ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ହାଟତୋଟା ସ୍ଥିତ କାର୍ଯ୍ୟାଳୟ ଠାରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଓ ସମ୍ବର୍ଦ୍ଧନା ତାଳଚେର:- ସେଣ୍ଟଜନ ଆମ୍ବୁଲାନସ୍ ଓଡିଶା ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ନୂତନ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁଙ୍କୁ କାର୍ଯ୍ୟାଳୟ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଆଲୋଚନା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମୟରେ ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀଙ୍କ ଉପସ୍ଥିତରେ ଅନୁଷ୍ଠାନର କମାଣ୍ଡର ତଥା ଅନୁଗୋଳ ଜିଲ୍ଲା ଅବୈତନିକ ଯୁଗ୍ମ ସଂପାଦକ ଦିନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ସଦସ୍ୟମାନେ ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ଉତ୍ତରୀୟ, ବୃକ୍ଷ ଚାରା ଏବଂ ପ୍ରାଥମିକ ଚିକିତ୍ସା ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସାରା ଓଡିଶାର ବିଭିନ୍ନ ପ୍ରକାର ଅସୁବିଧା ଯଥା-ଦୁର୍ଘଟଣା, ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ, ଭୂମିକମ୍ପ, ବାତ୍ୟା, ବନ୍ୟା, ଗଣଦୌଡ, ସାଧାରଣ ସଭା, ପ୍ରଦର୍ଶନୀ, ମେଳା, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଇତ୍ୟାଦି ସେଣ୍ଟଜନ୍ ଆମ୍ବୁଲାନସ୍ ଗାଇଡଲାଇନ୍ ଅନୁଯାୟୀ ସମସ୍ୟା ବହୁ ମାତ୍ରାରେ ସମାଧାନ ହେବା ସହିତ ସମାଜ ଉପକୃତ ହୋଇପାରିବା ଉପରେ ଆଲୋଚନା ହୋଇଥିଲା । ଉପରୋକ୍ତ ବିଷୟ ଅବଗତ ହେବା ପରେ ଉପଜିଲ୍ଲାପାଳ ଶ୍ରୀ ସାହୁ ଅନୁଷ୍ଠାନକୁ ପ୍ରଶଂସା କରିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଗତ ମା' ହିଙ୍ଗୁଳାଙ୍କ ନବଦୀନାତ୍ମକ ବାର୍ଷିକ ଯାତ୍ରା ତଥା ୨୨ ତମ ଲୋକ ମହୋତ୍ସଵରେ ପ୍ରାଥମିକ ଚିକିତ୍ସା ସେବା, ସହାୟତା ଓ ସଚେତନତା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପର୍ଣ୍ଣ କରିଥିବାରୁ ଅନୁଷ୍ଠାନକୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା l ଏହି ସାକ୍ଷାତ ସମ୍ବର୍ଦ୍ଧନା ବେଳେ ଆମ୍ବୁଲାନସ୍ ଅଫିସର ହିଂମାଶୁ ଭୂଷଣ ପ୍ରଧାନ, ବ୍ରିଗେଡର ଅକ୍ରମ ବାରିକ୍, ଚନ୍ଦନ ପ୍ରଧାନ, ସୁଶାନ୍ତ କୁମାର ପାଣି, ସଂଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ହାଟତୋଟା ସ୍ଥିତ କାର୍ଯ୍ୟାଳୟ ଠାରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଓ ସମ୍ବର୍ଦ୍ଧନା ତାଳଚେର:- ସେଣ୍ଟଜନ ଆମ୍ବୁଲାନସ୍ ଓଡିଶା ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ନୂତନ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁଙ୍କୁ କାର୍ଯ୍ୟାଳୟ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଆଲୋଚନା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମୟରେ ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀଙ୍କ ଉପସ୍ଥିତରେ ଅନୁଷ୍ଠାନର କମାଣ୍ଡର ତଥା ଅନୁଗୋଳ ଜିଲ୍ଲା ଅବୈତନିକ ଯୁଗ୍ମ ସଂପାଦକ ଦିନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ସଦସ୍ୟମାନେ ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ଉତ୍ତରୀୟ, ବୃକ୍ଷ ଚାରା ଏବଂ ପ୍ରାଥମିକ ଚିକିତ୍ସା ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସାରା ଓଡିଶାର ବିଭିନ୍ନ ପ୍ରକାର ଅସୁବିଧା ଯଥା-ଦୁର୍ଘଟଣା, ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ, ଭୂମିକମ୍ପ, ବାତ୍ୟା, ବନ୍ୟା, ଗଣଦୌଡ, ସାଧାରଣ ସଭା,
ପ୍ରଦର୍ଶନୀ, ମେଳା, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଇତ୍ୟାଦି ସେଣ୍ଟଜନ୍ ଆମ୍ବୁଲାନସ୍ ଗାଇଡଲାଇନ୍ ଅନୁଯାୟୀ ସମସ୍ୟା ବହୁ ମାତ୍ରାରେ ସମାଧାନ ହେବା ସହିତ ସମାଜ ଉପକୃତ ହୋଇପାରିବା ଉପରେ ଆଲୋଚନା ହୋଇଥିଲା । ଉପରୋକ୍ତ ବିଷୟ ଅବଗତ ହେବା ପରେ ଉପଜିଲ୍ଲାପାଳ ଶ୍ରୀ ସାହୁ ଅନୁଷ୍ଠାନକୁ ପ୍ରଶଂସା କରିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଗତ ମା' ହିଙ୍ଗୁଳାଙ୍କ ନବଦୀନାତ୍ମକ ବାର୍ଷିକ ଯାତ୍ରା ତଥା ୨୨ ତମ ଲୋକ ମହୋତ୍ସଵରେ ପ୍ରାଥମିକ ଚିକିତ୍ସା ସେବା, ସହାୟତା ଓ ସଚେତନତା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପର୍ଣ୍ଣ କରିଥିବାରୁ ଅନୁଷ୍ଠାନକୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା l ଏହି ସାକ୍ଷାତ ସମ୍ବର୍ଦ୍ଧନା ବେଳେ ଆମ୍ବୁଲାନସ୍ ଅଫିସର ହିଂମାଶୁ ଭୂଷଣ ପ୍ରଧାନ, ବ୍ରିଗେଡର ଅକ୍ରମ ବାରିକ୍, ଚନ୍ଦନ ପ୍ରଧାନ, ସୁଶାନ୍ତ କୁମାର ପାଣି, ସଂଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
- Post by Ranjan hota1
- ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଆଜି ଜଣଙ୍କୁ ମାରିଲା ଦନ୍ତା ହାତୀ. ମୃତକ ପଡା ଗାଁର କୈବଲ୍ୟ ସାହୁ. ଆମ୍ବ ବଗିଚା ଯାଇ ଚାଲିଗଲା ଜୀବନ.ଦୁଇ ଦିନ ତଳେ ହିନ୍ଦୋଳ ଧୂଣ୍ଡିନାଳୀ ରେ ମଧ୍ୟ ଜଣେ ମହିଳାଙ୍କୁ କାଜୁ ମଞ୍ଜି ସଂଗ୍ରହ ବେଳେ ମାରିଥିଲା. କ୍ରର୍ମାଗାତ ଭାବେ ହାତୀ ଆକ୍ରମଣ ନେଇ ତାତିରେ ଜନତା.1
- Post by Dipak Kumar Nayak1
- Post by Dhenkanal News1
- ଯାତ୍ରାରେ କାହିଁକି ଲଙ୍ଗଳା ନାଚ ! କାହିଁକି ବାରମ୍ବାର ବିବାଦ ! କେବେ ହେବ ଏ ବିବାଦର ସମାଧାନ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by Sendhavai1
- Post by Ranjan hota1
- Post by Dipak Kumar Nayak1
- ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1