logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଣାଇଁ ବ୍ଲକ ସ୍ତରୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ, ବଣାଇଁ ବ୍ଲକ ଅନ୍ତର୍ଗତ ଘୋଷରା ସମରା ଓରାମ ଉଚ୍ଚ ବିଦ୍ୟାଳୟ ପରିସରରେ ବଣାଇଁ ବ୍ଲକ ସ୍ତରୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତା ତଥା କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ (ଖ) ରାମଚନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ଗୋବିନ୍ଦପୁର ସରପଞ୍ଚ ଯମୁନା ନାଏକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୈତନ୍ୟ ସାହୁ, ସଦସ୍ୟ ତଥା ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ସାହୁ, କରେଇଫୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦାଚରଣ ଡଗରା, ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଭାଲୁପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ମଞ୍ଜରୀ ମହାନ୍ତ, ଗୋଗୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ କିସାନ, ଝିରଡାପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପାଣିଗ୍ରାହୀ, ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି ମଞ୍ଜରୀ ମହାନ୍ତି ଏବଂ ସମରା ଓରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୀମାରାଣୀ ପଟେଲ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଜ୍ୱଳନ, କ୍ରୀଡ଼ା ଧ୍ୱଜ ଉତ୍ତୋଳନ ଓ ଶପଥ ପାଠ କରାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୧୯୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ୪୮ ଜଣ, ବାଳିକା ବିଭାଗରେ ୪୮ ଜଣ, ୧୭ ବର୍ଷରୁ କମ୍ ବାଳକ ବିଭାଗରେ ୪୮ ଜଣ ଏବଂ ବାଳିକା ବିଭାଗରେ ୪୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ, ପ୍ରତିଯୋଗିତା ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭା ଚୟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ, ଶାରୀରିକ ଶିକ୍ଷକ ଓ ଆୟୋଜକମାନେ ପରିଚାଳନା କରିଥିଲେ।

18 hrs ago
user_ସନ୍ତୋଷ କୁମାର ସାହୁ
ସନ୍ତୋଷ କୁମାର ସାହୁ
ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
18 hrs ago
49d4bfe8-e139-41d3-b451-3df220301781

ବଣାଇଁ ବ୍ଲକ ସ୍ତରୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ, ବଣାଇଁ ବ୍ଲକ ଅନ୍ତର୍ଗତ ଘୋଷରା ସମରା ଓରାମ ଉଚ୍ଚ ବିଦ୍ୟାଳୟ ପରିସରରେ ବଣାଇଁ ବ୍ଲକ ସ୍ତରୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତା ତଥା କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ (ଖ) ରାମଚନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ଗୋବିନ୍ଦପୁର ସରପଞ୍ଚ ଯମୁନା ନାଏକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୈତନ୍ୟ

