Shuru
Apke Nagar Ki App…
ଖୋଲା ଆକାଶ ତଳେ ଚାଲିଛି କୋମଳ ମତି ଶିଶୁଙ୍କ ଭବିଷ୍ୟ ନିର୍ଦ୍ଧାରଣ, ଏହା ହେଉଛି କଳପଡା ପଞ୍ଚାୟତ ଜାଗୁଳାଇ ପାଟଣା ଅଙ୍ଗନୱାଡି ଦୂର୍ଷ୍ୟ, ମନ୍ଦିର କଡରେ ଚାଲିଛି ଶିଶୁଙ୍କୁ ଶିକ୍ଷାଦାନ ଖୋଲା ଆକାଶ ତଳେ ଚାଲିଛି କୋମଳ ମତି ଶିଶୁଙ୍କ ଭବିଷ୍ୟ ନିର୍ଦ୍ଧାରଣ, ଏହା ହେଉଛି କଳପଡା ପଞ୍ଚାୟତ ଜାଗୁଳାଇ ପାଟଣା ଅଙ୍ଗନୱାଡି ଦୂର୍ଷ୍ୟ, ମନ୍ଦିର କଡରେ ଚାଲିଛି ଶିଶୁଙ୍କୁ ଶିକ୍ଷାଦାନ
Alekh Nayak ,I am a professional journalist, my job is to collect news and deliver it to people
ଖୋଲା ଆକାଶ ତଳେ ଚାଲିଛି କୋମଳ ମତି ଶିଶୁଙ୍କ ଭବିଷ୍ୟ ନିର୍ଦ୍ଧାରଣ, ଏହା ହେଉଛି କଳପଡା ପଞ୍ଚାୟତ ଜାଗୁଳାଇ ପାଟଣା ଅଙ୍ଗନୱାଡି ଦୂର୍ଷ୍ୟ, ମନ୍ଦିର କଡରେ ଚାଲିଛି ଶିଶୁଙ୍କୁ ଶିକ୍ଷାଦାନ ଖୋଲା ଆକାଶ ତଳେ ଚାଲିଛି କୋମଳ ମତି ଶିଶୁଙ୍କ ଭବିଷ୍ୟ ନିର୍ଦ୍ଧାରଣ, ଏହା ହେଉଛି କଳପଡା ପଞ୍ଚାୟତ ଜାଗୁଳାଇ ପାଟଣା ଅଙ୍ଗନୱାଡି ଦୂର୍ଷ୍ୟ, ମନ୍ଦିର କଡରେ ଚାଲିଛି ଶିଶୁଙ୍କୁ ଶିକ୍ଷାଦାନ
- User9599Barbil, Kendujhar😤11 hrs ago
More news from ଓଡ଼ିଶା and nearby areas
- ଭକ୍ତାରପୁରରୁ ମଦନପୁର ବାଇପାସ ରାସ୍ତା କାମକୁ ନେଇ ପ୍ରତିକ୍ରିୟା ରଖିଲେ ସାମ୍ବାଦିକ ସଞ୍ଜୟ ପଣ୍ଡା..1
- କଟକଜିଲ୍ଲା ନିଶ୍ଚିନ୍ତକୋଇଲି ଆଠ ନମ୍ୱର୍ କେନାଲରୁ ବାହାରିଥିବା E କେନାଲ ୧ ନମ୍ୱର୍ ଶାଖା ର ଉଭୟ ପାର୍ଶ୍ଵରେ ଥିବା ସରକାରୀ ଜମିକୁ ଦୀର୍ଘଦିନ ହେବ ଜବର ଦଖଲ କରି ଘର ତିଆରି କରିଥିଲେ ଆଜି ଜନ ସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ କରା ଯାଉଥିଲା କିନ୍ତୁ ଆଜି ପ୍ରଶାସନ ତରଫରୁ ଉଚ୍ଛେଦ କରା ଯାଇଥିଲା ଏହି ଉଚ୍ଛେଦ ପ୍ରକ୍ରିୟାରେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଅନିତା ସାହୁ,ତହସିଲଦାର ଦମୟନ୍ତୀ ସାହୁ ଓ ରାଜସ୍ବ ନୀରିକ୍ଷକ ସମେତ ବହୁ ପୋଲିସ କର୍ମଚାରୀ ମୁତୟନ ଆଛନ୍ତି । ସରକାରୀ ମାପ ଅନୁଯାୟୀ ଦଖଲ କରିଥିବା ଜାଗାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି ।1
