Shuru
Apke Nagar Ki App…
ପାଟଣା ବ୍ଲକ ମଲ୍ଲୀପଶି ରେ ଘଟିଛି ଅଭାବନୀୟ ଘଟଣା 🥺 କେମିତି ଏହି ଜିତୁ ମୁଣ୍ଡା ନାମକ ବ୍ୟକ୍ତି ୧୯୭୦୦ ଟଙ୍କା ତାଙ୍କ ଭଉଣୀ କାଲାରା ମୁଣ୍ଡା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିଲା ବ୍ୟାଙ୍କ କର୍ମଚାରୀ ଙ୍କୁ ତାଙ୍କ ଭଉଣୀ କାଲାରା ମୁଣ୍ଡା ୩ ମାସ ହେବ ମରି ଯାଇଥିବା କହିବା ସୁଦ୍ଧା ମଧ୍ୟ ବ୍ୟାଙ୍କ କର୍ମଚାରୀ ତାଙ୍କୁ ଟଙ୍କା ଦେଇନଥିଲେ ଶେଷ ରେ ଏହି ଜିତୁ ମୁଣ୍ଡା ଉପାୟ ନ ପାଇ ତାଙ୍କ ଭଉଣୀ ର ଶବ କୁ ମାଟି ତଳୁ ବାହାର କରି ମୃତ୍ୟୁ ପ୍ରମାଣପତ୍ର କରିଛନ୍ତି 😢 ପାଟଣା, ମଲ୍ଲୀପଶି , କେନ୍ଦୁଝର 😢ରେ ଘଟିଛି ଏକ ଲୋମଟାଙ୍କୁରା ଦୃଶ୍ୟ ଯାହା କି ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି 😢ଏ ଓଡ଼ିଶା ସରକାର କୁ ଛିଛି
Dillp kumar Dash

More news from ଓଡ଼ିଶା and nearby areas
- ପାଟଣା, ମଲ୍ଲୀପଶି , କେନ୍ଦୁଝର 😢ରେ ଘଟିଛି ଏକ ଲୋମଟାଙ୍କୁରା ଦୃଶ୍ୟ ଯାହା କି ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି 😢ଏ ଓଡ଼ିଶା ସରକାର କୁ ଛିଛି1
- udisa ke CM Shri Mohan Charan Manjhi aaj champua aaye the champva ke pass ek gaon mein unka program tha aur FIR vahan se vah Joda ke liye Ravana Ho Gaye aur bhashan mein bahut acchi baten kahi hai ab dekhna yah hai ki vah ine baton ko pura kar paate hain ya nahin Jo sadkon ke bare mein baat ki gai hai gaon ki unnati ke bare mein baat ki gai hai aur Shiksha school ke lekar baat Kari gai hai kam karke dikhlaayenge hamare CM jo hai udisa ke to ab dekhna yah hai ki jo bhashan diye Hain vah kam karte hain ya nahin bus aaj ke liye itna hi FIR milenge dusri video ke sath thank u4
- Post by Rajib Behera1
- ରାଜଗାଙ୍ଗପୁର ସହର ରେ ଟ୍ରାଫିକ ବ୍ୟବସ୍ତା ବିପର୍ଯ୍ୟସ୍ତ ବ୍ରାହ୍ମଣି ତରଙ୍ଗ : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସିମେଣ୍ଟ ସହର ରାଜଗାଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ପୌର ପାଳିକା କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ପ୍ରତିଦିନ ଜନ ସାଧାରଣ ଭାଗ୍ୟ କୁ ଆଦାରୀ ନିଜ କାର୍ଯ୍ୟ କରୁ ଛନ୍ତି!ସହର ର ସୁବାଷ ବୋସ ଛକ ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ସବୁଦିନ ଟ୍ରାଫିକ ବ୍ୟବସ୍ଥା ଜଟିଳ ହେଉ ଥିବାରୁ ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି!, ତେଣୁ ଜିଲ୍ଲା କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଅସୁବିଧା ଗୁଡିକୁ ଦୂର କରିବା ନିମନ୍ତେ ସାଧାରଣ ରେ ଦାବୀ ହୋଇଛି!2
- ନାଟକ ସନାତନୀର ଟାଇଟଲ ଗୀତର ପ୍ରମୋଶନ | ଏ ନାଟକରେ ଏକ ବଡ଼ କାହାଣୀ ରହିଛି | ଯେଉଁ କାହାଣୀ ସମସ୍ତଙ୍କୁ ପ୍ରେରଣା ଯୋଗାଇବ | ଥରୁଟିଏ ଏ ନାଟକ ଦେଖନ୍ତୁ, ଆପଣଙ୍କ ପଲକ ପଡ଼ିବ ନାହିଁ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by Kumar1
- Post by NEWS7ODIA1
- Post by Rajib Behera1