logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶ୍ରୀ କଳା ନିକେତନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି l ପୁରୀ ସହର ର ଅଗ୍ରଣୀ ଆବୁଷ୍ଠାନ ଶ୍ରୀ କଳାନିକେତ ପକ୍ଷରୁ ଅନ୍ତର୍ଜାତୀୟ ମହିଳାଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରି ସଭାକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୁରୀ ମୁନିସିପାଲିଟି ର ପୂର୍ବତନ ଚେୟାରମ୍ୟାନ ଗୌରହରୀ ପ୍ରଧାନ ଯୋଗଦାନ କରିଥିଲେ l ଶ୍ରୀକଳାନିକେତନ ପକ୍ଷରୁ ଗୁରୁ ରୋଜାଲିନି ମହାନ୍ତିଙ୍କ ତତ୍ୱାବଧାନ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମାଷ୍ଟର ସେଫ ରେ ରନର୍ସପ ହୋଇଥିବା ଅଞ୍ଜୁ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା l

2 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
2 hrs ago

ଶ୍ରୀ କଳା ନିକେତନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି l ପୁରୀ ସହର ର ଅଗ୍ରଣୀ ଆବୁଷ୍ଠାନ ଶ୍ରୀ କଳାନିକେତ ପକ୍ଷରୁ ଅନ୍ତର୍ଜାତୀୟ ମହିଳାଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରି ସଭାକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୁରୀ ମୁନିସିପାଲିଟି ର ପୂର୍ବତନ ଚେୟାରମ୍ୟାନ ଗୌରହରୀ ପ୍ରଧାନ ଯୋଗଦାନ କରିଥିଲେ l ଶ୍ରୀକଳାନିକେତନ ପକ୍ଷରୁ ଗୁରୁ ରୋଜାଲିନି ମହାନ୍ତିଙ୍କ ତତ୍ୱାବଧାନ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମାଷ୍ଟର ସେଫ ରେ ରନର୍ସପ ହୋଇଥିବା ଅଞ୍ଜୁ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା l

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    10 hrs ago
  • ନିମାପଡ଼ା( BT) : ନିମାପଡ଼ା ବିଜ୍ଞପିତ ଅଂଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଓ ସଫେଇ କାର୍ଯ୍ୟକ୍ରମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭିନ୍ନ ମହିଳା ସଂଗଠନ ଓ ସମାଜସେବିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡ଼ିଛି । ଏକ ଶୋଭାଯାତ୍ରା ନୂଆ ବଷ୍ଟାଣ୍ଡ୍ ଠାରୁ ରୁ ବାହାରି ସହର ପରିକ୍ରମା କରିଥିବା ବେଳେ ଥାନା ନିକଟରେ ଥିବା ସହିଦୀ ପଡ଼ିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । । ସେଠାରେ ପଡ଼ି ଥିବା ଗଛର ପତ୍ରକୁ ସଫା କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ସ୍ଵଚ୍ଛ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ପରିଷଦ ଅଧ୍ଯକ୍ଷା ସସ୍ମିତା ସାହୁ, ଉପାଧ୍ଯକ୍ଷ ସନ୍ତୋଷ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ଓ କେତେକ କାଉନସିଲର ଯୋଗ ଦେଇଥିଲେ । ଏହା ପରେ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
    4
    ନିମାପଡ଼ା( BT) :  ନିମାପଡ଼ା ବିଜ୍ଞପିତ ଅଂଚଳ ପରିଷଦ  ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଓ ସଫେଇ  କାର୍ଯ୍ୟକ୍ରମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭିନ୍ନ ମହିଳା ସଂଗଠନ ଓ ସମାଜସେବିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡ଼ିଛି । ଏକ ଶୋଭାଯାତ୍ରା ନୂଆ ବଷ୍ଟାଣ୍ଡ୍ ଠାରୁ ରୁ ବାହାରି ସହର ପରିକ୍ରମା କରିଥିବା ବେଳେ ଥାନା ନିକଟରେ ଥିବା ସହିଦୀ ପଡ଼ିଆ  ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । । ସେଠାରେ ପଡ଼ି ଥିବା ଗଛର ପତ୍ରକୁ ସଫା କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ସ୍ଵଚ୍ଛ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ପରିଷଦ ଅଧ୍ଯକ୍ଷା  ସସ୍ମିତା ସାହୁ, ଉପାଧ୍ଯକ୍ଷ ସନ୍ତୋଷ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ଓ କେତେକ କାଉନସିଲର ଯୋଗ ଦେଇଥିଲେ । ଏହା ପରେ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
    user_Bibhuti TV
    Bibhuti TV
    Artist ନିମାପଡା, ପୁରୀ, ଓଡ଼ିଶା•
    8 hrs ago
  • wonder land school annual function
    1
    wonder land school annual function
    user_DAILYNEWS ALERT
    DAILYNEWS ALERT
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଏପର୍ଯ୍ୟନ୍ତ କାମ ସରିନାହିଁ,,, ଅଫିସ କାର୍ଯ୍ୟ କେବେ,,,? ଗଡବାଣିକିଲୋ ରାଜସ୍ୱ ନିରୀକ୍ଷକ ଅଫିସ କାର୍ଯ୍ୟାଳୟ କେବେ ଖୋଲିବ,,,, ଜବାବ ମାଗିଛନ୍ତି ଜନତା,,,
    1
    ଏପର୍ଯ୍ୟନ୍ତ କାମ ସରିନାହିଁ,,, ଅଫିସ କାର୍ଯ୍ୟ କେବେ,,,?
ଗଡବାଣିକିଲୋ ରାଜସ୍ୱ ନିରୀକ୍ଷକ ଅଫିସ କାର୍ଯ୍ୟାଳୟ କେବେ ଖୋଲିବ,,,,
ଜବାବ ମାଗିଛନ୍ତି ଜନତା,,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    13 hrs ago
  • ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।
    1
    ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 hrs ago
  • Post by ଜାଗ୍ରତ ନିୟୁଜ
    1
    Post by ଜାଗ୍ରତ ନିୟୁଜ
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    16 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.