Shuru
Apke Nagar Ki App…
ଗମ୍ଭାରୀଗୁଡାରେ ନୂଆଖାଇ ଭେଟଘାଟ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଗମ୍ଭାରୀଗୁଡାରେ ନୂଆଖାଇ ଭେଟଘାଟ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଭିନ୍ନ ପ୍ରତିଯୋଗିତା ହୋଇଥିଲା
ଦୁଷ୍ମନ୍ତ କୁମାର ଗହିର
ଗମ୍ଭାରୀଗୁଡାରେ ନୂଆଖାଇ ଭେଟଘାଟ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଗମ୍ଭାରୀଗୁଡାରେ ନୂଆଖାଇ ଭେଟଘାଟ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ, ବିଭିନ୍ନ ପ୍ରତିଯୋଗିତା ହୋଇଥିଲା
More news from ଓଡ଼ିଶା and nearby areas
- ଦେଖନ୍ତୁ 🙏🙏🙏1
- ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ, ଝରୀଗାଁ ଦେଖିବାକୁ ମିଳିଛି ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ1
- #କୋଟପାଡ଼_ମେଡିକାଲରେ_ଗାର୍ଡଙ୍କ_ମୃତ୍ୟୁ କୋଟପାଡ଼ ମେଡିକାଲରେ ଡ୍ୟୁଟିରେ ଥିବା ଗାର୍ଡଙ୍କ ମୃତ୍ୟୁ,ସୂଚନା ଅନୁଯାଇ ଗଣେଶ ବିସର୍ଜନ ଚାଲିଥିବା ସମୟରେ ହଠାତ୍ ଟଳିପଡ଼ିଥିଲେ,ମୃତକ ଦଶମନ୍ତପୁର ଅଞ୍ଚଳର ପିଙ୍କୁ ପ୍ରଧାନୀ #kotpad #medicalguarddeath #koraput #sadnews #koraput #fbviralvideo #viralvideo Bdo Kotpad CMO Odisha #nonfollowers #odisha #OdishaNews #kotpadbreakingnews1
- ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ1
- କଣ୍ଟାବାଞ୍ଜିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା, ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ ଆଜି ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ କଣ୍ଟାବାଞ୍ଜି ସହରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମଦିନ ପାଳନ କରାଯାଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜ ସମର୍ଥକମାନଙ୍କ ସହ କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ। ପରେ ବିଧାୟକ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା-ଅସୁବିଧା ଏବଂ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ବିଧାୟକଙ୍କ ସହ ବହୁ ସମର୍ଥକ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।1
- ବାକ୍ୟ ଜୀବନ୍ତ କାର୍ଯ୍ୟ ସାଧକ ଅଛି କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଏବ୍ରୀ 4:12 କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଏବ୍ରୀ 4:121
- ଜୟପୁର ମା’ ଜଗତ ଜନନୀ ମନ୍ଦିରରେ ଖୋଲିଲା ଦାନ ହୁଣ୍ଡୀ, ବାହାରିଲା ୧୫ ଲକ୍ଷରୁ ଅଧିକ ଟଙ୍କା ଜୟପୁର ମା’ ଜଗତ ଜନନୀ ମନ୍ଦିରରେ ଖୋଲିଲା ଦାନ ହୁଣ୍ଡୀ, ବାହାରିଲା ୧୫ ଲକ୍ଷରୁ ଅଧିକ ଟଙ୍କା1
- ଦେଖନ୍ତୁ କଳାହାଣ୍ଡି ଜିଲ୍ଲା ରାୟଗଡା ର ରାସ୍ତା1