍ଦ କରାଯାଉ। ୫. ସାଥୀ ଲିଙ୍ଗରାଜ ଆଜାଦ ଓ ସିଜିମାଳିର ଜଳ ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ ବେଦାନ୍ତ କମ୍ପାନୀ ବିରୋଧୀ ଆନ୍ଦୋଳନରେ ସମସ୍ତ ସାଥୀମାନଙ୍କ ନାମରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରାଯାଉ ଏବଂ ଜେଲ୍ ରେ ଥିବା ସମସ୍ତ ସାଥୀ ମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ। ୬. ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଆଦିବାସୀମାନଙ୍କ ଅଧିକାର ରକ୍ଷା ପାଇଁ ପେଶା (PESA) ଓ ଜଙ୍ଗଲ ଅଧିକାର ଆଇନ (FRA) କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ। ୭) ରାୟଗଡ଼ା ଜିଲ୍ଲା ତଥା ସିଜମାଳି ଅଞ୍ଚଳ ସମ୍ବିଧାନର ୫ମ ଅନୁଚ୍ଛେଦ ଅନୁସାରେ ଅନୁସୂଚିତ କ୍ଷେତ୍ର ହୋଇଥିବାରୁ ଏବଂ ରାଜ୍ୟପାଳ ଅନୁସୂଚିତ କ୍ଷେତ୍ରର ମୁଖ୍ୟ ହୋଇଥିବାରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଅବିଳମ୍ବେ ଏହି ଘଟଣାରେ ହସ୍ତକ୍ଷେପ କରି ଓ ତାଙ୍କର ବିଶେଷ କ୍ଷମତା ପ୍ରୟୋଗ କରି ଗ୍ରାମସଭାର ସାମ୍ବିଧାନିକ ମାନ୍ୟତା କୁ ସ୍ୱୀକୃତି ଦିଅନ୍ତୁ। ନିବେଦକ ତ୍ରିପତି ଗମାଙ୍ଗ ଜିଲ୍ଲା ସମ୍ପାଦକ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା, ଓଡିଶା
    1
    ଆଦିବାସୀ ମାନଙ୍କ ଉପରେ ଦମନ ବଦଂ କର ନଚେତ ଆଦୋଂଲନ ହେବ
---------------------------------------
ରାୟଗଡା, ଗୁଣପୁର ,ତା ୭/୦୪: ଆଜି ସକାଳୁ ସିଜମାଳି ଅଞ୍ଚଳରୁ ଖବର ମିଳିଛି ଗତକାଲି ରାତି ପ୍ରାୟ ୩ଟା (୭ ଅପ୍ରେଲ ଭୋର୍ ସମୟରେ) ସମୟରେ ସଶସ୍ତ୍ର ପୋଲିସ୍ ବାହିନୀ କଣ୍ଟାମାଳ ଗାଁଘେରାଉକରି,ଇଲେକ୍ଟି ସଂଯୋଗ ବିଚ୍ଛିନ୍ନ କରି ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛନ୍ତି,  କିଛି ଘରଦ୍ୱାର ଭାଙ୍ଗିଛନ୍ତି, ବ୍ଲାକ ଫାୟାରିଙ୍ଗ କରିଛନ୍ତି ଓ କେତେକ ପୁରୁଷ ମହିଳାଙ୍କ ଉପରେ ଆକ୍ରମଣ କରିଛନ୍ତି।। ଟିଅର୍ ଗ୍ୟାସ୍ ପକାଇବା ଫଳରେ ଗୋଟିଏ ଗାଇ ମଧ୍ୟ ମରିଯାଇଛି । 
ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା।ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ରାସ୍ତା ନିର୍ମାଣ ପାଇଁ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛନ୍ତି। ଏହା ରାୟଗଡ଼ା ଭଳି ଅନୁସୂଚିତ ଅଞ୍ଚଳରେ ସାମ୍ବିଧାନିକ ଅଧିକାର ଓ ମାନବିକ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ । ଏପରି ଅଗଣତାନ୍ତ୍ରିକ ନିଷେଧାଦେଶ ଅବିଳମ୍ବେ ପ୍ରତ୍ୟାହାର କରିବା ଆବଶ୍ୟକ।
