logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଷମ କଟକ ବ୍ଲକ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉର୍ଲ୍ଲକା ବିଷମ କଟକ ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା। ଆଜି ୨୯ ଅଗଷ୍ଟ ୨୦୨୬ରେ ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା ବିଷମ କଟକ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଏମ୍‌ପିଏଲ୍‌ଏଡିଏସ୍‌ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ସାଂସଦଙ୍କ ସହ ରାୟଗଡ଼ା ବିଧାୟକ କାଡ୍ରାକା ଆପଲ୍ଲା ସ୍ୱାମୀ, ବିଷମ କଟକ ବ୍ଲକ୍‌ର ସାଂସଦ ପ୍ରତିନିଧି ଅଶୋକ ଆଚାର୍ଯ୍ୟ, ବିଷମ କଟକ ବିଡିଓ ଶିବ ପ୍ରସାଦ ପଟ୍ଟନାୟକଙ୍କ ସମେତ ଏଇ, ଜେଇ ଏବଂ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଟିମ୍‌ ପକ୍ଷରୁ ଚିଲ୍ଡ୍ରେନ୍ ପାର୍କ , ନିଳିଆ ବନ୍ଧ ଫେଭର୍ ବ୍ଲକ୍‌ ରାସ୍ତା ନିର୍ମାଣ କାମ, ଚାଞ୍ଚଡ଼ାଗୁଡ଼ା, ଡାକୁଲଗୁଡ଼ା ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରାଯାଇଥିଲା। ସେଠାରେ ଏମ୍‌ପିଏଲ୍‌ଏଡିଏସ୍‌ ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ଅଞ୍ଚଳବାସୀଙ୍କ ଆବଶ୍ୟକତା ଏବଂ ଜନସାଧାରଣଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସଠିକ୍ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଷମ କଟକ ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ଏହି ଅନୁଧ୍ୟାନ ଦ୍ୱାରା ଏମ୍‌ପିଏଲ୍‌ଏଡିଏସ୍‌ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିବା ବେଳେ, ଆଗାମୀ ଦିନରେ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।

1 hr ago
user_Narattam Kumar padhy
Narattam Kumar padhy
ବିଷମାକଟକ, ରାୟଗଡା, ଓଡ଼ିଶା•
1 hr ago

ବିଷମ କଟକ ବ୍ଲକ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉର୍ଲ୍ଲକା ବିଷମ କଟକ ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା। ଆଜି ୨୯ ଅଗଷ୍ଟ ୨୦୨୬ରେ ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା ବିଷମ କଟକ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ଏହି

ଗସ୍ତ ସମୟରେ ଏମ୍‌ପିଏଲ୍‌ଏଡିଏସ୍‌ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ସାଂସଦଙ୍କ ସହ ରାୟଗଡ଼ା ବିଧାୟକ କାଡ୍ରାକା ଆପଲ୍ଲା ସ୍ୱାମୀ, ବିଷମ କଟକ ବ୍ଲକ୍‌ର ସାଂସଦ ପ୍ରତିନିଧି ଅଶୋକ ଆଚାର୍ଯ୍ୟ, ବିଷମ କଟକ ବିଡିଓ ଶିବ ପ୍ରସାଦ ପଟ୍ଟନାୟକଙ୍କ ସମେତ ଏଇ, ଜେଇ ଏବଂ ବିଭିନ୍ନ

ବିଭାଗର ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଟିମ୍‌ ପକ୍ଷରୁ ଚିଲ୍ଡ୍ରେନ୍ ପାର୍କ , ନିଳିଆ ବନ୍ଧ ଫେଭର୍ ବ୍ଲକ୍‌ ରାସ୍ତା ନିର୍ମାଣ କାମ, ଚାଞ୍ଚଡ଼ାଗୁଡ଼ା, ଡାକୁଲଗୁଡ଼ା ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରାଯାଇଥିଲା। ସେଠାରେ ଏମ୍‌ପିଏଲ୍‌ଏଡିଏସ୍‌ ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ଅଞ୍ଚଳବାସୀଙ୍କ ଆବଶ୍ୟକତା ଏବଂ ଜନସାଧାରଣଙ୍କ ସୁବିଧାକୁ

