logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କାଂସବାହାଲ ଡ଼ିଏଭି ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ରେ ପାଳିତ! ବ୍ରାହ୍ମଣି ତରଙ୍ଗ - କାଂସବାହାଲ ଡି ଏ ଭି ବିଦ୍ୟାଳୟ 15ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହେଉଛି!

2 hrs ago
user_Rabindra Nayak
Rabindra Nayak
ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
2 hrs ago
728c7ca2-3fbe-48e7-a04f-d3b61169bf09

କାଂସବାହାଲ ଡ଼ିଏଭି ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ରେ ପାଳିତ! ବ୍ରାହ୍ମଣି ତରଙ୍ଗ - କାଂସବାହାଲ ଡି ଏ ଭି ବିଦ୍ୟାଳୟ 15ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହେଉଛି!

More news from ଓଡ଼ିଶା and nearby areas
  • ସମ୍ବଲପୁର ରେମେଡ ସ୍ଥିତ ଟର୍ଫ ପାରାଡାଇଜ୍‌ଠାରେ ଆୟୋଜିତ ହୋଇଗଲା ମ୍ୟୁଚୁଆଲ ଫଣ୍ଡ କାର୍ଯ୍ୟାଳୟ କର୍ମକର୍ତ୍ତା ଓ ମ୍ୟୁଚୁଆଲ ଫଣ୍ଡ ବିତରକଙ୍କ ମଧ୍ୟରେ ଏକ ରୋମାଞ୍ଚକର କ୍ରିକେଟ ପ୍ରତିଯୋଗିତା। କର୍ମମୟ ଜୀବନରୁ କିଛି ସମୟ ବାହାର କରି, ଖେଳକୁଦ ଓ ଭାଇଚାରାର ବାତାବରଣ ମଧ୍ୟରେ ସମସ୍ତେ ଏହି ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ। ଟୁର୍ଣ୍ଣାମେଣ୍ଟର କିଛି ମୁଖ୍ୟ ଆକର୍ଷଣ: 🏆 ବିଜେତା: ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି 'ଏ' ଟିମ୍ ଚାମ୍ପିୟନ ହୋଇଛି। ⭐ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ: ନିଜର ଦମଦାର ପ୍ରଦର୍ଶନ ପାଇଁ ମୋହିତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହିପରି କ୍ରୀଡ଼ା ଆୟୋଜନ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ। ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଶୁଭେଚ୍ଛା!
    1
    ସମ୍ବଲପୁର ରେମେଡ ସ୍ଥିତ ଟର୍ଫ ପାରାଡାଇଜ୍‌ଠାରେ ଆୟୋଜିତ ହୋଇଗଲା ମ୍ୟୁଚୁଆଲ ଫଣ୍ଡ କାର୍ଯ୍ୟାଳୟ କର୍ମକର୍ତ୍ତା ଓ ମ୍ୟୁଚୁଆଲ ଫଣ୍ଡ ବିତରକଙ୍କ ମଧ୍ୟରେ ଏକ ରୋମାଞ୍ଚକର କ୍ରିକେଟ ପ୍ରତିଯୋଗିତା।
କର୍ମମୟ ଜୀବନରୁ କିଛି ସମୟ ବାହାର କରି, ଖେଳକୁଦ ଓ ଭାଇଚାରାର ବାତାବରଣ ମଧ୍ୟରେ ସମସ୍ତେ ଏହି ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ।
ଟୁର୍ଣ୍ଣାମେଣ୍ଟର କିଛି ମୁଖ୍ୟ ଆକର୍ଷଣ: 🏆 ବିଜେତା: ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି 'ଏ' ଟିମ୍ ଚାମ୍ପିୟନ ହୋଇଛି। ⭐ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ: ନିଜର ଦମଦାର ପ୍ରଦର୍ଶନ ପାଇଁ ମୋହିତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।
ଏହିପରି କ୍ରୀଡ଼ା ଆୟୋଜନ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ। ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଶୁଭେଚ୍ଛା!