ପ୍ରକାଶ ଥାଉକି ଗତ ୩ ଅପ୍ରେଲ ସନ୍ଧ୍ୟା ସମୟରେ ରାୟଗଡ଼ା ଉପ-ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ଭାରତୀୟ ନାଗରିକ ସଂହିତା ଧାରା ୧୬୩ ତଥା ପୂର୍ବରୁ ଥିବା ଭାରତୀୟ ଦଣ୍ଡବିଧି ନିୟମର ଧାରା ୧୪୪ ଅନୁଯାୟୀ ଏକ ନିଷେଧାଦେଶ ଜାରି କରାଯାଇଛି । ଡାକବାଜି ଯନ୍ତ୍ରରେ ଘୋଷଣା କରି ଏଥିରେ କୁହାଯାଇଛି ଯେ ରାଜ୍ୟ ସରକାର ସିଜିମାଳିକୁ ଏକ ରାସ୍ତା ନିର୍ମାଣ କରିବାକୁ ଯାଉଛନ୍ତି । ରାସ୍ତା ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ୪ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । ଏହି ଆଦେଶଟି ୩ ଅପ୍ରେଲ ସଂଧ୍ୟା ୬ରୁ ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଦେଶକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଛି । 
ସ୍ଥାନୀୟ ସିଜମାଳି ଅଞ୍ଚଳବାସୀ ଜାଣନ୍ତି ଯେ ଏହି ରାସ୍ତା ସେମାନଙ୍କର କୌଣସି ସୁବିଧା ପାଇଁ ନିର୍ମାଣ କରାଯାଉନାହିଁ, ବରଂ ବେଦାନ୍ତ କମ୍ପାନୀର ବକ୍‌ସାଇଟ ଖଣି ପାଇଁ ଏହା ନିର୍ମାଣ କରାଯାଉଛି । ରାୟଗଡ଼ା ଜିଲ୍ଲା ପୁଲିସ ଓ ପ୍ରଶାସନ ଯେ କମ୍ପାନୀର ସ୍ୱାର୍ଥରେ ଲାଗିଛନ୍ତି ଏହା ନିଷେଧାଦେଶରୁ ତାହା ଅଧିକ ସ୍ପଷ୍ଟ ହୋଇଯାଉଛି । କିନ୍ତୁ ସମଗ୍ର ରାୟଗଡ଼ା ଜିଲ୍ଲା ଏକ ଅନୁସୂଚୀତ ଅଞ୍ଚଳ ହୋଇଥିବା ବେଳେ ସେ ଅଞ୍ଚଳରେ ଯେକୌଣସି ବିକାଶମୂଳକ କାମ ପାଇଁ ଗ୍ରାମସଭାର ଅନୁମୋଦନ ଜରୁରୀ ଅଟେ, ଯାହା ଏହି ରାସ୍ତା ନିର୍ମାଣ ଘୋଷଣାରେ ଉଲଂଘନ କରାଯାଇଛି। ଆଦିବାସୀ ସମାଜରେ ଚାଷକାମ ଠାରୁ ଆରମ୍ଭ କରି ଜଙ୍ଗଲରୁ ଜାଳେଣି ସଂଗ୍ରହ ହେଉ ବା ଅନ୍ୟ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ହେଉ ପ୍ରତିଟି କାର୍ଯ୍ୟ ଗୋଷ୍ଠୀଗତ ଭାବେ କରାଯାଏ ।
ଗୋଷ୍ଠୀବଦ୍ଧ ସମାଜ ହୋଇଥିବା କାରଣରୁ  ସେମାନଙ୍କ ଜୀବନ ଜୀବିକା ଓ ଦୈନନ୍ଦିନ ଚାଲିଚଳଣୀ, ଚାଷବାସ, ଗୋପାଳନ, ଭୋଜିଭାତ, ଖେଳକୂଦ ପାଇଁ ପ୍ରତିଟି କ୍ଷେତ୍ରରେ ଏହି ନିଷେଧାଦେଶ ମାନବାଧିକାର ଉଲ୍ଲଂଘନ କରିବ। ରାୟଗଡ଼ା ଜିଲ୍ଲା ପ୍ରଶାସନ ଉକ୍ତ ନିଷେଧାଦେଶ ସେମାନଙ୍କର ନିତିଦିନିଆ ଜୀବନ-ଜୀବିକାକୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ କରିବ ।
ସିଜିମାଳିର ସାଧାରଣ ଜନତା ସେମାନଙ୍କ ଅଞ୍ଚଳରେ ହେଉଥିବା ରାସ୍ତା ନିର୍ମାଣକୁ ତୀବ୍ର ବିରୋଧ କରୁଛନ୍ତି। ଏହି ରାସ୍ତା ସାଧାରଣ ଲୋକଙ୍କ ଉନ୍ନତି ପାଇଁ ନୁହେଁ, ବରଂ ସିଜିମାଳି ଅଞ୍ଚଳର ଜଳ, ଜମି, ଜଙ୍ଗଲ, ଖଣିଜ ସମ୍ପଦ ଓ ଆଦିବାସୀମାନଙ୍କ ଜୀବନ- ଜୀବିକାର ଲୁଣ୍ଠନ ପାଇଁ ନିର୍ମାଣ କରାଯାଉଛି।
ଏହା ସହିତ, ଗତ ୧୧ ମାର୍ଚ୍ଚରେ ତଳ ତଳ ଆମପଦର ଗାଁ ର ୨୧ ଜଣ, ଯେଉଁମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୦ ଜଣ ମହିଳା ଅଛନ୍ତି ସେମାନଙ୍କୁ ଗିରଫ୍ କରାଯାଇଛି। ସେହିପରି ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ ଓ ତାଙ୍କ ସାଥୀ ସଂଗ୍ରାମୀ ସୁରେଶଙ୍କୁ ପୋଲିସ ମିଥ୍ୟା ମାମଲାରେ ଗତ ମାର୍ଚ୍ଚ ୨୭ ତାରିଖରେ ଗିରଫ କରି ଜେଲ୍ ରେ ରଖିଥିବା ଘଟଣା ଗୁରୁତର ଚିନ୍ତାର ବିଷୟ। ଏହାରୁ ସ୍ପଷ୍ଟ ଯେ ବେଦାନ୍ତ ଓ ଆଦାନୀ ପରି କମ୍ପାନୀମାନଙ୍କ ପକ୍ଷରେ ସିଜିମାଳି ଓ ଅନ୍ୟାନ୍ୟ ମାଳି ଅଞ୍ଚଳକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନାବଦ୍ଧ ଭାବରେ ପଦକ୍ଷେପ ନେଉଛନ୍ତି।
ପୋଲିସ ଓ ପ୍ରଶାସନ ଦ୍ୱାରା କମ୍ପାନୀ ପକ୍ଷରେ ସାଧାରଣ ଆଦିବାସୀମାନଙ୍କ ଉପରେ ଚାଲିଥିବା ଏହି ଜନବିରୋଧୀ, ଅଗଣତାନ୍ତ୍ରିକ ଓ ଅସାଂବିଧାନିକ କାର୍ଯ୍ୟକଳାପକୁ  ସି ପି ଆଇ (ଏମଏଲ) ଲିବରେସନ  ରାୟଗଡା ଜିଲ୍ଲା କମିଟି ଦୃଢ଼ ଭାବରେ ନିନ୍ଦା କରୁଛୁ ଏବଂ ନିମ୍ନଲିଖିତ ଦାବି କରୁଛୁ ।
୧. ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଧାରା ୧୬୩(ବି.ଏନ୍.ଏସ୍) ଓ ଧାରା ୧୪୪(ଭାରତୀୟ ଦଣ୍ଡବିଧି ସଂହିତା)ଧାରାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ।
୨. ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଜଳ, ଜମି, ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା ସୁନିଶ୍ଚିତ କରାଯାଉ ଓ  ଗ୍ରାମସଭାର ଅନୁମତି ବିନା ଖଣି ଖନନ ପାଇଁ ଜାରି ପ୍ରକ୍ରିୟା
ବନ୍ଦ କରାଯାଉ।
୩. ବେଦାନ୍ତ କମ୍ପାନୀ ପାଇଁ ହେଉଥିବା ରାସ୍ତା ନିର୍ମାଣ କାମକୁ ତୁରନ୍ତ ବନ୍ଦ କରାଯାଉ।
୪. ସିଜିମାଳି ଅଞ୍ଚଳରେ ମୁତୟନ ହୋଇଥିବା ପୋଲିସ୍ ପ୍ରତ୍ୟାହାର ବନ୍ଦ କରାଯାଉ ଏବଂ ପୋଲିସ୍ ପ୍ରଶାସନଙ୍କ ଜୋର-ଜୁଲୁମକୁ ବନ୍ଦ କରାଯାଉ।
୫. ସାଥୀ ଲିଙ୍ଗରାଜ ଆଜାଦ ଓ ସିଜିମାଳିର ଜଳ ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ ବେଦାନ୍ତ କମ୍ପାନୀ ବିରୋଧୀ ଆନ୍ଦୋଳନରେ ସମସ୍ତ ସାଥୀମାନଙ୍କ ନାମରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରାଯାଉ ଏବଂ ଜେଲ୍ ରେ ଥିବା ସମସ୍ତ ସାଥୀ ମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ।
୬. ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଆଦିବାସୀମାନଙ୍କ ଅଧିକାର ରକ୍ଷା ପାଇଁ ପେଶା (PESA) ଓ ଜଙ୍ଗଲ ଅଧିକାର ଆଇନ (FRA) କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ।