ଗୁରୁତ୍ୱ ଦେଇ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସଠିକ୍ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଷମ କଟକ ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ଏହି ଅନୁଧ୍ୟାନ ଦ୍ୱାରା ଏମ୍‌ପିଏଲ୍‌ଏଡିଏସ୍‌ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିବା ବେଳେ, ଆଗାମୀ ଦିନରେ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।

More news from ଓଡ଼ିଶା and nearby areas
  • ବିଷମ କଟକ ବ୍ଲକ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉର୍ଲ୍ଲକା ବିଷମ କଟକ ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା। ଆଜି ୨୯ ଅଗଷ୍ଟ ୨୦୨୬ରେ ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା ବିଷମ କଟକ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଏମ୍‌ପିଏଲ୍‌ଏଡିଏସ୍‌ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ସାଂସଦଙ୍କ ସହ ରାୟଗଡ଼ା ବିଧାୟକ କାଡ୍ରାକା ଆପଲ୍ଲା ସ୍ୱାମୀ, ବିଷମ କଟକ ବ୍ଲକ୍‌ର ସାଂସଦ ପ୍ରତିନିଧି ଅଶୋକ ଆଚାର୍ଯ୍ୟ, ବିଷମ କଟକ ବିଡିଓ ଶିବ ପ୍ରସାଦ ପଟ୍ଟନାୟକଙ୍କ ସମେତ ଏଇ, ଜେଇ ଏବଂ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଟିମ୍‌ ପକ୍ଷରୁ ଚିଲ୍ଡ୍ରେନ୍ ପାର୍କ , ନିଳିଆ ବନ୍ଧ ଫେଭର୍ ବ୍ଲକ୍‌ ରାସ୍ତା ନିର୍ମାଣ କାମ, ଚାଞ୍ଚଡ଼ାଗୁଡ଼ା, ଡାକୁଲଗୁଡ଼ା ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରାଯାଇଥିଲା। ସେଠାରେ ଏମ୍‌ପିଏଲ୍‌ଏଡିଏସ୍‌ ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ଅଞ୍ଚଳବାସୀଙ୍କ ଆବଶ୍ୟକତା ଏବଂ ଜନସାଧାରଣଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସଠିକ୍ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଷମ କଟକ ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ଏହି ଅନୁଧ୍ୟାନ ଦ୍ୱାରା ଏମ୍‌ପିଏଲ୍‌ଏଡିଏସ୍‌ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିବା ବେଳେ, ଆଗାମୀ ଦିନରେ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।
    4
    ବିଷମ କଟକ ବ୍ଲକ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉର୍ଲ୍ଲକା 
ବିଷମ କଟକ ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା।
ଆଜି ୨୯ ଅଗଷ୍ଟ ୨୦୨୬ରେ ସାଂସଦ ସପ୍ତଗିରି ଶଙ୍କର ଉର୍ଲ୍ଲାକା ବିଷମ କଟକ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ।
ଏହି ଗସ୍ତ ସମୟରେ ଏମ୍‌ପିଏଲ୍‌ଏଡିଏସ୍‌ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି, ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ।
ସାଂସଦଙ୍କ ସହ ରାୟଗଡ଼ା ବିଧାୟକ କାଡ୍ରାକା ଆପଲ୍ଲା ସ୍ୱାମୀ, ବିଷମ କଟକ ବ୍ଲକ୍‌ର ସାଂସଦ ପ୍ରତିନିଧି ଅଶୋକ ଆଚାର୍ଯ୍ୟ, ବିଷମ କଟକ ବିଡିଓ ଶିବ ପ୍ରସାଦ ପଟ୍ଟନାୟକଙ୍କ ସମେତ ଏଇ, ଜେଇ ଏବଂ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଟିମ୍‌ ପକ୍ଷରୁ ଚିଲ୍ଡ୍ରେନ୍ ପାର୍କ , ନିଳିଆ ବନ୍ଧ ଫେଭର୍ ବ୍ଲକ୍‌ ରାସ୍ତା ନିର୍ମାଣ କାମ, ଚାଞ୍ଚଡ଼ାଗୁଡ଼ା, ଡାକୁଲଗୁଡ଼ା ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରାଯାଇଥିଲା।
ସେଠାରେ ଏମ୍‌ପିଏଲ୍‌ଏଡିଏସ୍‌ ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା।
ଅଞ୍ଚଳବାସୀଙ୍କ ଆବଶ୍ୟକତା ଏବଂ ଜନସାଧାରଣଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସଠିକ୍ ଭାବେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଷମ କଟକ ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ଏହି ଅନୁଧ୍ୟାନ ଦ୍ୱାରା ଏମ୍‌ପିଏଲ୍‌ଏଡିଏସ୍‌ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିବା ବେଳେ, ଆଗାମୀ ଦିନରେ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    1 hr ago
  • କୋଶଲ ଉଚ୍ଚ ବିଦ୍ୟାଳୟ ସୋନପୁରରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ। ସୋନପୁର କୋଶଲ ଉଚ୍ଚ ବିଦ୍ୟାଳୟରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ। #My_Self_Voice #Please_Like_Comment_And_Subscribe. 🙏
    1
    କୋଶଲ ଉଚ୍ଚ ବିଦ୍ୟାଳୟ ସୋନପୁରରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ। 
ସୋନପୁର କୋଶଲ ଉଚ୍ଚ ବିଦ୍ୟାଳୟରେ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ। 
#My_Self_Voice #Please_Like_Comment_And_Subscribe. 🙏
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    3 hrs ago
  • GEN-ZRISING ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ ଆମ ଗଶକିଏ ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା ଗଣଶିଯାମନ୍ତୀ GEN-ZRISING ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ ଆମ ଗଶକିଏ ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା ଗଣଶିଯାମନ୍ତୀ
    1
    GEN-ZRISING
ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ  ଆମ ଗଶକିଏ 
ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା 
ଗଣଶିଯାମନ୍ତୀ 
GEN-ZRISING
ଅମ ଗାଁ ପାଇଁ ଆମ ଦେଶ ପାଇଁ ଲଡିଭୁ  ଆମ ଗଶକିଏ 
ବିଭଗର ପାଠ୍ୟ କ୍ରମ ପାଇଁ ଓଡିଶା 
ଗଣଶିଯାମନ୍ତୀ
    user_Semajagrnga
    Semajagrnga
    Actor ପଦ୍ମପୁର, ରାୟଗଡା, ଓଡ଼ିଶା•
    9 hrs ago
  • ଥୁଆମୂଳ ରାମପୁର ଅଞ୍ଚଳର ସିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ର ସଦସ୍ୟ ତଥା ସକ୍ରିୟ ଆନ୍ଦୋଳନକାରୀ ହିରାମଲ୍ ନାଏକ ଙ୍କୁ ପୋଲିସ ଉଠାଇ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।
    1
    ଥୁଆମୂଳ ରାମପୁର ଅଞ୍ଚଳର ସିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ର ସଦସ୍ୟ ତଥା ସକ୍ରିୟ ଆନ୍ଦୋଳନକାରୀ ହିରାମଲ୍ ନାଏକ ଙ୍କୁ ପୋଲିସ ଉଠାଇ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।
    user_ବାଲେଶ୍ୱର ନାଏକ
