କୁନୋ ଜାତୀୟ ଉଦ୍ୟାନରେ"ପ୍ରୋଜେକ୍ଟ ଚିତା" ଅଧିନରେ ଚିତା ସଂଖ୍ୟା ବୃଦ୍ଧି ପାଇଁ ହେଲା ୩୮ ୧୯/୦୨ ମଧ୍ୟପ୍ରଦେଶ ରାଜ୍ୟର ଶିବପୁରୀ ଜିଲ୍ଲା ଠାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ୧୯୫୨ ମସିହାରୁ ଭାରତରେ ଚିତାମାନଙ୍କର ଆନୁଷ୍ଠାନିକ ବିଲୁପ୍ତ ହେବା ପରେ ସେମାନଙ୍କୁ ଜଙ୍ଗଲରେ ପୁନଃପ୍ରବର୍ତ୍ତନ କରିବା ପାଇଁ ଭାରତର ମହତ୍ୱାକାଂକ୍ଷୀ ପଦକ୍ଷେପ ହେଉଛି "ପ୍ରୋଜେକ୍ଟ ଚିତା"ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ସେପ୍ଟେମ୍ବର ୨୦୨୨ ରେ ଆରମ୍ଭ ହୋଇଥିଲା । ଏହି "ପ୍ରୋଜେକ୍ଟ ଚିତା"ଅଧିନରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଗମିନୀ ଗତ ଫେବୃଆରୀ ୧୮ ତାରିଖ ଦିନ ତିନୋଟି ସୁସ୍ଥ ଚିତା ଶାବକକୁ ଜନ୍ମ ଦେଇଛି ।ଯାହାକୁ ମିଶାଇ ଭାରତରେ ଚିତା ସଂଖ୍ୟା ୩୮କୁ ପହଞ୍ଚିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ମାସ ୭ ତାରିଖରେ ନାମ୍ବିଆରୁ ଅଣାଯାଇଥିବା ଚିତା ଆଶା ୫ ଟି ସୁସ୍ଥ ଶାବକକୁ ଜନ୍ମ ଦେଇଥିଲା । ୧୯୮୧ ମସିହାରେ ୩୪୪.୬୮୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ସ୍ଥାପିତ ହୋଇଥିବା ଏହି ଅଭୟରଣ୍ୟ ୨୦୧୮ମସିହାରେ ୭୪୮.୭୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ।ଏହି ଜାତୀୟ ଉଦ୍ୟାନ ମଧ୍ୟ ଦେଇ ବହି ଯାଇଥିବା କୁନୋ ନଦୀର ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ କୁନୋ ଜାତୀୟ ଉଦ୍ୟାନ ହୋଇଛି।

- ୧୯/୦୨ ମଧ୍ୟପ୍ରଦେଶ ରାଜ୍ୟର ଶିବପୁରୀ ଜିଲ୍ଲା ଠାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ୧୯୫୨ ମସିହାରୁ ଭାରତରେ ଚିତାମାନଙ୍କର ଆନୁଷ୍ଠାନିକ ବିଲୁପ୍ତ ହେବା ପରେ ସେମାନଙ୍କୁ ଜଙ୍ଗଲରେ ପୁନଃପ୍ରବର୍ତ୍ତନ କରିବା ପାଇଁ ଭାରତର ମହତ୍ୱାକାଂକ୍ଷୀ ପଦକ୍ଷେପ ହେଉଛି "ପ୍ରୋଜେକ୍ଟ ଚିତା"ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ସେପ୍ଟେମ୍ବର ୨୦୨୨ ରେ ଆରମ୍ଭ ହୋଇଥିଲା । ଏହି "ପ୍ରୋଜେକ୍ଟ ଚିତା"ଅଧିନରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଗମିନୀ ଗତ ଫେବୃଆରୀ ୧୮ ତାରିଖ ଦିନ ତିନୋଟି ସୁସ୍ଥ ଚିତା ଶାବକକୁ ଜନ୍ମ ଦେଇଛି ।ଯାହାକୁ ମିଶାଇ ଭାରତରେ ଚିତା ସଂଖ୍ୟା ୩୮କୁ ପହଞ୍ଚିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ମାସ ୭ ତାରିଖରେ ନାମ୍ବିଆରୁ ଅଣାଯାଇଥିବା ଚିତା ଆଶା ୫ ଟି ସୁସ୍ଥ ଶାବକକୁ ଜନ୍ମ ଦେଇଥିଲା । ୧୯୮୧ ମସିହାରେ ୩୪୪.୬୮୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ସ୍ଥାପିତ ହୋଇଥିବା ଏହି ଅଭୟରଣ୍ୟ ୨୦୧୮ମସିହାରେ ୭୪୮.୭୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ।ଏହି ଜାତୀୟ ଉଦ୍ୟାନ ମଧ୍ୟ ଦେଇ ବହି ଯାଇଥିବା କୁନୋ ନଦୀର ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ କୁନୋ ଜାତୀୟ ଉଦ୍ୟାନ ହୋଇଛି।1
- Post by ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ1
- Post by Satyabrata das1
- dekhiye kaese phansi hai board me1
- Post by Jitendra Muduli1
- ସମ୍ବଲପୁର ଏସପି ଙ୍କ ତତ୍ୱବଧାନରେ ପୋଲିସ କୁ ବଡ ସଫଳତା ୧୧୦ କୋଟି ଟଙ୍କାରୁ ଉର୍ଦ୍ଧ ସାଇବର ଠକେଇ ର କରିଛେ ପର୍ଦାଫାଶ, ପ୍ରାୟ ୧୫ ରୁ ଉର୍ଦ୍ଧ ଜଣ ଗିରଫ1
- Post by Uttam Kumar Mahakud 97773344221
- ଜମନକିରା ସିଡିପିଓ ମମତା ପଟେଲଙ୍କ ଅଧ୍ୟକ୍ଷତା ରେ ଜମନକିରା ମିଶନ ଶକ୍ତି ଭବନ ଠାରେ କିଶୋରୀ ବାଳିକା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।1