୭) ରାୟଗଡ଼ା ଜିଲ୍ଲା ତଥା ସିଜମାଳି ଅଞ୍ଚଳ ସମ୍ବିଧାନର ୫ମ ଅନୁଚ୍ଛେଦ ଅନୁସାରେ ଅନୁସୂଚିତ କ୍ଷେତ୍ର ହୋଇଥିବାରୁ ଏବଂ ରାଜ୍ୟପାଳ ଅନୁସୂଚିତ କ୍ଷେତ୍ରର ମୁଖ୍ୟ ହୋଇଥିବାରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଅବିଳମ୍ବେ ଏହି ଘଟଣାରେ ହସ୍ତକ୍ଷେପ କରି ଓ ତାଙ୍କର ବିଶେଷ କ୍ଷମତା ପ୍ରୟୋଗ କରି ଗ୍ରାମସଭାର ସାମ୍ବିଧାନିକ ମାନ୍ୟତା କୁ ସ୍ୱୀକୃତି ଦିଅନ୍ତୁ।
ନିବେଦକ
ତ୍ରିପତି ଗମାଙ୍ଗ
ଜିଲ୍ଲା ସମ୍ପାଦକ
ସି ପି ଆଇ (ଏମଏଲ) ଲିବରେସନ
ରାୟଗଡା, ଓଡିଶା
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    3 hrs ago
  • ଦେଖନ୍ତୁ କଣ୍ଟାମାଳ ଗ୍ରାମ ର
    1
    ଦେଖନ୍ତୁ କଣ୍ଟାମାଳ ଗ୍ରାମ ର
    user_Baleswar Naik
    Baleswar Naik
    Thuamul Rampur, Kalahandi•
    13 hrs ago
  • ଜୟପୁର: ସହରର ମୁଖ୍ୟ ରାସ୍ତାରେ ବୃଦ୍ଧି ପାଉଥିବା ଯାତାୟାତ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି, ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ RTO ଓ ଜୟପୁର ଟାଉନ ପୋଲିସ ପକ୍ଷରୁ ସଂଯୁକ୍ତ ଭାବେ ପଦକ୍ଷେପ ନିଆଯାଉଛି।
    1
    ଜୟପୁର: ସହରର ମୁଖ୍ୟ ରାସ୍ତାରେ ବୃଦ୍ଧି ପାଉଥିବା ଯାତାୟାତ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି, ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ RTO ଓ ଜୟପୁର ଟାଉନ ପୋଲିସ ପକ୍ଷରୁ ସଂଯୁକ୍ତ ଭାବେ ପଦକ୍ଷେପ ନିଆଯାଉଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    5 hrs ago
  • କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତ ଦାନ ଶିବିର,53 ୟୁନିଟ ରକ୍ତ ସଂଗୃହିତ #kotpadbreakingnews #kotpad #chskotpad #blooddonation #koraput #nonfollowers #viralreel #fbviralvideo #BloodDonationCamp #Odisha #OdishaNews
    1
    କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତ ଦାନ ଶିବିର,53 ୟୁନିଟ ରକ୍ତ ସଂଗୃହିତ #kotpadbreakingnews #kotpad #chskotpad #blooddonation #koraput #nonfollowers #viralreel #fbviralvideo #BloodDonationCamp #Odisha #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    4 hrs ago
