logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗା ସ୍ଥିତ ସ୍ୱସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ୩୨ ତମ ବାର୍ଷିକ ଉତ୍ସବ ୨୦୨୬ ମସିହାରେ ପାଳିତ ହୋଇଛି।

2 hrs ago
user_Rupeli Vlog odia Tv
Rupeli Vlog odia Tv
Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
2 hrs ago

ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗା ସ୍ଥିତ ସ୍ୱସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ୩୨ ତମ ବାର୍ଷିକ ଉତ୍ସବ ୨୦୨୬ ମସିହାରେ ପାଳିତ ହୋଇଛି।

More news from ଓଡ଼ିଶା and nearby areas
  • ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗା ସ୍ଥିତ ସ୍ୱସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ୩୨ ତମ ବାର୍ଷିକ ଉତ୍ସବ ୨୦୨୬ ମସିହାରେ ପାଳିତ ହୋଇଛି।
    1
    ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗା ସ୍ଥିତ ସ୍ୱସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ୩୨ ତମ ବାର୍ଷିକ ଉତ୍ସବ ୨୦୨୬ ମସିହାରେ ପାଳିତ ହୋଇଛି।
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    2 hrs ago
  • ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମପଞ୍ଚାୟତର ନାଗ୍ରାବାହାଲ (ମଦନ ଢ଼ିପା)ରେ ରହୁଥିବା ୭୪ ବର୍ଷୀୟା ବୃଦ୍ଧା ବୈଦେହୀ ମିଞ୍ଜ ଏକ ଭଙ୍ଗାଦଦରା ଘରେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ସରକାର ଗରିବ ଏବଂ ଅସହାୟଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଆବାସ ଯୋଜନାରେ ବୈଦେହୀ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇ ମଧ୍ୟ ସେଥିରୁ ବଞ୍ଚିତ ହୋଇଛନ୍ତି। ଗତ ଦଶ ବର୍ଷ ଧରି ସେ ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଏବଂ ନେତାମାନଙ୍କୁ ବାରମ୍ବାର ଗୁହାରି, ଦରଖାସ୍ତ ଓ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହି ଘଟଣାଟି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଛି। ବୈଦେହୀଙ୍କ ପରିବାରରେ ପୂର୍ବରୁ ତାଙ୍କ ସ୍ୱାମୀ ଓ ଦୁଇ ପୁଅ ଥିଲେ। ପୁଅମାନଙ୍କ ବିବାହ ପରେ ଓ ପିଲାଛୁଆ ଜନ୍ମ ହେବା ପରେ ସେମାନେ ନିଜ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଅଲଗା ଅଲଗା ଘର କରି ରହୁଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ବୈଦେହୀ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ତାଙ୍କୁ ଦେଖାଶୁଣା କରିବାକୁ କେହି ନାହାନ୍ତି ଏବଂ ଖରା, ବର୍ଷା, ଶୀତ ସବୁ ସମୟରେ ସେ ସେହି ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି, ଯାହା କେତେବେଳେ ବି ଭାଙ୍ଗିଯାଇପାରେ। ବୈଦେହୀଙ୍କୁ ସରକାରୀ ସହାୟତା ଭାବରେ କେବଳ ଗ୍ରାମପଞ୍ଚାୟତରୁ ମାସକୁ ୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ଏହି ଭତ୍ତା ଟଙ୍କାରେ ଘର ତିଆରି କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଏଭଳି ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ବୈଦେହୀଙ୍କ ଘରକୁ ଉପଯୁକ୍ତ ତଦନ୍ତ କରି ଯଥାଶୀଘ୍ର ଏକ ପକ୍କା ଘର ଯୋଗାଇ ଦେବାକୁ ଦାବି କରାଯାଉଛି।
    2
    ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମପଞ୍ଚାୟତର ନାଗ୍ରାବାହାଲ (ମଦନ ଢ଼ିପା)ରେ ରହୁଥିବା ୭୪ ବର୍ଷୀୟା ବୃଦ୍ଧା ବୈଦେହୀ ମିଞ୍ଜ ଏକ ଭଙ୍ଗାଦଦରା ଘରେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ସରକାର ଗରିବ ଏବଂ ଅସହାୟଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଆବାସ ଯୋଜନାରେ ବୈଦେହୀ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇ ମଧ୍ୟ ସେଥିରୁ ବଞ୍ଚିତ ହୋଇଛନ୍ତି। ଗତ ଦଶ ବର୍ଷ ଧରି ସେ ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଏବଂ ନେତାମାନଙ୍କୁ ବାରମ୍ବାର ଗୁହାରି, ଦରଖାସ୍ତ ଓ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହି ଘଟଣାଟି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଛି।

