Shuru
Apke Nagar Ki App…
ପୁଣି ଆଉ ଏକ ଲଘୁଚାପ, ଲଘୁଚାପ ଓଡ଼ିଶାରେ ବାରମ୍ବାର ଆସିବା ଦ୍ୱାରା ।।। ଓଡ଼ିଶା କେତେ ମାତ୍ରାରେ ପ୍ରଭାବିତ ହେବ । ତାହା ଦେଖିବାକୁ ବାକି ରହିଲା । 23 ତାରିଖ ପର୍ଯ୍ୟନ୍ତ ଚାଲିବ ଲଘୁଚାପ ।।।
କ୍ରିଶାନ୍ତ ଦିବାକା
ପୁଣି ଆଉ ଏକ ଲଘୁଚାପ, ଲଘୁଚାପ ଓଡ଼ିଶାରେ ବାରମ୍ବାର ଆସିବା ଦ୍ୱାରା ।।। ଓଡ଼ିଶା କେତେ ମାତ୍ରାରେ ପ୍ରଭାବିତ ହେବ । ତାହା ଦେଖିବାକୁ ବାକି ରହିଲା । 23 ତାରିଖ ପର୍ଯ୍ୟନ୍ତ ଚାଲିବ ଲଘୁଚାପ ।।।
More news from ଓଡ଼ିଶା and nearby areas
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1
- ଭଞ୍ଜନଗର RMC ହଲ ନିକଟ ମୁଖ୍ୟ ରାସ୍ତା ପାର ହେଉଛି ଏକ ବୋଡା ସାପ !1
- ଦେଖନ୍ତୁ 🙏🙏🙏1
- Five baby orangutans rescued from a suspected wildlife trafficking network in Odisha have sparked a fresh debate over their future. Reports suggest Indonesia may be making efforts to bring the young orangutans back to their native country. Currently undergoing treatment at Nandankanan Zoological Park, questions remain over whether the five orangutans will stay in Odisha or eventually return to Indonesia. ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ କୁନି ଓରାଙ୍ଗଓଟାନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା। ନିଜ ଦେଶ ଇଣ୍ଡୋନେସିଆକୁ ଫେରିବେ କି ଏହି ବଣ ମଣିଷ? ଫେରାଇ ନେବାକୁ ଇଣ୍ଡୋନେସିଆ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ମିଳୁଛି। ତେବେ ନନ୍ଦନକାନନରେ ଚିକିତ୍ସାଧୀନ ଥିବା ଏହି ୫ ଓରାଙ୍ଗଙ୍କ ଭବିଷ୍ୟତ କଣ? ଏନେଇ ଉଠିଛି ଅନେକ ପ୍ରଶ୍ନ।1
- ମୋହୁଡ଼ା ଭୈରବୀ ଉଚ୍ଚ ବିଦ୍ୟାଳୟରେ କୁକୁଡାଖଣ୍ଡି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମୋହୁଡ଼ା ଭୈରବୀ ଉଚ୍ଚ ବିଦ୍ୟାଳୟରେ କୁକୁଡାଖଣ୍ଡି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l1
- ମୁଠାଗୁଡା ଛକ ରୁ ଦୁଇ ବସ୍ତା ଗଞ୍ଜେଇ ସହ ସ୍କୁଟି ଜବତ ଜଣେ ଗିରଫ ଅଡବା ପୋଲିସ ଖବର ପାଇ ଗୁଲୁବା ଅଂଚଳ ରେ ବୁଧୁବାର ସନ୍ଧ୍ୟା ରେ ପେଟ୍ରଲିଙ୍ଗି କରୁଥିବା ବେଳେ ମୁଠାଗୁଡା ଗ୍ରାମ ର ନରସିଂହ ମାଳି କୁ ଅଟକାଇ ସ୍କୁଟି ରେ ଥିବା ଦୁଇ ବସ୍ତା ଯାଞ୍ଚ କରିବାରୁ ସେଥିରୁ 40କିଲ ଗଞ୍ଜେଇ ଜବତ କରିଛି ପୋଲିସ ଜଣେ ଗିରଫ1
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1
- ଦେଖନ୍ତୁ କଳାହାଣ୍ଡି ଜିଲ୍ଲା ରାୟଗଡା ର ରାସ୍ତା1
- ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ଗଣେଶ ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ଅଘଟଣ ନଦୀରେ ବୁଡ଼ି ୨ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଛାତ୍ର ଉଦ୍ଧାର । ହିଞ୍ଜିଳିକାଟୁ, ୧୬/୯: ଗଣେଶ ମୂର୍ତ୍ତି ବିସର୍ଜନର ଉତ୍ସବ ମଧ୍ୟରେ ହିଞ୍ଜିଳିକାଟୁ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ। ସ୍ଥାନୀୟ ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡ଼ି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଉଭୟଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ବଇଁଞ୍ଚବଣିଆ ଅଞ୍ଚଳର ହାଇଟେକ୍ ନାମକ ଏକ ଘରୋଇ ଟିଉସନରେ ପଢ଼ୁଥିବା କିଛି ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୂଳକୁ ଯାଇଥିଲେ। ବିସର୍ଜନ ସମୟରେ ଦୁଇ ଛାତ୍ରଙ୍କ ପାଦ ଖସିଯିବାରୁ ସେମାନେ ନଦୀର ଗଭୀର ଅଞ୍ଚଳରେ ବୁଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଛାତ୍ର ମଧ୍ୟ ପାଣିରେ ବୁଡ଼ିଯାଉଥିବା ଖବର ମିଳିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଗ୍ନିଶମ କର୍ମଚାରୀମାନେ ବୁଡ଼ିଯାଇଥିବା ଛାତ୍ରମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଡାକ୍ତର ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରଦ୍ୱୟ ହେଲେ ପ୍ରୀତମ ସୀମେଲି ଓ ଆଦର୍ଶ ସାହୁ। ଉଭୟଙ୍କ ବୟସ ପ୍ରାୟ ୧୪ ବର୍ଷ। ସେମାନେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ପ୍ରୀତମ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ସେ ହିଞ୍ଜିଳିକାଟୁରେ ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ଅନ୍ୟ ମୃତ ଛାତ୍ର ଆଦର୍ଶ ସାହୁ ହିଞ୍ଜିଳିକାଟୁ ବଇଁଞ୍ଚବଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ନଦୀକୂଳରେ ଲୋକଙ୍କ ଭିଡ଼ ଜମିଥିଲା। ଦୁଇ ନାବାଳକ ଛାତ୍ରଙ୍କ ଅକାଳ ମୃତ୍ୟୁକୁ ନେଇ ହିଞ୍ଜିଳିକାଟୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷରେ, ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ହିଞ୍ଜିଳି ଥାନାରେ କେସ ନଂ-୨୧/୨୬ ଓ ୨୨/୨୬ ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଃଖଦ ଘଟଣା ପରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ନଦୀ ଓ ଅନ୍ୟ ଜଳାଶୟ ନିକଟରେ ସୁରକ୍ଷା ବ୍ୟବସ୍ଥା ଏବଂ ସତର୍କତାମୂଳକ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।2