Shuru
Apke Nagar Ki App…
ଜଗନ୍ନାଥଙ୍କ ଅପାର ମହିମା ଭକ୍ତମାନଙ୍କ ପାଇଁ ସେ ଆଜି ସୁନା ବେଶରେ ଶର୍ଦ୍ଧଲୁ ଙ୍କ ପାଇଁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହିଁ ସାଥି ମୋର
Anil kumar Bramha
ଜଗନ୍ନାଥଙ୍କ ଅପାର ମହିମା ଭକ୍ତମାନଙ୍କ ପାଇଁ ସେ ଆଜି ସୁନା ବେଶରେ ଶର୍ଦ୍ଧଲୁ ଙ୍କ ପାଇଁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହିଁ ସାଥି ମୋର
- Anil kumar Bramhaବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶାଜୟଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭାବତୁମେ ଆପଣ ଏହି ରଥ ରେ ଶ୍ରୀ ଜଗନ୍ନଥ7 hrs ago
More news from ଓଡ଼ିଶା and nearby areas
- ବର୍ଷା ଅଭାବରେ ଚାଷ କାର୍ଯ୍ୟ ଠପ୍,ଆକାଶକୁ ଚାହିଁ ବସିଛନ୍ତି ଚାଷୀ ! ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ ବର୍ଷା ପାଇଁ ଆକାଶକୁ ଚାହିଁ ବସିଛନ୍ତି।2
- ଅଙ୍ଗନବାଡି ଦିଦି ମମ୍ବାଇ ରେ ପିଲା ଙ୍କୁ ଖାଦ୍ୟ ଦେଇ ଛାଡ଼ୁଛନ୍ତି ହେଲ୍ପର ବିଭାଗ ଅଧିକାରୀ ଚୁପ1
- ମାନବ ସେବା ହିଁ ମାଧବ ସେବା: ଜୁନିଅର୍ ରେଡକ୍ରସ୍ ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶରା ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ନୂତନ ଭାବେ ରେଡକ୍ରସ ୟୁନିଟି ଖୋଲା ଯାଇ, ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭିକାରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରରେ ବିଦ୍ୟାଳୟରୁ ୧୫୦ ଜଣ ଜୁନିଅର ଯୋଗଦାନ କରି ରେଡକ୍ରସ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଉକ୍ତ ଶିବିରରେ ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଦ୍ୟାଳୟରେ ରେଡକ୍ରସର ଭୂମିକା ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା,ବିଦ୍ୟାଳୟ ସ୍ତରରେ ବିଭିନ୍ନ କମିଟି ଗଠନ ଓ ୟୁନିଟ ଖୋଲିବା, ରକ୍ତସ୍ରାବ, ଅସ୍ଥିଭଙ୍ଗ, ବଜ୍ରପାତ, ସାପକାମୁଡା, କୁକୁର କାମୁଡା ଆଦି ବିଷୟରେ ଜୁନିଅର ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଇଥିଲା। ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସର ସମ୍ବଳ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶିଅଳ ଯୋଗଦାନ କରି ଜୁନିଅର ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ମୋହନା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମଦନ କହଁର, କ୍ଲଷ୍ଟରର ସି ଆର ସି ସି ମହୋଦୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଜୁନିଅର ରେଡକ୍ରସର ପରାମର୍ଶଦାତା ଶ୍ରୀଯୁକ୍ତ ରବିନାରାୟଣ ମହାରଣା ଉପସ୍ଥିତ ରହି ତାଲିମ ଶିବିରକୁ ପରିଚାଳନା କରିଥିଲେ। ପରିଶେଷରେ ଜୁନିଅର ମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ସମସ୍ତ ସହକର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ। ମୋହନା ବ୍ଲକ ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ1
- 💥‼️ ବନ୍ଧୁତ୍ୱର ପରୀକ୍ଷା କେଉଁଠି ହୁଏ? (ପଞ୍ଚତନ୍ତ୍ର) ‼️💥 🟣"ବିପଦ ସମୟରେ ଯିଏ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବାନ୍ଧବ।" ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଲବେ। ରାଜଦ୍ୱାରେ ଶ୍ମଶାନେ ଚ ୟସ୍ତିଷ୍ଠତି ସ ବାନ୍ଧବଃ ॥ - ପଞ୍ଚତନ୍ତ୍ର ଅର୍ଥ: ଜଣେ ବ୍ୟକ୍ତି କେବଳ ଖୁସି ସମୟରେ ନୁହେଁ, ବରଂ ନିମ୍ନଲିଖିତ ୬ଟି ପରିସ୍ଥିତିରେ ଯିଏ ଆପଣଙ୍କ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବନ୍ଧୁ/ବନ୍ଧବ: 🎉 ଉତ୍ସବରେ (ଖୁସି ବାଣ୍ଟିବାକୁ) 💔 ବ୍ୟସନରେ (କୌଣସି ଦୁଃଖ ବା ବିପଦରେ) 🌾 ଦୁର୍ଭିକ୍ଷରେ (ଅଭାବ ଅନଟନ ସମୟରେ) 🏛️ ରାଜଦ୍ୱାରେ (ଆଇନ ବା ସରକାରୀ ବିପଦ ସମୟରେ) ⚔️ ରାଷ୍ଟ୍ରବିପ୍ଲବରେ (ଦେଶ ବା ସମାଜରେ ଅଶାନ୍ତି ସମୟରେ) 🕊️ ଶ୍ମଶାନରେ (ଜୀବନର ଶେଷ ମୁହୂର୍ତ୍ତ କିମ୍ବା ଶୋକ ସମୟରେ) ଅର୍ଥାତ୍- ଦୁର୍ଭିକ୍ଷ, ଆଇନଗତ ସମସ୍ୟା, ସାମାଜିକ ବିପ୍ଲବ ଓ ଶୋକାକୁଳ ସମୟ (ଶ୍ମଶାନ) ପର୍ଯ୍ୟନ୍ତ କାନ୍ଧରେ କାନ୍ଧ ମିଶାଇ ଯିଏ ଛିଡ଼ାହୁଏ ସେ'ହିଁ ପ୍ରକୃତ ବନ୍ଧୁ। 🟣ଆତ୍ମସମୀକ୍ଷା: ଏହି ଶ୍ଲୋକ କେବଳ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ। ଏହି ପ୍ରସଙ୍ଗରେ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ।1
- ଆର୍ଯ୍ୟପଲ୍ଲୀ ରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବି !2
- ଜଗନ୍ନାଥଙ୍କ ଅପାର ମହିମା ଭକ୍ତମାନଙ୍କ ପାଇଁ ସେ ଆଜି ସୁନା ବେଶରେ ଶର୍ଦ୍ଧଲୁ ଙ୍କ ପାଇଁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହିଁ ସାଥି ମୋର1