logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାନବ ସେବା ହିଁ ମାଧବ ସେବା: ଜୁନିଅର୍ ରେଡକ୍ରସ୍ ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶରା ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ନୂତନ ଭାବେ ରେଡକ୍ରସ ୟୁନିଟି ଖୋଲା ଯାଇ, ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭିକାରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରରେ ବିଦ୍ୟାଳୟରୁ ୧୫୦ ଜଣ ଜୁନିଅର ଯୋଗଦାନ କରି ରେଡକ୍ରସ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଉକ୍ତ ଶିବିରରେ ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଦ୍ୟାଳୟରେ ରେଡକ୍ରସର ଭୂମିକା ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା,ବିଦ୍ୟାଳୟ ସ୍ତରରେ ବିଭିନ୍ନ କମିଟି ଗଠନ ଓ ୟୁନିଟ ଖୋଲିବା, ରକ୍ତସ୍ରାବ, ଅସ୍ଥିଭଙ୍ଗ, ବଜ୍ରପାତ, ସାପକାମୁଡା, କୁକୁର କାମୁଡା ଆଦି ବିଷୟରେ ଜୁନିଅର ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଇଥିଲା। ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସର ସମ୍ବଳ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶିଅଳ ଯୋଗଦାନ କରି ଜୁନିଅର ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ମୋହନା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମଦନ କହଁର, କ୍ଲଷ୍ଟରର ସି ଆର ସି ସି ମହୋଦୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଜୁନିଅର ରେଡକ୍ରସର ପରାମର୍ଶଦାତା ଶ୍ରୀଯୁକ୍ତ ରବିନାରାୟଣ ମହାରଣା ଉପସ୍ଥିତ ରହି ତାଲିମ ଶିବିରକୁ ପରିଚାଳନା କରିଥିଲେ। ପରିଶେଷରେ ଜୁନିଅର ମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ସମସ୍ତ ସହକର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ। ମୋହନା ବ୍ଲକ ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ

15 hrs ago
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•

More news from ଓଡ଼ିଶା and nearby areas
  • ମାନବ ସେବା ହିଁ ମାଧବ ସେବା: ଜୁନିଅର୍ ରେଡକ୍ରସ୍ ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶରା ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ନୂତନ ଭାବେ ରେଡକ୍ରସ ୟୁନିଟି ଖୋଲା ଯାଇ, ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭିକାରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରରେ ବିଦ୍ୟାଳୟରୁ ୧୫୦ ଜଣ ଜୁନିଅର ଯୋଗଦାନ କରି ରେଡକ୍ରସ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଉକ୍ତ ଶିବିରରେ ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଦ୍ୟାଳୟରେ ରେଡକ୍ରସର ଭୂମିକା ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା,ବିଦ୍ୟାଳୟ ସ୍ତରରେ ବିଭିନ୍ନ କମିଟି ଗଠନ ଓ ୟୁନିଟ ଖୋଲିବା, ରକ୍ତସ୍ରାବ, ଅସ୍ଥିଭଙ୍ଗ, ବଜ୍ରପାତ, ସାପକାମୁଡା, କୁକୁର କାମୁଡା ଆଦି ବିଷୟରେ ଜୁନିଅର ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଇଥିଲା। ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସର ସମ୍ବଳ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶିଅଳ ଯୋଗଦାନ କରି ଜୁନିଅର ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ମୋହନା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମଦନ କହଁର, କ୍ଲଷ୍ଟରର ସି ଆର ସି ସି ମହୋଦୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଜୁନିଅର ରେଡକ୍ରସର ପରାମର୍ଶଦାତା ଶ୍ରୀଯୁକ୍ତ ରବିନାରାୟଣ ମହାରଣା ଉପସ୍ଥିତ ରହି ତାଲିମ ଶିବିରକୁ ପରିଚାଳନା କରିଥିଲେ। ପରିଶେଷରେ ଜୁନିଅର ମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ସମସ୍ତ ସହକର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ। ମୋହନା ବ୍ଲକ ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ
    1
    ମାନବ ସେବା ହିଁ ମାଧବ ସେବା: ଜୁନିଅର୍ ରେଡକ୍ରସ୍ ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର
ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶରା ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ନୂତନ ଭାବେ ରେଡକ୍ରସ ୟୁନିଟି ଖୋଲା ଯାଇ, ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭିକାରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରରେ ବିଦ୍ୟାଳୟରୁ ୧୫୦ ଜଣ ଜୁନିଅର ଯୋଗଦାନ କରି ରେଡକ୍ରସ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଉକ୍ତ ଶିବିରରେ ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଦ୍ୟାଳୟରେ ରେଡକ୍ରସର ଭୂମିକା ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା,ବିଦ୍ୟାଳୟ ସ୍ତରରେ ବିଭିନ୍ନ କମିଟି ଗଠନ ଓ ୟୁନିଟ ଖୋଲିବା, ରକ୍ତସ୍ରାବ, ଅସ୍ଥିଭଙ୍ଗ, ବଜ୍ରପାତ, ସାପକାମୁଡା, କୁକୁର କାମୁଡା ଆଦି ବିଷୟରେ ଜୁନିଅର ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଇଥିଲା। ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସର ସମ୍ବଳ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶିଅଳ ଯୋଗଦାନ କରି ଜୁନିଅର ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ମୋହନା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମଦନ କହଁର, କ୍ଲଷ୍ଟରର ସି ଆର ସି ସି ମହୋଦୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଜୁନିଅର ରେଡକ୍ରସର ପରାମର୍ଶଦାତା ଶ୍ରୀଯୁକ୍ତ ରବିନାରାୟଣ ମହାରଣା ଉପସ୍ଥିତ ରହି ତାଲିମ ଶିବିରକୁ ପରିଚାଳନା କରିଥିଲେ। ପରିଶେଷରେ ଜୁନିଅର ମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ସମସ୍ତ ସହକର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ। ମୋହନା ବ୍ଲକ ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    15 hrs ago
  • ଅଙ୍ଗନବାଡି ଦିଦି ମମ୍ବାଇ ରେ ପିଲା ଙ୍କୁ ଖାଦ୍ୟ ଦେଇ ଛାଡ଼ୁଛନ୍ତି ହେଲ୍ପର ବିଭାଗ ଅଧିକାରୀ ଚୁପ
    1
    ଅଙ୍ଗନବାଡି ଦିଦି ମମ୍ବାଇ ରେ ପିଲା ଙ୍କୁ ଖାଦ୍ୟ ଦେଇ ଛାଡ଼ୁଛନ୍ତି ହେଲ୍ପର ବିଭାଗ ଅଧିକାରୀ ଚୁପ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    16 hrs ago
  • ବର୍ଷା ଅଭାବରେ ଚାଷ କାର୍ଯ୍ୟ ଠପ୍,ଆକାଶକୁ ଚାହିଁ ବସିଛନ୍ତି ଚାଷୀ ! ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ ବର୍ଷା ପାଇଁ ଆକାଶକୁ ଚାହିଁ ବସିଛନ୍ତି।
    2
    ବର୍ଷା ଅଭାବରେ ଚାଷ କାର୍ଯ୍ୟ ଠପ୍,ଆକାଶକୁ ଚାହିଁ ବସିଛନ୍ତି ଚାଷୀ  !
ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ  ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।
ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ  ବର୍ଷା  ପାଇଁ ଆକାଶକୁ ଚାହିଁ ବସିଛନ୍ତି।
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    4 hrs ago
  • 🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    18 hrs ago
  • ଆର୍ଯ୍ୟପଲ୍ଲୀ ରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବି !
    2
    ଆର୍ଯ୍ୟପଲ୍ଲୀ ରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବି  !
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    6 hrs ago
  • ଜଗନ୍ନାଥଙ୍କ ଅପାର ମହିମା ଭକ୍ତମାନଙ୍କ ପାଇଁ ସେ ଆଜି ସୁନା ବେଶରେ ଶର୍ଦ୍ଧଲୁ ଙ୍କ ପାଇଁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହିଁ ସାଥି ମୋର
    1
    ଜଗନ୍ନାଥଙ୍କ ଅପାର ମହିମା ଭକ୍ତମାନଙ୍କ ପାଇଁ ସେ ଆଜି ସୁନା ବେଶରେ ଶର୍ଦ୍ଧଲୁ ଙ୍କ ପାଇଁ 
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହିଁ ସାଥି ମୋର
    user_Anil kumar Bramha
    Anil kumar Bramha
    Accountant ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.