logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାହାଳ ମିଠା ବଜାର ଉପରେ ବିଏମ୍ ସି ର ଚଢଉ, ଦୁଇ ମିଠା ବ୍ୟବସାୟୀଙ୍କ ଦୋକାନରୁ ୧୫ କେଜି ଅପମିଶ୍ରିତ ଛେନା ଜବତ। ବାଲିଅନ୍ତା ୨୫/୦୮(ଗୋବର୍ଦ୍ଧନ ଦାସ) :- ରାଜ୍ୟରେ ଛେନା ଓ ପନିର ରେ ଅପମିଶ୍ରିତ ହେଉଥିବା ଖବର ପ୍ରସାରଣ ହେବା ରେ ଭୁବନେଶ୍ୱର ମହାନଗର ନିଗମ ( ବିଏମସି )ର ଖାଦ୍ୟ ସୁରକ୍ଷା ବିଭାଗ ଏକ ସ୍ୱତନ୍ତ୍ର ଟେଷ୍ଟିଙ୍ଗ ଭ୍ୟାନ ସହ ନକଲି ଛେନା ଓ ପନିର ଅସ୍ୱାସ୍ଥ୍ୟକର ପରିବେଷରେ ମିଠା ବିକ୍ରିକୁ ନେଇ ପାହଳ ମିଠା ବଜାର ଉପରେ ମଙ୍ଗଳବାର ଚଢ଼ାଉ କରାଯାଇଛି|୧୫ କେଜି ଅପମିଶ୍ରିତ ଛେନା ଦୁଇ ମିଠା ବ୍ୟବସାୟୀଙ୍କ ଦୋକାନରୁ ଜବତ କରାଯିବା ସହ ଏହାକୁ ନଷ୍ଟ କରିଦିଆଯାଇଛି | ଆଗକୁ ରାଖୀ ପୁର୍ଣିମା ଥିବାରୁ ପାହଳ ମିଠା ଓ ପୋଡ଼ର ଚାହିଦା ବଢିବ ତେଣୁ ବ୍ୟବସାୟୀ ମାନେ ଏହାକୁ ଦୃଷ୍ଟିରେ ରଖି କିପରି ଅପମିଶ୍ରିତ ଛେନାରୁ ମିଠା ବିକ୍ରି କରିପାରିବେ ନାହିଁ। ଏହାକୁ ଦୃଷ୍ଟି ରେ ରଖି ବିଭାଗ ପକ୍ଷରୁ ୨୭ଟି ଦୋକାନ ରେ ତନତନ କରି ଯାଞ୍ଚ କରାଯାଇଛି | ଛେନା ଓ ପନିର ସଙ୍ଗେସଙ୍ଗେ ଯାଞ୍ଚ କରାଯାଉଥିବା ବେଳେ ମିଠା ଓ ପୋଡ଼ ଗୁଡିକର କିଛି ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାର କୁ ପଠା ଯାଇଛି |ସେଠାରୁ ରିପୋର୍ଟ ଆସିବା ପରେ ଦୋକାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି | ଛେନାର ଗୁଣବତ୍ତାକୁ ନେଇ ରାଜଧାନୀରେ ଚିନ୍ତା ବଢିଛି ।ଛେନା ପ୍ରସ୍ତୁତି ସମୟରେ କୌଣସି ରାସାୟନିକ ପଦାର୍ଥ ମିଶାଯାଉଛି କି ନାହିଁ ମିଠା ପ୍ରସ୍ତୁତିରେ ଖାଦ୍ୟ ସୁରକ୍ଷା ପାଳନ କରାଯାଉଛି କି ନାହିଁ, ତାକୁ ନେଇ ଦୁଇ ତିନି ଦିନ ହେବ ଭୁବନେଶ୍ୱରରେ ମିଠା ଦୋକାନୀ, ହୋଟେଲ, ପନିର ଦୋକାନ ଉପରେ ଚଢ଼ାଉ ଜାରି ରହିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

3 hrs ago
user_ଗୋବର୍ଦ୍ଧନ ଦାସ
ଗୋବର୍ଦ୍ଧନ ଦାସ
ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
3 hrs ago
1d1c28e2-bd9f-4973-b4f2-1f4c1d9089ab