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    9 hrs ago
  • Post by Saroj kumar Giri
    1
    Post by Saroj kumar Giri
    user_Saroj kumar Giri
    Saroj kumar Giri
    ବାଦାମପାହାଡ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • କରଞ୍ଜିଆ,୧୮/୪,(ପାର୍ଥ ପ୍ରଶନ୍ନ ମିଶ୍ର): ରାସଗୋବିନ୍ଦପୁର ବ୍ଲକର କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଦୂଷିତ ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଏବଂ ଅନେକ ଛାତ୍ରୀ ଅସୁସ୍ଥ ହେବା ଘଟଣାର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଯାହାର ପ୍ରଭାବ କରଞ୍ଜିଆ ଠାରେ ମଧ୍ୟ ଦେଖିବାକୁ ମିଳିଛି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାକ୍ତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନେତୃତ୍ୱରେ, ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଆଜି ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ପ୍ରଭାବରେ ଆଜି ସକାଳ ଠାରୁ କରଞ୍ଜିଆ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ବାଧାପ୍ରାପ୍ତ ରହିଛି।
    1
    କରଞ୍ଜିଆ,୧୮/୪,(ପାର୍ଥ ପ୍ରଶନ୍ନ ମିଶ୍ର): ରାସଗୋବିନ୍ଦପୁର ବ୍ଲକର କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଦୂଷିତ ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଏବଂ ଅନେକ ଛାତ୍ରୀ ଅସୁସ୍ଥ ହେବା ଘଟଣାର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଯାହାର ପ୍ରଭାବ କରଞ୍ଜିଆ ଠାରେ ମଧ୍ୟ ଦେଖିବାକୁ ମିଳିଛି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାକ୍ତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନେତୃତ୍ୱରେ, ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଆଜି ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ପ୍ରଭାବରେ ଆଜି ସକାଳ ଠାରୁ କରଞ୍ଜିଆ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ବାଧାପ୍ରାପ୍ତ ରହିଛି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    11 hrs ago
  • ତାଳଚେର:-ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଅନୁଗୋଳ ଜିଲ୍ଲା ମେଡିକାଲ୍ ବଦଳରେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରାଯିବା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ୧୦୦ ଦିନରେ ପହଂଚିଛି । ତାଳଚେରରୁ ସରକାର ଅଧିକ କୋଇଲା ଉତ୍ପାଦନ କରି ଅଧିକ ରାଜସ୍ୱ ପାଉଥିବାବେଳେ ଏ ଅଂଚଳକୁ ପ୍ରଦୂଷଣରେ ଦେଶର ସର୍ବଶ୍ରେଷ୍ଠ ପ୍ରଦୂଷଣ ଅଂଚଳ ଭାବରେ ପରିଣତ କରିଛନ୍ତି । ଯାହା ଦ୍ୱାରା ଆଜି ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଆସନ୍ନ ମୃତ୍ୟୁ ମୁଖରେ ଥିବାବେଳେ ତାଳଚେରବାସୀଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାରୁ ସରକାର ବଂଚିତ କରିଛନ୍ତି । ତାଳଚେରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହେଲା କିନ୍ତୁ ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ଅନ୍ୟତ୍ର କରି ତାଳଚେରବାସୀଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ପ୍ରତିବାଦରେ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁରହିଛି । ପୂର୍ବରୁ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଂଟିଆ ଗଣଧାରଣା ଦିଆଯାଇଥିଲା । ସେହିପରି ଗତ ତା୧୮/୨/୨୦୨୬ ରିଖ ଦିନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲା । କିନ୍ତୁ ସରକାର ଏ ପର୍ଯ୍ୟନ୍ତ ତାଳଚେରବାସୀଙ୍କୁ ଆସନ୍ନ ମୃତ୍ୟୁ ମୁଖରୁ ବଂଚାଇବା ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ତୁରନ୍ତ କଲେଜ୍ ର ମେଡିକାଲ୍ କୁ ଜିଲ୍ଲା ମେଡିକାଲ୍ ରୁ ପବିତ୍ର ମୋହନ ମେଡିକାଲ୍ କୁ ସ୍ଥାନାନ୍ତର କରିବା ପାଇଁ ତାଳଚେରବାସୀ ଦାବୀ କରୁଛନ୍ତି । ଏହି ଦାବୀରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ୧୦୦ ଦିନରେ ପହଂଚିଥିବାରୁ କମିଟି ପକ୍ଷରୁ ସହର ପରିକ୍ରମା କରାଯାଇ ଧାରଣା ସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ଅଭୟ ପାଣି, ସଂପାଦକ ବିଜୟ ପ୍ରଧାନ, କେଶବ ଭୂତିଆ, ଧିରେନ୍ ପାଣି, ଚିତରଂଜନ ଗଡନାୟକ, ଚୈତନ୍ୟ ପ୍ରଧାନ, ବିନୋଦ ଲାଲ୍‌, ଗଗନ ଦାସ, ସୁକାନ୍ତ ଦାସ, ଶୋଭାଗିନୀ ଦେବୀ, ପ୍ରଫୁଲ ନାଏକ, ବିଜୟ ମିଶ୍ର, ନରେନ୍ ସିଂ, ପ୍ରେମାନନ୍ଦ ମହାନ୍ତି, ସୁରଥ ରଥ, ଡିଲେଶ୍ୱର ବେହେରା, ଶରତ ଦାସ, ଜିନେସ ସାହୁ, ଦୁଷ୍ମନ୍ତ କାଞ୍ଜି, ରମାକାନ୍ତ ସାମଲ, ଗଦାଧର ପାତ୍ର ପ୍ରମୁଖଙ୍କ ସହିତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।
    1
    ତାଳଚେର:-ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଅନୁଗୋଳ ଜିଲ୍ଲା ମେଡିକାଲ୍ ବଦଳରେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରାଯିବା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ୧୦୦ ଦିନରେ ପହଂଚିଛି । ତାଳଚେରରୁ ସରକାର ଅଧିକ କୋଇଲା ଉତ୍ପାଦନ କରି ଅଧିକ ରାଜସ୍ୱ ପାଉଥିବାବେଳେ ଏ ଅଂଚଳକୁ ପ୍ରଦୂଷଣରେ ଦେଶର ସର୍ବଶ୍ରେଷ୍ଠ ପ୍ରଦୂଷଣ ଅଂଚଳ ଭାବରେ ପରିଣତ କରିଛନ୍ତି । ଯାହା ଦ୍ୱାରା ଆଜି ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଆସନ୍ନ ମୃତ୍ୟୁ ମୁଖରେ ଥିବାବେଳେ ତାଳଚେରବାସୀଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାରୁ ସରକାର ବଂଚିତ କରିଛନ୍ତି । ତାଳଚେରରେ ମେଡିକାଲ୍ କଲେଜ୍  ପ୍ରତିଷ୍ଠା ହେଲା କିନ୍ତୁ ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ଅନ୍ୟତ୍ର କରି ତାଳଚେରବାସୀଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ପ୍ରତିବାଦରେ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁରହିଛି । ପୂର୍ବରୁ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଂଟିଆ ଗଣଧାରଣା ଦିଆଯାଇଥିଲା । ସେହିପରି ଗତ ତା୧୮/୨/୨୦୨୬ ରିଖ ଦିନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲା । କିନ୍ତୁ ସରକାର ଏ ପର୍ଯ୍ୟନ୍ତ ତାଳଚେରବାସୀଙ୍କୁ ଆସନ୍ନ ମୃତ୍ୟୁ ମୁଖରୁ ବଂଚାଇବା ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ତୁରନ୍ତ କଲେଜ୍ ର ମେଡିକାଲ୍ କୁ ଜିଲ୍ଲା