logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ଥାୟୀ ନିଯୁକ୍ତି ଏବଂ ଉଚିତ୍ କ୍ଷତି ପୂରଣ ଦାବି ସ୍ଥାୟୀ ନିଯୁକ୍ତି ଏବଂ ଉଚିତ୍ କ୍ଷତି ପୂରଣ ଦାବି

17 hrs ago
user_ଅନୁଗୋଳ ଟୁଡେ (Angul Today)
ଅନୁଗୋଳ ଟୁଡେ (Angul Today)
ଅନୁଗୁଳ, ଅନୁଗୁଳ, ଓଡ଼ିଶା•
17 hrs ago

ସ୍ଥାୟୀ ନିଯୁକ୍ତି ଏବଂ ଉଚିତ୍ କ୍ଷତି ପୂରଣ ଦାବି ସ୍ଥାୟୀ ନିଯୁକ୍ତି ଏବଂ ଉଚିତ୍ କ୍ଷତି ପୂରଣ ଦାବି

More news from Odisha and nearby areas
  • Post by ଅନୁଗୋଳ ଟୁଡେ (Angul Today)
    4
    Post by ଅନୁଗୋଳ ଟୁଡେ (Angul Today)
    user_ଅନୁଗୋଳ ଟୁଡେ (Angul Today)
    ଅନୁଗୋଳ ଟୁଡେ (Angul Today)
    Anugul, Odisha•
    17 hrs ago
  • ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜକୁ ୩୩ ଦିନରେ ପହଁଚିଛି l କମିଟିର ସଦସ୍ୟ ମାନେ ଧାରଣା ସ୍ଥଳରେ ବିଭିନ୍ନ ସ୍ଲୋଗାନ ଦେଇ ରାଜ୍ୟ ସରକାର ତୁରନ୍ତ ତାଳଚେର ଠାରେ ରୋଗୀସେବା ଯୋଗାଇଦେବାକୁ ଦାବୀ କରିଛନ୍ତି l
    1
    ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜକୁ ୩୩ ଦିନରେ ପହଁଚିଛି l କମିଟିର ସଦସ୍ୟ ମାନେ ଧାରଣା ସ୍ଥଳରେ ବିଭିନ୍ନ ସ୍ଲୋଗାନ ଦେଇ ରାଜ୍ୟ ସରକାର ତୁରନ୍ତ ତାଳଚେର ଠାରେ ରୋଗୀସେବା ଯୋଗାଇଦେବାକୁ ଦାବୀ କରିଛନ୍ତି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    16 hrs ago
  • ଢେଙ୍କାନାଳ ସଦର ମହକୁମା ର ଲେଖକ ସଂସଦ ଭବନ ଠାରେ ପିତାମାତା, ବରିଷ୍ଠ ନାଗରିକ ମାନଙ୍କ ଭରଣ ପୋଷଣ ନିମନ୍ତେ ଏକ କାର୍ଯକ୍ରମ ଅନୁଷ୍ଠିତ ହେଇ ଯାଇଛି ଏଥିରେ ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜୟନ୍ତ୍ରୀ ପାତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଯୋଗଦାନ କରିଥିଲେ
    2
    ଢେଙ୍କାନାଳ ସଦର ମହକୁମା ର ଲେଖକ ସଂସଦ ଭବନ ଠାରେ  ପିତାମାତା, ବରିଷ୍ଠ ନାଗରିକ ମାନଙ୍କ ଭରଣ ପୋଷଣ ନିମନ୍ତେ ଏକ କାର୍ଯକ୍ରମ ଅନୁଷ୍ଠିତ ହେଇ ଯାଇଛି 
ଏଥିରେ ଶ୍ରୀମତୀ ଅର୍ଚ୍ଚନା ପୁହାଣ ଜୟନ୍ତ୍ରୀ ପାତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ଯୋଗଦାନ କରିଥିଲେ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
  • ବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତିବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି ଭୁବନ ତା 10.2 କାନ୍ଥରେ ଟଙ୍ଗା ହୋଇଛି ଫ୍ଲେକ୍ସ। ଦାଣ୍ଡରେ ବନ୍ଧା ହୋଇଛି ଟେଣ୍ଟ। ମନ୍ଦିରରେ ଚାଲିଛି ଭୋଜି ରନ୍ଧା। ଠିକ ଏତିକି ବେଳେ ଖବର ପାଇ ପହଁଚିଲେ ବାଲ୍ୟବିବାହ ନିରୋଧ କମିଟି। ଚାଲିଲା ପଚରା ଉଚରା । ପରିବେଶ ହଠାତ ପାଲଟିଗଲା ସ୍ତବ୍ଧ। କୋଳାହଳ ପରିବେଶରେ ପଶିଗଲା ଷଣ୍ଢ। ନକଲି ଆଧାର ଦେଖାଇ ଚାଲିଥିଲା ବାହାଘର । ନବମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ହେପାଜତକୁ ନେଲେ ଶିଶୁମଙ୍ଗଳ ଅଧିକାରିଣୀ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ -୭(ସାତ)ରେ । ସୂଚନାରୁ ଜଣାପଡିଛି କଟକ ଜିଲ୍ଲାର ଏକ ମଫସଲ ଗ୍ରାମର ଜଣେ ଯୁବକଙ୍କର ଭୁବନର ସାତ ନମ୍ୱର୍ ୱାର୍ଡ ବାସିନ୍ଦା ଗଣେଶ୍ୱର ଦାସଙ୍କ ପୁଅ ସହ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ଯୁବତୀ ଜଣକ ସହମତିରେ ବିଗତ ଆଠ ମାସ ହେଲା ନିଜ ଘରୁ ଚାଲି ଆସିଥିଲେ। ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ଏହି ବାହାଘର ହେଉଥିବା ସମୟରେ ଖବର ପାଇଥିଲେ ଭୁବନ ଶିଶୁମଙ୍ଗଳ ଅଧିକାରିଣୀ ଭଗବତୀ ଗୁରୁ ।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ଭୁବନ ପୋଲିସକୁ ନେଇ ପହଞ୍ଚିଥିଲେ ଗଣେଶ୍ୱରଙ୍କ ଘରେ ।ପଚରା ଉଚରା କରିବାରୁ ଜଣାପଡ଼ିଲା ନାବାଳିକାର ଏକ ଫର୍ଜି ଆଧାର କାର୍ଡ ତିଆରି କରାଯାଇଥିବା ବେଳେ ନାବାଳିକା ଜଣଙ୍କ ଭୁବନେଶ୍ବର ନିକଟସ୍ଥ ବାରଙ୍ଗ ବ୍ଲକ ଏକ ଗ୍ରାମାଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ । ସେ ଚତୁର୍ଥ ଝିଅ। ଅନ୍ୟ ୩ ଭଉଣୀ ବିବାହିତା। ଜନୈକ ସଂପର୍କୀୟଙ୍କ ତାଡନା ସହି ନ ପାରି ଭୁବନର ଯୁବକଙ୍କୁ ଭରସା କରି ପ୍ରେମ କରି ଗତ ଆଠ ମାସରୁ ବିଦ୍ୟାଳୟ ଛାଡ଼ି ପଳାଇ ଆସିଛି । ନାବାଳିକାଙ୍କୁ ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ବାହାଘର ର ମାଙ୍ଗଳିକ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଣି ନିଜ ହେପାଜତକୁ ନେଇଛନ୍ତି । ସ୍ୱାଧର ଗୃହରେ ଭର୍ତି କରିଛନ୍ତି ।
    1
    ବାଲ୍ୟବିବାହରେ  ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତିବାଲ୍ୟବିବାହରେ  ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି
ଭୁବନ ତା 10.2   କାନ୍ଥରେ  ଟଙ୍ଗା ହୋଇଛି ଫ୍ଲେକ୍ସ। ଦାଣ୍ଡରେ ବନ୍ଧା ହୋଇଛି ଟେଣ୍ଟ। ମନ୍ଦିରରେ ଚାଲିଛି ଭୋଜି ରନ୍ଧା। ଠିକ ଏତିକି ବେଳେ   ଖବର ପାଇ ପହଁଚିଲେ ବାଲ୍ୟବିବାହ ନିରୋଧ କମିଟି। ଚାଲିଲା ପଚରା ଉଚରା  । ପରିବେଶ ହଠାତ ପାଲଟିଗଲା  ସ୍ତବ୍ଧ। କୋଳାହଳ ପରିବେଶରେ ପଶିଗଲା ଷଣ୍ଢ।  ନକଲି ଆଧାର ଦେଖାଇ ଚାଲିଥିଲା ବାହାଘର । ନବମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ହେପାଜତକୁ ନେଲେ ଶିଶୁମଙ୍ଗଳ ଅଧିକାରିଣୀ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ -୭(ସାତ)ରେ । ସୂଚନାରୁ ଜଣାପଡିଛି କଟକ ଜିଲ୍ଲାର ଏକ ମଫସଲ ଗ୍ରାମର ଜଣେ ଯୁବକଙ୍କର  ଭୁବନର ସାତ ନମ୍ୱର୍ ୱାର୍ଡ ବାସିନ୍ଦା ଗଣେଶ୍ୱର ଦାସଙ୍କ ପୁଅ ସହ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ଯୁବତୀ ଜଣକ ସହମତିରେ ବିଗତ ଆଠ ମାସ ହେଲା ନିଜ ଘରୁ ଚାଲି ଆସିଥିଲେ। ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ଏହି ବାହାଘର ହେଉଥିବା ସମୟରେ ଖବର ପାଇଥିଲେ ଭୁବନ ଶିଶୁମଙ୍ଗଳ ଅଧିକାରିଣୀ ଭଗବତୀ ଗୁରୁ ।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ଭୁବନ ପୋଲିସକୁ ନେଇ ପହଞ୍ଚିଥିଲେ ଗଣେଶ୍ୱରଙ୍କ ଘରେ ।ପଚରା ଉଚରା କରିବାରୁ ଜଣାପଡ଼ିଲା ନାବାଳିକାର ଏକ ଫର୍ଜି ଆଧାର କାର୍ଡ ତିଆରି କରାଯାଇଥିବା ବେଳେ ନାବାଳିକା ଜଣଙ୍କ ଭୁବନେଶ୍ବର ନିକଟସ୍ଥ ବାରଙ୍ଗ ବ୍ଲକ ଏକ ଗ୍ରାମାଞ୍ଚଳରେ  ନବମ ଶ୍ରେଣୀ ଛାତ୍ରୀ ।    ସେ ଚତୁର୍ଥ ଝିଅ। ଅନ୍ୟ ୩ ଭଉଣୀ ବିବାହିତା। ଜନୈକ ସଂପର୍କୀୟଙ୍କ ତାଡନା ସହି ନ ପାରି   ଭୁବନର ଯୁବକଙ୍କୁ ଭରସା କରି  ପ୍ରେମ କରି ଗତ ଆଠ ମାସରୁ ବିଦ୍ୟାଳୟ ଛାଡ଼ି  ପଳାଇ ଆସିଛି । ନାବାଳିକାଙ୍କୁ  ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ବାହାଘର ର ମାଙ୍ଗଳିକ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଣି ନିଜ ହେପାଜତକୁ  ନେଇଛନ୍ତି । ସ୍ୱାଧର ଗୃହରେ ଭର୍ତି କରିଛନ୍ତି ।
    user_Tapasdas 6372788705
    Tapasdas 6372788705
    ସାମ୍ବାଦିକ Dhenkanal Sadar, Odisha•
    6 hrs ago
  • ଢେଙ୍କାନାଳ ରେ ସକାଳୁ ସକାଳୁ ହାତୀ ଆକ୍ରମଣରେ ତିନି ଜଣ ମୃତ, ତିନି ଜଣ ଗୁରୁତର l Dhenkanal news odisha l 👉 ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଘଟିଛି ଏହି ଅଭାବନୀୟ ଘଟଣା.. #elephantattack #dhenkanalforest #kapilashforest #dhenkanalnewsodisha
    1
    ଢେଙ୍କାନାଳ ରେ ସକାଳୁ ସକାଳୁ ହାତୀ ଆକ୍ରମଣରେ ତିନି ଜଣ ମୃତ, ତିନି ଜଣ ଗୁରୁତର l Dhenkanal news odisha l
👉 ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଘଟିଛି ଏହି ଅଭାବନୀୟ ଘଟଣା..
