logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

।।୧୦ ମାସ ୧୦ ଦିନ ପରେ ଜେଲ୍‌ରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଯାଇଥିଲେ ଜେଲ।। ଦୀର୍ଘ ୧୦ ମାସ ୧୦ ଦିନ ପରେ ଜେଲ୍‌ ରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ । ମଙ୍ଗଳବାର ଜେଲରୁ ମୁକୁଳିବା ପରେ ବିକ୍ରମ ପଣ୍ଡାଙ୍କୁ ସ୍ବାଗତ କରିବା ପାଇଁ ଲାଗିଥିଲା ବିଜେଡି ନେତା ଓ ସମର୍ଥକଙ୍କ ପ୍ରବଳ ଭିଡ଼ l ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ସାଂସଦ ମାନସ ମଙ୍ଗରାଜ, ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାନେତ୍ରୀ ଇପ୍ସିତା ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ବିକ୍ରମଙ୍କୁ ସ୍ବାଗତ କରିଥିଲେ । ମଙ୍ଗଳବାର ବିକ୍ରମଙ୍କ ଓକିଲ, ବେଲ୍ ବଣ୍ଡ ଦାଖଲ କରିବା ପରେ ତାଙ୍କୁ ଜେଲରୁ ରିଲିଜ୍ ମିଳିଥିଲା ।

12 hrs ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
12 hrs ago

।।୧୦ ମାସ ୧୦ ଦିନ ପରେ ଜେଲ୍‌ରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଯାଇଥିଲେ ଜେଲ।। ଦୀର୍ଘ ୧୦ ମାସ ୧୦ ଦିନ ପରେ ଜେଲ୍‌ ରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ । ମଙ୍ଗଳବାର ଜେଲରୁ ମୁକୁଳିବା ପରେ ବିକ୍ରମ ପଣ୍ଡାଙ୍କୁ ସ୍ବାଗତ କରିବା ପାଇଁ ଲାଗିଥିଲା ବିଜେଡି ନେତା ଓ ସମର୍ଥକଙ୍କ ପ୍ରବଳ ଭିଡ଼ l ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ସାଂସଦ ମାନସ ମଙ୍ଗରାଜ, ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାନେତ୍ରୀ ଇପ୍ସିତା ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ବିକ୍ରମଙ୍କୁ ସ୍ବାଗତ କରିଥିଲେ । ମଙ୍ଗଳବାର ବିକ୍ରମଙ୍କ ଓକିଲ, ବେଲ୍ ବଣ୍ଡ ଦାଖଲ କରିବା ପରେ ତାଙ୍କୁ ଜେଲରୁ ରିଲିଜ୍ ମିଳିଥିଲା ।

More news from ଓଡ଼ିଶା and nearby areas
  • गौ सुरक्षा अभियान | निःशुल्क सूखा चारा वितरण संत रामपाल जी महाराज के मार्गदर्शन में आज 26 अगस्त 2026 को राजस्थान के हनुमानगढ़ जिले की 4 गौशालाओं में कुल 3300 क्विंटल निःशुल्क सूखा चारा पहुंचाया गया। 📍 बरवाली, नोहर — 1000 क्विंटल 📍 रामगढ़, नोहर — 600 क्विंटल 📍 रासलाना, भादरा — 500 क्विंटल 📍 कलाना, भादरा — 1200 क्विंटल 🙏 गौ सेवा और संरक्षण के लिए निरंतर प्रयास जारी हैं।🙏
    1
    गौ सुरक्षा अभियान | निःशुल्क सूखा चारा वितरण

संत रामपाल जी महाराज के मार्गदर्शन में आज 26 अगस्त 2026 को राजस्थान के हनुमानगढ़ जिले की 4 गौशालाओं में कुल 3300 क्विंटल निःशुल्क सूखा चारा पहुंचाया गया।

📍 बरवाली, नोहर — 1000 क्विंटल
📍 रामगढ़, नोहर — 600 क्विंटल
📍 रासलाना, भादरा — 500 क्विंटल
📍 कलाना, भादरा — 1200 क्विंटल

