logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶାହା କହିଲେ ଯେ ବିଜେପି ବେଙ୍ଗଲ ରେ କରିବ ସରକାର ଅବକି ବାର ବେଙ୍ଗଲ ଆମାର

2 hrs ago
user_Prime time press
Prime time press
Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
2 hrs ago

ଶାହା କହିଲେ ଯେ ବିଜେପି ବେଙ୍ଗଲ ରେ କରିବ ସରକାର ଅବକି ବାର ବେଙ୍ଗଲ ଆମାର

More news from ଓଡ଼ିଶା and nearby areas
  • ଶାହା କହିଲେ ଯେ ବିଜେପି ବେଙ୍ଗଲ ରେ କରିବ ସରକାର ଅବକି ବାର ବେଙ୍ଗଲ ଆମାର
    1
    ଶାହା କହିଲେ ଯେ ବିଜେପି ବେଙ୍ଗଲ ରେ କରିବ ସରକାର ଅବକି ବାର ବେଙ୍ଗଲ ଆମାର
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ଭବ୍ୟ ପରିବେଶ ମଧ୍ୟରେ 'ବାରିପଦା ଏକ୍ସପୋ-୨୦୨୬' ଉଦଘାଟିତ ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ମେଳା ବାରିପଦା, _ ସଂସ୍କୃତି, ବାଣିଜ୍ୟ ଓ ସମୁଦାୟକୁ ଏକତ୍ର କରିବା ଉଦ୍ଦେଶ୍ୟରେ ବାରିପଦା ଠାରେ ଉଦଘାଟିତ ହୋଇଛି 'ବାରିପଦା ଏକ୍ସପୋ-୨୦୨୬'। ସ୍ଥାନୀୟ କଲେଜ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, ସମ୍ପାଦକ ବିପ୍ଳବ କୁମାର ବାରିକ, ୧ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠୀ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମାଜସେବୀ ସୋମନାଥ ସିଂ ଏବଂ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ। ବାରିପଦା ସହରର କଳା, ସଂସ୍କୃତି, କ୍ଷୁଦ୍ର ଶିଳ୍ପ ଓ ବ୍ୟବସାୟକୁ ଏକ ନୂଆ ପରିଚୟ ପ୍ରଦାନ କରିବା ହିଁ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କମିଟି ମୁଖ୍ୟ ଗୌତମ ରାୟ ଏବଂ ସଞ୍ଜୟ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏହି ମେଳା ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନର ପାରମ୍ପରିକ ବସ୍ତ୍ର, ଘରକରଣା ସାମଗ୍ରୀ ଆଦି ଉପଲବ୍ଧ ହେବ। ଏଠାରେ ପ୍ରବେଶ ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବାରୁ ସମସ୍ତ ଜନସାଧାରଣ ବୁଲାବୁଲି କରି ପ୍ରତି ସନ୍ଧ୍ୟାରେ ଆୟୋଜନ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଆବଶ୍ୟକୀୟ ସାମଗ୍ରୀ କିଣାକିଣି କରିବାକୁ କମିଟି ପକ୍ଷରୁ ନିବେଦନ କରା ଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମର ପରିଶେଷରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା।
    1
    ଭବ୍ୟ ପରିବେଶ ମଧ୍ୟରେ 'ବାରିପଦା ଏକ୍ସପୋ-୨୦୨୬' ଉଦଘାଟିତ
ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ମେଳା