ବୈଦେହୀଙ୍କ ପରିବାରରେ ପୂର୍ବରୁ ତାଙ୍କ ସ୍ୱାମୀ ଓ ଦୁଇ ପୁଅ ଥିଲେ। ପୁଅମାନଙ୍କ ବିବାହ ପରେ ଓ ପିଲାଛୁଆ ଜନ୍ମ ହେବା ପରେ ସେମାନେ ନିଜ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଅଲଗା ଅଲଗା ଘର କରି ରହୁଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ବୈଦେହୀ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ତାଙ୍କୁ ଦେଖାଶୁଣା କରିବାକୁ କେହି ନାହାନ୍ତି ଏବଂ ଖରା, ବର୍ଷା, ଶୀତ ସବୁ ସମୟରେ ସେ ସେହି ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି, ଯାହା କେତେବେଳେ ବି ଭାଙ୍ଗିଯାଇପାରେ।

ବୈଦେହୀଙ୍କୁ ସରକାରୀ ସହାୟତା ଭାବରେ କେବଳ ଗ୍ରାମପଞ୍ଚାୟତରୁ ମାସକୁ ୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ଏହି ଭତ୍ତା ଟଙ୍କାରେ ଘର ତିଆରି କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଏଭଳି ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ବୈଦେହୀଙ୍କ ଘରକୁ ଉପଯୁକ୍ତ ତଦନ୍ତ କରି ଯଥାଶୀଘ୍ର ଏକ ପକ୍କା ଘର ଯୋଗାଇ ଦେବାକୁ ଦାବି କରାଯାଉଛି।
    user_କୁଚିଣ୍ଡା LIVE 🔴
    କୁଚିଣ୍ଡା LIVE 🔴
    Social worker କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    22 hrs ago
  • ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଲୱେ ଫାଟକ ନିକଟ ଚକଠାରେ ସାଇ ହେଲଥ କେୟାର ଏକ ନୂତନ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଆରମ୍ଭ କରିଛି। ଏହି ପ୍ରତିଷ୍ଠାନ ଉତ୍ତମ ମାନର ସେବା କମ୍ ଦାମ୍‌ରେ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ। ବିଶେଷ କରି, ଏଠାରେ ରୋଗ ନିରୂପଣ ସେବା ୨୪ ଘଣ୍ଟା ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯାଇଛି।
    1
    ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଲୱେ ଫାଟକ ନିକଟ ଚକଠାରେ ସାଇ ହେଲଥ କେୟାର ଏକ ନୂତନ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଆରମ୍ଭ କରିଛି। ଏହି ପ୍ରତିଷ୍ଠାନ ଉତ୍ତମ ମାନର ସେବା କମ୍ ଦାମ୍‌ରେ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ। ବିଶେଷ କରି, ଏଠାରେ ରୋଗ ନିରୂପଣ ସେବା ୨୪ ଘଣ୍ଟା ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯାଇଛି।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    14 hrs ago
  • 🚨 P24 NEWS EXPRESS | ब्रेकिंग न्यूज़ 🚨 चलती ट्रेन में चढ़ने की कोशिश पड़ी भारी, बैतूल स्टेशन पर युवक गंभीर घायल मध्य प्रदेश के बैतूल रेलवे स्टेशन पर मंगलवार दोपहर एक दर्दनाक हादसा हो गया। दोपहर करीब 3:13 बजे गंगा कावेरी एक्सप्रेस में चढ़ने की कोशिश कर रहा एक युवक चलती ट्रेन से नीचे गिर गया। प्रारंभिक जानकारी के अनुसार, युवक कथित तौर पर नशे की हालत में एसी कोच में चढ़ने का प्रयास कर रहा था। इसी दौरान उसका संतुलन बिगड़ गया और वह रेलवे ट्रैक पर जा गिरा। हादसे में उसका एक पैर बुरी तरह क्षतिग्रस्त हो गया। घायल युवक की पहचान 