🙏 गौ सेवा और संरक्षण के लिए निरंतर प्रयास जारी हैं।🙏
    user_Dharmu  Oram
    Dharmu Oram
    सतभक्ति ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
    23 hrs ago
  • 📰 बड़ी खबर | छात्रों को बड़ी राहत केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है। नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी। नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है। P24NewsExpress | बड़ी खबर, सबसे पहले #P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews 📰 बड़ी खबर | छात्रों को बड़ी राहत केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है। नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी। नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है। P24NewsExpress | बड़ी खबर, सबसे पहले #P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews
    1
    📰 बड़ी खबर | छात्रों को बड़ी राहत

केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है।

नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी।

नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है।

P24NewsExpress | बड़ी खबर, सबसे पहले

#P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews


📰 बड़ी खबर | छात्रों को बड़ी राहत
केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है।
नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी।
नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है।
P24NewsExpress | बड़ी खबर, सबसे पहले
#P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    10 hrs ago
  • ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର କିଛି ମାସ ପରେ ପ୍ରକଳ୍ପର ବାସ୍ତବ ଚିତ୍ର କ’ଣ ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି #LatestNews #UpdateNews #apanankakhabara #Baragada #news OdishaNews odisha
    1
    ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର
ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର କିଛି ମାସ ପରେ ପ୍ରକଳ୍ପର ବାସ୍ତବ ଚିତ୍ର କ’ଣ ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି #LatestNews #UpdateNews #apanankakhabara #Baragada #news OdishaNews odisha
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    14 hrs ago
  • କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କୃତି ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ବାଲିଶଙ୍କରା ବ୍ଲକ କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କୃତି ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନଡେଗା ପଞ୍ଚାୟତ ସରପଞ୍ଚ ଶ୍ରୀମତି ଲଷ୍ମୀପ୍ରିୟା ଲାକ୍ରା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ l କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁନିତା କୁଜୁର, କୁଞ୍ଜ ବିହାରୀ ପଟେଲ, ମନୋଜ କୁମାର କୁଜୁର