Shuru
Apke Nagar Ki App…
supply water problem at lehenga, narasinghpur, Cuttack ମୁଁ ଲେହେଙ୍ଗା ଗାଁରୁ ରିପୋର୍ଟ କରୁଛି, ଯେଉଁଠାରେ ପାଣି ଦରକାର୍ ନାହିଁ ସେଇଠି ଯୋଗାଣ ମନଇଚ୍ଛା କରାଯାଉଛି। ଯେମିତି କି ପୋଖରୀ ଏବଂ ଚାଷ ଜମି ଭଳି ଆବଶ୍ୟକ ନଥିବା ସ୍ଥାନରେ 24 ଘଣ୍ଟା ପାଣି ଛଡାଯାଉଛି। ଅଥଚ ଘର ମାନଙ୍କୁ ପାଣି ଛଡ଼ା ଯାଉ ନାହିଁ , ପମ୍ପ ଅପରେଟର ତାଙ୍କ ମୋବାଇଲ୍ ବନ୍ଦ ରଖିଛନ୍ତି। ପାଣିର ଏକ ବଡ଼ ସମସ୍ୟା ଅଛି। ପ୍ରଶାସନ ଏହି ସମସ୍ୟା ଉପରେ ଦୃଷ୍ଟି ଦେବା ଉଚିତ।
Santosh Kumar Behera

More news from ଓଡ଼ିଶା and nearby areas
- Post by Ranjan hota1
- Post by Dipak Kumar Nayak1
- Post by Dhenkanal News1
- Post by Rakesh Behera2
- Farmers welfare and empowerment in WB brings new look.1
- Post by Sibanava Panda1
- Post by Ranjan hota1
- Post by Dhenkanal News1
- Empowerment of Fisheries group to elevate status of living and better livelihood enhance.1