28 वर्षीय मुकेश धुर्वे, पिता भादा धुर्वे, निवासी सावड़ी जावरा, तहसील मुलताई के रूप में हुई है। हादसे के बाद स्टेशन पर अफरा-तफरी मच गई। घटना के कारण गंगा कावेरी एक्सप्रेस करीब 20 से 25 मिनट तक बैतूल स्टेशन पर रुकी रही। रेलवे कर्मचारियों और स्थानीय लोगों की मदद से युवक को ट्रैक से बाहर निकालकर तत्काल जिला अस्पताल पहुंचाया गया, जहां उसकी गंभीर स्थिति को देखते हुए आईसीयू में भर्ती कर उपचार किया जा रहा है। ⚠️ अपील: चलती ट्रेन में चढ़ने या उतरने की कोशिश कभी न करें। थोड़ी सी लापरवाही जानलेवा साबित हो सकती है। P24 NEWS EXPRESS – सच्ची खबर, सबसे पहले। 🚨 P24 NEWS EXPRESS | ब्रेकिंग न्यूज़ 🚨 चलती ट्रेन में चढ़ने की कोशिश पड़ी भारी, बैतूल स्टेशन पर युवक गंभीर घायल मध्य प्रदेश के बैतूल रेलवे स्टेशन पर मंगलवार दोपहर एक दर्दनाक हादसा हो गया। दोपहर करीब 3:13 बजे गंगा कावेरी एक्सप्रेस में चढ़ने की कोशिश कर रहा एक युवक चलती ट्रेन से नीचे गिर गया। प्रारंभिक जानकारी के अनुसार, युवक कथित तौर पर नशे की हालत में एसी कोच में चढ़ने का प्रयास कर रहा था। इसी दौरान उसका संतुलन बिगड़ गया और वह रेलवे ट्रैक पर जा गिरा। हादसे में उसका एक पैर बुरी तरह क्षतिग्रस्त हो गया। घायल युवक की पहचान 28 वर्षीय मुकेश धुर्वे, पिता भादा धुर्वे, निवासी सावड़ी जावरा, तहसील मुलताई के रूप में हुई है। हादसे के बाद स्टेशन पर अफरा-तफरी मच गई। घटना के कारण गंगा कावेरी एक्सप्रेस करीब 20 से 25 मिनट तक बैतूल स्टेशन पर रुकी रही। रेलवे कर्मचारियों और स्थानीय लोगों की मदद से युवक को ट्रैक से बाहर निकालकर तत्काल जिला अस्पताल पहुंचाया गया, जहां उसकी गंभीर स्थिति को देखते हुए आईसीयू में भर्ती कर उपचार किया जा रहा है। ⚠️ अपील: चलती ट्रेन में चढ़ने या उतरने की कोशिश कभी न करें। थोड़ी सी लापरवाही जानलेवा साबित हो सकती है। P24 NEWS EXPRESS – सच्ची खबर, सबसे पहले।
    1
    🚨 P24 NEWS EXPRESS | ब्रेकिंग न्यूज़ 🚨

चलती ट्रेन में चढ़ने की कोशिश पड़ी भारी, बैतूल स्टेशन पर युवक गंभीर घायल

मध्य प्रदेश के बैतूल रेलवे स्टेशन पर मंगलवार दोपहर एक दर्दनाक हादसा हो गया। दोपहर करीब 3:13 बजे गंगा कावेरी एक्सप्रेस में चढ़ने की कोशिश कर रहा एक युवक चलती ट्रेन से नीचे गिर गया।

प्रारंभिक जानकारी के अनुसार, युवक कथित तौर पर नशे की हालत में एसी कोच में चढ़ने का प्रयास कर रहा था। इसी दौरान उसका संतुलन बिगड़ गया और वह रेलवे ट्रैक पर जा गिरा। हादसे में उसका एक पैर बुरी तरह क्षतिग्रस्त हो गया।

घायल युवक की पहचान 28 वर्षीय मुकेश धुर्वे, पिता भादा धुर्वे, निवासी सावड़ी जावरा, तहसील मुलताई के रूप में हुई है।

