Shuru
Apke Nagar Ki App…
ଗରାମିଆଁ ରେଙ୍ଗାଲି ରାସ୍ତା ରେ ବାଇକ ବାଇକ ଦୃର୍ଘଟଣା ରେ ଯୁବକ ଗୁରୁତର ; ସୁକିନ୍ଦା ମେଡିକାଲ ସ୍ଥାନାନ୍ତର #KaliapaniUpdate #Garamia #Kankadapal #highlight
RAJENDRA MAHANTA
ଗରାମିଆଁ ରେଙ୍ଗାଲି ରାସ୍ତା ରେ ବାଇକ ବାଇକ ଦୃର୍ଘଟଣା ରେ ଯୁବକ ଗୁରୁତର ; ସୁକିନ୍ଦା ମେଡିକାଲ ସ୍ଥାନାନ୍ତର #KaliapaniUpdate #Garamia #Kankadapal #highlight
More news from ଓଡ଼ିଶା and nearby areas
- ଗରାମିଆଁ ରେଙ୍ଗାଲି ରାସ୍ତା ରେ ବାଇକ ବାଇକ ଦୃର୍ଘଟଣା ରେ ଯୁବକ ଗୁରୁତର ; ସୁକିନ୍ଦା ମେଡିକାଲ ସ୍ଥାନାନ୍ତର #KaliapaniUpdate #Garamia #Kankadapal #highlight1
- ଭୁବନେଶ୍ୱରରେ ଖୋଲିଲା ସ୍ଲିପ ୱେଲ୍ ସୋରୁମ୍ | ଶାନ୍ତି ଓ ଆରାମଦାୟକ ଅନୁଭୂତି ପାଇଁ ଥରୁଟିଏ ଆସନ୍ତୁ | ସୁଲଭ ମୂଲ୍ୟ ଓ ଆକର୍ଷଣୀୟ ଡିଜାଇନ୍ ନିଶ୍ଚୟ ମନ ମୋହିନେବ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ,ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ, ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।1
- ଢେଙ୍କାନାଳ ସହର ରୁ କଣ୍ଟାନାଳି ଛକ ମଧ୍ୟରେ ମା ବୁଢି ଠାକୁରାଣୀ ପିଠ ସମୣଖ ରୈ ମରାମତି ହେଉଥିବା କଲଭଟ କୈଣସି ସୂଚନା ଫଳକ ନାହିଁ, ଯାହାଫଳରେ ଏଠି ବାରମ୍ବାର ଦୁଘଟଣା ଘଟୁଚି ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର2
- ବର୍ତ୍ତମାନ ର ସବୁଠୁ ବଡଖବର ଯାହା ନଜର ଆସୁଛି ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ରୋଡ ରେ ଥିବା ଆଶୀର୍ବାଦ ରାଇସ ମିଲ ନିକଟରେ ଥିବା ଏକ ବର ଗଛ ରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ରୁ ପ୍ରକାଶ ଯେ ସ୍ଥାନୀୟ ଧନପୁର ଗ୍ରାମର ନଟବର ବାରିକଙ୍କ ପୁଅ ଶ୍ରୀଧର ବାରିକ ଦୀର୍ଘ ଦିନ ହେବ ଆଶୀର୍ବାଦ ରାଇସ ମିଲ ରେ ଲେବର ସର୍ଦ୍ଧାର ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଗତକାଲି ଘରକୁ ଫେରିନଥିଲେ ଘର ଲୋକ ଫୋନ କଲେ ମଧ୍ୟ ଫୋନ ରେ ଯୋଗାଯୋଗ ହୋଇନଥିଲା ପରେ ଲୋକ ଶୌଚ ହେବାକୁ ଆସିଲା ରୁ ଶ୍ରୀଧରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ ପରେ ଏ ଖବର ପ୍ରଚାରିତ ହେଲାରୁ ପରିବାର ଲୋକ ଆସି ହତ୍ୟା ଅଭିଯୋଗ ଆଣିଥିଲେ ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଅଧିକ ତଦନ୍ତ ଚାଲୁ ରଖିଛି1
- କାଳିଆପାଣି ହନୁମାନ ବଜାର ନିକଟରେ ପୁଣି ଟ୍ରକ ଜାମ, ହେବାରୁ ସ୍କୁଲ ବସ ଫସିଗଲା #KaliapaniUpdate #HanumanBajar #highlight1