ମୋର୍ଗୀ ଲାରଙ୍ଗ, ଅର୍ଚନା ସେନାପତି,ପ୍ରଦୀପ କୁମାର ଜେନା, ନୀଳାବତୀ ବାର୍ଲା, ଅଶୋକ କୁମାର ପଟେଲ, ରାଧି ବାଗ, ବୁଧଦେବ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l ଫୁଟବଳ, କବାଡି, ଲମ୍ବଡିଆଁ, ଉଚ୍ଚ ଡିଆଁ, ସଟଫୁଟ,ଦୌଡ଼ ପ୍ରତିଯୋଗିତା ଭଳିଆ ଖେଳ ରେ ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଭଲ ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ଟି ୩ଟି କ୍ଳଥଷ୍ଟର ଯଥା -ତଲସରା, ଶାଗ ବାହାଲ, ଓ ଲୁଲୁକି ଡ଼ିହି ରେ ମୋଟ ୨୩ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଭାଗ ନେଇଥିଲେ l
    1
    କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କୃତି ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ 
ବାଲିଶଙ୍କରା ବ୍ଲକ କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କୃତି ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନଡେଗା ପଞ୍ଚାୟତ ସରପଞ୍ଚ ଶ୍ରୀମତି ଲଷ୍ମୀପ୍ରିୟା ଲାକ୍ରା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ l କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁନିତା କୁଜୁର, କୁଞ୍ଜ ବିହାରୀ ପଟେଲ, ମନୋଜ କୁମାର କୁଜୁର ମୋର୍ଗୀ ଲାରଙ୍ଗ, ଅର୍ଚନା ସେନାପତି,ପ୍ରଦୀପ କୁମାର ଜେନା, ନୀଳାବତୀ ବାର୍ଲା, ଅଶୋକ କୁମାର ପଟେଲ, ରାଧି ବାଗ, ବୁଧଦେବ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l ଫୁଟବଳ, କବାଡି, ଲମ୍ବଡିଆଁ, ଉଚ୍ଚ ଡିଆଁ, ସଟଫୁଟ,ଦୌଡ଼ ପ୍ରତିଯୋଗିତା ଭଳିଆ ଖେଳ ରେ ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଭଲ ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ଟି ୩ଟି କ୍ଳଥଷ୍ଟର ଯଥା -ତଲସରା, ଶାଗ ବାହାଲ, ଓ ଲୁଲୁକି ଡ଼ିହି ରେ ମୋଟ ୨୩ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଭାଗ ନେଇଥିଲେ l
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    1 hr ago
  • ତିଳଡେଗା ଗ୍ରାମ ପଞ୍ଚାୟତ ଗାଈଡେଗା ଗ୍ରାମ ର ବବଲୁ କୁଠୀ ଙ୍କ ୨ବର୍ଷ ହେଲା ଲଗାଣ ବର୍ଷା ରେ ଧସିଛି କିନ୍ତୁ ପ୍ରଶାସନ ର ନଜର ପଡ଼ୁ ନି l
    1
    ତିଳଡେଗା ଗ୍ରାମ ପଞ୍ଚାୟତ ଗାଈଡେଗା ଗ୍ରାମ ର ବବଲୁ କୁଠୀ ଙ୍କ ୨ବର୍ଷ ହେଲା ଲଗାଣ ବର୍ଷା ରେ ଧସିଛି କିନ୍ତୁ ପ୍ରଶାସନ ର ନଜର ପଡ଼ୁ ନି l
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    10 hrs ago
  • ।।୧୦ ମାସ ୧୦ ଦିନ ପରେ ଜେଲ୍‌ରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଯାଇଥିଲେ ଜେଲ।। ଦୀର୍ଘ ୧୦ ମାସ ୧୦ ଦିନ ପରେ ଜେଲ୍‌ ରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ । ମଙ୍ଗଳବାର ଜେଲରୁ ମୁକୁଳିବା ପରେ ବିକ୍ରମ ପଣ୍ଡାଙ୍କୁ ସ୍ବାଗତ କରିବା ପାଇଁ ଲାଗିଥିଲା ବିଜେଡି ନେତା ଓ ସମର୍ଥକଙ୍କ ପ୍ରବଳ ଭିଡ଼ l ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ସାଂସଦ ମାନସ ମଙ୍ଗରାଜ, ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାନେତ୍ରୀ ଇପ୍ସିତା ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ବିକ୍ରମଙ୍କୁ ସ୍ବାଗତ କରିଥିଲେ । ମଙ୍ଗଳବାର ବିକ୍ରମଙ୍କ ଓକିଲ, ବେଲ୍ ବଣ୍ଡ ଦାଖଲ କରିବା ପରେ ତାଙ୍କୁ ଜେଲରୁ ରିଲିଜ୍ ମିଳିଥିଲା ।
    1
    ।।୧୦ ମାସ ୧୦ ଦିନ ପରେ ଜେଲ୍‌ରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଯାଇଥିଲେ ଜେଲ।।
