logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଷ୍ଟ୍ରଗୀତ “ବନ୍ଦେ ମାତରମ"ର ୧୫୦ ବର୍ଷ ପୂର୍ତ୍ତି ଏବଂ ଜାତୀୟ ଯୁବ ଦିବସ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ “ବନ୍ଦେ ମାତରମ"ର ସାମୂହିକ ଗାନ।

2 hrs ago
user_Odisha News Express
Odisha News Express
Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
2 hrs ago

ରାଷ୍ଟ୍ରଗୀତ “ବନ୍ଦେ ମାତରମ"ର ୧୫୦ ବର୍ଷ ପୂର୍ତ୍ତି ଏବଂ ଜାତୀୟ ଯୁବ ଦିବସ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ “ବନ୍ଦେ ମାତରମ"ର ସାମୂହିକ ଗାନ।

More news from ଓଡ଼ିଶା and nearby areas
  • ରାଷ୍ଟ୍ରଗୀତ “ବନ୍ଦେ ମାତରମ"ର ୧୫୦ ବର୍ଷ ପୂର୍ତ୍ତି ଏବଂ ଜାତୀୟ ଯୁବ ଦିବସ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ “ବନ୍ଦେ ମାତରମ"ର ସାମୂହିକ ଗାନ।
    1
    ରାଷ୍ଟ୍ରଗୀତ “ବନ୍ଦେ ମାତରମ"ର ୧୫୦ ବର୍ଷ ପୂର୍ତ୍ତି ଏବଂ ଜାତୀୟ ଯୁବ ଦିବସ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ “ବନ୍ଦେ ମାତରମ"ର ସାମୂହିକ ଗାନ।
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • ମୟୂରଭଞ୍ଜ : ମକର ପର୍ବ ପାଇଁ ଚଳଚଞ୍ଚଳ ମୋରଡା ବ୍ଲକ ଫୁଲଝରୀ ଗ୍ରାମବାସୀ , ଭିଡିଓ - ମନୋଜ ବାବୁ
    1
    ମୟୂରଭଞ୍ଜ : ମକର ପର୍ବ ପାଇଁ ଚଳଚଞ୍ଚଳ ମୋରଡା ବ୍ଲକ ଫୁଲଝରୀ ଗ୍ରାମବାସୀ , ଭିଡିଓ - ମନୋଜ ବାବୁ
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ଓଡ଼ିଶା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ରେ ସାମୁହିକ ବନ୍ଦେ ମାତରଂ ଗାୟନ ।
    1
    ଓଡ଼ିଶା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ରେ ସାମୁହିକ ବନ୍ଦେ ମାତରଂ ଗାୟନ ।
    user_Kaizan mohanta
    Kaizan mohanta
    Journalist ନାଇକାନିଡିହି, ଭଦ୍ରକ, ଓଡ଼ିଶା•
    19 hrs ago