ସାହୁ, ସଦସ୍ୟ ତଥା ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ସାହୁ, କରେଇଫୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦାଚରଣ ଡଗରା, ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଭାଲୁପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ମଞ୍ଜରୀ ମହାନ୍ତ, ଗୋଗୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ କିସାନ, ଝିରଡାପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପାଣିଗ୍ରାହୀ, ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି ମଞ୍ଜରୀ ମହାନ୍ତି ଏବଂ ସମରା ଓରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୀମାରାଣୀ ପଟେଲ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଆନୁଷ୍ଠାନିକ ଭାବେ ଦୀପ

ପ୍ରଜ୍ଜ୍ୱଳନ, କ୍ରୀଡ଼ା ଧ୍ୱଜ ଉତ୍ତୋଳନ ଓ ଶପଥ ପାଠ କରାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୧୯୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ୪୮ ଜଣ, ବାଳିକା ବିଭାଗରେ ୪୮ ଜଣ, ୧୭ ବର୍ଷରୁ କମ୍ ବାଳକ ବିଭାଗରେ ୪୮ ଜଣ ଏବଂ ବାଳିକା ବିଭାଗରେ ୪୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ, ପ୍ରତିଯୋଗିତା ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭା ଚୟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ, ଶାରୀରିକ ଶିକ୍ଷକ ଓ ଆୟୋଜକମାନେ ପରିଚାଳନା କରିଥିଲେ।

More news from ଓଡ଼ିଶା and nearby areas
  • ବଣାଇ ଆଇଟିଡିଏ ସଭା ଗୃହ ରେ ଆମ ଅଦମୀ ପାର୍ଟିର ସାଙ୍ଗଠନିକ ସମ୍ମିଳନୀ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ସୁନ୍ଦର ଗଡ଼ ଜ଼ିଲ୍ଲା ଆମ ଅଦମୀ ପାର୍ଟିର ସାଙ୍ଗଠନିକ ସମ୍ମିଳନୀ ସୁନ୍ଦର ଗଡ଼ ଜ଼ିଲ୍ଲା ଲୋକ ସଭା ପ୍ରଭାରୀ ବିନୟ ତିୱାରୀ ଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ସଭାପତି ବିଭୁତି ଭୂଷଣ ପାଢ଼ୀ, ବଣାଇ ନିର୍ବାଚନ ମଣ୍ଡଳୀ ସଭାପତି କୁନି ମୁଣ୍ଡା, ବଣାଇ ବ୍ଲକ ସଭାପତି ଟିକେଶ୍ୱର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଏହି ବୈଠକରେ ବଣାଇ, ଗୁରୁଣ୍ଡିଆ ଓ ଲହୁଣୀପଡ଼ାର ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଗଣ ଯୋଗ ଦେଇଥିଲେ l ବିଶେଷ କରି ସ୍ୱାସ୍ଥ୍ୟ, ଜଳ, ବିଦ୍ୟୁତ, ରୋଜଗାର, ଶିକ୍ଷା, ନାରୀ ସୁରକ୍ଷା ଉପରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଥିଲେ l କେନ୍ଦ୍ରର ମନମୁଖୀ କାର୍ଯ୍ୟ ଏମଏମଡିଆର ଆକ୍ଟ କୁ ବିରୋଧ କରିଥିଲେ l ଓଡିଶା ରାଜ୍ୟର ଜମି ଗୁଡିକ କେନ୍ଦ୍ର ହାତକୁ ଚାଲିଯିବା, ଜ଼ିଲ୍ଲା ଖଣିଜ ପାଣ୍ଠିକୁ ରାଜ୍ୟରେ ବିନିଯୋଗ କରିବାକୁ ହେଲେ କେନ୍ଦ୍ରର ଅନୁମତି ନେବା, 2005 ମସିହାରୁ ରାଜ୍ୟ ଖଣି ମାଲିକ ମାନଙ୍କ ପାଖରେ ଏକ ଲକ୍ଷ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେବା ବଦଳରେ କେନ୍ଦ୍ର ସହିତ ସଲାସୁତୁରାରେ ଖଣି ମାଲିକ ମାନଙ୍କୁ ମାଫ କରି ଦିଆ ଯାଇଥିବା ଉପରେ ଆଲୋକପାତ କରି ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବ୍ୟକ୍ତବ୍ୟ ରଖିଥିଲେ l ବର୍ତ୍ତମାନ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଥ ସ୍ତରରୁ ପଞ୍ଚାୟତ ସ୍ତରକୁ ସଂଗଠନକୁ ସୁଦୃଢ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ l
    2
    ବଣାଇ ଆଇଟିଡିଏ ସଭା ଗୃହ ରେ ଆମ ଅଦମୀ ପାର୍ଟିର ସାଙ୍ଗଠନିକ ସମ୍ମିଳନୀ 
ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ସୁନ୍ଦର ଗଡ଼ ଜ଼ିଲ୍ଲା  ଆମ ଅଦମୀ ପାର୍ଟିର ସାଙ୍ଗଠନିକ ସମ୍ମିଳନୀ ସୁନ୍ଦର ଗଡ଼ ଜ଼ିଲ୍ଲା ଲୋକ ସଭା ପ୍ରଭାରୀ ବିନୟ ତିୱାରୀ ଙ୍କ ଅଧ୍ୟକ୍ଷତାରେ  ଜ଼ିଲ୍ଲା ସଭାପତି ବିଭୁତି ଭୂଷଣ ପାଢ଼ୀ, ବଣାଇ ନିର୍ବାଚନ ମଣ୍ଡଳୀ ସଭାପତି କୁନି ମୁଣ୍ଡା, ବଣାଇ ବ୍ଲକ ସଭାପତି ଟିକେଶ୍ୱର ବେହେରା  ଯୋଗଦେଇ  ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ  l ଏହି ବୈଠକରେ ବଣାଇ, ଗୁରୁଣ୍ଡିଆ ଓ ଲହୁଣୀପଡ଼ାର ଆମ ଆଦମୀ  ପାର୍ଟିର କାର୍ଯ୍ୟକର୍ତ୍ତା ଗଣ ଯୋଗ ଦେଇଥିଲେ l ବିଶେଷ କରି ସ୍ୱାସ୍ଥ୍ୟ, ଜଳ, ବିଦ୍ୟୁତ, ରୋଜଗାର, ଶିକ୍ଷା, ନାରୀ ସୁରକ୍ଷା ଉପରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଥିଲେ l କେନ୍ଦ୍ରର ମନମୁଖୀ କାର୍ଯ୍ୟ ଏମଏମଡିଆର ଆକ୍ଟ କୁ ବିରୋଧ କରିଥିଲେ l ଓଡିଶା ରାଜ୍ୟର ଜମି ଗୁଡିକ କେନ୍ଦ୍ର ହାତକୁ ଚାଲିଯିବା, ଜ଼ିଲ୍ଲା ଖଣିଜ ପାଣ୍ଠିକୁ ରାଜ୍ୟରେ ବିନିଯୋଗ କରିବାକୁ ହେଲେ କେନ୍ଦ୍ରର ଅନୁମତି ନେବା, 2005 ମସିହାରୁ ରାଜ୍ୟ ଖଣି ମାଲିକ ମାନଙ୍କ ପାଖରେ ଏକ ଲକ୍ଷ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେବା ବଦଳରେ କେନ୍ଦ୍ର ସହିତ ସଲାସୁତୁରାରେ ଖଣି ମାଲିକ ମାନଙ୍କୁ ମାଫ କରି ଦିଆ ଯାଇଥିବା ଉପରେ ଆଲୋକପାତ କରି ଆଗାମୀ ଦିନରେ ଜୋରଦାର  ଆନ୍ଦୋଳନ କରାଯିବ ବୋଲି ବ୍ୟକ୍ତବ୍ୟ ରଖିଥିଲେ   l ବର୍ତ୍ତମାନ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି   ବୁଥ ସ୍ତରରୁ ପଞ୍ଚାୟତ ସ୍ତରକୁ ସଂଗଠନକୁ ସୁଦୃଢ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    9 hrs ago
  • ବଣାଇଁ ବ୍ଲକ ସ୍ତରୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ, ବଣାଇଁ ବ୍ଲକ ଅନ୍ତର୍ଗତ ଘୋଷରା ସମରା ଓରାମ ଉଚ୍ଚ ବିଦ୍ୟାଳୟ ପରିସରରେ ବଣାଇଁ ବ୍ଲକ ସ୍ତରୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତା ତଥା କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ (ଖ) ରାମଚନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ଗୋବିନ୍ଦପୁର ସରପଞ୍ଚ ଯମୁନା ନାଏକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୈତନ୍ୟ ସାହୁ, ସଦସ୍ୟ ତଥା ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ସାହୁ, କରେଇଫୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦାଚରଣ ଡଗରା, ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଭାଲୁପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ମଞ୍ଜରୀ ମହାନ୍ତ, ଗୋଗୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ କିସାନ, ଝିରଡାପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପାଣିଗ୍ରାହୀ, ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି ମଞ୍ଜରୀ ମହାନ୍ତି ଏବଂ ସମରା ଓରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୀମାରାଣୀ ପଟେଲ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଜ୍ୱଳନ, କ୍ରୀଡ଼ା ଧ୍ୱଜ ଉତ୍ତୋଳନ ଓ ଶପଥ ପାଠ କରାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୧୯୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ୪୮ ଜଣ, ବାଳିକା ବିଭାଗରେ ୪୮ ଜଣ, ୧୭ ବର୍ଷରୁ କମ୍ ବାଳକ ବିଭାଗରେ ୪୮ ଜଣ ଏବଂ ବାଳିକା ବିଭାଗରେ ୪୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ, ପ୍ରତିଯୋଗିତା ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭା ଚୟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ, ଶାରୀରିକ ଶିକ୍ଷକ ଓ ଆୟୋଜକମାନେ ପରିଚାଳନା କରିଥିଲେ।
