logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ଥରେ ଭାଇଗିରି ମୁଣ୍ଡ ଟେକିଛି। ଏଠାରେ ଜଣେ ଯୁବକଙ୍କୁ ଏକ ବନ୍ଦ କୋଠରିରେ ଦୀର୍ଘ ୫୦ ଘଣ୍ଟା କାଳ ଅଟକ ରଖି ନିର୍ଧୂମ ନିର୍ଯ୍ୟାତନା ଦିଆଯାଇଛି। ସମ୍ପୃକ୍ତ ଯୁବକଙ୍କୁ ପ୍ଲାଷ୍ଟିକ୍ ପାଇପରେ ଗୋରୁଙ୍କୁ ପିଟିଲା ଭଳି ପିଟାଯାଉଥିବାର ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ବର୍ବର ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସଦର ଥାନା ଆଙ୍କୁଶପୁର ନିକଟ କୃପାସିନ୍ଧୁପୁର ଶାସନର ପ୍ରଶାନ୍ତ ଦାସ। ଗଞ୍ଜାମ ଓ ବ୍ରହ୍ମପୁରରେ ଘଟିଥିବା ଏହି ଘଟଣା ପୁଣି ଥରେ ବର୍ବରତାର ସବୁ ସୀମା ପାର କରିଦେଇଛି।

1 hr ago
user_Pitabas dash
Pitabas dash
Asika, Ganjam•
1 hr ago

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ଥରେ ଭାଇଗିରି ମୁଣ୍ଡ ଟେକିଛି। ଏଠାରେ ଜଣେ ଯୁବକଙ୍କୁ ଏକ ବନ୍ଦ କୋଠରିରେ ଦୀର୍ଘ ୫୦ ଘଣ୍ଟା କାଳ ଅଟକ ରଖି ନିର୍ଧୂମ ନିର୍ଯ୍ୟାତନା ଦିଆଯାଇଛି। ସମ୍ପୃକ୍ତ ଯୁବକଙ୍କୁ ପ୍ଲାଷ୍ଟିକ୍ ପାଇପରେ ଗୋରୁଙ୍କୁ ପିଟିଲା ଭଳି ପିଟାଯାଉଥିବାର ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ବର୍ବର ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସଦର ଥାନା ଆଙ୍କୁଶପୁର ନିକଟ କୃପାସିନ୍ଧୁପୁର ଶାସନର ପ୍ରଶାନ୍ତ ଦାସ। ଗଞ୍ଜାମ ଓ ବ୍ରହ୍ମପୁରରେ ଘଟିଥିବା ଏହି ଘଟଣା ପୁଣି ଥରେ ବର୍ବରତାର ସବୁ ସୀମା ପାର କରିଦେଇଛି।

More news from ଓଡ଼ିଶା and nearby areas
  • ବିଜେପିରେ ସାମିଲ ହେବା ପୂର୍ବରୁ ଓଡ଼ିଶାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଣ କହୁଛନ୍ତି, ସେନେଇ ଏହି ରିପୋର୍ଟରେ ସୂଚନା ଦିଆଯାଇଛି। ଏହି ସମ୍ପର୍କରେ ପ୍ରଭାତ ରଞ୍ଜନ ବିଶ୍ୱାଳ କଣ କହୁଛନ୍ତି ତାହା ଶୁଣିବା ପାଇଁ କୁହାଯାଇଥିବା ବେଳେ ପ୍ରତିନିଧି ଗଣେଶ ପାଣିଗ୍ରାହୀ ଏହି ସମ୍ପୂର୍ଣ୍ଣ ବିଷୟରେ ଏକ ସ୍ପେଶାଲ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
    1
    ବିଜେପିରେ ସାମିଲ ହେବା ପୂର୍ବରୁ ଓଡ଼ିଶାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଣ କହୁଛନ୍ତି, ସେନେଇ ଏହି ରିପୋର୍ଟରେ ସୂଚନା ଦିଆଯାଇଛି। ଏହି ସମ୍ପର୍କରେ ପ୍ରଭାତ ରଞ୍ଜନ ବିଶ୍ୱାଳ କଣ କହୁଛନ୍ତି ତାହା ଶୁଣିବା ପାଇଁ କୁହାଯାଇଥିବା ବେଳେ ପ୍ରତିନିଧି ଗଣେଶ ପାଣିଗ୍ରାହୀ ଏହି ସମ୍ପୂର୍ଣ୍ଣ ବିଷୟରେ ଏକ ସ୍ପେଶାଲ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ କଙ୍କିଆ ଗ୍ରାମ ବିକାଶ ଉଚ୍ଚ ବିଦ୍ୟାଳୟର ୪୫ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
    1
    ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ କଙ୍କିଆ ଗ୍ରାମ ବିକାଶ ଉଚ୍ଚ ବିଦ୍ୟାଳୟର ୪୫ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    46 min ago
  • ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଛି। ସଭାପତି ଶକ୍ତି ଶଙ୍କର ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟ୍ରଷ୍ଟର ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ କହିଛନ୍ତି ଯେ, ଇସ୍କନ ପକ୍ଷରୁ କରାଯାଉଥିବା ଅଦିନିଆ ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ବିରୋଧୀ ଏବଂ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯଦି ଇସ୍କନ ଏହି ଅଦିନିଆ ରଥଯାତ୍ରାରୁ ବିରତ ନ ରହେ, ତେବେ ଆଗାମୀ ଦିନରେ ନିରାକାରପୁର ଜଗନ୍ନାଥ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଇସ୍କନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଷ୍ଠିତ ଆଲୋଚନାରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ମୀନକେତନ ବେହେରା, ପ୍ରମୋଦ କର, ଲଷ୍ମୀଧର ସାମନ୍ତରାୟ, ରବି ନାରାୟଣ ବେହେରା, କେଶବ ଚନ୍ଦ୍ର ରାଉତରାୟ, ସତ୍ୟବାଦୀ ବଳବନ୍ତରାୟ, ହର ମୋହନ ମଙ୍ଗରାଜ, ପ୍ରସନ୍ନ କୁମାର ନନ୍ଦ, ପ୍ରଫୁଲ ବାରିକ, ବଳରାମ ରାଉତରାୟ, ଦୀପକ ପ୍ରଧାନ, ହୃଷିକେଶ ରାଉତରାୟ, ରମାନାଥ ଦାସ, ପ୍ରସାଦ ଦାସ ଓ ବିଭୂତି ଭୂଷଣ ଦାଶଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
    2
    ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଛି। ସଭାପତି ଶକ୍ତି ଶଙ୍କର ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟ୍ରଷ୍ଟର ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ କହିଛନ୍ତି ଯେ, ଇସ୍କନ ପକ୍ଷରୁ କରାଯାଉଥିବା ଅଦିନିଆ ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ବିରୋଧୀ ଏବଂ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯଦି ଇସ୍କନ ଏହି ଅଦିନିଆ ରଥଯାତ୍ରାରୁ ବିରତ ନ ରହେ, ତେବେ ଆଗାମୀ ଦିନରେ ନିରାକାରପୁର ଜଗନ୍ନାଥ ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଇସ୍କନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଷ୍ଠିତ ଆଲୋଚନାରେ କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ମୀନକେତନ ବେହେରା, ପ୍ରମୋଦ କର, ଲଷ୍ମୀଧର ସାମନ୍ତରାୟ, ରବି ନାରାୟଣ ବେହେରା, କେଶବ ଚନ୍ଦ୍ର ରାଉତରାୟ, ସତ୍ୟବାଦୀ ବଳବନ୍ତରାୟ, ହର ମୋହନ ମଙ୍ଗରାଜ, ପ୍ରସନ୍ନ କୁମାର ନନ୍ଦ, ପ୍ରଫୁଲ ବାରିକ, ବଳରାମ ରାଉତରାୟ, ଦୀପକ ପ୍ରଧାନ, ହୃଷିକେଶ ରାଉତରାୟ, ରମାନାଥ ଦାସ, ପ୍ରସାଦ ଦାସ ଓ ବିଭୂତି ଭୂଷଣ ଦାଶଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସ ଏବଂ ରାମଗିରି ବନାଞ୍ଚଳ ବନ ବିଭାଗର ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍.କାମେଶ୍ୱର ରାଓ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅତି କମ୍‌ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏଥିରେ ଜୁନିଅର ରେଡକ୍ରସ (JRC) ପରାମର୍ଶଦାତା ମୁକ୍ତିକାନ୍ତ ମଲ୍ଲିକ୍ ବୃକ୍ଷରୋପଣ ସହ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରି ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ଓ ପରିବେଶ ସୁରକ୍ଷାରେ ସକ୍ରିୟ ଭାବେ ସାମିଲ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ବନ ବିଭାଗର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଶେଷରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର ସହ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ।
    1
    ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସ ଏବଂ ରାମଗିରି ବନାଞ୍ଚଳ ବନ ବିଭାଗର ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍.କାମେଶ୍ୱର ରାଓ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅତି କମ୍‌ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏଥିରେ ଜୁନିଅର ରେଡକ୍ରସ (JRC) ପରାମର୍ଶଦାତା ମୁକ୍ତିକାନ୍ତ ମଲ୍ଲିକ୍ ବୃକ୍ଷରୋପଣ ସହ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରି ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ଓ ପରିବେଶ ସୁରକ୍ଷାରେ ସକ୍ରିୟ ଭାବେ ସାମିଲ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ବନ ବିଭାଗର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଶେଷରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର ସହ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
  • ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ କୁକୁଡାଖଣ୍ଡି ବ୍ଲକ ଠିକାଦାର ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାଟି ସଂଘର ସଭାପତି କାଳୁଚରଣ ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା।
    1
    ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ କୁକୁଡାଖଣ୍ଡି ବ୍ଲକ ଠିକାଦାର ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାଟି ସଂଘର ସଭାପତି କାଳୁଚରଣ ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା।
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    1 hr ago
  • ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ଥରେ ଭାଇଗିରି ମୁଣ୍ଡ ଟେକିଛି। ଏଠାରେ ଜଣେ ଯୁବକଙ୍କୁ ଏକ ବନ୍ଦ କୋଠରିରେ ଦୀର୍ଘ ୫୦ ଘଣ୍ଟା କାଳ ଅଟକ ରଖି ନିର୍ଧୂମ ନିର୍ଯ୍ୟାତନା ଦିଆଯାଇଛି। ସମ୍ପୃକ୍ତ ଯୁବକଙ୍କୁ ପ୍ଲାଷ୍ଟିକ୍ ପାଇପରେ ଗୋରୁଙ୍କୁ ପିଟିଲା ଭଳି ପିଟାଯାଉଥିବାର ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ବର୍ବର ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସଦର ଥାନା ଆଙ୍କୁଶପୁର ନିକଟ କୃପାସିନ୍ଧୁପୁର ଶାସନର ପ୍ରଶାନ୍ତ ଦାସ। ଗଞ୍ଜାମ ଓ ବ୍ରହ୍ମପୁରରେ ଘଟିଥିବା ଏହି ଘଟଣା ପୁଣି ଥରେ ବର୍ବରତାର ସବୁ ସୀମା ପାର କରିଦେଇଛି।
    1
    ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ଥରେ ଭାଇଗିରି ମୁଣ୍ଡ ଟେକିଛି। ଏଠାରେ ଜଣେ ଯୁବକଙ୍କୁ ଏକ ବନ୍ଦ କୋଠରିରେ ଦୀର୍ଘ ୫୦ ଘଣ୍ଟା କାଳ ଅଟକ ରଖି ନିର୍ଧୂମ ନିର୍ଯ୍ୟାତନା ଦିଆଯାଇଛି। ସମ୍ପୃକ୍ତ ଯୁବକଙ୍କୁ ପ୍ଲାଷ୍ଟିକ୍ ପାଇପରେ ଗୋରୁଙ୍କୁ ପିଟିଲା ଭଳି ପିଟାଯାଉଥିବାର ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ଏହି ବର୍ବର ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସଦର ଥାନା ଆଙ୍କୁଶପୁର ନିକଟ କୃପାସିନ୍ଧୁପୁର ଶାସନର ପ୍ରଶାନ୍ତ ଦାସ। ଗଞ୍ଜାମ ଓ ବ୍ରହ୍ମପୁରରେ ଘଟିଥିବା ଏହି ଘଟଣା ପୁଣି ଥରେ ବର୍ବରତାର ସବୁ ସୀମା ପାର କରିଦେଇଛି।
    user_Pitabas dash
    Pitabas dash
    Asika, Ganjam•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.