logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶୁଣିଲାନି ପ୍ରଶାସନ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗମନାଗମନ ଠାରୁ ଆରମ୍ଭ କରି ମୌଳିକ ସୁବିଧା ପହଞ୍ଚେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶୁଣିଲାନି ପ୍ରଶାସନ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗମନାଗମନ ଠାରୁ ଆରମ୍ଭ କରି ମୌଳିକ ସୁବିଧା ପହଞ୍ଚେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ଆଜିର ଆଧୁନିକ ଯୁଗରେ ଲୋକେ ଡିଜିଟାଲ ଦୁନିଆରେ ପାଦ ମଧ୍ୟ ଦେଇ ସାରିଲେଣି।କିନ୍ତୁ ସ୍ୱାଧୀନତା ର ଆଠ ଦସନ୍ଦି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ସାତ ସପନ ପାଲଟିଛି।ଏମିତିକି ରାସ୍ତା ଖଣ୍ଡେ ପାଇଁ ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବିଧାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡ଼ିଓ ଓ ଜିଲ୍ଲାପାଳ ଜନ ଶୁଣାଣୀ ରେ ଅଭିଯୋଗ କରିଥିଲେ।କିନ୍ତୁ ଗ୍ରାମବାସୀ ଙ୍କ ଦୁଃଖ କେହି ବୁଝୁ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ଏପରି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବାରା ଗ୍ରାମରେ।ସରକାରୀ କାଗଜପତ୍ର ରେ ବାରା ହେଉଛି ରାଜସ୍ୱ ଗ୍ରାମର ଚାଟିଗୁଡା ସାହି ୨୦ ଘର ଲୋକ ସଂଖ୍ୟା ୧୨୦,ଟେକଗୁଡା ସାହି ୩୭ ଘର ଲୋକ ସଂଖ୍ୟା ୨୫୦ ଓ ଗୁଣ୍ଡାଲଗୁଡା ସାହିରେ ୧୨ ଘର ଥିବା ବେଳେ ୭୦ ଜଣ ଲୋକ ବସବାସ କରୁଛନ୍ତି।ବାରା ଗ୍ରାମର ମଣ୍ଡପ ଠାରୁ ଗୁଣ୍ଡାଲଗୁଡା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବର୍ଷା ଦିନରେ ଶୋଚନୀୟ ହୋଇ ଯାଉଛି।ଯାହା ଫଳରେ ଦୁଇ ଚକିଆ ବାଇକ ଯିବା ବି ସମ୍ଭବ ହେଉନାହିଁ।ଏପରି ସ୍ଥିତିରେ ଚାରି ଚକିଆ ଯାନ ଯିବାର ପ୍ରଶ୍ନ ହିଁ ଉଠୁ ନାହିଁ।ସାହିରେ ଗୁରୁତର ରୋଗୀ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଭାରରେ ଦୀର୍ଘ ୪କିମି ମଝିରେ ଦୁଇଟି ନାଳ ପାର ହୋଇ ଖଟିଆରେ ବୋହି ବାରା ଗ୍ରାମରେ ଥିବା ମଣ୍ଡପ ନିକଟକୁ ଆଣିଲେ ଯାଇ ମିଳେ ଆମ୍ବୁଲାନ୍ସ ସେବା।ଏହି ବିଷୟରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ପଲ୍ଲୀସଭା,ଗ୍ରାମସଭା ଓ ଜିଲ୍ଲାପାଳ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଅନେକ ବାର ଲିଖିତ ଅଭିଯୋଗ ପରେ ବି ସେହି ରାସ୍ତା ଉପରେ ନଜର ପଡୁ ନାହିଁ।ପ୍ରଶାସନ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ନ ଶୁଣିବାରୁ ଆଜି ସାହିର ବାସିନ୍ଦା ମାନେ ଏକତ୍ରିତ ହୋଇ ରାସ୍ତାରେ ଧାନ ତଳି ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି।ଲୋକ ମାନଙ୍କର କହିବା କଥା ହେଲା ଯଦି ଆମ ଆଦିବାସୀ ମାନଙ୍କ ଗମନାଗମନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି।ସେଥିପାଇଁ ଆମେ ଏହିପରି ପ୍ରତିବାଦ କରିବା ଦ୍ୱାରା ଯଦି ପ୍ରଶାସନିକ ଅଧିକାରୀ ମାନଙ୍କ ନିଦ ଭାଙ୍ଗି ପାରେ ବୋଲି ଆଶା କରିଛନ୍ତି।ନଚେତ ଆଗାମୀ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆମର ତିନୋଟି ସାହିର ଭୋଟର ଭାଇ ଭଉଣୀ ମାନେ ଭୋଟ ବର୍ଜନ କରିବାକୁ ଗ୍ରାମର ୱାର୍ଡମେମ୍ବର ମାଧବ ଦୁରୁଆ, ବୁଦ୍ରା ଦୁରୁଆ,ବଣ୍ଡକୁ କଲାର, ରାୟଧର ଦୁରୁଆ,ଭଗତ ଦୁରୁଆ ଓ ବଟି ଦୁରୁଆ ମାନେ ଚେତାବନୀ ଦେଇଛନ୍ତି।. ମାଲକାନଗିରି ଜିଲ୍ଲା ରୁ ବାସୁଦେବ ଜେନା।