    3
    ବଣାଇଁ ବ୍ଲକ ସ୍ତରୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ,
ବଣାଇଁ ବ୍ଲକ ଅନ୍ତର୍ଗତ ଘୋଷରା ସମରା ଓରାମ ଉଚ୍ଚ ବିଦ୍ୟାଳୟ ପରିସରରେ ବଣାଇଁ ବ୍ଲକ ସ୍ତରୀୟ ବିଦ୍ୟାଳୟ କବାଡି ପ୍ରତିଯୋଗିତା ତଥା କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ (ଖ) ରାମଚନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ଗୋବିନ୍ଦପୁର ସରପଞ୍ଚ ଯମୁନା ନାଏକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୈତନ୍ୟ ସାହୁ, ସଦସ୍ୟ ତଥା ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ସାହୁ, କରେଇଫୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦାଚରଣ ଡଗରା, ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଭାଲୁପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ମଞ୍ଜରୀ ମହାନ୍ତ, ଗୋଗୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ କିସାନ, ଝିରଡାପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପାଣିଗ୍ରାହୀ, ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି ମଞ୍ଜରୀ ମହାନ୍ତି ଏବଂ ସମରା ଓରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୀମାରାଣୀ ପଟେଲ ପ୍ରମୁଖ ଯୋଗଦେଇଥିଲେ।
ଅତିଥିମାନେ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଜ୍ୱଳନ, କ୍ରୀଡ଼ା ଧ୍ୱଜ ଉତ୍ତୋଳନ ଓ ଶପଥ ପାଠ କରାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।
ଏହି ପ୍ରତିଯୋଗିତାରେ ମୋଟ ୧୯୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ୪୮ ଜଣ, ବାଳିକା ବିଭାଗରେ ୪୮ ଜଣ, ୧୭ ବର୍ଷରୁ କମ୍ ବାଳକ ବିଭାଗରେ ୪୮ ଜଣ ଏବଂ ବାଳିକା ବିଭାଗରେ ୪୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ, ପ୍ରତିଯୋଗିତା ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭା ଚୟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ, ଶାରୀରିକ ଶିକ୍ଷକ ଓ ଆୟୋଜକମାନେ ପରିଚାଳନା କରିଥିଲେ।
    user_ସନ୍ତୋଷ କୁମାର ସାହୁ
    ସନ୍ତୋଷ କୁମାର ସାହୁ
    ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    18 hrs ago
  • ଘରୋଇ ଯାତ୍ରୀବାହି ବସ (ନେହା ) ର ଧକ୍କା ରେ ଜଣେ ମୃତ, ପୋଲିସ ର ତଦନ୍ତ ଜାରି କୁଚିଣ୍ଡା ଘରୋଇ ଯାତ୍ରୀବାହି ବସ ଧକା ରେ ଜଣେ ମୃତ, ବାମରା ପଟୁ କୁଚିଣ୍ଡା ଆସୁଥିବା ଯାତ୍ରୀବାହି ବସ (ନେହା ) ପତ୍ରା ପାଲି ଛକ ରାସ୍ତା କଡରେ ଜଣେ ପ୍ରତୀକ୍ଷା ରତ ଯାତ୍ରୀ କୁ ଧକ୍କା ଦେଇଥିଲା, ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉକ୍ତ ଯାତ୍ରୀ କୁ କୁଚିଣ୍ଡା ଡାକ୍ତରଖାନା ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି, ମୃତ ବ୍ୟକ୍ତି ଜଣଙ୍କ ପରୁଆଭାଡ଼ି ପଞ୍ଚାୟତ ସାନଜଟିଆପାଲି ର ବୋଲି ଜଣା ପଡିଛି
    1
    ଘରୋଇ ଯାତ୍ରୀବାହି ବସ (ନେହା ) ର ଧକ୍କା ରେ ଜଣେ ମୃତ, ପୋଲିସ ର ତଦନ୍ତ ଜାରି 
କୁଚିଣ୍ଡା 
