logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କିଶୋରୀ ବାଳିକା କାର୍ଯ୍ୟକ୍ରମ ଅନୁଷ୍ଠିତ। ଜମନକିରା ସିଡିପିଓ ମମତା ପଟେଲଙ୍କ ଅଧ୍ୟକ୍ଷତା ରେ ଜମନକିରା ମିଶନ ଶକ୍ତି ଭବନ ଠାରେ କିଶୋରୀ ବାଳିକା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

12 hrs ago
user_Jamankira News
Jamankira News
ଜମନକିରା, ସମ୍ବଲପୁର, ଓଡ଼ିଶା•
12 hrs ago

କିଶୋରୀ ବାଳିକା କାର୍ଯ୍ୟକ୍ରମ ଅନୁଷ୍ଠିତ। ଜମନକିରା ସିଡିପିଓ ମମତା ପଟେଲଙ୍କ ଅଧ୍ୟକ୍ଷତା ରେ ଜମନକିରା ମିଶନ ଶକ୍ତି ଭବନ ଠାରେ କିଶୋରୀ ବାଳିକା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

More news from ଓଡ଼ିଶା and nearby areas
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    9 hrs ago
  • ସମ୍ବଲପୁର ଏସପି ଙ୍କ ତତ୍ୱବଧାନରେ ପୋଲିସ କୁ ବଡ ସଫଳତା ୧୧୦ କୋଟି ଟଙ୍କାରୁ ଉର୍ଦ୍ଧ ସାଇବର ଠକେଇ ର କରିଛେ ପର୍ଦାଫାଶ, ପ୍ରାୟ ୧୫ ରୁ ଉର୍ଦ୍ଧ ଜଣ ଗିରଫ
    1
    ସମ୍ବଲପୁର ଏସପି ଙ୍କ ତତ୍ୱବଧାନରେ ପୋଲିସ କୁ ବଡ ସଫଳତା ୧୧୦ କୋଟି ଟଙ୍କାରୁ ଉର୍ଦ୍ଧ ସାଇବର ଠକେଇ ର କରିଛେ ପର୍ଦାଫାଶ, ପ୍ରାୟ ୧୫ ରୁ ଉର୍ଦ୍ଧ ଜଣ ଗିରଫ
    user_Jamankira News
    Jamankira News
    ଜମନକିରା, ସମ୍ବଲପୁର, ଓଡ଼ିଶା•
    9 hrs ago
  • मध्य प्रदेश के धार जिले के कुक्षी क्षेत्र के अंतर्गत टकारी गांव मे सीमेंट फैक्ट्री का विरोध सैंपलिंग करने गई टीम पर जमकर हमला किया ग्रामीणों ने वाहनों पर,मोके पर पहुची कई थाना पुलिस टीम, फील हाल प्रसासन ने माहौल को शांत कराया है,
    1
    मध्य प्रदेश के धार जिले के कुक्षी क्षेत्र के अंतर्गत टकारी गांव मे सीमेंट फैक्ट्री का विरोध सैंपलिंग करने गई टीम पर जमकर हमला किया ग्रामीणों ने वाहनों पर,मोके पर पहुची कई थाना पुलिस टीम, फील हाल प्रसासन ने माहौल को शांत कराया है,
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏମପି ନୋମିନି ରୁଦ୍ରପ୍ରତାପ ଦେଓ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ସଂକୁଳ ପ୍ରମୁଖ ପ୍ରଫୁଲ୍ଲ ସାହୁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ କୁନି ସେଉଲ, ଯୁଗ୍ମ ସଂପାଦକ ସୁକାନ୍ତ ନାଏକ, କୋଷାଧ୍ୟକ୍ଷ ରାମଚନ୍ଦ୍ର ନାଏକ,ପାରୁଆଭାଡି ପଞ୍ଚାୟତ ସରପଞ୍ଚ ସୁବାସିନୀ ଧାନ, ଅବସର ପ୍ରାପ୍ତ ବିଡ଼ିଓ ଜୟକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଲକ୍ଷ୍ୟ ପଥରେ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ।
    1
    ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏମପି ନୋମିନି ରୁଦ୍ରପ୍ରତାପ ଦେଓ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ସଂକୁଳ ପ୍ରମୁଖ ପ୍ରଫୁଲ୍ଲ ସାହୁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ କୁନି ସେଉଲ, ଯୁଗ୍ମ ସଂପାଦକ ସୁକାନ୍ତ ନାଏକ, କୋଷାଧ୍ୟକ୍ଷ ରାମଚନ୍ଦ୍ର ନାଏକ,ପାରୁଆଭାଡି ପଞ୍ଚାୟତ ସରପଞ୍ଚ ସୁବାସିନୀ ଧାନ, ଅବସର ପ୍ରାପ୍ତ ବିଡ଼ିଓ ଜୟକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଲକ୍ଷ୍ୟ ପଥରେ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    9 hrs ago
