Shuru
Apke Nagar Ki App…
ପୁରୀ ସମୁଦ୍ରବେଳାଭୂମିରେ ଦେଖାଦେଲା ନୂଆ ପ୍ରଜାତିର ଜଳଚର ପ୍ରାଣୀ, ଉତ୍ସୁକତାରେ ଲୋକେ। ପୁରୀ ସମୁଦ୍ରବେଳାଭୂମିରେ ଆଜି ଏକ ନୂଆ ପ୍ରଜାତିର ଜଳଚର ପ୍ରାଣୀ (ମାଛ) ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଛି। ଦେଖିବାକୁ ଏହି ମାଛଟି ସାଧାରଣ ମାଛଠାରୁ ଭିନ୍ନ ଆକୃତି ଓ ରଙ୍ଗର ଥିବା ସହିତ କଣ୍ଟା ମଧ୍ୟ ରହିଥିବା କୁହାଯାଉଛି। ଗଭୀର ସମୁଦ୍ର ଅଞ୍ଚଳରୁ ଏହି ପ୍ରଜାତି ଭାସି ଆସିଥିବା ସମ୍ଭାବନା ରହିଛି।
Manoj kumar baliyarsingh

More news from ଓଡ଼ିଶା and nearby areas
- Post by Manoj kumar baliyarsingh1
- Jay Jagannath 🙏1
- ଭୁବନେଶ୍ବର : ଓଡିଶା ରାଜ୍ୟ ମହିଳା ଆୟୋଗର 33 ତମ ପ୍ରତିଷ୍ଠା ଦିବସରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଉର୍ମିଳା ମହାପାତ୍ର , ପ୍ରତିଭା ଶତପଥୀ ଓ କଳ୍ପନା ମଲ୍ଲିକଙ୍କୁ ସମ୍ନାନିତ କରାଗଲା ।1
- Post by Gagan Bhoi1
- ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି I1
- ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା କାରଣରୁ କଟକ ଏସ୍.ସି.ବି ମେଡ଼ିକାଲ ନିକଟରେ କିଛି ହୋଟେଲ ଉପରେ ଚଢ଼ାଉ କରିଛି ସି.ଏମ୍.ସି ଫୁଡ୍ ସେଫ୍ଟି ଟିମ୍ ।1
- ବଡ଼ କୋଲଫି ମଲେଇ1
- Post by Manoj kumar baliyarsingh4