    ବାଲେଶ୍ୱର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • ତିଜିମାଳି ଖଣି ଖନନକୁ ବିରୋଧ ଆନ୍ଦୋଳନକାରୀ ହିରାମଳ ନାଏକଙ୍କୁ ପୋଲିସ ଉଠାଇନେବା ଅଭିଯୋଗ ଶ୍ରାବଣୀ ପର୍ବର ଯଜ୍ଞସ୍ଥଳରୁ ନେଇଗଲା କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ; ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଥୁଆମୂଳ ରାମପୁର:୨୮!୮ (ପିଏନ୍ ଏସ )କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ତିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ଚାଲିଥିବା ବିରୋଧ ଓ ଆନ୍ଦୋଳନ ମଧ୍ୟରେ ଏବେ ଜଣେ ଆନ୍ଦୋଳନକାରୀଙ୍କୁ ପୋଲିସ ନେଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ହିରାମଳ ନାଏକଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଡାକକୋଟା ଗାଁରେ ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ପର୍ବ ଅବସରରେ ଏକ ଧାର୍ମିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ତ୍ସବରେ ଯୋଗଦେବା ପାଇଁ ହିରାମଳ ନାଏକ ଡାକକୋଟା ଗାଁକୁ ଆସିଥିଲେ। ଯଜ୍ଞସ୍ଥଳରେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ ତାଙ୍କୁ ସେଠାରୁ ନେଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି। ହିରାମଳ ନାଏକ ତିଜିମାଳି ପାହାଡ଼ରେ ଖଣି ଖନନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସାମିଲ ରହିଆସିଛନ୍ତି। ତିଜିମାଳି ପାହାଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜମି, ଜଙ୍ଗଲ, ପାହାଡ଼ ଓ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ମତ ଓ ଦାବି ରହିଥିବା ବେଳେ ଖଣି ଖନନ ପ୍ରସଙ୍ଗକୁ ନେଇ ସମୟ ସମୟରେ ବିରୋଧର ସ୍ୱର ମଧ୍ୟ ଶୁଣିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଓ ଆଲୋଚନା ଦେଖାଦେଇଛି। ତେବେ ହିରାମଳ ନାଏକଙ୍କୁ କେଉଁ ନିର୍ଦ୍ଦିଷ୍ଟ କାରଣରୁ ପୋଲିସ ନେଇଛି, ତାଙ୍କ ବିରୋଧରେ କୌଣସି ଅଭିଯୋଗ କିମ୍ବା ମାମଲା ରହିଛି କି ନାହିଁ, ତାଙ୍କୁ ପଚରାଉଚରା ପାଇଁ ନିଆଯାଇଛି ନା ଅନ୍ୟ କୌଣସି କାରଣ ରହିଛି—ସେନେଇ ଏଯାଏଁ ସ୍ପଷ୍ଟତା ମିଳିନାହିଁ। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ। ଫଳରେ ହିରାମଳ ନାଏକଙ୍କୁ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ପୋଲିସ ନେଇଛି, ତାହା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଓ ଚର୍ଚ୍ଚା ଜାରି ରହିଛି। ଅନ୍ୟପକ୍ଷରେ, ତିଜିମାଳି ଖଣି ଖନନକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କେଉଁ ଦିଗକୁ ଯିବ ଏବଂ ହିରାମଳ ନାଏକଙ୍କୁ ପୋଲିସ ନେଇଯିବା ଘଟଣାରେ ପ୍ରଶାସନ ଓ ପୋଲିସ ପକ୍ଷରୁ କି ପ୍ରକାର ସ୍ପଷ୍ଟୀକରଣ ଦିଆଯିବ, ତାହା ଉପରେ ଏବେ ନଜର ରହିଛି। ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବା ପରେ ହିଁ ଏହି ଘଟଣାର ପ୍ରକୃତ ପୃଷ୍ଠଭୂମି ସାମ୍ନାକୁ ଆସିପାରିବ। କଳାହାଣ୍ଡି ଜିଲ୍ଲା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    1
    ତିଜିମାଳି ଖଣି ଖନନକୁ ବିରୋଧ
ଆନ୍ଦୋଳନକାରୀ ହିରାମଳ ନାଏକଙ୍କୁ ପୋଲିସ ଉଠାଇନେବା ଅଭିଯୋଗ
ଶ୍ରାବଣୀ ପର୍ବର ଯଜ୍ଞସ୍ଥଳରୁ  ନେଇଗଲା କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ; ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା



ଥୁଆମୂଳ ରାମପୁର:୨୮!୮ (ପିଏନ୍ ଏସ )କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ତିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ଚାଲିଥିବା ବିରୋଧ ଓ ଆନ୍ଦୋଳନ ମଧ୍ୟରେ ଏବେ ଜଣେ ଆନ୍ଦୋଳନକାରୀଙ୍କୁ ପୋଲିସ ନେଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ହିରାମଳ ନାଏକଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଡାକକୋଟା ଗାଁରେ ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ପର୍ବ ଅବସରରେ ଏକ ଧାର୍ମିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ତ୍ସବରେ ଯୋଗଦେବା ପାଇଁ ହିରାମଳ ନାଏକ ଡାକକୋଟା ଗାଁକୁ ଆସିଥିଲେ। ଯଜ୍ଞସ୍ଥଳରେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କର୍ଲାପାଟ ଓ ଥୁଆମୂଳ ରାମପୁର ପୋଲିସ ତାଙ୍କୁ ସେଠାରୁ ନେଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି।
ହିରାମଳ ନାଏକ ତିଜିମାଳି ପାହାଡ଼ରେ ଖଣି ଖନନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସାମିଲ ରହିଆସିଛନ୍ତି। ତିଜିମାଳି ପାହାଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜମି, ଜଙ୍ଗଲ, ପାହାଡ଼ ଓ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ମତ ଓ ଦାବି ରହିଥିବା ବେଳେ ଖଣି ଖନନ ପ୍ରସଙ୍ଗକୁ ନେଇ ସମୟ ସମୟରେ ବିରୋଧର ସ୍ୱର ମଧ୍ୟ ଶୁଣିବାକୁ ମିଳିଛି।
ଏଭଳି ପରିସ୍ଥିତିରେ ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଓ ଆଲୋଚନା ଦେଖାଦେଇଛି।
ତେବେ ହିରାମଳ ନାଏକଙ୍କୁ କେଉଁ ନିର୍ଦ୍ଦିଷ୍ଟ କାରଣରୁ ପୋଲିସ ନେଇଛି, ତାଙ୍କ ବିରୋଧରେ କୌଣସି ଅଭିଯୋଗ କିମ୍ବା ମାମଲା ରହିଛି କି ନାହିଁ, ତାଙ୍କୁ ପଚରାଉଚରା ପାଇଁ ନିଆଯାଇଛି ନା ଅନ୍ୟ କୌଣସି କାରଣ ରହିଛି—ସେନେଇ ଏଯାଏଁ ସ୍ପଷ୍ଟତା ମିଳିନାହିଁ।
ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ। ଫଳରେ ହିରାମଳ ନାଏକଙ୍କୁ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ପୋଲିସ ନେଇଛି, ତାହା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଓ ଚର୍ଚ୍ଚା ଜାରି ରହିଛି।
ଅନ୍ୟପକ୍ଷରେ, ତିଜିମାଳି ଖଣି ଖନନକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କେଉଁ ଦିଗକୁ ଯିବ ଏବଂ ହିରାମଳ ନାଏକଙ୍କୁ ପୋଲିସ ନେଇଯିବା ଘଟଣାରେ ପ୍ରଶାସନ ଓ ପୋଲିସ ପକ୍ଷରୁ କି ପ୍ରକାର ସ୍ପଷ୍ଟୀକରଣ ଦିଆଯିବ, ତାହା ଉପରେ ଏବେ ନଜର ରହିଛି। ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବା ପରେ ହିଁ ଏହି ଘଟଣାର ପ୍ରକୃତ ପୃଷ୍ଠଭୂମି ସାମ୍ନାକୁ ଆସିପାରିବ।

କଳାହାଣ୍ଡି ଜିଲ୍ଲା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ
    user_ମାନସ କୁମାର ନାଏକ
    ମାନସ କୁମାର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