ଦୀର୍ଘ ୧୦ ମାସ ୧୦ ଦିନ ପରେ ଜେଲ୍‌ ରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ । ମଙ୍ଗଳବାର ଜେଲରୁ ମୁକୁଳିବା ପରେ ବିକ୍ରମ ପଣ୍ଡାଙ୍କୁ ସ୍ବାଗତ କରିବା ପାଇଁ ଲାଗିଥିଲା ବିଜେଡି ନେତା ଓ ସମର୍ଥକଙ୍କ ପ୍ରବଳ ଭିଡ଼ l ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ସାଂସଦ ମାନସ ମଙ୍ଗରାଜ, ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାନେତ୍ରୀ ଇପ୍ସିତା ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ବିକ୍ରମଙ୍କୁ ସ୍ବାଗତ କରିଥିଲେ । ମଙ୍ଗଳବାର ବିକ୍ରମଙ୍କ ଓକିଲ, ବେଲ୍ ବଣ୍ଡ ଦାଖଲ କରିବା ପରେ ତାଙ୍କୁ ଜେଲରୁ ରିଲିଜ୍ ମିଳିଥିଲା ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    12 hrs ago
  • ।।କଟୁଯୋର, ଲେଲେରଯୋର କୁ ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ଯୁବକ ମୃତ।। ଗତକାଲି ମାଛ ଧରିବାକୁ ଯାଇ ପାଣି ରେ ବୁଡି ଯୁବକଙ୍କ ଅକାଳ ମୃ_ ଘଟିଛି।କଟୁଜୋର ଗାଁ ପାଖ ଲେଲେର ଜୋର ରେ ଘଟିଛି ଏଇ ଅଘଟଣ l ଲେଲେର ଜୋର ରେ ବୁଡି ଝାରସୁଗୁଡା ଜିଲ୍ଲା ବେଲପାହାଡ ଲୁହୁରାପଡାର ସୁରଜ ଲୁହାର ଙ୍କର ମୃତ୍ୟୁ ହେଇଛି l ମାଛ ଧରି ଯାଇଥିବା ବେଳେ ସେ ଜୋର ପାଣି ରେ ବୁଡି ଯାଇଥିଲେ l ଖବର ପାଇ ବେଲପାହାଡ ପୋଲିସ ଆଉ ଅଗ୍ନିଶମ ପହଞ୍ଚି ସୂରଜଙ୍କ ମୃ_ଦେହ ଉଦ୍ଧାର କରିଛି l
    1
    ।।କଟୁଯୋର, ଲେଲେରଯୋର କୁ ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ଯୁବକ ମୃତ।।
ଗତକାଲି ମାଛ ଧରିବାକୁ ଯାଇ ପାଣି ରେ ବୁଡି ଯୁବକଙ୍କ ଅକାଳ ମୃ_ ଘଟିଛି।କଟୁଜୋର ଗାଁ ପାଖ ଲେଲେର ଜୋର ରେ ଘଟିଛି ଏଇ ଅଘଟଣ l ଲେଲେର ଜୋର ରେ ବୁଡି ଝାରସୁଗୁଡା ଜିଲ୍ଲା ବେଲପାହାଡ ଲୁହୁରାପଡାର ସୁରଜ ଲୁହାର ଙ୍କର ମୃତ୍ୟୁ ହେଇଛି l ମାଛ ଧରି ଯାଇଥିବା ବେଳେ ସେ ଜୋର ପାଣି ରେ ବୁଡି ଯାଇଥିଲେ l ଖବର ପାଇ ବେଲପାହାଡ ପୋଲିସ ଆଉ ଅଗ୍ନିଶମ ପହଞ୍ଚି ସୂରଜଙ୍କ ମୃ_ଦେହ ଉଦ୍ଧାର କରିଛି l
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    1 hr ago
  • ଶଳା ର ବାରିସୀ ଚୋଟ ରେ ଭିଣୋଇ ମୃତ, ଅଭିଯୁକ୍ତ ପୋଲିସ ଗିରଫ କରି ତଦନ୍ତ ଜାରି ସମ୍ପର୍କୀୟ ଶଳାର ବାରିସୀ ଓ ବାଡ଼ି ମାଡରେ ଭିଣେଇ ମୃତ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମସନିକାନୀ ଗାଁରେ। ଗାଁ ଦାଣ୍ଡରେ ସାମାନ୍ୟ କଥା କୁ କେନ୍ଦ୍ର କରି ଉଭୟ ସମ୍ପର୍କୀୟ ଶଳା ଓ ଭେଣେଇ ମଧ୍ୟରେ ଯୁକ୍ତିତର୍କ ହୋଇ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ରେ ଭେଣେଇଁ ଚାରଲେସ ଲୁଗୁନ ଙ୍କ ମୃତ୍ୟୁ ଘଟିଛି।ଅଭିଯୁକ୍ତ ସମ୍ପର୍କୀୟ ଶଳା କୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଥିବା ବେଳେ, ପୋଲିସ ଅଧିକ ତଦନ୍ତ କରୁଛି।
    1
    ଶଳା ର ବାରିସୀ ଚୋଟ ରେ ଭିଣୋଇ ମୃତ, ଅଭିଯୁକ୍ତ ପୋଲିସ ଗିରଫ କରି ତଦନ୍ତ ଜାରି 
ସମ୍ପର୍କୀୟ ଶଳାର ବାରିସୀ ଓ ବାଡ଼ି ମାଡରେ ଭିଣେଇ ମୃତ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମସନିକାନୀ ଗାଁରେ। ଗାଁ ଦାଣ୍ଡରେ ସାମାନ୍ୟ କଥା କୁ କେନ୍ଦ୍ର କରି  ଉଭୟ ସମ୍ପର୍କୀୟ ଶଳା ଓ ଭେଣେଇ ମଧ୍ୟରେ ଯୁକ୍ତିତର୍କ ହୋଇ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ରେ ଭେଣେଇଁ ଚାରଲେସ ଲୁଗୁନ ଙ୍କ ମୃତ୍ୟୁ ଘଟିଛି।ଅଭିଯୁକ୍ତ ସମ୍ପର୍କୀୟ ଶଳା କୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଥିବା ବେଳେ, ପୋଲିସ ଅଧିକ ତଦନ୍ତ କରୁଛି।
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.