  • ଉଦଳା ବନ ବିଭାଗକୁ ମିଳିଛି ବଡ଼ ସଫଳତା: ବେଆଇନ ମାଙ୍କଡ଼ା ବୋଝେଇ ପିକଅପ୍ ଜବତ, ୪ ଜଣ ଗିରଫ ଉଦଳା: ଉଦଳା ବନ ବିଭାଗ ପକ୍ଷରୁ ଚାଲିଥିବା ନିୟମିତ ରାତ୍ରି ପେଟ୍ରୋଲିଂ ସମୟରେ ଏକ ବଡ଼ ସଫଳତା ମିଳିଛି। ମୟୁରଭଞ୍ଜ ଜିଲ୍ଲା ଉଦଳା ବନ ଖଣ୍ଡ ଅଧୀନ ଖୁଣ୍ଟା ସେକ୍ସନ ଅନ୍ତର୍ଗତ କେନ୍ଦୁଆମୁଣ୍ଡି–ସୁରକୁଣା ଗ୍ରାମ ନିକଟରେ ବେଆଇନ ଭାବେ ମାଙ୍କଡ଼ା ବୋଝେଇ ହୋଇ ନେଉଥିବା ଏକ ପିକଅପ୍ ଗାଡ଼ିକୁ ବନ କର୍ମଚାରୀମାନେ ଜବତ କରିଛନ୍ତି। ଜବତ ହୋଇଥିବା ପିକଅପ୍ ଗାଡ଼ିର ନମ୍ବର OD11AE9331 ବୋଲି ଜଣାପଡ଼ିଛି। ଗାଡିଟି ବନବିଭାଗ ଗାଡିକୁ ଦେଖି ଖସି ପଳାଉଥିବା ବେଳେ ବନବିଭାଗ ହାତରେ ଧରା ପଡିଛି , ତେବେ ଏହି ଚଢ଼ାଉ ସମୟରେ ବନ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି l ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚାରାଉଚାରା କରାଯାଉଥିବା ସହ ବେଆଇନ ମାଙ୍କଡା ପଥର ଚୋରାଚାଲା ସମ୍ପର୍କରେ ତଦନ୍ତ ଜାରି ରହିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବନ ବିଭାଗର କାର୍ଯ୍ୟକୁ ଲୋକେ ସାଧୁବାଦ ଜଣାଇଛନ୍ତି। ତେବେ ଏହା ପୂର୍ବରୁ ଏହି ଚୋରା ଚାଲାଣ କାରି ବନବିଭାଗ ଆଗରୁ ପଥର ବୋଝେଇ ଗାଡିକୁ ବଳ ପୂର୍ବକ ନେଇ ପଳାଇ ଥିବା ବେଳେ, ବନ ବିଭାଗ ସୁଯୋଗ କୁ ଅପେକ୍ଷା କରି ଛପି ବସି ଶେଷରେ ପଥର ବୋଝେଇ ସମେତ ଚାରି ଜଣକୁ ଗିରଫ କରି ଥିବା ବେଳେ , ଜବଦ ହୋଇଥିବା ଗାଡି ଏବଂ ପଥର ପାଇଁ ମୋଟା ଅଙ୍କର ଫାଇନ ହେଵାକୁ ନେଇ ରେଞ୍ଜର ସୁଶାନ୍ତ କୁମାର ଦେ ସୂଚନା ପ୍ରଦାନ କରି ଆଗକୁ ଏଭଳି ଚଢ଼ାଉ ଆହୁରି ବ୍ୟାପକ କରାଯିବା ନେଇ ସୂଚନା ପ୍ରଦାନ କରିଛନ୍ତି l
    2
    ଉଦଳା ବନ ବିଭାଗକୁ ମିଳିଛି ବଡ଼ ସଫଳତା: ବେଆଇନ ମାଙ୍କଡ଼ା ବୋଝେଇ ପିକଅପ୍ ଜବତ, ୪ ଜଣ ଗିରଫ
ଉଦଳା: ଉଦଳା ବନ ବିଭାଗ ପକ୍ଷରୁ ଚାଲିଥିବା ନିୟମିତ ରାତ୍ରି ପେଟ୍ରୋଲିଂ ସମୟରେ ଏକ ବଡ଼ ସଫଳତା ମିଳିଛି।  ମୟୁରଭଞ୍ଜ ଜିଲ୍ଲା ଉଦଳା ବନ ଖଣ୍ଡ ଅଧୀନ ଖୁଣ୍ଟା ସେକ୍ସନ ଅନ୍ତର୍ଗତ କେନ୍ଦୁଆମୁଣ୍ଡି–ସୁରକୁଣା  ଗ୍ରାମ  ନିକଟରେ ବେଆଇନ ଭାବେ ମାଙ୍କଡ଼ା ବୋଝେଇ ହୋଇ ନେଉଥିବା ଏକ ପିକଅପ୍ ଗାଡ଼ିକୁ ବନ କର୍ମଚାରୀମାନେ ଜବତ କରିଛନ୍ତି।
ଜବତ ହୋଇଥିବା ପିକଅପ୍ ଗାଡ଼ିର ନମ୍ବର OD11AE9331 ବୋଲି ଜଣାପଡ଼ିଛି। ଗାଡିଟି ବନବିଭାଗ ଗାଡିକୁ ଦେଖି ଖସି ପଳାଉଥିବା ବେଳେ  ବନବିଭାଗ ହାତରେ ଧରା ପଡିଛି , ତେବେ ଏହି ଚଢ଼ାଉ ସମୟରେ ବନ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ  ମଧ୍ୟ ଗିରଫ କରିଛି  l
ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚାରାଉଚାରା କରାଯାଉଥିବା ସହ ବେଆଇନ ମାଙ୍କଡା ପଥର ଚୋରାଚାଲା ସମ୍ପର୍କରେ ତଦନ୍ତ ଜାରି ରହିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବନ ବିଭାଗର କାର୍ଯ୍ୟକୁ ଲୋକେ ସାଧୁବାଦ ଜଣାଇଛନ୍ତି। ତେବେ ଏହା ପୂର୍ବରୁ ଏହି ଚୋରା ଚାଲାଣ କାରି ବନବିଭାଗ  ଆଗରୁ ପଥର ବୋଝେଇ ଗାଡିକୁ ବଳ ପୂର୍ବକ ନେଇ ପଳାଇ ଥିବା ବେଳେ, ବନ ବିଭାଗ ସୁଯୋଗ କୁ ଅପେକ୍ଷା କରି ଛପି ବସି ଶେଷରେ ପଥର ବୋଝେଇ ସମେତ ଚାରି ଜଣକୁ ଗିରଫ କରି ଥିବା ବେଳେ , ଜବଦ ହୋଇଥିବା ଗାଡି ଏବଂ ପଥର ପାଇଁ ମୋଟା ଅଙ୍କର ଫାଇନ ହେଵାକୁ ନେଇ ରେଞ୍ଜର ସୁଶାନ୍ତ କୁମାର ଦେ ସୂଚନା ପ୍ରଦାନ କରି ଆଗକୁ ଏଭଳି ଚଢ଼ାଉ ଆହୁରି ବ୍ୟାପକ କରାଯିବା ନେଇ ସୂଚନା ପ୍ରଦାନ କରିଛନ୍ତି  l
    user_Rajib Behera
    Rajib Behera
    Journalist Mayurbhanj, Odisha•
    17 hrs ago
  • କରଞ୍ଜିଆ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ମୃତ,୨ ଗୁରୁତର ଓ ଗୋଟିଏ ଗାଈ ମୃତ
    1
    କରଞ୍ଜିଆ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ମୃତ,୨ ଗୁରୁତର ଓ ଗୋଟିଏ ଗାଈ ମୃତ
    user_Partha Prasanna Mishra
    Partha Prasanna Mishra
    Journalist Karanjia, Mayurbhanj•
    18 hrs ago
  • ଦୁର୍ଘଟଣା ରେ ଯୁବକ ଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଯୁବକ ଙ୍କ ରାସ୍ତାରୋକ
    4
    ଦୁର୍ଘଟଣା ରେ ଯୁବକ ଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଯୁବକ ଙ୍କ ରାସ୍ତାରୋକ
    user_Jitendra raj
    Jitendra raj
    Reporter Karanjia, Mayurbhanj•
    19 hrs ago
  • କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ,ପ୍ରତିକ୍ରିୟା ରଖିଲେ କେନ୍ଦ୍ରାପଡା ଜିଲ୍ଲାପାଳ..।
    1
    କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ,ପ୍ରତିକ୍ରିୟା ରଖିଲେ କେନ୍ଦ୍ରାପଡା ଜିଲ୍ଲାପାଳ..।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    1 hr ago
  • Chief Minister BYTE ON NEW LOK SEVA BHAWAN
    1
    Chief Minister BYTE ON NEW LOK SEVA BHAWAN
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.