हादसे के बाद स्टेशन पर अफरा-तफरी मच गई। घटना के कारण गंगा कावेरी एक्सप्रेस करीब 20 से 25 मिनट तक बैतूल स्टेशन पर रुकी रही। रेलवे कर्मचारियों और स्थानीय लोगों की मदद से युवक को ट्रैक से बाहर निकालकर तत्काल जिला अस्पताल पहुंचाया गया, जहां उसकी गंभीर स्थिति को देखते हुए आईसीयू में भर्ती कर उपचार किया जा रहा है।

⚠️ अपील: चलती ट्रेन में चढ़ने या उतरने की कोशिश कभी न करें। थोड़ी सी लापरवाही जानलेवा साबित हो सकती है।

P24 NEWS EXPRESS – सच्ची खबर, सबसे पहले।


🚨 P24 NEWS EXPRESS | ब्रेकिंग न्यूज़ 🚨
चलती ट्रेन में चढ़ने की कोशिश पड़ी भारी, बैतूल स्टेशन पर युवक गंभीर घायल
मध्य प्रदेश के बैतूल रेलवे स्टेशन पर मंगलवार दोपहर एक दर्दनाक हादसा हो गया। दोपहर करीब 3:13 बजे गंगा कावेरी एक्सप्रेस में चढ़ने की कोशिश कर रहा एक युवक चलती ट्रेन से नीचे गिर गया।
प्रारंभिक जानकारी के अनुसार, युवक कथित तौर पर नशे की हालत में एसी कोच में चढ़ने का प्रयास कर रहा था। इसी दौरान उसका संतुलन बिगड़ गया और वह रेलवे ट्रैक पर जा गिरा। हादसे में उसका एक पैर बुरी तरह क्षतिग्रस्त हो गया।
घायल युवक की पहचान 28 वर्षीय मुकेश धुर्वे, पिता भादा धुर्वे, निवासी सावड़ी जावरा, तहसील मुलताई के रूप में हुई है।
हादसे के बाद स्टेशन पर अफरा-तफरी मच गई। घटना के कारण गंगा कावेरी एक्सप्रेस करीब 20 से 25 मिनट तक बैतूल स्टेशन पर रुकी रही। रेलवे कर्मचारियों और स्थानीय लोगों की मदद से युवक को ट्रैक से बाहर निकालकर तत्काल जिला अस्पताल पहुंचाया गया, जहां उसकी गंभीर स्थिति को देखते हुए आईसीयू में भर्ती कर उपचार किया जा रहा है।
⚠️ अपील: चलती ट्रेन में चढ़ने या उतरने की कोशिश कभी न करें। थोड़ी सी लापरवाही जानलेवा साबित हो सकती है।
P24 NEWS EXPRESS – सच्ची खबर, सबसे पहले।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ।।ବେଲପାହାଡ଼ ମିରର ଥିଏଟର ମଞ୍ଚରେ ଜନନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ 104ତମ ଜନ୍ମ ଜୟନ୍ତୀ ପାଳିତ।। ଝାରସୁଗୁଡ଼ା ଜିଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ମଞ୍ଚରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ଜନନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଦେବା ସହ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ପ୍ରବିତ୍ର ମାଟିର ଶ୍ରୀ ପଣ୍ଡା ଜନ୍ମଲାଭ କରି ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ଜୀବିତ ଅବସ୍ଥାରେ ଲୋକଙ୍କ ସେବା କରି ଚିରଦିନ ପାଇଁ ସେ ଅମର ହୋଇ ରହିଯାଇଛନ୍ତି। ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ, ବାଳବ୍ରହ୍ମଚାରି, ତ୍ୟାଗୀ, ଦରଦୀ ବନ୍ଧୁ, ଜନନାୟକ ଭାବେ ଅଞ୍ଚଳରେ ଶହର୍ସ ଲୋକଙ୍କ ପ୍ରିୟର ପାତ୍ର ହୋଇଥିଲେ। ତାଙ୍କ ଜୀବନ କାଳରେ ହୀରାକୁଦ ନଦୀବନ୍ଧ ଯୋଜନା, ଏମସିଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ, ଭୂମୀ ହୀନ, ଛାତ୍ର, ଶିକ୍ଷକ, ଶ୍ରମିକ, ଶିଳ୍ପ ଓ ଖଣି ପ୍ରଭାବିତ ପ୍ରଜାଙ୍କ ହକ୍ ହାସଲ ପାଇଁ ସର୍ବଦା ଲଢ଼େଇ ଜାରି ରଖିଥିଲେ। ତାଙ୍କ ନୀତି, ଆଦର୍ଶ, ଦେଶପ୍ରେମ, ସମାଜସେବାକୁ ପାଥେକ କରି ବର୍ତ୍ତମାନ ଲୋକଙ୍କ ହିତରେ କାର୍ଯ୍ୟ କଲେ ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ମିରର ଥିଏଟର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର କାଉନସିଲର କହ୍ନେଇ ଚରଣ ସେଠ, ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବର୍ଷିୟାନ୍ ନାଗରିକ ସଂଗଠନର ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, କିଶୋର ବେହେରା, ପ୍ରଫୁଲ୍ଲ ପ୍ରଧାନ,ଦେବୀପ୍ରସାଦ ମିଶ୍ର, ଡ଼ା. ଦିଲୀପ ନାଏକ, ବୁଦ୍ଧିଜୀବୀ ଶରତ ସାହୁ, ଜେନାମଣି ସେଠ, ରାଜେଶ ଭୋଇ, ରଶ୍ମି ରଞ୍ଜନ ମହାନ୍ତି, ଲାଲୁ କିଶାନ, ମିରର ଥିଏଟରର ସରୋଜ ମିର୍ଦ୍ଧା, ସୌଭାଗ୍ୟ ସାହୁ, ସଂଯୁକ୍ତା ସାବତ, ମମତା ମାଇତୀ, ଲବ ପ୍ରଧାନ, ବିନୟ ପ୍ରଧାନ, ଭାବେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
