logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹1_ଲକ୍ଷ_ ଇଣ୍ଟ୍ରେଷ୍ଟ୍-ଫ୍ରୀ_ଲୋନ___Odisha_Govt_ ସ୍ୱୟଂ_ଯୋଜନା...

10 hrs ago
user_Uttam@9777334422
Uttam@9777334422
Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
10 hrs ago

ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹1_ଲକ୍ଷ_ ଇଣ୍ଟ୍ରେଷ୍ଟ୍-ଫ୍ରୀ_ଲୋନ___Odisha_Govt_ ସ୍ୱୟଂ_ଯୋଜନା...

More news from ଓଡ଼ିଶା and nearby areas
  • ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ...ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹20,000_Assistance_for_BPL_ପରିବାର___NFBS....
    1
    ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ...ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹20,000_Assistance_for_BPL_ପରିବାର___NFBS....
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    10 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • Post by Rajib Behera
    2
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    31 min ago
  • "Mausam ne li angdai, toofan ki baari aayi." Nature is showing its power today. ⚡ ""Itni tez hawa hai ki bina ticket ke flight wala feel aa raha hai! ✈️😂" "Lagta hai aaj Indradev gusse mein hain. ⛈️" "Uddne ki taiyari kar lo, aaj gym ki mehnat kaam aayegi! 🏃‍♂️💨"
    1
    "Mausam ne li angdai, toofan ki baari aayi."
Nature is showing its power today. ⚡
""Itni tez hawa hai ki bina ticket ke flight wala feel aa raha hai! ✈️😂"
"Lagta hai aaj Indradev gusse mein hain. ⛈️"
"Uddne ki taiyari kar lo, aaj gym ki mehnat kaam aayegi! 🏃‍♂️💨"
    user_Ashil_creates
    Ashil_creates
    ରାଉରକେଲା ପି.ଏସ୍., ସୁନ୍ଦରଗଡ଼, ଓଡ଼ିଶା•
    38 min ago
  • ହାତୀ ମୁଣ୍ଡା ଗ୍ରାମ ଏବଂ କଇଁଜୀରା ଗ୍ରାମକୁ ସଂଯୋଗ କରୁଥିବା ଏହି ମାଟି ରାସ୍ତା ଦୀର୍ଘ ଦଶନ୍ଧି ଧରି ଧରାଶାୟୀ ଅବସ୍ଥାରେ ପଡ଼ିରହିଛି ରହିଛି। ଦୁଇ ପଞ୍ଚାୟତର ବୁଦ୍ଧିଜୀବୀ ମାନେ ଏକାଧିକବାର ସରକାର ଏବଂ ସ୍ଥାନୀୟ ବିଧାୟକଙ୍କୁ ଜଣାଇବା ସତ୍ତ୍ଵେ ଏହାର କିଛି ସମାଧାନ ହୋଇପାରିନାହିଁ। ବର୍ଷାଦିନେ ଏହି ରାସ୍ତାରେ ଛୋଟବଡ ଗାଡି ଆଦ୍ବୋ ଯାଇପାରେ ନାହିଁ। ଡ଼ାକ୍ତରଖାନା,କାର୍ଯ୍ୟ ନିମନ୍ତେ କଳକାରଖାନା, ଅଫିସ୍ ଏବଂ ଅନ୍ୟାନ୍ୟ ସହର ବଜାର ଯାତାୟାତ ନିମନ୍ତେ ସର୍ବସାଧାରଣ ଲୋକମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସରକାର ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ଏବଂ ସର୍ବସାଧାରଣ ଲୋକମାନଙ୍କୁ ସୁବିଧା ପ୍ରଦାନ କରିବା ଆବଶ୍ୟକ।
    1
    ହାତୀ ମୁଣ୍ଡା ଗ୍ରାମ ଏବଂ କଇଁଜୀରା ଗ୍ରାମକୁ ସଂଯୋଗ କରୁଥିବା ଏହି ମାଟି ରାସ୍ତା ଦୀର୍ଘ ଦଶନ୍ଧି ଧରି ଧରାଶାୟୀ ଅବସ୍ଥାରେ ପଡ଼ିରହିଛି ରହିଛି। ଦୁଇ ପଞ୍ଚାୟତର ବୁଦ୍ଧିଜୀବୀ ମାନେ ଏକାଧିକବାର ସରକାର ଏବଂ ସ୍ଥାନୀୟ ବିଧାୟକଙ୍କୁ ଜଣାଇବା ସତ୍ତ୍ଵେ ଏହାର କିଛି ସମାଧାନ ହୋଇପାରିନାହିଁ। ବର୍ଷାଦିନେ ଏହି ରାସ୍ତାରେ ଛୋଟବଡ ଗାଡି ଆଦ୍ବୋ ଯାଇପାରେ ନାହିଁ। ଡ଼ାକ୍ତରଖାନା,କାର୍ଯ୍ୟ ନିମନ୍ତେ କଳକାରଖାନା, ଅଫିସ୍ 