15 hrs ago
user_Daily Malkangiri
Daily Malkangiri
ମାଲକାନଗିରି, ମାଲକାନଗିରି, ଓଡ଼ିଶା•

More news from ଓଡ଼ିଶା and nearby areas
  • ଶୁଣିଲାନି ପ୍ରଶାସନ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗମନାଗମନ ଠାରୁ ଆରମ୍ଭ କରି ମୌଳିକ ସୁବିଧା ପହଞ୍ଚେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶୁଣିଲାନି ପ୍ରଶାସନ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗମନାଗମନ ଠାରୁ ଆରମ୍ଭ କରି ମୌଳିକ ସୁବିଧା ପହଞ୍ଚେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ଆଜିର ଆଧୁନିକ ଯୁଗରେ ଲୋକେ ଡିଜିଟାଲ ଦୁନିଆରେ ପାଦ ମଧ୍ୟ ଦେଇ ସାରିଲେଣି।କିନ୍ତୁ ସ୍ୱାଧୀନତା ର ଆଠ ଦସନ୍ଦି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ସାତ ସପନ ପାଲଟିଛି।ଏମିତିକି ରାସ୍ତା ଖଣ୍ଡେ ପାଇଁ ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବିଧାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡ଼ିଓ ଓ ଜିଲ୍ଲାପାଳ ଜନ ଶୁଣାଣୀ ରେ ଅଭିଯୋଗ କରିଥିଲେ।କିନ୍ତୁ ଗ୍ରାମବାସୀ ଙ୍କ ଦୁଃଖ କେହି ବୁଝୁ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ଏପରି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବାରା ଗ୍ରାମରେ।ସରକାରୀ କାଗଜପତ୍ର ରେ ବାରା ହେଉଛି ରାଜସ୍ୱ ଗ୍ରାମର ଚାଟିଗୁଡା ସାହି ୨୦ ଘର ଲୋକ ସଂଖ୍ୟା ୧୨୦,ଟେକଗୁଡା ସାହି ୩୭ ଘର ଲୋକ ସଂଖ୍ୟା ୨୫୦ ଓ ଗୁଣ୍ଡାଲଗୁଡା ସାହିରେ ୧୨ ଘର ଥିବା ବେଳେ ୭୦ ଜଣ ଲୋକ ବସବାସ କରୁଛନ୍ତି।ବାରା ଗ୍ରାମର ମଣ୍ଡପ ଠାରୁ ଗୁଣ୍ଡାଲଗୁଡା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବର୍ଷା ଦିନରେ ଶୋଚନୀୟ ହୋଇ ଯାଉଛି।ଯାହା ଫଳରେ ଦୁଇ ଚକିଆ ବାଇକ ଯିବା ବି ସମ୍ଭବ ହେଉନାହିଁ।ଏପରି ସ୍ଥିତିରେ ଚାରି ଚକିଆ ଯାନ ଯିବାର ପ୍ରଶ୍ନ ହିଁ ଉଠୁ ନାହିଁ।ସାହିରେ ଗୁରୁତର ରୋଗୀ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଭାରରେ ଦୀର୍ଘ ୪କିମି ମଝିରେ ଦୁଇଟି ନାଳ ପାର ହୋଇ ଖଟିଆରେ ବୋହି ବାରା ଗ୍ରାମରେ ଥିବା ମଣ୍ଡପ ନିକଟକୁ ଆଣିଲେ ଯାଇ ମିଳେ ଆମ୍ବୁଲାନ୍ସ ସେବା।ଏହି ବିଷୟରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ପଲ୍ଲୀସଭା,ଗ୍ରାମସଭା ଓ ଜିଲ୍ଲାପାଳ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଅନେକ ବାର ଲିଖିତ ଅଭିଯୋଗ ପରେ ବି ସେହି ରାସ୍ତା ଉପରେ ନଜର ପଡୁ ନାହିଁ।ପ୍ରଶାସନ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ନ ଶୁଣିବାରୁ ଆଜି ସାହିର ବାସିନ୍ଦା ମାନେ ଏକତ୍ରିତ ହୋଇ ରାସ୍ତାରେ ଧାନ ତଳି ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି।ଲୋକ ମାନଙ୍କର କହିବା କଥା ହେଲା ଯଦି ଆମ ଆଦିବାସୀ ମାନଙ୍କ ଗମନାଗମନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି।ସେଥିପାଇଁ ଆମେ ଏହିପରି ପ୍ରତିବାଦ କରିବା ଦ୍ୱାରା ଯଦି ପ୍ରଶାସନିକ ଅଧିକାରୀ ମାନଙ୍କ ନିଦ ଭାଙ୍ଗି ପାରେ ବୋଲି ଆଶା କରିଛନ୍ତି।ନଚେତ ଆଗାମୀ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆମର ତିନୋଟି ସାହିର ଭୋଟର ଭାଇ ଭଉଣୀ ମାନେ ଭୋଟ ବର୍ଜନ କରିବାକୁ ଗ୍ରାମର ୱାର୍ଡମେମ୍ବର ମାଧବ ଦୁରୁଆ, ବୁଦ୍ରା ଦୁରୁଆ,ବଣ୍ଡକୁ କଲାର, ରାୟଧର ଦୁରୁଆ,ଭଗତ ଦୁରୁଆ ଓ ବଟି ଦୁରୁଆ ମାନେ ଚେତାବନୀ ଦେଇଛନ୍ତି।. ମାଲକାନଗିରି ଜିଲ୍ଲା ରୁ ବାସୁଦେବ ଜେନା।
