Shuru
Apke Nagar Ki App…
ଘରେ ନିଆଁ ଲଗେଇଦେଲେ ଅନମୁନଷିଆ l ପୁଡିଗଲେ ଧନ ସମ୍ପତ୍ତିର ସାଙ୍ଗେ 30 ପଟ କୁକୁଡ଼ା l ଉଲୁଣ୍ଡା ଥାନା ବାରିଗାଁନେ ମଧୁ ସୁନାଙ୍କର ଘରେ ଘଟିଛେ ଅଘଟନ
SONEPUR NEWS
ଘରେ ନିଆଁ ଲଗେଇଦେଲେ ଅନମୁନଷିଆ l ପୁଡିଗଲେ ଧନ ସମ୍ପତ୍ତିର ସାଙ୍ଗେ 30 ପଟ କୁକୁଡ଼ା l ଉଲୁଣ୍ଡା ଥାନା ବାରିଗାଁନେ ମଧୁ ସୁନାଙ୍କର ଘରେ ଘଟିଛେ ଅଘଟନ
More news from ଓଡ଼ିଶା and nearby areas
- #ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଲପୁର ରେ ହେଉଥିବା ୧୮ ତମ ମା 'ମାହେଶ୍ୱରୀ କ୍ରିକେଟ କପ୍ ରେ ସ୍କାନ ଭୁବନେଶ୍ଵର ଦଳରୁ ପ୍ରତିନିଧିତ୍ଵ କରୁଥିବା ରଣଜି ଖେଳାଳି ସୁଜିତ ଲେଙ୍କା ଙ୍କ ସହ ପୀତାମ୍ବର ସାହୁଙ୍କ ଆଲୋଚନା1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା କଚେରି ଛକ ନିକଟରେ ଥିବା ଏକମାତ୍ର ଶୌଚାଳୟରେ ତାଲା ଝୁଲୁଛି। ଜିଲ୍ଲାରେ ଅନେକ ଲୋକ ବିଭିନ୍ନ କୋର୍ଟ କଚେରି କାମରେ ସଦର ମହକୁମାକୁ ଦୈନିକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ଅଳ୍ପ ଦିନ ପୂର୍ବରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଉଭୟ ମହିଳା ଓ ପୁରୁଷ ଙ୍କ ପାଇଁ ଏକ ଦେୟମୁକ୍ତ ଶୌଚାଳୟ ନିର୍ମାଣ କରାଯାଇଛି। ହେଲେ ସେଠାରେ ତାଲା ଝୁଲୁଛି। ସେଠାରେ ଶୌଚ ପାଇଁ ଜଳର ବ୍ୟବସ୍ଥା ସତ୍ତ୍ୱେ ପାଣି ଆସୁନଥିବା ମଧ୍ୟ ଜଣାଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।1
- ଜଙ୍ଗଲୀ ଭାଲୁ ଆକ୍ରମଣରେ ବନ କର୍ମଚାରୀ ଗୁରୁତର l ବୌଦ୍ଧ ଜିଲ୍ଲା କଣ୍ଟାମାଲ ବନାଞ୍ଚଳ ଅନ୍ତର୍ଗତ ବଘିହାବାହାଲ ଜଙ୍ଗଲରେ ବନ କର୍ମଚାରୀ ଖେମାନିଧି ଘିବିଲାକୁ ଜଙ୍ଗଲି ଭାଲୁ ଆକ୍ରମଣ କରିଥିବା ଜଣାପଡୁଛି l ଦିନ ୧୨ଟା ସମୟରେ ସେ ଗୋପାଳମାଳ ନର୍ସରୀରେ ଥିବା ସମୟରେ ଭାଲୁଟି ହଠାତ ତାଙ୍କ ସାମ୍ନାକୁ ଚାଲିଆସି ଆକ୍ରମଣ କରିଥିଲା l ବନ କର୍ମଚାରୀକୁ ଉଦ୍ଧାର କରି ସୁବର୍ଣ୍ଣପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ତାଙ୍କ ମୁହଁ ଓ ଜଙ୍ଗ ରେ ଗୁରୁତର ଆଘାତ ଲାଗିଛି l1
- ବୌଦ୍ଧ ଜିଲ୍ଲା ବାମଣ୍ଡାସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟ ୨ୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l @ranjankumardash #ବୌଦ୍ଧ1
- ଜି.ଉଦୟଗିରି ସହର ପଠାଣ ସାହି ରେ ତୁଷାରପାତ2
- ଘୁ ଉଦୟଗିରି ପଡ଼ିଲା ବରଫ ।୨.୫ ତାପମାତ୍ରା ରେକର୍ଡ ।1
- ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ କୁଷ୍ଠ ରୋଗ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ସ୍ତରୀୟ ସମ୍ୱନୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ ଉଷାରାଣୀ ଦାଶ କୁଷ୍ଠ ରୋଗ ସଚେତନତା ଉପରେ କମିଟି ବୈଠକରେ ସମସ୍ତ ସଦସ୍ୟ, ସଦସ୍ୟାଙ୍କୁ ଅବଗତ କରାଇଥିଲେଯେ, କୁଷ୍ଠ ରୋଗ ଚିକିତ୍ସା ଦ୍ଵାରା ଆରୋଗ୍ୟ ଅଟେ। କୁଷ୍ଠ ରୋଗୀମାନଙ୍କୁ ଘୃଣା ଓ ହତାଦର କରିବା ଅନୁଚିତ। କୌଣସି କୁଷ୍ଠ ରୋଗୀଙ୍କୁ ପାତର ଅନ୍ତର, ବିଭେଦ ସହିତ ଅସ୍ପୃଶ୍ୟ ରଖିବା ନାହିଁ, କୁଷ୍ଠ ରୋଗରୁ ଆରୋଗ୍ୟ ହେଲା ପରେ ସେମାନଙ୍କର ଥଇଥାନ ସହିତ ସରକାରୀ ଯୋଜନାର ଅନ୍ତର୍ଭୁକ୍ତ କରି ସରକାରୀ ସୁବିଧା ଯୋଗାଇଦେବା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ଏସଂକ୍ରାନ୍ତରେ ଜିଲ୍ଲାପାଳ ଡ଼ ସାହୁ ଉପସ୍ଥିତ ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ।1
- କଫସିରଫ ଚାଲାଣ ବେଳେ ମାଡି ବସିଲା ସୋନପୁର ଅବକାରୀ ବିଭାଗ l ବିପୁଳ ପରିମାଣର କଫ ସିରଫ ସହ 3 ମାଫିଆ ଗିରଫ1
- #ମେରା ଦୋ ବ ଚେ ବି ହେ1