  • ରନ୍ଧନ ଗ୍ୟାସ ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ ରନ୍ଧନ ଗ୍ୟାସ ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଯାଇଛି। ବିଭିନ୍ନ କାମ ପାଇଁ ବ୍ଲକ ସଦର ମହକୁମା କୁ ଆସି ସୁଭଦ୍ରା ଶକ୍ତି କେଫ ଜରିଆରେ ଜନସାଧାରଣ ସୁଲଭ ମୂଲ୍ୟ ରେ ଖାଦ୍ୟ ପାଉଥିଲେ। ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଥିବା ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ କାମ ପାଇଁ ତୁମୁଡିବନ୍ଧ ବ୍ଲକ ସଦର ମହକୁମା କୁ ଆସି ସୁଭଦ୍ରା ଶକ୍ତି କେଫ ଜରିଆରେ ସୁଲଭ ମୂଲ୍ୟ ରେ ଖାଦ୍ୟ ନ ପାଉଥିବା ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ତୁରନ୍ତ ରନ୍ଧନ ଗ୍ୟାସ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ କୁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି। ତୁମୁଡିବନ୍ଧ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    1
    ରନ୍ଧନ ଗ୍ୟାସ  ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ 
ରନ୍ଧନ ଗ୍ୟାସ  ଅଭାବରେ ତୁମୁଡିବନ୍ଧ ବ୍ଲକ ର ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଯାଇଛି। ବିଭିନ୍ନ କାମ ପାଇଁ ବ୍ଲକ ସଦର ମହକୁମା କୁ ଆସି  ସୁଭଦ୍ରା ଶକ୍ତି କେଫ ଜରିଆରେ ଜନସାଧାରଣ ସୁଲଭ ମୂଲ୍ୟ ରେ ଖାଦ୍ୟ ପାଉଥିଲେ। ସୁଭଦ୍ରା ଶକ୍ତି କେଫ ବନ୍ଦ ହୋଇଥିବା ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।
ବିଭିନ୍ନ କାମ ପାଇଁ ତୁମୁଡିବନ୍ଧ ବ୍ଲକ ସଦର ମହକୁମା କୁ ଆସି  ସୁଭଦ୍ରା ଶକ୍ତି କେଫ  ଜରିଆରେ   ସୁଲଭ ମୂଲ୍ୟ ରେ ଖାଦ୍ୟ ନ ପାଉଥିବା  ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ତୁରନ୍ତ ରନ୍ଧନ ଗ୍ୟାସ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ କୁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି। ତୁମୁଡିବନ୍ଧ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    3 hrs ago
  • #ହା ଏ ନ ନୀ ତର ନୀ ଲି ସା ଢ଼ୀ ଝ କ ମକ
    1
    #ହା ଏ ନ ନୀ ତର ନୀ ଲି ସା ଢ଼ୀ ଝ କ ମକ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    15 hrs ago
  • ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
    4
    ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା  ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି ।  ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
    user_Bhaskar Swain
    Bhaskar Swain
    Nurse ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    15 hrs ago
  • ଆଜି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କାର୍ଲାକଣା ପଞ୍ଚାୟତର ଅଙ୍ଗୁରୁ ଗ୍ରାମରେ ଜୟ ସଦଗୁରୁ ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜୟ ସଦଗୁରୁ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଯାଇଛି। ୩୨ ଗୋଟି ଯୁବକ ସଂଘର ଯୁବକ ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାୟଗଡା ବ୍ଲକ ସଭାପତି ଶ୍ରୀ ପ୍ରତାପ ପେଦେଣ୍ଟି ଏବଂ ରାୟଗଡ଼ା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଉଦୟ କୁମାର ହିମିରିକା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିନାୟକ ପୋଲେଇ, ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟି , ଚାନ୍ଦିଲି ପଞ୍ଚାୟତ ଜେକେପୁର ମଣ୍ଡଳ ର ଯୁବ ନେତା ଶ୍ରୀ ଇଶ୍ଵର ରାଓ ଯୋଗଦେଇ ଖେଳାଳିଙ୍କୁ ପ୍ରଥମ ମ୍ୟାଚ୍ ଯାହା ରାମପୁର ଯୁବକ ସଂଘ ଏବଂ ବଡ ଚାନ୍ଦିଲି ଟାଇଗର ଟିମ୍ ମଧ୍ୟ ରେ ହୋଇଥିଲା। ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥିଲେ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ସମସ୍ତ ସଭ୍ୟସଭ୍ୟl ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ପ୍ରତାପ ପେଦେଣ୍ଟି ଯୁବକ ମାନଙ୍କୁ ଶେଷରେ ଗୋଟିଏ ବାର୍ଥା ଦେଇଥିଲେ ସମସ୍ତ ଯୁବକ ଭାଇମାନେ କ୍ରୀଡା ଏବଂ ଖେଳକୁଦ ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମକୁ ସୁସ୍ଥ ରଖିବା ପାଇଁ ଏହା ଏକ ଭଲ ଅଭ୍ୟାସ ଅଟେ | ଏକ ସୁଖୀ ଏବଂ ସଫଳ ଜୀବନଯାପନ କରିବାକୁ ଶାରୀରିକ ଏବଂ ମାନସିକ ସୁସ୍ଥତା ନିହାତି ଦରକାର | ଜଣେ ବ୍ୟକ୍ତି ଯଦି ଶାରୀରିକ ସ୍ବରରେ ଦୁର୍ବଳ ତେବେ ସେ ମାନସିକ ସ୍ବରରେ କଦାପି ଶକ୍ତିଶାଳୀ ହୋଇପାରିବ ନାହିଁ | ତେଣୁ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଉପଯୁକୁ ଧ୍ୟାନ ଦେବା ଉଚିତ୍‌ । ଖେଳ ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରି ଜଣେ ନିଜ ଶରୀରକୁ ସୁସ୍ଥ କରିପାରିବ | ବୋଲି ସମସ୍ତ ଦଳର ଖୋଳୀମାନଙ୍କୁ କହିଥିଲେ। ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ଯୁବକ ଓ ଗ୍ରାମର ଭଦ୍ରବେକ୍ତି ମାନଙ୍କୁ ଧନ୍ୟବାଦ କହିଥିଲେ ।