    1
    ଶୁଣିଲାନି ପ୍ରଶାସନ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ।
ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗମନାଗମନ ଠାରୁ ଆରମ୍ଭ କରି ମୌଳିକ ସୁବିଧା ପହଞ୍ଚେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ଶୁଣିଲାନି ପ୍ରଶାସନ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ।
ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗମନାଗମନ ଠାରୁ ଆରମ୍ଭ କରି ମୌଳିକ ସୁବିଧା ପହଞ୍ଚେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ଆଜିର ଆଧୁନିକ ଯୁଗରେ ଲୋକେ ଡିଜିଟାଲ ଦୁନିଆରେ ପାଦ ମଧ୍ୟ ଦେଇ ସାରିଲେଣି।କିନ୍ତୁ ସ୍ୱାଧୀନତା ର ଆଠ ଦସନ୍ଦି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ସାତ ସପନ ପାଲଟିଛି।ଏମିତିକି ରାସ୍ତା ଖଣ୍ଡେ ପାଇଁ ଗ୍ରାମବାସୀ ମାନେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବିଧାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡ଼ିଓ ଓ ଜିଲ୍ଲାପାଳ ଜନ ଶୁଣାଣୀ ରେ ଅଭିଯୋଗ କରିଥିଲେ।କିନ୍ତୁ ଗ୍ରାମବାସୀ ଙ୍କ ଦୁଃଖ କେହି ବୁଝୁ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ଏପରି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବାରା ଗ୍ରାମରେ।ସରକାରୀ କାଗଜପତ୍ର ରେ ବାରା ହେଉଛି ରାଜସ୍ୱ ଗ୍ରାମର ଚାଟିଗୁଡା ସାହି ୨୦ ଘର ଲୋକ ସଂଖ୍ୟା ୧୨୦,ଟେକଗୁଡା ସାହି ୩୭ ଘର ଲୋକ ସଂଖ୍ୟା ୨୫୦ ଓ ଗୁଣ୍ଡାଲଗୁଡା ସାହିରେ ୧୨ ଘର ଥିବା ବେଳେ ୭୦ ଜଣ ଲୋକ ବସବାସ କରୁଛନ୍ତି।ବାରା ଗ୍ରାମର ମଣ୍ଡପ ଠାରୁ ଗୁଣ୍ଡାଲଗୁଡା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବର୍ଷା ଦିନରେ ଶୋଚନୀୟ ହୋଇ ଯାଉଛି।ଯାହା ଫଳରେ ଦୁଇ ଚକିଆ ବାଇକ ଯିବା ବି ସମ୍ଭବ ହେଉନାହିଁ।ଏପରି ସ୍ଥିତିରେ ଚାରି ଚକିଆ ଯାନ ଯିବାର ପ୍ରଶ୍ନ ହିଁ ଉଠୁ ନାହିଁ।ସାହିରେ ଗୁରୁତର ରୋଗୀ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଭାରରେ ଦୀର୍ଘ ୪କିମି ମଝିରେ ଦୁଇଟି ନାଳ ପାର ହୋଇ ଖଟିଆରେ ବୋହି ବାରା ଗ୍ରାମରେ ଥିବା ମଣ୍ଡପ ନିକଟକୁ ଆଣିଲେ ଯାଇ ମିଳେ ଆମ୍ବୁଲାନ୍ସ ସେବା।ଏହି ବିଷୟରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ପଲ୍ଲୀସଭା,ଗ୍ରାମସଭା ଓ ଜିଲ୍ଲାପାଳ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଅନେକ ବାର ଲିଖିତ ଅଭିଯୋଗ ପରେ ବି ସେହି ରାସ୍ତା ଉପରେ ନଜର ପଡୁ ନାହିଁ।ପ୍ରଶାସନ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ନ ଶୁଣିବାରୁ ଆଜି ସାହିର ବାସିନ୍ଦା ମାନେ ଏକତ୍ରିତ ହୋଇ ରାସ୍ତାରେ ଧାନ ତଳି ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି।ଲୋକ ମାନଙ୍କର କହିବା କଥା ହେଲା ଯଦି ଆମ ଆଦିବାସୀ ମାନଙ୍କ ଗମନାଗମନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି।ସେଥିପାଇଁ ଆମେ ଏହିପରି ପ୍ରତିବାଦ କରିବା ଦ୍ୱାରା ଯଦି ପ୍ରଶାସନିକ ଅଧିକାରୀ ମାନଙ୍କ ନିଦ ଭାଙ୍ଗି ପାରେ ବୋଲି ଆଶା କରିଛନ୍ତି।ନଚେତ ଆଗାମୀ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆମର ତିନୋଟି ସାହିର ଭୋଟର ଭାଇ ଭଉଣୀ ମାନେ ଭୋଟ ବର୍ଜନ କରିବାକୁ ଗ୍ରାମର ୱାର୍ଡମେମ୍ବର ମାଧବ ଦୁରୁଆ, ବୁଦ୍ରା ଦୁରୁଆ,ବଣ୍ଡକୁ କଲାର, ରାୟଧର ଦୁରୁଆ,ଭଗତ ଦୁରୁଆ ଓ ବଟି ଦୁରୁଆ ମାନେ ଚେତାବନୀ ଦେଇଛନ୍ତି।. ମାଲକାନଗିରି ଜିଲ୍ଲା ରୁ ବାସୁଦେବ ଜେନା।