- ବିକଶିତ ରାଜ୍ୟ ହେବ ଓଡ଼ିଶା ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି,ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି,ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ,ବିକଶିତ ଭାରତବର୍ଷ ର ବିକଶିତ ରାଜ୍ୟ ମଧ୍ୟରେ ଓଡ଼ିଶା ବ ସ୍ଥାନ ପାଇବ, ପାରାଦୀପ ପାଲଟିବ ଓଡିଶା ବିକାଶ ର ଦ୍ୱାରଦେଶ....1
- Post by ଯାଜପୁର ଖବର ପ୍ରସାରିତ1
- ଅନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ବିଶ୍ୱବ୍ୟାପୀ ପାଳନ କରାଯାଏ। ଏହା ମହିଳାମାନଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ରାଜନୈତିକ ସଫଳତାକୁ ସମ୍ମାନ ଜଣାଇବା ଏବଂ ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରୟାସ। ଏହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ମହୋତ୍ସବ ପଡିଆ ଠାରେ ଆୟୋଜିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତରଫରୁ ମହିଳା ଦିବସ ଉପଲକ୍ଷେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ସାହୁ,କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ଓ କୋରେଇ ବିଧାୟକ ଆକାଶ ଦାସ ନାୟକ,ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ,ଗୌତମ ରାୟ ,ସମାଜ ସେବୀ ଋତୁପର୍ଣ୍ଣା ମହାନ୍ତି, ପୂର୍ବତନ ସାଂସଦ ରୀତା ତରାଇ ଉପସ୍ଥିତି ଥିଲେ ।3
- Post by Gagan Bhoi1
- ଖୋଲା ଆକାଶ ତଳେ ଚାଲିଛି କୋମଳ ମତି ଶିଶୁଙ୍କ ଭବିଷ୍ୟ ନିର୍ଦ୍ଧାରଣ, ଏହା ହେଉଛି କଳପଡା ପଞ୍ଚାୟତ ଜାଗୁଳାଇ ପାଟଣା ଅଙ୍ଗନୱାଡି ଦୂର୍ଷ୍ୟ, ମନ୍ଦିର କଡରେ ଚାଲିଛି ଶିଶୁଙ୍କୁ ଶିକ୍ଷାଦାନ1
- Post by ଯାଜପୁର ଖବର ପ୍ରସାରିତ1
- କଟକ ଶିଖରପୁର ନଦୀକୂଳସାହିରେ ଅଜଣା ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ଜଣଙ୍କ ଘର ଭିତରେ ପଶି ଭିତରୁ କବାଟ ଦେଲେ ଯୁବକ। କଟକ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ନଦୀକୂଳସାହି ମଙ୍ଗଳାଗଡାରେ ଜଣଙ୍କ ଘର ଭିତରେ ଅଜଣା ଯୁବକ ପଶି ଭିତର ପଟୁ କବାଟ ଦେଇ ରହିଛି।ଲୋକମାନେ ଖୋଲିବା ପାଇଁ ପ୍ରୟାସ କରୁଥିବା ସମୟରେ ଘଟନସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ବନ୍ଦଘରୁ ଅଜଣା ଯୁବକକୁ କାବୁ କରିଛି ପୋଲିସ।ଯୁବକର ପରିଚୟ ଓ କଣପାଇଁ ପଶିଥିଲା ସ୍ପଷ୍ଟ ଜଣାପଡିନାହିଁ।1