ଅନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ନିମାପଡ଼ା ବିଜ୍ଞପିତ ଅଂଚଳ ପରିଷଦ ପକ୍ଷରୁ ଶୋଭାଯାତ୍ରା ନିମାପଡ଼ା( BT) : ନିମାପଡ଼ା ବିଜ୍ଞପିତ ଅଂଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଓ ସଫେଇ କାର୍ଯ୍ୟକ୍ରମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭିନ୍ନ ମହିଳା ସଂଗଠନ ଓ ସମାଜସେବିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡ଼ିଛି । ଏକ ଶୋଭାଯାତ୍ରା ନୂଆ ବଷ୍ଟାଣ୍ଡ୍ ଠାରୁ ରୁ ବାହାରି ସହର ପରିକ୍ରମା କରିଥିବା ବେଳେ ଥାନା ନିକଟରେ ଥିବା ସହିଦୀ ପଡ଼ିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । । ସେଠାରେ ପଡ଼ି ଥିବା ଗଛର ପତ୍ରକୁ ସଫା କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ସ୍ଵଚ୍ଛ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ପରିଷଦ ଅଧ୍ଯକ୍ଷା ସସ୍ମିତା ସାହୁ, ଉପାଧ୍ଯକ୍ଷ ସନ୍ତୋଷ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ଓ କେତେକ କାଉନସିଲର ଯୋଗ ଦେଇଥିଲେ । ଏହା ପରେ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ଅନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ନିମାପଡ଼ା ବିଜ୍ଞପିତ ଅଂଚଳ ପରିଷଦ ପକ୍ଷରୁ ଶୋଭାଯାତ୍ରା ନିମାପଡ଼ା( BT) : ନିମାପଡ଼ା ବିଜ୍ଞପିତ ଅଂଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଓ ସଫେଇ କାର୍ଯ୍ୟକ୍ରମ ଅଭିଯାନ ଅନୁଷ୍ଠିତ
ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭିନ୍ନ ମହିଳା ସଂଗଠନ ଓ ସମାଜସେବିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡ଼ିଛି । ଏକ ଶୋଭାଯାତ୍ରା ନୂଆ ବଷ୍ଟାଣ୍ଡ୍ ଠାରୁ ରୁ ବାହାରି ସହର ପରିକ୍ରମା କରିଥିବା ବେଳେ
ଥାନା ନିକଟରେ ଥିବା ସହିଦୀ ପଡ଼ିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । । ସେଠାରେ ପଡ଼ି ଥିବା ଗଛର ପତ୍ରକୁ ସଫା କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ସ୍ଵଚ୍ଛ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି
କାର୍ଯ୍ୟକ୍ରମରେ ବିଜ୍ଞାପିତ ପରିଷଦ ଅଧ୍ଯକ୍ଷା ସସ୍ମିତା ସାହୁ, ଉପାଧ୍ଯକ୍ଷ ସନ୍ତୋଷ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ଓ କେତେକ କାଉନସିଲର ଯୋଗ ଦେଇଥିଲେ । ଏହା ପରେ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
- ନିମାପଡ଼ା( BT) : ନିମାପଡ଼ା ବିଜ୍ଞପିତ ଅଂଚଳ ପରିଷଦ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଓ ସଫେଇ କାର୍ଯ୍ୟକ୍ରମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭିନ୍ନ ମହିଳା ସଂଗଠନ ଓ ସମାଜସେବିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡ଼ିଛି । ଏକ ଶୋଭାଯାତ୍ରା ନୂଆ ବଷ୍ଟାଣ୍ଡ୍ ଠାରୁ ରୁ ବାହାରି ସହର ପରିକ୍ରମା କରିଥିବା ବେଳେ ଥାନା ନିକଟରେ ଥିବା ସହିଦୀ ପଡ଼ିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । । ସେଠାରେ ପଡ଼ି ଥିବା ଗଛର ପତ୍ରକୁ ସଫା କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ସ୍ଵଚ୍ଛ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ପରିଷଦ ଅଧ୍ଯକ୍ଷା ସସ୍ମିତା ସାହୁ, ଉପାଧ୍ଯକ୍ଷ ସନ୍ତୋଷ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ଓ କେତେକ କାଉନସିଲର ଯୋଗ ଦେଇଥିଲେ । ଏହା ପରେ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।4
- Post by Manoj kumar baliyarsingh4
- wonder land school annual function1
- Post by Rajesh Samantaray1
- ମର୍ଦ୍ଦମେଖ ଅଞ୍ଚଳରେ ବିଦ୍ୟୁତ ତାର ଛିଡ଼ି ସର୍ଟ ସର୍କିଟ ହେବାରୁ ଚାଷଜମିରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ଏକର ଧାନ ପୋଡ଼ି ନଷ୍ଟ। କୋଦଳା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।2
- ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।1
- କଟକ ଜିଲ୍ଲା ଅସୁରେଶ୍ୱର ପୂବଂଶ ନୂତନ ଲୁଣାନଦୀ ସେତୁ ଶୁଭଶିଳାନ୍ୟାସ ପାଇଁ ରାସ୍ତା ଓ ବଣ ସଫା ଜାହା କେବେ ହୋଇନଥିଲା1
- ନିମାପଡା ବ୍ଲକ ଛକ ରେ ଥିବା ଟିଉବ୍ ୱେଲ ର ବିଗତ ୩ଦିନ ହେଲାଣି ଅଚଳ ହୋଇକି ପଡିଛି। ଏଥିରୁ ମଇଳା ପାଣି ବାହାରୁଚି । ଏ ବିଷୟରେ କିଛି ସହୃଦୟ ବେକ୍ତି କାଲି phd କର୍ତ୍ତୃପକ୍ଷଙ୍କୁ ଅବଗତ କରାଥିଲେ ହେଲେ କୌଣସି ସମାଧାନ କରାଗଲା ନାହିଁ । ଯେହେତୁ ଏ କଳ ଉପରେ ହାରାହାରୀ ୧୦ ରୁ ୧୫ ଦୋକାନୀ ପାଣି ପାଇଁ ନିର୍ଭର କରନ୍ତି । ସେଥିପାଇଁ କଳ ଟି କୁ ତୁରନ୍ତ ମରାମତି କରିବା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହୋଉଛି। ଯେହେତୁ ଖରା ଦିନ ପିଇବା ପାଣି ସମସ୍ୟା ସମାଧାନ କରନ୍ତୁ।1