    4
    ଆଜି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କାର୍ଲାକଣା ପଞ୍ଚାୟତର ଅଙ୍ଗୁରୁ ଗ୍ରାମରେ ଜୟ ସଦଗୁରୁ ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜୟ ସଦଗୁରୁ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଯାଇଛି। ୩୨ ଗୋଟି ଯୁବକ ସଂଘର ଯୁବକ ମାନଙ୍କୁ  ନେଇ ଏହି ଟୁର୍ଣ୍ଣାମେଣ୍ଟ ହୋଇଛି। ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାୟଗଡା ବ୍ଲକ ସଭାପତି ଶ୍ରୀ ପ୍ରତାପ ପେଦେଣ୍ଟି ଏବଂ ରାୟଗଡ଼ା ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଉଦୟ କୁମାର ହିମିରିକା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିନାୟକ ପୋଲେଇ, ସମାଜସେବୀ ତଥା ଯୁବ ସାମ୍ବାଦିକ ଶ୍ରୀ ସଦାନନ୍ଦ ପେଦେଣ୍ଟି , ଚାନ୍ଦିଲି ପଞ୍ଚାୟତ ଜେକେପୁର  ମଣ୍ଡଳ ର ଯୁବ ନେତା ଶ୍ରୀ ଇଶ୍ଵର ରାଓ ଯୋଗଦେଇ ଖେଳାଳିଙ୍କୁ ପ୍ରଥମ ମ୍ୟାଚ୍ ଯାହା ରାମପୁର ଯୁବକ ସଂଘ ଏବଂ ବଡ ଚାନ୍ଦିଲି ଟାଇଗର ଟିମ୍ ମଧ୍ୟ ରେ ହୋଇଥିଲା। ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥିଲେ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ସମସ୍ତ ସଭ୍ୟସଭ୍ୟl ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ପ୍ରତାପ ପେଦେଣ୍ଟି ଯୁବକ ମାନଙ୍କୁ ଶେଷରେ ଗୋଟିଏ ବାର୍ଥା ଦେଇଥିଲେ ସମସ୍ତ ଯୁବକ ଭାଇମାନେ କ୍ରୀଡା ଏବଂ ଖେଳକୁଦ ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମକୁ ସୁସ୍ଥ ରଖିବା ପାଇଁ ଏହା ଏକ ଭଲ ଅଭ୍ୟାସ ଅଟେ | ଏକ ସୁଖୀ ଏବଂ ସଫଳ ଜୀବନଯାପନ କରିବାକୁ ଶାରୀରିକ ଏବଂ ମାନସିକ ସୁସ୍ଥତା ନିହାତି ଦରକାର | ଜଣେ ବ୍ୟକ୍ତି ଯଦି ଶାରୀରିକ ସ୍ବରରେ ଦୁର୍ବଳ ତେବେ ସେ ମାନସିକ ସ୍ବରରେ କଦାପି ଶକ୍ତିଶାଳୀ ହୋଇପାରିବ ନାହିଁ | ତେଣୁ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଉପଯୁକୁ ଧ୍ୟାନ ଦେବା ଉଚିତ୍‌ । ଖେଳ ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରି ଜଣେ ନିଜ ଶରୀରକୁ ସୁସ୍ଥ କରିପାରିବ | ବୋଲି ସମସ୍ତ ଦଳର ଖୋଳୀମାନଙ୍କୁ କହିଥିଲେ। ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଏବଂ ଜୟ ସଦଗୁରୁ ଯୁବକ ସଂଘ ର ଯୁବକ ଓ ଗ୍ରାମର ଭଦ୍ରବେକ୍ତି ମାନଙ୍କୁ ଧନ୍ୟବାଦ କହିଥିଲେ ।
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.