#elephantattack #dhenkanalforest #kapilashforest #dhenkanalnewsodisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    12 hrs ago
  • ୨୦୧୯ ମସିହା ରୁ କାଜୁ ଗଛ ଏବଂ ଘର ନିଆଁ ଲାଗିଯାଇଥିଲେ ମଧ୍ୟ ପ୍ରଶାସନ କିଛି ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ଚାଷୀ, ଆଜି ବି ଚାଷୀ ଦୁଃଖ ରେ ଜୀବନ ବିତାଉଛନ୍ତି କିନ୍ତୁ ସାହାଯ୍ୟ ଆଶାରେ ୬ ବର୍ଷ ବିତିଯାଇଛି, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ #mahulkhal #kajufarm #ransol #KaliapaniUpdate #highlight
    1
    ୨୦୧୯ ମସିହା ରୁ କାଜୁ ଗଛ ଏବଂ ଘର ନିଆଁ ଲାଗିଯାଇଥିଲେ ମଧ୍ୟ ପ୍ରଶାସନ କିଛି ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ଚାଷୀ, ଆଜି ବି ଚାଷୀ ଦୁଃଖ ରେ ଜୀବନ ବିତାଉଛନ୍ତି କିନ୍ତୁ ସାହାଯ୍ୟ ଆଶାରେ ୬ ବର୍ଷ ବିତିଯାଇଛି, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ #mahulkhal #kajufarm #ransol #KaliapaniUpdate #highlight
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    2 hrs ago
  • ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ପଞ୍ଚୁପାଣ୍ଡବ ପୀଠର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଏହାର ଉନ୍ନତିକରଣ କେବଳ ଫଳକ ମଧ୍ୟରେ ସୀମିତ ରହିଛି। ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପୀଠଟି ଆଜି ସମ୍ପୂର୍ଣ୍ଣ ଅବହେଳିତ। ସୂଚନା ଅନୁସାରେ, ୨୦୦୯ ମସିହାରୁ ଏହି ପୀଠର ବିକାଶ ପାଇଁ ଯୋଜନା ହୋଇଥିଲା। ପୂର୍ବତନ ବିଧାୟକ ଡଃ ଅରୁଣ କୁମାର ସାହୁ ଏହାର ଉଦ୍‌ଘାଟନ କରିଥିଲେ। କିନ୍ତୁ ଅନେକ ବର୍ଷ ବିତିଯାଇଥିଲେ ବି ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ସ୍ୱଚ୍ଛତା ଅଭାବରୁ ଚାରିଆଡ଼େ ଅଳିଆ ଆବର୍ଜନା ଭରି ରହିଛି। ପୂର୍ବ ସରକାର ସମୟରେ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ କାମ କାହିଁକି ଆଗକୁ ବଢ଼ୁନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପଞ୍ଚୁପାଣ୍ଡବ ପୀଠର ଏହି ଦୂରାବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ସତେ ଯେମିତି ଠାକୁର ଏବେ ଅବହେଳାର ଚକ୍ରବ୍ୟୁହରେ ଫସି ରହିଛନ୍ତି। ଏହି ପବିତ୍ର ପୀଠର ପୁନରୁଦ୍ଧାର ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ତାହାକୁ ଏବେ ସମସ୍ତେ ଚାହିଁ ରହିଛନ୍ତି। #LocalNews #Nayagarh #TouristPlace
    1
    ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ପଞ୍ଚୁପାଣ୍ଡବ ପୀଠର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଏହାର ଉନ୍ନତିକରଣ କେବଳ ଫଳକ ମଧ୍ୟରେ ସୀମିତ ରହିଛି। ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପୀଠଟି ଆଜି ସମ୍ପୂର୍ଣ୍ଣ ଅବହେଳିତ।
ସୂଚନା ଅନୁସାରେ, ୨୦୦୯ ମସିହାରୁ ଏହି ପୀଠର ବିକାଶ ପାଇଁ ଯୋଜନା ହୋଇଥିଲା। ପୂର୍ବତନ ବିଧାୟକ ଡଃ ଅରୁଣ କୁମାର ସାହୁ ଏହାର ଉଦ୍‌ଘାଟନ କରିଥିଲେ। କିନ୍ତୁ ଅନେକ ବର୍ଷ ବିତିଯାଇଥିଲେ ବି ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ସ୍ୱଚ୍ଛତା ଅଭାବରୁ ଚାରିଆଡ଼େ ଅଳିଆ ଆବର୍ଜନା ଭରି ରହିଛି।
ପୂର୍ବ ସରକାର ସମୟରେ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ କାମ କାହିଁକି ଆଗକୁ ବଢ଼ୁନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପଞ୍ଚୁପାଣ୍ଡବ ପୀଠର ଏହି ଦୂରାବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ସତେ ଯେମିତି ଠାକୁର ଏବେ ଅବହେଳାର ଚକ୍ରବ୍ୟୁହରେ ଫସି ରହିଛନ୍ତି। ଏହି ପବିତ୍ର ପୀଠର ପୁନରୁଦ୍ଧାର ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ତାହାକୁ ଏବେ ସମସ୍ତେ ଚାହିଁ ରହିଛନ୍ତି। #LocalNews #Nayagarh #TouristPlace
    user_NKNEWS ODISHA
    NKNEWS ODISHA
    Local News Reporter ନୂଆଗାଁ, ନୟାଗଡ଼, ଓଡ଼ିଶା•
    12 hrs ago
  • ସ୍ଥାୟୀ ନିଯୁକ୍ତି ଏବଂ ଉଚିତ୍ କ୍ଷତି ପୂରଣ ଦାବି
    2
    ସ୍ଥାୟୀ ନିଯୁକ୍ତି ଏବଂ ଉଚିତ୍ କ୍ଷତି ପୂରଣ ଦାବି
    user_ଅନୁଗୋଳ ଟୁଡେ (Angul Today)
    ଅନୁଗୋଳ ଟୁଡେ (Angul Today)
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.