    1
    ।।ବେଲପାହାଡ଼ ମିରର ଥିଏଟର ମଞ୍ଚରେ ଜନନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ 104ତମ ଜନ୍ମ ଜୟନ୍ତୀ ପାଳିତ।।
ଝାରସୁଗୁଡ଼ା ଜିଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ମଞ୍ଚରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ଜନନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଦେବା ସହ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ପ୍ରବିତ୍ର ମାଟିର ଶ୍ରୀ ପଣ୍ଡା ଜନ୍ମଲାଭ କରି ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ଜୀବିତ ଅବସ୍ଥାରେ ଲୋକଙ୍କ ସେବା କରି ଚିରଦିନ ପାଇଁ ସେ ଅମର ହୋଇ ରହିଯାଇଛନ୍ତି। ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ, ବାଳବ୍ରହ୍ମଚାରି, ତ୍ୟାଗୀ, ଦରଦୀ ବନ୍ଧୁ, ଜନନାୟକ ଭାବେ ଅଞ୍ଚଳରେ ଶହର୍ସ ଲୋକଙ୍କ ପ୍ରିୟର ପାତ୍ର ହୋଇଥିଲେ। ତାଙ୍କ ଜୀବନ କାଳରେ ହୀରାକୁଦ ନଦୀବନ୍ଧ ଯୋଜନା, ଏମସିଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ, ଭୂମୀ ହୀନ, ଛାତ୍ର, ଶିକ୍ଷକ, ଶ୍ରମିକ, ଶିଳ୍ପ ଓ ଖଣି ପ୍ରଭାବିତ ପ୍ରଜାଙ୍କ ହକ୍ ହାସଲ ପାଇଁ ସର୍ବଦା ଲଢ଼େଇ ଜାରି ରଖିଥିଲେ। ତାଙ୍କ ନୀତି, ଆଦର୍ଶ, ଦେଶପ୍ରେମ, ସମାଜସେବାକୁ ପାଥେକ କରି ବର୍ତ୍ତମାନ ଲୋକଙ୍କ ହିତରେ କାର୍ଯ୍ୟ କଲେ ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ମିରର ଥିଏଟର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର କାଉନସିଲର କହ୍ନେଇ ଚରଣ ସେଠ, ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବର୍ଷିୟାନ୍ ନାଗରିକ ସଂଗଠନର ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, କିଶୋର ବେହେରା, ପ୍ରଫୁଲ୍ଲ ପ୍ରଧାନ,ଦେବୀପ୍ରସାଦ ମିଶ୍ର, ଡ଼ା. ଦିଲୀପ ନାଏକ, ବୁଦ୍ଧିଜୀବୀ ଶରତ ସାହୁ, ଜେନାମଣି ସେଠ, ରାଜେଶ ଭୋଇ, ରଶ୍ମି ରଞ୍ଜନ ମହାନ୍ତି, ଲାଲୁ କିଶାନ, ମିରର ଥିଏଟରର ସରୋଜ ମିର୍ଦ୍ଧା, ସୌଭାଗ୍ୟ ସାହୁ, ସଂଯୁକ୍ତା ସାବତ, ମମତା ମାଇତୀ, ଲବ ପ୍ରଧାନ, ବିନୟ ପ୍ରଧାନ, ଭାବେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    35 min ago
  • ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଫାଟକ ନିକଟରେ ତା’ ୧୭.୦୬.୨୬ ତାରିଖରେ ନୂତନ ସାଇ ହେଲ୍-ଥ କେୟାର ଘରୋଇ ହସ୍ପିଟାଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବେଲପାହାଡ଼ର ବର୍ଷିୟାନ୍ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉଦଘାଟନୀ ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯାହାର ଲାଭ ଅନେକ ଲୋକ ନେଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆ ପ୍ରମୁଖ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଭାବେ ଚିକିତ୍ସା ସେବା ଯୋଗାଇବେ। ରୋଗୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଏଥିସହ ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ଦ୍ୱାରା ରକ୍ତ ପରୀକ୍ଷା, ମଳ, ମୂତ୍ର, ଧାତୁ ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ହେବ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି କହିଛନ୍ତି ଯେ, ଆଗାମୀ ଦିନରେ ବିଭିନ୍ନ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ ଏବଂ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ। ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।
    4
    ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଫାଟକ ନିକଟରେ ତା’ ୧୭.୦୬.୨୬ ତାରିଖରେ ନୂତନ ସାଇ ହେଲ୍-ଥ କେୟାର ଘରୋଇ ହସ୍ପିଟାଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବେଲପାହାଡ଼ର ବର୍ଷିୟାନ୍ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଉଦଘାଟନୀ ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯାହାର ଲାଭ ଅନେକ ଲୋକ ନେଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆ ପ୍ରମୁଖ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଭାବେ ଚିକିତ୍ସା ସେବା ଯୋଗାଇବେ। ରୋଗୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