    user_Daily Malkangiri
    Daily Malkangiri
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    15 hrs ago
  • ଚୋରି ହୋଇଥିବା ସୁନା ଉଦ୍ଧାର କଲା ଜୟପୁର ପୋଲିସ୍ #Jeypore #National24
    1
    ଚୋରି ହୋଇଥିବା ସୁନା ଉଦ୍ଧାର କଲା ଜୟପୁର ପୋଲିସ୍ #Jeypore #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 hr ago
  • ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା
    1
    ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା

ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା

ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    9 hrs ago
  • ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଜମଯନ୍ତ୍ରଣା, ଏଠି ଅଭିଯୋଗ ପରେ ବି ନିରୋବୋଦ୍ରୋଷ୍ଟା ପ୍ରଶାସନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ର ଦେଓପଟ୍ଟାଙ୍ଗି ପଂଚାୟତ ର ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଯମଯନ୍ତ୍ରଣା ଚାଲନ୍ତୁ ଦେଖିବା ରିପୋଟ
    1
    ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଜମଯନ୍ତ୍ରଣା, ଏଠି ଅଭିଯୋଗ ପରେ ବି ନିରୋବୋଦ୍ରୋଷ୍ଟା ପ୍ରଶାସନ 
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ର ଦେଓପଟ୍ଟାଙ୍ଗି ପଂଚାୟତ ର ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଯମଯନ୍ତ୍ରଣା ଚାଲନ୍ତୁ ଦେଖିବା ରିପୋଟ
    user_Kuna Khara
    Kuna Khara
    ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    4 hrs ago
  • ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା ରାଇଘର ବଳି ଅଞ୍ଚଳ ରୁ ବି NEET ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
    1
    ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
ରାଇଘର ବଳି ଅଞ୍ଚଳ ରୁ ବି NEET ଉତ୍ତୀର୍ଣ୍ଣ 
ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    1 hr ago
  • ଆଦି ସଂସ୍କୃତିର ସୁକ୍ଷ୍ମ ଧାରା : ଖଲିଗଡ ମା' ପାଟରାଣୀ ଦେବୀଙ୍କ ଯାତ୍ରା ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି କୋକସରା ବ୍ଲକର ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ଗୁହା ଚିତ୍ର। ନର୍ଲା ବ୍ଳକ୍ ଦେବଗିରି ବୁଢ଼ୀପଦରରେ ଆଜି ମଧ୍ୟ ଝଲକୁଛି ଦୈତ୍ୟ-ଦାନବ ସଭ୍ୟତାର ଅଂଶ। ଦେବଗିରି ଗୁମ୍ଫାରେ ଗୋସିଂହ ଦୈତ୍ୟ ପୂଜିତ ଶିବଲିଙ୍ଗ ଏବଂ ପ୍ରାଚୀନ ବୃଷଭ ପ୍ରତିମା ମଧ୍ୟରେ ବିଦ୍ୟମାନ ରହିଛି ପଶୁପାଳନ ଓ କୃଷି ସଭ୍ୟତାର ସ୍ବାକ୍ଷର। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ ଫସଳ ହେବା ଆଶା ନେଇ ପାଳିତ ହୋଇଥାଏ ମାଁ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର୍, ବାଆଦୀ କଆଁର୍, ସାତ ଭଉଣୀ ଓ ଜଳ କାମିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧା ସହକାରେ ଦେବାଦେବୀଙ୍କୁ ତେଲ ହଲଦି ଲାଗି କରାଯାଏ। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଏ। ଚଳିତ ବର୍ଷ ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍‌ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।