  • ଖାରଡା ଚାଷୀଙ୍କ ଗୁହାରି ଶୁଣିଲେ ବିଧାୟକ ନେରେଡି ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଆଶଙ୍କା, ଗାଁରେ ଗୁଞ୍ଜିଲା ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା ନିଜ ଜମି, ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତିତ ଖାରଡା ଗ୍ରାମର ଚାଷୀମାନେ ଆଜି ନିଜର ଦୁଃଖ ଓ ଆଶଙ୍କା ବିଧାୟକଙ୍କ ସମ୍ମୁଖରେ ରଖିଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଗସ୍ତ କରି ଚାଷୀ ଓ ଗ୍ରାମବାସୀଙ୍କ ସହ ସମସ୍ୟା ନେଇ ଆଲୋଚନା କରିଥିଲେ। ବିଧାୟକ ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଚାଷୀ ଏକାଠି ହୋଇ ନିଜ ନିଜ ସମସ୍ୟା ଜଣାଇଥିଲେ। ବିଶେଷକରି ନେରେଡି ପ୍ରକଳ୍ପକୁ ନେଇ ଚାଷୀମାନଙ୍କ ମନରେ ଥିବା ଭୟ ଓ ଆଶଙ୍କା ସମ୍ପର୍କରେ ସେମାନେ ବିଧାୟକଙ୍କୁ ଅବଗତ କରାଇଥିଲେ। ଚାଷୀମାନଙ୍କ କହିବା ଅନୁଯାୟୀ, ନେରେଡି ପ୍ରକଳ୍ପ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ କରାଗଲେ ପ୍ରକଳ୍ପର ଉପର ଅଞ୍ଚଳର ଅନେକ ଗ୍ରାମ ଜଳମଗ୍ନ ହେବାର ଆଶଙ୍କା ରହିଛି। ଅନ୍ୟପଟେ ତଳ ଅଞ୍ଚଳର ଚାଷୀମାନେ ଆବଶ୍ୟକ ପାଣିରୁ ବଞ୍ଚିତ ହେବାର ଭୟ ପ୍ରକାଶ କରିଛନ୍ତି। “ଆମ ଜମି ବୁଡ଼ିଯିବ, ଆମ ଘର ଉଜାଡ଼ିଯିବ, ଆମ ପିଲାଙ୍କ ଭବିଷ୍ୟତ କଣ ହେବ?”—ଏଭଳି ପ୍ରଶ୍ନ ନେଇ ଚାଷୀମାନେ ନିଜ ମନର କଷ୍ଟ ବିଧାୟକଙ୍କ ଆଗରେ ପ୍ରକାଶ କରିଥିଲେ। ବର୍ଷ ବର୍ଷ ଧରି ଯେଉଁ ମାଟିକୁ ଆଶ୍ରା କରି ପରିବାର ଚଳାଉଛନ୍ତି, ସେହି ଜମି ଓ ଜୀବିକା ହରାଇବାର ଆଶଙ୍କା ଚାଷୀଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଇଥିଲା। ନେରେଡି ପ୍ରକଳ୍ପକୁ ନେଇ ନିଜ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀମାନେ ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା ଦେଇ ପ୍ରତିବାଦ ଜଣାଇଥିଲେ। ଗ୍ରାମର ପରିବେଶ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା। ତଥାପି ଚାଷୀମାନେ ନିଜର ଜମି, ପାଣି ଓ ଜୀବନ-ଜୀବିକାର ସୁରକ୍ଷା ପାଇଁ ନିଜ ଦାବି ଦୃଢ଼ ଭାବେ ଉପସ୍ଥାପନ କରିଥିଲେ। ବିଧାୟକ ରୂପେଶ ପାଣିଗ୍ରାହୀ ଚାଷୀମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ସହ ସେମାନଙ୍କ ଆଶଙ୍କା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଚାଷୀଙ୍କ ଜୀବନ ଓ ଜୀବିକା ସହ ଜଡ଼ିତ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗ୍ରାମବାସୀଙ୍କ ମତାମତକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଲୋଚନା ସମୟରେ ଗୁରୁତ୍ୱ ପାଇଥିଲା। ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ରଙ୍କ ସମେତ ଶତାଧିକ ଚାଷୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଖାରଡା ଗ୍ରାମର ଏହି ଦୃଶ୍ୟ କେବଳ ଏକ ପ୍ରତିବାଦର ଚିତ୍ର ନୁହେଁ, ବରଂ ନିଜ ମାଟି ଓ ଜୀବିକାକୁ ବଞ୍ଚାଇ ରଖିବା ପାଇଁ ଚାଷୀଙ୍କ ଚିନ୍ତା ଓ ସଂଘର୍ଷର ପ୍ରତିଛବି। ନେରେଡି ପ୍ରକଳ୍ପକୁ ନେଇ ଆଗକୁ କି ପଦକ୍ଷେପ ନିଆଯିବ ଏବଂ ଚାଷୀଙ୍କ ଆଶଙ୍କା କିପରି ଦୂର ହେବ, ତାହାକୁ ନେଇ ଏବେ ସମଗ୍ର ଅଞ୍ଚଳର ନଜର ରହିଛି। ଗଜପତି ଜିଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ଖାରଡା ଚାଷୀଙ୍କ ଗୁହାରି ଶୁଣିଲେ ବିଧାୟକ
ନେରେଡି ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଆଶଙ୍କା, ଗାଁରେ ଗୁଞ୍ଜିଲା ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା
ନିଜ ଜମି, ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତିତ ଖାରଡା ଗ୍ରାମର ଚାଷୀମାନେ ଆଜି ନିଜର ଦୁଃଖ ଓ ଆଶଙ୍କା ବିଧାୟକଙ୍କ ସମ୍ମୁଖରେ ରଖିଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଗସ୍ତ କରି ଚାଷୀ ଓ ଗ୍ରାମବାସୀଙ୍କ ସହ ସମସ୍ୟା ନେଇ ଆଲୋଚନା କରିଥିଲେ। ବିଧାୟକ ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଚାଷୀ ଏକାଠି ହୋଇ ନିଜ ନିଜ ସମସ୍ୟା ଜଣାଇଥିଲେ। ବିଶେଷକରି ନେରେଡି ପ୍ରକଳ୍ପକୁ ନେଇ ଚାଷୀମାନଙ୍କ ମନରେ ଥିବା ଭୟ ଓ ଆଶଙ୍କା ସମ୍ପର୍କରେ ସେମାନେ ବିଧାୟକଙ୍କୁ ଅବଗତ କରାଇଥିଲେ। ଚାଷୀମାନଙ୍କ କହିବା ଅନୁଯାୟୀ, ନେରେଡି ପ୍ରକଳ୍ପ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ କରାଗଲେ ପ୍ରକଳ୍ପର ଉପର ଅଞ୍ଚଳର ଅନେକ ଗ୍ରାମ ଜଳମଗ୍ନ ହେବାର ଆଶଙ୍କା ରହିଛି। ଅନ୍ୟପଟେ ତଳ ଅଞ୍ଚଳର ଚାଷୀମାନେ ଆବଶ୍ୟକ ପାଣିରୁ ବଞ୍ଚିତ ହେବାର ଭୟ ପ୍ରକାଶ କରିଛନ୍ତି। “ଆମ ଜମି ବୁଡ଼ିଯିବ, ଆମ ଘର ଉଜାଡ଼ିଯିବ, ଆମ ପିଲାଙ୍କ ଭବିଷ୍ୟତ କଣ ହେବ?”—ଏଭଳି ପ୍ରଶ୍ନ ନେଇ ଚାଷୀମାନେ ନିଜ ମନର କଷ୍ଟ ବିଧାୟକଙ୍କ ଆଗରେ ପ୍ରକାଶ କରିଥିଲେ। ବର୍ଷ ବର୍ଷ ଧରି ଯେଉଁ ମାଟିକୁ ଆଶ୍ରା କରି ପରିବାର ଚଳାଉଛନ୍ତି, ସେହି ଜମି ଓ ଜୀବିକା ହରାଇବାର ଆଶଙ୍କା ଚାଷୀଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଇଥିଲା। ନେରେଡି ପ୍ରକଳ୍ପକୁ ନେଇ ନିଜ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀମାନେ ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା ଦେଇ ପ୍ରତିବାଦ ଜଣାଇଥିଲେ। ଗ୍ରାମର ପରିବେଶ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା। ତଥାପି ଚାଷୀମାନେ ନିଜର ଜମି, ପାଣି ଓ ଜୀବନ-ଜୀବିକାର ସୁରକ୍ଷା ପାଇଁ ନିଜ ଦାବି ଦୃଢ଼ ଭାବେ ଉପସ୍ଥାପନ କରିଥିଲେ।
ବିଧାୟକ ରୂପେଶ ପାଣିଗ୍ରାହୀ ଚାଷୀମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ସହ ସେମାନଙ୍କ ଆଶଙ୍କା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଚାଷୀଙ୍କ ଜୀବନ ଓ ଜୀବିକା ସହ ଜଡ଼ିତ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗ୍ରାମବାସୀଙ୍କ ମତାମତକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଲୋଚନା ସମୟରେ ଗୁରୁତ୍ୱ ପାଇଥିଲା। ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ରଙ୍କ ସମେତ ଶତାଧିକ ଚାଷୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଖାରଡା ଗ୍ରାମର ଏହି ଦୃଶ୍ୟ କେବଳ ଏକ ପ୍ରତିବାଦର ଚିତ୍ର ନୁହେଁ, ବରଂ ନିଜ ମାଟି ଓ ଜୀବିକାକୁ ବଞ୍ଚାଇ ରଖିବା ପାଇଁ ଚାଷୀଙ୍କ ଚିନ୍ତା ଓ ସଂଘର୍ଷର ପ୍ରତିଛବି। ନେରେଡି ପ୍ରକଳ୍ପକୁ ନେଇ ଆଗକୁ କି ପଦକ୍ଷେପ ନିଆଯିବ ଏବଂ ଚାଷୀଙ୍କ ଆଶଙ୍କା କିପରି ଦୂର ହେବ, ତାହାକୁ ନେଇ ଏବେ ସମଗ୍ର ଅଞ୍ଚଳର ନଜର ରହିଛି।
ଗଜପତି ଜିଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    4 hrs ago
  • ଗଜପତି ଜିଲ୍ଲା rto କାର୍ଯ୍ୟାଳୟ ରେ ଅଗ୍ନି କାଣ୍ଡ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରୁଛନ୍ତି
    1
    ଗଜପତି ଜିଲ୍ଲା rto କାର୍ଯ୍ୟାଳୟ ରେ ଅଗ୍ନି କାଣ୍ଡ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରୁଛନ୍ତି
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    10 hrs ago