  • ୧୯/୦୨ ମଧ୍ୟପ୍ରଦେଶ ରାଜ୍ୟର ଶିବପୁରୀ ଜିଲ୍ଲା ଠାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ୧୯୫୨ ମସିହାରୁ ଭାରତରେ ଚିତାମାନଙ୍କର ଆନୁଷ୍ଠାନିକ ବିଲୁପ୍ତ ହେବା ପରେ ସେମାନଙ୍କୁ ଜଙ୍ଗଲରେ ପୁନଃପ୍ରବର୍ତ୍ତନ କରିବା ପାଇଁ ଭାରତର ମହତ୍ୱାକାଂକ୍ଷୀ ପଦକ୍ଷେପ ହେଉଛି "ପ୍ରୋଜେକ୍ଟ ଚିତା"ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ସେପ୍ଟେମ୍ବର ୨୦୨୨ ରେ ଆରମ୍ଭ ହୋଇଥିଲା । ଏହି "ପ୍ରୋଜେକ୍ଟ ଚିତା"ଅଧିନରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଗମିନୀ ଗତ ଫେବୃଆରୀ ୧୮ ତାରିଖ ଦିନ ତିନୋଟି ସୁସ୍ଥ ଚିତା ଶାବକକୁ ଜନ୍ମ ଦେଇଛି ।ଯାହାକୁ ମିଶାଇ ଭାରତରେ ଚିତା ସଂଖ୍ୟା ୩୮କୁ ପହଞ୍ଚିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ମାସ ୭ ତାରିଖରେ ନାମ୍ବିଆରୁ ଅଣାଯାଇଥିବା ଚିତା ଆଶା ୫ ଟି ସୁସ୍ଥ ଶାବକକୁ ଜନ୍ମ ଦେଇଥିଲା । ୧୯୮୧ ମସିହାରେ ୩୪୪.୬୮୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ସ୍ଥାପିତ ହୋଇଥିବା ଏହି ଅଭୟରଣ୍ୟ ୨୦୧୮ମସିହାରେ ୭୪୮.୭୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ।ଏହି ଜାତୀୟ ଉଦ୍ୟାନ ମଧ୍ୟ ଦେଇ ବହି ଯାଇଥିବା କୁନୋ ନଦୀର ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ କୁନୋ ଜାତୀୟ ଉଦ୍ୟାନ ହୋଇଛି।
    1
    ୧୯/୦୨ ମଧ୍ୟପ୍ରଦେଶ ରାଜ୍ୟର ଶିବପୁରୀ ଜିଲ୍ଲା ଠାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ୧୯୫୨ ମସିହାରୁ ଭାରତରେ ଚିତାମାନଙ୍କର ଆନୁଷ୍ଠାନିକ ବିଲୁପ୍ତ ହେବା ପରେ ସେମାନଙ୍କୁ ଜଙ୍ଗଲରେ ପୁନଃପ୍ରବର୍ତ୍ତନ କରିବା ପାଇଁ ଭାରତର ମହତ୍ୱାକାଂକ୍ଷୀ ପଦକ୍ଷେପ ହେଉଛି  "ପ୍ରୋଜେକ୍ଟ ଚିତା"ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ସେପ୍ଟେମ୍ବର ୨୦୨୨ ରେ ଆରମ୍ଭ ହୋଇଥିଲା ।
ଏହି "ପ୍ରୋଜେକ୍ଟ ଚିତା"ଅଧିନରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଗମିନୀ ଗତ ଫେବୃଆରୀ ୧୮ ତାରିଖ ଦିନ ତିନୋଟି ସୁସ୍ଥ ଚିତା ଶାବକକୁ ଜନ୍ମ ଦେଇଛି ।ଯାହାକୁ ମିଶାଇ ଭାରତରେ ଚିତା ସଂଖ୍ୟା ୩୮କୁ ପହଞ୍ଚିଛି ।
ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ମାସ ୭ ତାରିଖରେ ନାମ୍ବିଆରୁ ଅଣାଯାଇଥିବା ଚିତା ଆଶା ୫ ଟି ସୁସ୍ଥ ଶାବକକୁ ଜନ୍ମ ଦେଇଥିଲା ।
୧୯୮୧ ମସିହାରେ  ୩୪୪.୬୮୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ସ୍ଥାପିତ ହୋଇଥିବା ଏହି ଅଭୟରଣ୍ୟ ୨୦୧୮ମସିହାରେ ୭୪୮.୭୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ।ଏହି ଜାତୀୟ ଉଦ୍ୟାନ ମଧ୍ୟ ଦେଇ ବହି ଯାଇଥିବା କୁନୋ ନଦୀର ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ କୁନୋ ଜାତୀୟ ଉଦ୍ୟାନ ହୋଇଛି।
    user_ଖବର ଆଜିର
    ଖବର ଆଜିର
    ବରକୋଟ, ଦେବଗଡ଼, ଓଡ଼ିଶା•
    9 hrs ago
  • Post by ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ
    1
    Post by ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ
    user_ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ
    ଅମର ଜ୍ୟୋତି ପୁସ୍ତକ ଉଣ୍ଡାର ରାଜାମୁଣ୍ଡା ଛକ
    Religious Book Store ଲାହୁଣିପଡା, ସୁନ୍ଦରଗଡ଼, ଓଡ଼ିଶା•
    17 hrs ago
  • ବୌଦ୍ଧ ଜିଲ୍ଲା ସଦର ବ୍ଲକ ହିକୁଙ୍ଗ ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯକ୍ରମ ଜଳନ୍ଧର ଦରବାର ଉଦଘାଟିତ
    1
    ବୌଦ୍ଧ ଜିଲ୍ଲା ସଦର ବ୍ଲକ ହିକୁଙ୍ଗ ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯକ୍ରମ ଜଳନ୍ଧର ଦରବାର ଉଦଘାଟିତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    8 hrs ago
  • ଜମନକିରା ସିଡିପିଓ ମମତା ପଟେଲଙ୍କ ଅଧ୍ୟକ୍ଷତା ରେ ଜମନକିରା ମିଶନ ଶକ୍ତି ଭବନ ଠାରେ କିଶୋରୀ ବାଳିକା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
    1
    ଜମନକିରା ସିଡିପିଓ ମମତା ପଟେଲଙ୍କ ଅଧ୍ୟକ୍ଷତା ରେ ଜମନକିରା ମିଶନ ଶକ୍ତି ଭବନ ଠାରେ କିଶୋରୀ ବାଳିକା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
    user_Jamankira News
    Jamankira News
    ଜମନକିରା, ସମ୍ବଲପୁର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.