ପାହାଳ ମିଠା ବଜାର ଉପରେ ବିଏମ୍ ସି ର ଚଢଉ, ଦୁଇ ମିଠା ବ୍ୟବସାୟୀଙ୍କ ଦୋକାନରୁ ୧୫ କେଜି ଅପମିଶ୍ରିତ ଛେନା ଜବତ। ବାଲିଅନ୍ତା ୨୫/୦୮(ଗୋବର୍ଦ୍ଧନ ଦାସ) :- ରାଜ୍ୟରେ ଛେନା ଓ ପନିର ରେ ଅପମିଶ୍ରିତ ହେଉଥିବା ଖବର ପ୍ରସାରଣ ହେବା ରେ ଭୁବନେଶ୍ୱର ମହାନଗର ନିଗମ ( ବିଏମସି )ର ଖାଦ୍ୟ ସୁରକ୍ଷା ବିଭାଗ ଏକ ସ୍ୱତନ୍ତ୍ର ଟେଷ୍ଟିଙ୍ଗ ଭ୍ୟାନ ସହ ନକଲି ଛେନା ଓ ପନିର ଅସ୍ୱାସ୍ଥ୍ୟକର ପରିବେଷରେ ମିଠା ବିକ୍ରିକୁ ନେଇ ପାହଳ ମିଠା ବଜାର ଉପରେ ମଙ୍ଗଳବାର ଚଢ଼ାଉ କରାଯାଇଛି|୧୫ କେଜି

71615712-e184-4c1e-9e18-add901bdd996

ଅପମିଶ୍ରିତ ଛେନା ଦୁଇ ମିଠା ବ୍ୟବସାୟୀଙ୍କ ଦୋକାନରୁ ଜବତ କରାଯିବା ସହ ଏହାକୁ ନଷ୍ଟ କରିଦିଆଯାଇଛି | ଆଗକୁ ରାଖୀ ପୁର୍ଣିମା ଥିବାରୁ ପାହଳ ମିଠା ଓ ପୋଡ଼ର ଚାହିଦା ବଢିବ ତେଣୁ ବ୍ୟବସାୟୀ ମାନେ ଏହାକୁ ଦୃଷ୍ଟିରେ ରଖି କିପରି ଅପମିଶ୍ରିତ ଛେନାରୁ ମିଠା ବିକ୍ରି କରିପାରିବେ ନାହିଁ। ଏହାକୁ ଦୃଷ୍ଟି ରେ ରଖି ବିଭାଗ ପକ୍ଷରୁ ୨୭ଟି ଦୋକାନ ରେ ତନତନ କରି ଯାଞ୍ଚ କରାଯାଇଛି | ଛେନା ଓ ପନିର ସଙ୍ଗେସଙ୍ଗେ ଯାଞ୍ଚ କରାଯାଉଥିବା ବେଳେ ମିଠା ଓ ପୋଡ଼ ଗୁଡିକର କିଛି

83889325-939f-44c6-afe4-fe9cfc538d5a

ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାର କୁ ପଠା ଯାଇଛି |ସେଠାରୁ ରିପୋର୍ଟ ଆସିବା ପରେ ଦୋକାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି | ଛେନାର ଗୁଣବତ୍ତାକୁ ନେଇ ରାଜଧାନୀରେ ଚିନ୍ତା ବଢିଛି ।ଛେନା ପ୍ରସ୍ତୁତି ସମୟରେ କୌଣସି ରାସାୟନିକ ପଦାର୍ଥ ମିଶାଯାଉଛି କି ନାହିଁ ମିଠା ପ୍ରସ୍ତୁତିରେ ଖାଦ୍ୟ ସୁରକ୍ଷା ପାଳନ କରାଯାଉଛି କି ନାହିଁ, ତାକୁ ନେଇ ଦୁଇ ତିନି ଦିନ ହେବ ଭୁବନେଶ୍ୱରରେ ମିଠା ଦୋକାନୀ, ହୋଟେଲ, ପନିର ଦୋକାନ ଉପରେ ଚଢ଼ାଉ ଜାରି ରହିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