ଏଥିସହ ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ଦ୍ୱାରା ରକ୍ତ ପରୀକ୍ଷା, ମଳ, ମୂତ୍ର, ଧାତୁ ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ହେବ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି କହିଛନ୍ତି ଯେ, ଆଗାମୀ ଦିନରେ ବିଭିନ୍ନ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ ଏବଂ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ। ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    21 hrs ago
  • ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ତୁମକେଲାଠାରେ ଭାସ୍କର ପ୍ଲାଣ୍ଟ ପାଇଁ ହେବାକୁ ଥିବା ଜନ ଶୁଣାଣୀକୁ ସ୍ଥଗିତ ରଖାଯାଇଛି। ଏହି ଜନ ଶୁଣାଣୀ ବିରୋଧ ସତ୍ତ୍ୱେ ମଧ୍ୟ ସ୍ଥଗିତ ହୋଇଛି।
    1
    ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ତୁମକେଲାଠାରେ ଭାସ୍କର ପ୍ଲାଣ୍ଟ ପାଇଁ ହେବାକୁ ଥିବା ଜନ ଶୁଣାଣୀକୁ ସ୍ଥଗିତ ରଖାଯାଇଛି। ଏହି ଜନ ଶୁଣାଣୀ ବିରୋଧ ସତ୍ତ୍ୱେ ମଧ୍ୟ ସ୍ଥଗିତ ହୋଇଛି।
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    23 hrs ago
  • ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗାଠାରେ ଥିବା ସ୍ୱସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ଏହାର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
    1
    ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗାଠାରେ ଥିବା ସ୍ୱସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ଏହାର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.