ବାରିପଦା, _ ସଂସ୍କୃତି, ବାଣିଜ୍ୟ ଓ ସମୁଦାୟକୁ ଏକତ୍ର କରିବା ଉଦ୍ଦେଶ୍ୟରେ ବାରିପଦା ଠାରେ ଉଦଘାଟିତ ହୋଇଛି 'ବାରିପଦା ଏକ୍ସପୋ-୨୦୨୬'। ସ୍ଥାନୀୟ କଲେଜ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, ସମ୍ପାଦକ ବିପ୍ଳବ କୁମାର ବାରିକ, ୧ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠୀ, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମାଜସେବୀ ସୋମନାଥ ସିଂ ଏବଂ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ। ବାରିପଦା ସହରର କଳା, ସଂସ୍କୃତି, କ୍ଷୁଦ୍ର ଶିଳ୍ପ ଓ ବ୍ୟବସାୟକୁ ଏକ ନୂଆ ପରିଚୟ ପ୍ରଦାନ କରିବା ହିଁ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କମିଟି ମୁଖ୍ୟ ଗୌତମ ରାୟ ଏବଂ ସଞ୍ଜୟ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏହି ମେଳା ଆଗାମି ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନର ପାରମ୍ପରିକ ବସ୍ତ୍ର, ଘରକରଣା ସାମଗ୍ରୀ ଆଦି ଉପଲବ୍ଧ ହେବ। ଏଠାରେ ପ୍ରବେଶ ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବାରୁ ସମସ୍ତ ଜନସାଧାରଣ ବୁଲାବୁଲି କରି ପ୍ରତି ସନ୍ଧ୍ୟାରେ ଆୟୋଜନ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଆବଶ୍ୟକୀୟ ସାମଗ୍ରୀ କିଣାକିଣି କରିବାକୁ କମିଟି ପକ୍ଷରୁ ନିବେଦନ କରା ଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମର ପରିଶେଷରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା।
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update 
Date - 25.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ତଥା ପ୍ରଥମ ଶନିଶ୍ଚର ପୀଠରେ ଖୁବ୍ ଆଡ଼ମ୍ବରରେ ପାଳିତ ହୋଇଛି ଶନିଦେବଙ୍କ ୪୫ତମ ବାର୍ଷିକ ଉତ୍ସବ। ୧୯୮୨ ମସିହା ଠାରୁ ବାରିପଦା ସହର ଓ୍ବାଲିଗଞ୍ଜ ତଥା ଓ୍ୱାଡ ନଂ-୩ ଠାରେ ପୂଜା ପାଇଆସୁଛନ୍ତି ଗ୍ରହରାଜ ଶନିଦେଵ। ଏହି ପୀଠକୁ ପ୍ରତ୍ୟକ ଶନିବାର ମୟୂରଭଞ୍ଜ ଏବଂ ତାର ଆଖପାଖ ଜିଲ୍ଲା ଓ ପଡୋଶୀ ରାଜ୍ୟରୁ ହଜାର ହଜାର ଭକ୍ତ ଶନିଦେବଙ୍କ ସାନିଧ୍ୟ ପାଇବାକୁ ଆସିଥାନ୍ତି। ପ୍ରତି ବର୍ଷ ଏହିମାସରେ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ। ଚଳିତ ବର୍ଷ ଶନିଦେବଙ୍କ ବଡ଼ଓଷା ୦୪.୦୪.୨୦୨୬ ରୁ ଆରମ୍ଭ ହଇ ୨୫.୦୪.୨୦୨୫୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଉ ଆଜି ହେଉଛି ଶେଷ ଶନିବାର,ତେଣୁ ଏହି ଦିନରେ ଶନିଦେବଙ୍କ ବାର୍ଷିକ ଉତ୍ସବର ଚତୁର୍ଥ ପାଳି ଅନୁଷ୍ଠିତ ହୋଇଯାଇଅଛି। ଆଜି ସକାଳୁ ପ୍ରଥମେ ଶନିଦେବଙ୍କ ପବିତ୍ର ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ପରେ ପରେ ରୀତିନୀତି ଅନୁସାରେ ବାବାଙ୍କର ପୂଜାର୍ଚ୍ଚନା ସହ ହୋମଯଜ୍ଞ କରାଯିବା ପରେ ବାଲ୍ୟ ପ୍ରସାଦ ଭୋଗ ଲାଗି ହୋଇଥିଲା ଏବଂ ଏହି ପ୍ରାସାଦକୁ ଶ୍ରଦ୍ଧାଳୁ ମନକୁ ବଣ୍ଟନ କରାଯାଇଥିଲା। ତେବେ ଆଜିର ଦିନରେ ବାବା ଶନିଶ୍ଚରଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ଭକ୍ତ ମାନେ କିଭଳି ହବେ ଶାନ୍ତିପୂର୍ଣ୍ଣ ଭାବେ ଠାକୁରଙ୍କ ଦର୍ଶନ କରିପାରିବେ ସେ' ନେଇ ବାବା ଶନିଦେଵ ଙ୍କ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦବସ୍ତ ମଧ୍ୟ କରାଯାଇଥିଲା। *ବାଇଟ - ଯୋଗେନ୍ଦ୍ର ବାରିକ (କମିଟିର ସଦସ୍ୟ)* *ବାଇଟ - କୃଷ୍ଣାନନ୍ଦ ମହାନ୍ତି (ବାରିପଦା ପୌରପରିଷଦ ନଗରପାଳ)*
    1
    ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ତଥା ପ୍ରଥମ ଶନିଶ୍ଚର ପୀଠରେ ଖୁବ୍ ଆଡ଼ମ୍ବରରେ ପାଳିତ ହୋଇଛି ଶନିଦେବଙ୍କ ୪୫ତମ ବାର୍ଷିକ ଉତ୍ସବ। ୧୯୮୨ ମସିହା ଠାରୁ ବାରିପଦା ସହର ଓ୍ବାଲିଗଞ୍ଜ ତଥା ଓ୍ୱାଡ ନଂ-୩ ଠାରେ ପୂଜା ପାଇଆସୁଛନ୍ତି ଗ୍ରହରାଜ ଶନିଦେଵ। ଏହି ପୀଠକୁ ପ୍ରତ୍ୟକ ଶନିବାର ମୟୂରଭଞ୍ଜ ଏବଂ ତାର ଆଖପାଖ ଜିଲ୍ଲା ଓ ପଡୋଶୀ ରାଜ୍ୟରୁ ହଜାର ହଜାର ଭକ୍ତ ଶନିଦେବଙ୍କ ସାନିଧ୍ୟ ପାଇବାକୁ ଆସିଥାନ୍ତି। ପ୍ରତି ବର୍ଷ ଏହିମାସରେ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ। ଚଳିତ ବର୍ଷ ଶନିଦେବଙ୍କ ବଡ଼ଓଷା ୦୪.୦୪.୨୦୨୬ ରୁ ଆରମ୍ଭ ହଇ ୨୫.୦୪.୨୦୨୫୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଉ ଆଜି ହେଉଛି ଶେଷ ଶନିବାର,ତେଣୁ ଏହି ଦିନରେ ଶନିଦେବଙ୍କ ବାର୍ଷିକ ଉତ୍ସବର ଚତୁର୍ଥ ପାଳି ଅନୁଷ୍ଠିତ ହୋଇଯାଇଅଛି। ଆଜି ସକାଳୁ ପ୍ରଥମେ ଶନିଦେବଙ୍କ ପବିତ୍ର ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ପରେ ପରେ ରୀତିନୀତି ଅନୁସାରେ ବାବାଙ୍କର ପୂଜାର୍ଚ୍ଚନା ସହ ହୋମଯଜ୍ଞ କରାଯିବା ପରେ ବାଲ୍ୟ ପ୍ରସାଦ ଭୋଗ ଲାଗି ହୋଇଥିଲା ଏବଂ ଏହି ପ୍ରାସାଦକୁ ଶ୍ରଦ୍ଧାଳୁ ମନକୁ ବଣ୍ଟନ କରାଯାଇଥିଲା। ତେବେ ଆଜିର ଦିନରେ ବାବା ଶନିଶ୍ଚରଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ଭକ୍ତ ମାନେ କିଭଳି ହବେ ଶାନ୍ତିପୂର୍ଣ୍ଣ ଭାବେ ଠାକୁରଙ୍କ ଦର୍ଶନ କରିପାରିବେ ସେ' ନେଇ ବାବା ଶନିଦେଵ ଙ୍କ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦବସ୍ତ ମଧ୍ୟ କରାଯାଇଥିଲା।
*ବାଇଟ - ଯୋଗେନ୍ଦ୍ର ବାରିକ (କମିଟିର ସଦସ୍ୟ)*
*ବାଇଟ - କୃଷ୍ଣାନନ୍ଦ ମହାନ୍ତି (ବାରିପଦା ପୌରପରିଷଦ ନଗରପାଳ)*
    user_NEW VIDEO FOR EVERYTHING
    NEW VIDEO FOR EVERYTHING
    ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • Post by Maso murmu
    1
    Post by Maso murmu
    user_Maso murmu
    Maso murmu
    ବାଙ୍ଗିରିପୋଷି, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    23 hrs ago