More news from ଓଡ଼ିଶା and nearby areas
  • ଶେଷଖାଲ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ରାୟଗଡ଼ା ଜିଲ୍ଲାର ଶେଷଖାଲ ପଞ୍ଚାୟତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତା ସାରା ଖାଲ କତାରେ ପୂର୍ଣ୍ଣ । ସ୍କୁଲ ଛାତ୍ରଛାତ୍ରୀ ଏବଂ ବାଇକ ଚାଳକ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ, ବିଡ଼ିଓ,ଆରଡ଼ି ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଅବହେଳା ପାଇଁ ଜଣେ ବ୍ୟକ୍ତି ଜିଲ୍ଲାପାଳ ଓ‌ ବିଡ଼ିଓଙ୍କୁ ଗାଳି କରିଛନ୍ତି। ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୧୬ଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ । କୋଲନରା ବ୍ଲକର ବିଡିଓ ପ୍ରତି ମାସରେ ପଞ୍ଚାୟତ ବୈଠକକୁ ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଗାଡି ଶେଷଖାଲର ସ୍ଥାନୀୟ ବାସିନ୍ଦା । ସେହିପରି ଗାଡିଶେଷଖାଲ ଗାଁ'ର ରାସ୍ତା ପାଣି କାଦୁଅରେ ପଚପଚ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଭାଗୀୟ ଉଚ୍ଚ ର୍କୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
    1
    ଶେଷଖାଲ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ 
ରାୟଗଡ଼ା ଜିଲ୍ଲାର ଶେଷଖାଲ ପଞ୍ଚାୟତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତା ସାରା ଖାଲ କତାରେ ପୂର୍ଣ୍ଣ । ସ୍କୁଲ ଛାତ୍ରଛାତ୍ରୀ ଏବଂ ବାଇକ ଚାଳକ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ, ବିଡ଼ିଓ,ଆରଡ଼ି ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଅବହେଳା ପାଇଁ ଜଣେ ବ୍ୟକ୍ତି ଜିଲ୍ଲାପାଳ ଓ‌ ବିଡ଼ିଓଙ୍କୁ ଗାଳି କରିଛନ୍ତି। ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୧୬ଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ । କୋଲନରା ବ୍ଲକର ବିଡିଓ ପ୍ରତି ମାସରେ ପଞ୍ଚାୟତ ବୈଠକକୁ ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଗାଡି ଶେଷଖାଲର ସ୍ଥାନୀୟ ବାସିନ୍ଦା ।  ସେହିପରି ଗାଡିଶେଷଖାଲ ଗାଁ'ର ରାସ୍ତା ପାଣି କାଦୁଅରେ ପଚପଚ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଭାଗୀୟ ଉଚ୍ଚ ର୍କୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    36 min ago
  • କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha #Subhadra #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    1
    କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ ।
କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha 
#Subhadra #Prabhatiparida
#Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ
    1
    ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by KSHIROD CHANDRA PANDA
    1
    Post by KSHIROD CHANDRA PANDA
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
    1
    ଘଞ୍ଚ ସବୁଜ ବନାନୀ ର ବକ୍ଷ ଚିରି ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ ।
ଯେଉଁଠି ପ୍ରକୃତି ତାର ସବୁତକ ସୋନ୍ଦର୍ଯ୍ୟ ଢାଳି ଦେଇଛି । ସେଭଳି ପରିବେଶରେ ଟ୍ରେନ୍ ରେ ଯାତ୍ରା କରିବା କେତେ ଯେ ଆନନ୍ଦଦାୟକ ଥରେ ଭାବିଲେ ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha
    1
    ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ 
୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍  #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    59 min ago
  • ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ
    1
    ଶେଷ ଶ୍ରାବଣ ରେ ଗଡ଼ଗାଡ଼ିଆ ଘାଟ ରୁ କାଉଡିଆଙ୍କ ଜଳଯାତ୍ରା!!! G News Bharat #BreakingNews #bolbam #କଟକ
    user_G news bharat
    G news bharat
    ନିଆଳି, କଟକ, ଓଡ଼ିଶା•
    9 hrs ago
  • ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର *ଚକ୍ରବୀର* ର ଟାଇଟଲ୍ ଗୀତ,ଚକ୍ରବୀର ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଥିଲେ ନାୟିକା ସୁପ୍ରିୟା ନାୟକ l ଟାଇଟିଲ ଗୀତଟି ତାଙ୍କ ନୃତ୍ୟାଭିନୟକୁ ନେଇ ଗତିଶୀଳ ହୋଇଛି l
    1
    ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର *ଚକ୍ରବୀର* ର ଟାଇଟଲ୍ ଗୀତ,ଚକ୍ରବୀର ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଥିଲେ ନାୟିକା ସୁପ୍ରିୟା ନାୟକ l ଟାଇଟିଲ ଗୀତଟି ତାଙ୍କ ନୃତ୍ୟାଭିନୟକୁ ନେଇ ଗତିଶୀଳ ହୋଇଛି l
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.