Shuru
Apke Nagar Ki App…
patana ମଲ୍ଲିପୋଷି ରେ ବର୍ଷା ସହିତ କୁଆପଥର ପଡ଼ି ଘର ଗାଡି ......
Anantacharan Mohanta
patana ମଲ୍ଲିପୋଷି ରେ ବର୍ଷା ସହିତ କୁଆପଥର ପଡ଼ି ଘର ଗାଡି ......
More news from Mayurbhanj and nearby areas
- କରଞ୍ଜିଆ,୮/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ପୌରପରିଷଦ ପକ୍ଷରୁ ଆଜି କାର୍ଯ୍ୟାଳୟ ସଭାଗୃହ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କୁସ୍କୁଙ୍କ ପରିଚାଳନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ,ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ପପି ପୃଷ୍ଟି,ଉପାଧ୍ୟକ୍ଷ ସ୍ୱରୂପ କୁମାର୍ ପରିଜା ଯୋଗଦେଇ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। କରଞ୍ଜିଆ ସହରର ୧୫ ଗୋଟି ୱାର୍ଡ ରୁ ୬୨ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ହିତାଧିକାରୀ ମାନଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ଦିଗରେ ସ୍ଥାନୀୟ ୱାର୍ଡ କାଉନସିଲର ବୃନ୍ଦ ସହଯୋଗ କରିବାକୁ ବିଧାୟକ ଶ୍ରୀ ହାଇବୁରୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।1
- Post by Rajib Behera1
- Najane Kaisa Aisah Hai#Viral Hindi Video Song#Kedar#Short#Reels1
- ଓଡ଼ିଶାର ଦଣ୍ଡନାଚ ପରମ୍ପରାକୁ ବଜାୟ ରଖିବା ପାଇଁ ସିନେମା ନିର୍ମାଣ | ଗାଁ ର କାହଣୀ ପରଦାରେ ହେବ ପ୍ରଦର୍ଶିତ | ବଡ଼ ବଜେଟ୍ ବଡ଼ କଳାକାରଙ୍କ ସିନେମା | ଭୁବନେଶ୍ବର, ଓଡ଼ିଶା #bhubabeswar #odisha1
- Post by Ranjan hota1
- Post by Mayurbhanj Live1
- #ସୀମା_ଜଗିବେ_ସାପ_କୁମ୍ଭୀର ଭାରତ-ବାଂଲାଦେଶ ସୀମା ଜଗିବେ କୁମ୍ଭୀର, ସାପ । ଅନୁପ୍ରବେଶ ରୋକିବାକୁ ଏହି ସରୀସୃପ ଜାତୀୟ ଜନ୍ତୁମାନଙ୍କୁ ମୁତୟନ କରିବା ଲାଗି ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଦୁଇ ଦେଶ ମଧ୍ୟରେ ଦୀର୍ଘତମ ସୀମା ରହିଥିବା ବେଳେ ଦୁର୍ଗମ ନଦୀ ଓ ନାଳ ଯାଇଥିବାରୁ କିଛି ସ୍ଥାନରେ ପ୍ରାଚୀର ନିର୍ମାଣ ହୋଇପାରିନାହିଁ । ସେହି ସ୍ଥାନରେ ଅନୁପ୍ରବେଶ ରୋକିବା ଲାଗି କେନ୍ଦ୍ର ସରକାର କୁମ୍ଭୀର, ସାପକୁ ଛାଡିବା ଲାଗି ଯୋଜନା କରୁଛନ୍ତି #IndiaSecurity_BorderControl #IndiaBangladesh_BorderManagement #WildlifeSecurity_Initiative #CrocodileSnake_BorderUse #BorderSecurityInnovation #IllegalEntryPrevention #ReptileDeterrent_Border #SeemaSuraksha_India #BorderMeasures_India #OdishaTV1
- Post by Ranjan hota1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 07.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031