ଏବଂ ଅନ୍ୟାନ୍ୟ ସହର ବଜାର ଯାତାୟାତ ନିମନ୍ତେ ସର୍ବସାଧାରଣ ଲୋକମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସରକାର ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ଏବଂ ସର୍ବସାଧାରଣ ଲୋକମାନଙ୍କୁ ସୁବିଧା ପ୍ରଦାନ କରିବା ଆବଶ୍ୟକ।
    user_ରାମଲାଲ ଯାମୁଦା
    ରାମଲାଲ ଯାମୁଦା
    କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    9 hrs ago
  • 10 ନଂ ରାଜ୍ୟ ରାଜ ପଥରେ ଜଗି ରହିଛି ଯମ ରାଜ ବ୍ରାହ୍ମଣି ତରଙ୍ଗ,- ରାଉରକେଲା ଠାରୁ ସମ୍ବଲପୁର କୁ ସଂଯୋଗ କରିଥିବା ବିଜୁ ଏକ୍ସ ପ୍ରେସ ୱେୟ ପ୍ରତି ଦିନ ବହୁ ଦୁର୍ଘଟଣା ହୋଇ ବହୁ ଜନ ସାଧାରଣ ରେ ମୃତ୍ୟୁ ହେଉ ଛନ୍ତି!ଏହି ରାସ୍ତା ର ରକ୍ଷଣା ବେକ୍ଷଣ ଏଲ ଆଣ୍ଡ ଟି କମ୍ପାନୀ ହାତରେ କିନ୍ତୁ କମ୍ପାନୀ ରୋଡ଼ ରେ କୌଣସି କ୍ଷତି ହେଲେ ମରାମତି କରୁ ଥିବା ବେଳେ ଫୁଟପାତ ପ୍ରତି ଟିକିଏ ନଜର ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି! ଫେବୃଆରୀ ମାସରେ ରାସ୍ତାମରାମତି ସମୟ ରେ ବଳି ଯାଇଥିବା ଗୁଡ଼ି ଓ ପିଚୁ କୁ ରାସ୍ତା କଡରେ ପକାଇ ଦେଇ ଥିବାରୁ 2,ଫୁଟ ଉଛରେ ଏକ କଳା ପଥ ର ପଡିଲା ପରି ଲାଗୁଚି!, ଦିନ ବେଳା ଦୃଶ୍ୟ ମାନ ହେଉ ଥିବାରୁ ଚାଳକ ମାନେ ଗାଡି ସାଇଡ କରି ଯିବା ଆସିବା କରୁ ଥିବା ବେଳେ ସନ୍ଧ୍ୟା ହେଲେ ବାଇକ ଚାଳକ ଓ ସାଇକେଲ ଆରୋହୀ ଦୁର୍ଘଟଣା ର ଶିକାର ହେଉଛନ୍ତି!ତେଣୁ ଏଲ ଆଣ୍ଡ ଟି କମ୍ପାନୀ କତୃପକ୍ଷ ଶୀଘ୍ର ସମାଧାନ କରିବା ପାଇଁ ସ୍ଥାନୀୟ ଗ୍ରାମ ବାସୀ ଦାବୀ କରି ଛନ୍ତି!
    1
    10 ନଂ ରାଜ୍ୟ ରାଜ ପଥରେ ଜଗି ରହିଛି ଯମ ରାଜ 
ବ୍ରାହ୍ମଣି ତରଙ୍ଗ,- ରାଉରକେଲା ଠାରୁ ସମ୍ବଲପୁର କୁ ସଂଯୋଗ କରିଥିବା ବିଜୁ ଏକ୍ସ ପ୍ରେସ ୱେୟ ପ୍ରତି ଦିନ ବହୁ ଦୁର୍ଘଟଣା ହୋଇ ବହୁ ଜନ ସାଧାରଣ ରେ ମୃତ୍ୟୁ ହେଉ ଛନ୍ତି!ଏହି ରାସ୍ତା ର ରକ୍ଷଣା ବେକ୍ଷଣ ଏଲ ଆଣ୍ଡ ଟି କମ୍ପାନୀ ହାତରେ କିନ୍ତୁ କମ୍ପାନୀ ରୋଡ଼ ରେ କୌଣସି କ୍ଷତି ହେଲେ ମରାମତି କରୁ ଥିବା ବେଳେ ଫୁଟପାତ ପ୍ରତି ଟିକିଏ ନଜର ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି! ଫେବୃଆରୀ ମାସରେ ରାସ୍ତାମରାମତି ସମୟ ରେ ବଳି ଯାଇଥିବା ଗୁଡ଼ି ଓ ପିଚୁ କୁ ରାସ୍ତା କଡରେ ପକାଇ ଦେଇ ଥିବାରୁ 2,ଫୁଟ ଉଛରେ 
ଏକ କଳା ପଥ ର ପଡିଲା ପରି ଲାଗୁଚି!, ଦିନ ବେଳା ଦୃଶ୍ୟ ମାନ ହେଉ ଥିବାରୁ ଚାଳକ ମାନେ ଗାଡି ସାଇଡ କରି ଯିବା ଆସିବା କରୁ ଥିବା ବେଳେ ସନ୍ଧ୍ୟା ହେଲେ ବାଇକ ଚାଳକ ଓ ସାଇକେଲ ଆରୋହୀ ଦୁର୍ଘଟଣା ର ଶିକାର ହେଉଛନ୍ତି!ତେଣୁ ଏଲ ଆଣ୍ଡ ଟି କମ୍ପାନୀ କତୃପକ୍ଷ ଶୀଘ୍ର ସମାଧାନ କରିବା ପାଇଁ ସ୍ଥାନୀୟ ଗ୍ରାମ ବାସୀ ଦାବୀ କରି ଛନ୍ତି!
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    10 hrs ago
  • Aap Konsi movie Dekhti ho Hollywood Ya Bollywood Ka Comedy video by Kedar Naik
    1
    Aap Konsi movie Dekhti ho Hollywood Ya Bollywood Ka Comedy video by Kedar Naik
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹1_ଲକ୍ଷ_ ଇଣ୍ଟ୍ରେଷ୍ଟ୍-ଫ୍ରୀ_ଲୋନ___Odisha_Govt_ ସ୍ୱୟଂ_ଯୋଜନା...
    1
    ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹1_ଲକ୍ଷ_ ଇଣ୍ଟ୍ରେଷ୍ଟ୍-ଫ୍ରୀ_ଲୋନ___Odisha_Govt_ ସ୍ୱୟଂ_ଯୋଜନା...
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.