    1
    ଆଦି ସଂସ୍କୃତିର ସୁକ୍ଷ୍ମ ଧାରା : ଖଲିଗଡ ମା'  ପାଟରାଣୀ ଦେବୀଙ୍କ ଯାତ୍ରା
ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି କୋକସରା ବ୍ଲକର ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ଗୁହା ଚିତ୍ର। ନର୍ଲା ବ୍ଳକ୍ ଦେବଗିରି ବୁଢ଼ୀପଦରରେ ଆଜି ମଧ୍ୟ ଝଲକୁଛି ଦୈତ୍ୟ-ଦାନବ ସଭ୍ୟତାର ଅଂଶ। ଦେବଗିରି ଗୁମ୍ଫାରେ ଗୋସିଂହ ଦୈତ୍ୟ ପୂଜିତ ଶିବଲିଙ୍ଗ ଏବଂ ପ୍ରାଚୀନ ବୃଷଭ ପ୍ରତିମା ମଧ୍ୟରେ ବିଦ୍ୟମାନ ରହିଛି ପଶୁପାଳନ ଓ କୃଷି ସଭ୍ୟତାର ସ୍ବାକ୍ଷର। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ ଫସଳ ହେବା ଆଶା ନେଇ ପାଳିତ ହୋଇଥାଏ ମାଁ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର୍, ବାଆଦୀ କଆଁର୍, ସାତ ଭଉଣୀ ଓ ଜଳ କାମିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧା ସହକାରେ ଦେବାଦେବୀଙ୍କୁ ତେଲ ହଲଦି ଲାଗି କରାଯାଏ। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଏ। ଚଳିତ ବର୍ଷ ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ  ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍‌ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।
    user_Jagadish Naik
    Jagadish Naik
    କୋକସରା, କଳାହାଣ୍ଡି, ଓଡ଼ିଶା•
    14 hrs ago
  • କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼ #khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼ #khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir
    1
    କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼
#khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir

    user_ଦୁଷ୍ମନ୍ତ କୁମାର ଗହିର
    ଦୁଷ୍ମନ୍ତ କୁମାର ଗହିର
    Local News Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    16 hrs ago
  • #ମଦ_ବନ୍ଦ_ପାଇଁ_ଅଣ୍ଟା_ଭିଡିଲେ_ମହିଳା କୋଟପାଡ଼ ବ୍ଳକ ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଲା ମଦ ମୁକ୍ତ ଆନ୍ଦୋଳନ #kotpad #Kalingatv #madaband #sadaranga #koraput #viralreels #fbviralvideo #viralvideo #tranding #koraput #odisha Bdo Kotpad District Magistrate Koraput Koraput Police #exickotpad #OdishaNews
    1
    #ମଦ_ବନ୍ଦ_ପାଇଁ_ଅଣ୍ଟା_ଭିଡିଲେ_ମହିଳା  କୋଟପାଡ଼ ବ୍ଳକ ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଲା ମଦ ମୁକ୍ତ ଆନ୍ଦୋଳନ #kotpad #Kalingatv #madaband #sadaranga #koraput #viralreels #fbviralvideo #viralvideo #tranding #koraput #odisha Bdo Kotpad District Magistrate Koraput Koraput Police  #exickotpad #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.