ମେଡିକାଲ୍ ରୁ ପବିତ୍ର ମୋହନ ମେଡିକାଲ୍ କୁ ସ୍ଥାନାନ୍ତର କରିବା ପାଇଁ ତାଳଚେରବାସୀ ଦାବୀ କରୁଛନ୍ତି । ଏହି ଦାବୀରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ୧୦୦ ଦିନରେ ପହଂଚିଥିବାରୁ କମିଟି ପକ୍ଷରୁ ସହର ପରିକ୍ରମା କରାଯାଇ ଧାରଣା ସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ଅଭୟ ପାଣି, ସଂପାଦକ ବିଜୟ ପ୍ରଧାନ, କେଶବ ଭୂତିଆ, ଧିରେନ୍ ପାଣି, ଚିତରଂଜନ ଗଡନାୟକ, ଚୈତନ୍ୟ ପ୍ରଧାନ, ବିନୋଦ ଲାଲ୍‌, ଗଗନ ଦାସ, ସୁକାନ୍ତ ଦାସ, ଶୋଭାଗିନୀ ଦେବୀ, ପ୍ରଫୁଲ ନାଏକ, ବିଜୟ ମିଶ୍ର, ନରେନ୍ ସିଂ, ପ୍ରେମାନନ୍ଦ ମହାନ୍ତି, ସୁରଥ ରଥ, ଡିଲେଶ୍ୱର ବେହେରା, ଶରତ ଦାସ, ଜିନେସ ସାହୁ, ଦୁଷ୍ମନ୍ତ କାଞ୍ଜି, ରମାକାନ୍ତ ସାମଲ, ଗଦାଧର ପାତ୍ର ପ୍ରମୁଖଙ୍କ ସହିତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    3 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    3 hrs ago
  • ଅମାନୁଷିକ ବାପା,ସୂର୍ଯ୍ୟମଣି ସାହୁ,ପ୍ରଥମ ସ୍ତ୍ରୀ ଓ ପୁଅ କୁ ଜୀବନ ନଷ୍ଟ କରି ଆଉ ଗୋଟିଏ ସ୍ତ୍ରୀ ରଖି କହୁଛି ,ମୁ କଂଗେସ ର ବଡ ନେତା,ଛି ଛି ରେ ପିତା
    1
    ଅମାନୁଷିକ ବାପା,ସୂର୍ଯ୍ୟମଣି ସାହୁ,ପ୍ରଥମ ସ୍ତ୍ରୀ ଓ ପୁଅ କୁ ଜୀବନ ନଷ୍ଟ କରି ଆଉ ଗୋଟିଏ ସ୍ତ୍ରୀ ରଖି କହୁଛି ,ମୁ କଂଗେସ ର ବଡ ନେତା,ଛି ଛି ରେ ପିତା
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    23 hrs ago
  • आज सदन में महिला आरक्षण बिल के साथ महिलाओं के दिल से ये Anti-Women Alliance भी पूरी तरह से गिर गया है। - भाजपा राष्ट्रीय अध्यक्ष श्री @NitinNabin
    1
    आज सदन में महिला आरक्षण बिल के साथ महिलाओं के दिल से ये Anti-Women Alliance भी पूरी तरह से गिर गया है।
- भाजपा राष्ट्रीय अध्यक्ष श्री @NitinNabin
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
  • ତାଳଚେର:- ସେଣ୍ଟଜନ ଆମ୍ବୁଲାନସ୍ ଓଡିଶା ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ନୂତନ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁଙ୍କୁ କାର୍ଯ୍ୟାଳୟ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଆଲୋଚନା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମୟରେ ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀଙ୍କ ଉପସ୍ଥିତରେ ଅନୁଷ୍ଠାନର କମାଣ୍ଡର ତଥା ଅନୁଗୋଳ ଜିଲ୍ଲା ଅବୈତନିକ ଯୁଗ୍ମ ସଂପାଦକ ଦିନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ସଦସ୍ୟମାନେ ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ଉତ୍ତରୀୟ, ବୃକ୍ଷ ଚାରା ଏବଂ ପ୍ରାଥମିକ ଚିକିତ୍ସା ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସାରା ଓଡିଶାର ବିଭିନ୍ନ ପ୍ରକାର ଅସୁବିଧା ଯଥା-ଦୁର୍ଘଟଣା, ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ, ଭୂମିକମ୍ପ, ବାତ୍ୟା, ବନ୍ୟା, ଗଣଦୌଡ, ସାଧାରଣ ସଭା, ପ୍ରଦର୍ଶନୀ, ମେଳା, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଇତ୍ୟାଦି ସେଣ୍ଟଜନ୍ ଆମ୍ବୁଲାନସ୍ ଗାଇଡଲାଇନ୍ ଅନୁଯାୟୀ ସମସ୍ୟା ବହୁ ମାତ୍ରାରେ ସମାଧାନ ହେବା ସହିତ ସମାଜ ଉପକୃତ ହୋଇପାରିବା ଉପରେ ଆଲୋଚନା ହୋଇଥିଲା । ଉପରୋକ୍ତ ବିଷୟ ଅବଗତ ହେବା ପରେ ଉପଜିଲ୍ଲାପାଳ ଶ୍ରୀ ସାହୁ ଅନୁଷ୍ଠାନକୁ ପ୍ରଶଂସା କରିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଗତ ମା' ହିଙ୍ଗୁଳାଙ୍କ ନବଦୀନାତ୍ମକ ବାର୍ଷିକ ଯାତ୍ରା ତଥା ୨୨ ତମ ଲୋକ ମହୋତ୍ସଵରେ ପ୍ରାଥମିକ ଚିକିତ୍ସା ସେବା, ସହାୟତା ଓ ସଚେତନତା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପର୍ଣ୍ଣ କରିଥିବାରୁ ଅନୁଷ୍ଠାନକୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା l ଏହି ସାକ୍ଷାତ ସମ୍ବର୍ଦ୍ଧନା ବେଳେ ଆମ୍ବୁଲାନସ୍ ଅଫିସର ହିଂମାଶୁ ଭୂଷଣ ପ୍ରଧାନ, ବ୍ରିଗେଡର ଅକ୍ରମ ବାରିକ୍‌, ଚନ୍ଦନ ପ୍ରଧାନ, ସୁଶାନ୍ତ କୁମାର ପାଣି, ସଂଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
    2
    ତାଳଚେର:- ସେଣ୍ଟଜନ ଆମ୍ବୁଲାନସ୍ ଓଡିଶା ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ନୂତନ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁଙ୍କୁ କାର୍ଯ୍ୟାଳୟ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଆଲୋଚନା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମୟରେ ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀଙ୍କ ଉପସ୍ଥିତରେ   ଅନୁଷ୍ଠାନର କମାଣ୍ଡର ତଥା ଅନୁଗୋଳ ଜିଲ୍ଲା ଅବୈତନିକ ଯୁଗ୍ମ ସଂପାଦକ ଦିନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ସଦସ୍ୟମାନେ ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ଉତ୍ତରୀୟ, ବୃକ୍ଷ ଚାରା ଏବଂ ପ୍ରାଥମିକ ଚିକିତ୍ସା ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସାରା ଓଡିଶାର ବିଭିନ୍ନ ପ୍ରକାର ଅସୁବିଧା ଯଥା-ଦୁର୍ଘଟଣା, ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ, ଭୂମିକମ୍ପ, ବାତ୍ୟା, ବନ୍ୟା, ଗଣଦୌଡ, ସାଧାରଣ ସଭା, ପ୍ରଦର୍ଶନୀ, ମେଳା, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଇତ୍ୟାଦି ସେଣ୍ଟଜନ୍ ଆମ୍ବୁଲାନସ୍ ଗାଇଡଲାଇନ୍ ଅନୁଯାୟୀ ସମସ୍ୟା ବହୁ ମାତ୍ରାରେ ସମାଧାନ ହେବା ସହିତ ସମାଜ ଉପକୃତ ହୋଇପାରିବା ଉପରେ ଆଲୋଚନା ହୋଇଥିଲା । ଉପରୋକ୍ତ ବିଷୟ ଅବଗତ ହେବା ପରେ ଉପଜିଲ୍ଲାପାଳ ଶ୍ରୀ ସାହୁ ଅନୁଷ୍ଠାନକୁ ପ୍ରଶଂସା କରିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଗତ ମା' ହିଙ୍ଗୁଳାଙ୍କ ନବଦୀନାତ୍ମକ ବାର୍ଷିକ ଯାତ୍ରା ତଥା ୨୨ ତମ ଲୋକ ମହୋତ୍ସଵରେ ପ୍ରାଥମିକ ଚିକିତ୍ସା ସେବା, ସହାୟତା ଓ ସଚେତନତା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପର୍ଣ୍ଣ କରିଥିବାରୁ ଅନୁଷ୍ଠାନକୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା l ଏହି ସାକ୍ଷାତ ସମ୍ବର୍ଦ୍ଧନା ବେଳେ ଆମ୍ବୁଲାନସ୍ ଅଫିସର ହିଂମାଶୁ ଭୂଷଣ ପ୍ରଧାନ, ବ୍ରିଗେଡର ଅକ୍ରମ ବାରିକ୍‌, ଚନ୍ଦନ ପ୍ରଧାନ, ସୁଶାନ୍ତ କୁମାର ପାଣି, ସଂଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    4 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.