ଘରୋଇ ଯାତ୍ରୀବାହି ବସ ଧକା ରେ ଜଣେ ମୃତ, ବାମରା ପଟୁ କୁଚିଣ୍ଡା ଆସୁଥିବା ଯାତ୍ରୀବାହି ବସ (ନେହା ) ପତ୍ରା ପାଲି ଛକ ରାସ୍ତା କଡରେ ଜଣେ ପ୍ରତୀକ୍ଷା ରତ ଯାତ୍ରୀ କୁ ଧକ୍କା ଦେଇଥିଲା, ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉକ୍ତ ଯାତ୍ରୀ କୁ କୁଚିଣ୍ଡା ଡାକ୍ତରଖାନା ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି, ମୃତ ବ୍ୟକ୍ତି ଜଣଙ୍କ ପରୁଆଭାଡ଼ି ପଞ୍ଚାୟତ ସାନଜଟିଆପାଲି ର ବୋଲି ଜଣା ପଡିଛି
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    23 hrs ago
  • 🌾किसान - मजदूर बचाओ अभियान PHASE-3के तहत निःशुल्क खाद, बीज एवं कीटनाशक वितरण सेवा अभियान🙏
    1
    🌾किसान - मजदूर बचाओ अभियान PHASE-3के तहत निःशुल्क खाद, बीज एवं कीटनाशक वितरण सेवा अभियान🙏
    user_Dharmu Oram
    Dharmu Oram
    ଝାରସୁଗୁଡ଼ା, ଓଡ଼ିଶା•
    2 hrs ago
  • ✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️
    1
    ✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️
    user_SANDHYA BAG
    SANDHYA BAG
    ହୀରାକୁଦ, ସମ୍ବଲପୁର, ଓଡ଼ିଶା•
    5 hrs ago
  • ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 TeluguPada Fattak Belpahad ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
    1
    ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
GaneshChaturthi2026
TeluguPada 
Fattak 
Belpahad
ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    8 hrs ago
  • ★आवास निर्माण सेवा★ जिला इटावा देखिये *ANNAPURNA MUHIM* *YOUTUBE CHANNEL*
    1
    ★आवास निर्माण सेवा★ जिला इटावा
देखिये *ANNAPURNA MUHIM* *YOUTUBE CHANNEL*
    user_Dharmu Oram
    Dharmu Oram
    ଝାରସୁଗୁଡ଼ା, ଓଡ଼ିଶା•
    9 hrs ago
  • 🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया। चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस 🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया। चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस #Bhopal #Nishatpura #MadhyaPradesh #MPPolice #BhopalNews #CrimeNews #MurderCase #PoliceAction #ViralNews #BreakingNews #P24NewsExpress
    1
    🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार

मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया।



चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस


🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार
मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया।
चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस
#Bhopal #Nishatpura #MadhyaPradesh #MPPolice #BhopalNews #CrimeNews #MurderCase #PoliceAction #ViralNews #BreakingNews #P24NewsExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.