  • ନିଟ୍ ସଫଳତା: ଆଦିବାସୀ ଛାତ୍ରଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି ​ତା-୨୯-୮-୨୬ ​ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ​ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି ​ତା-୨୯-୮-୨୬ ​ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ​ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ତା-୨୯-୮-୨୬ ବିଷମକଟକ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ।
    4
    ନିଟ୍ ସଫଳତା: ଆଦିବାସୀ ଛାତ୍ରଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି 


​ତା-୨୯-୮-୨୬
​ବିଷମକଟକ
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର  ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି।  
​ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ  ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି।
ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ  ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି  । ଶୁଭେଚ୍ଛା ଜଣାଇଲେ ବିଡିଓ : ପ୍ରଶାସନିକ ସହାୟତାର ପ୍ରତିଶ୍ରୁତି 
​ତା-୨୯-୮-୨୬
​ବିଷମକଟକ
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର  ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି।  
​ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ  ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି।
ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ  ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି  ।
ତା-୨୯-୮-୨୬
ବିଷମକଟକ
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଗୋଏଲକଣା ଗ୍ରାମର ନିତ୍ୟାନନ୍ଦ ହୁଇକା ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବିଷମକଟକ ନିର୍ବାଚନ ମଣ୍ଡଳୀର  ଆଦିବାସୀ ଛାତ୍ର ଭାବେ ନୀଟ୍‌ କ୍ଲିୟର କରି ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ସିଟ୍ ପାଇଛନ୍ତି।  
ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ,ପି ଇ ଓ ମଲୟ ନାଏକ, ସରପଞ୍ଚ  ଜୟକାଡ୍ରାକା,। ନିତ୍ୟାନନ୍ଦ ଙ୍କ ଘରକୁ ଯାଇ ସାକ୍ଷାତ କରି ତାଙ୍କୁ ଉତ୍ସାହିତ କରିବା ସହ ଉପହାର ସ୍ବରୂପ ଏକ କଲମ ଓ ଡାଏରୀ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ବିଡିଓ ତାଙ୍କର ଏହି କଠିନ ପରିଶ୍ରମ ଓ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ପାଠପଢ଼ା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି।
ଆଦିବାସୀ ଅଞ୍ଚଳରୁ ବାହାରି ନିତ୍ୟାନନ୍ଦ ଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ନିତ୍ୟାନନ୍ଦ ଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ  ଓ ତାଙ୍କ ପରିବାରବର୍ଗ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି  ।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.