  • #ବିକଶିତ_ଗାଁ_ବିକଶିତ_ଓଡ଼ିଶା_କାର୍ଯ୍ୟ #ଯୋର_ଜବରଦସ୍ତ_କମ_କରୁଥିଲେ_ସରପଞ୍ଚ #ସ୍କୁଲ_କମିଟି_ଗ୍ରାମବାସୀ_ଓ_ସରପଞ୍ଚ_ଙ୍କ_ମଧ୍ୟରେ_ଗଣ୍ଡଗୋଳ #ଅତିରିକ୍ତ_ଶ୍ରେଣୀଗୃହ_ନିର୍ମାଣ_ରେ_ମହାଦୁର୍ନୀତି_ଅଭିଯୋଗ ବାଲେଶ୍ୱର ଜିଲ୍ଲା ସିଂଲା ପଞ୍ଚାୟତ ସିଂଲା ନୋଡାଲ ଉପ୍ରା ବିଦ୍ୟାଳୟ ର ଏମିତି ଘଟଣା #mahimatv #BDO #dmbalasore
    1
    #ବିକଶିତ_ଗାଁ_ବିକଶିତ_ଓଡ଼ିଶା_କାର୍ଯ୍ୟ
#ଯୋର_ଜବରଦସ୍ତ_କମ_କରୁଥିଲେ_ସରପଞ୍ଚ 
#ସ୍କୁଲ_କମିଟି_ଗ୍ରାମବାସୀ_ଓ_ସରପଞ୍ଚ_ଙ୍କ_ମଧ୍ୟରେ_ଗଣ୍ଡଗୋଳ 
#ଅତିରିକ୍ତ_ଶ୍ରେଣୀଗୃହ_ନିର୍ମାଣ_ରେ_ମହାଦୁର୍ନୀତି_ଅଭିଯୋଗ 
ବାଲେଶ୍ୱର ଜିଲ୍ଲା ସିଂଲା ପଞ୍ଚାୟତ ସିଂଲା ନୋଡାଲ ଉପ୍ରା ବିଦ୍ୟାଳୟ ର ଏମିତି ଘଟଣା 
#mahimatv #BDO  #dmbalasore
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    14 hrs ago
  • କୁଳିଅଣା ଥାନା ଅନ୍ତର୍ଗତ କାଠଶିର୍ଷି ନିକଟରେ ଦୁଇ ଗାଡ଼ି ମଧ୍ୟରେ ଧକ୍କା ଲାଗି ଲାଗିଲା ଭୟଙ୍କର ନିଆଁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କାଠଶିର୍ଷି ନିକଟରେ ଦୁଇ ଗାଡ଼ି ମଧ୍ୟରେ ଧକ୍କା ଲାଗି ଲାଗିଲା ଭୟଙ୍କର ନିଆଁ। ଶନିବାର ରାତିରେ ଏକ ଟ୍ରଲର ସହିତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଗାଡ଼ି ଭିତରୁ ୨ ଜଣଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଦେଇଥିବା ନେଇ ସୂଚନା ମିଳିଥିବା ବେଳେ ଗାଡି ମଧ୍ୟରେ ଅନ୍ୟ କିଛି ଲୋକ ଫସି ରହିଥିବା ନେଇ ଅନୁମାନ କରାଯାଉଛି। ତେବେ ଘଟଣା ସ୍ଥଳରେ କୁଳିଅଣା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରୀ ରହିଛି।
    1
    କୁଳିଅଣା ଥାନା ଅନ୍ତର୍ଗତ କାଠଶିର୍ଷି ନିକଟରେ ଦୁଇ ଗାଡ଼ି ମଧ୍ୟରେ ଧକ୍କା ଲାଗି ଲାଗିଲା ଭୟଙ୍କର ନିଆଁ
ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କାଠଶିର୍ଷି ନିକଟରେ ଦୁଇ ଗାଡ଼ି ମଧ୍ୟରେ ଧକ୍କା ଲାଗି ଲାଗିଲା ଭୟଙ୍କର ନିଆଁ। ଶନିବାର ରାତିରେ ଏକ ଟ୍ରଲର ସହିତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଭୟଙ୍କର ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଗାଡ଼ି ଭିତରୁ ୨ ଜଣଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଦେଇଥିବା ନେଇ ସୂଚନା ମିଳିଥିବା ବେଳେ ଗାଡି ମଧ୍ୟରେ ଅନ୍ୟ କିଛି ଲୋକ ଫସି ରହିଥିବା ନେଇ ଅନୁମାନ କରାଯାଉଛି। ତେବେ ଘଟଣା ସ୍ଥଳରେ କୁଳିଅଣା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରୀ ରହିଛି।
    user_NEW VIDEO FOR EVERYTHING
    NEW VIDEO FOR EVERYTHING
    ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.