କେନ୍ଦୁପତ୍ର ତୋଳାଳୀଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ ଓ ତରବୋଡ଼ ଠାରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ। ନୂଆପଡ଼ା -୧୨/୪ (ସବ୍ୟୁ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ତରବୋଡ଼ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମାଜିକ କଲ୍ୟାଣ ଯୋଜନା ମାଧ୍ୟମରେ ୭୯ ଜଣ ମୃତ କେନ୍ଦୁପତ୍ର ତୋଳାଳୀଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବା ସହ ଅଞ୍ଚଳର ଯୁବକଯୁବତୀଙ୍କ ପାଇଁ ଏକ ନୂତନ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିସିସିଏଫ ଉମା ନାନ୍ଦୁରୀ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ପ୍ରତ୍ୟେକ ହିତାଧିକାରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ପ୍ରତ୍ୟକ୍ଷ ଭାବେ ଚେକ୍ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଅର୍ଥ ପଠାଯାଇଛି। ତରବୋଡ଼ରେ ନୂତନ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଜିଲ୍ଲା ପାଇଁ ସବୁଠାରୁ ଖୁସିର ଖବର ହେଉଛି, କେନ୍ଦୁପତ୍ର ବିଭାଗ ଓ ସ୍କିଲ୍ ଡେଭଲପମେଣ୍ଟ ବିଭାଗର ମିଳିତ ସହଯୋଗରେ ତରବୋଡ଼ଠାରେ ଏକ ଆଧୁନିକ ଦକ୍ଷତା ବିକାଶ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଉପରୋକ୍ତ କେନ୍ଦ୍ର ରେ ୧୮ ରୁ ୩୫ ବର୍ଷ ବୟସର ମେଟ୍ରିକ ପାସ୍ କିମ୍ବା ଅଣ-ମେଟ୍ରିକ ଯୁବକଯୁବତୀମାନେ ଏଠାରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରି ସ୍ୱାବଲମ୍ବୀ ହୋଇପାରିବେ। ଦୁଇଟି ଅବ୍ୟବହୃତ ପୁରାତନ ଗୋଦାମ ଗୃହକୁ ପୁନରୁଦ୍ଧାର କରାଯାଇ ସେଠାରେ ହାଇଟେକ୍ କ୍ଲାସରୁମ୍, ଡାଇନିଂ ହଲ୍, କିଚେନ୍ ଓ ଶୌଚାଳୟ ନିର୍ମାଣ କରାଯାଇଛି। ଖୁବ୍ଶୀଘ୍ର ଏଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ଉତ୍ସବରେ ବଲାଙ୍ଗୀର ସର୍କଲ ସିସିଏଫ୍ ରଞ୍ଜିତ ମଲ୍ଲିକ, ଖଡ଼ିଆଳ କେନ୍ଦୁପତ୍ର ଡିଏଫଓ ଏ. ମାଧବୀ ଲତା, ଜିଲ୍ଲା ସ୍କିଲ୍ ଡେଭଲପମେଣ୍ଟ ଅଫିସର ଲାକ୍ରା ବାବୁ, ଏସବିଆଇ ଖଡ଼ିଆଳର ଚିଫ୍ ମ୍ୟାନେଜର ଦୀନେଶ କୁମାର ମିଶ୍ର ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ସିଏସଆର ପାଣ୍ଠିରୁ ସମସ୍ତ ୭୯ ଜଣ ହିତାଧିକାରୀଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଥିଲା। ଶେଷରେ ଅତିଥିମାନେ ନୂତନ ଭାବେ ନିର୍ମିତ ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ବିଭାଗୀୟ ତତ୍ପରତାକୁ ପ୍ରଶଂସା କରିଥିଲେ।
କେନ୍ଦୁପତ୍ର ତୋଳାଳୀଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ ଓ ତରବୋଡ଼ ଠାରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ। ନୂଆପଡ଼ା -୧୨/୪ (ସବ୍ୟୁ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ତରବୋଡ଼ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମାଜିକ କଲ୍ୟାଣ ଯୋଜନା ମାଧ୍ୟମରେ ୭୯ ଜଣ ମୃତ କେନ୍ଦୁପତ୍ର ତୋଳାଳୀଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବା ସହ ଅଞ୍ଚଳର ଯୁବକଯୁବତୀଙ୍କ ପାଇଁ ଏକ ନୂତନ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିସିସିଏଫ ଉମା ନାନ୍ଦୁରୀ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ପ୍ରତ୍ୟେକ ହିତାଧିକାରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ପ୍ରତ୍ୟକ୍ଷ ଭାବେ ଚେକ୍ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଅର୍ଥ ପଠାଯାଇଛି। ତରବୋଡ଼ରେ ନୂତନ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଜିଲ୍ଲା ପାଇଁ ସବୁଠାରୁ ଖୁସିର ଖବର ହେଉଛି, କେନ୍ଦୁପତ୍ର ବିଭାଗ ଓ ସ୍କିଲ୍ ଡେଭଲପମେଣ୍ଟ ବିଭାଗର ମିଳିତ ସହଯୋଗରେ ତରବୋଡ଼ଠାରେ ଏକ ଆଧୁନିକ ଦକ୍ଷତା ବିକାଶ କେନ୍ଦ୍ର ପ୍ରସ୍ତୁତ
କରାଯାଇଛି। ଉପରୋକ୍ତ କେନ୍ଦ୍ର ରେ ୧୮ ରୁ ୩୫ ବର୍ଷ ବୟସର ମେଟ୍ରିକ ପାସ୍ କିମ୍ବା ଅଣ-ମେଟ୍ରିକ ଯୁବକଯୁବତୀମାନେ ଏଠାରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରି ସ୍ୱାବଲମ୍ବୀ ହୋଇପାରିବେ। ଦୁଇଟି ଅବ୍ୟବହୃତ ପୁରାତନ ଗୋଦାମ ଗୃହକୁ ପୁନରୁଦ୍ଧାର କରାଯାଇ ସେଠାରେ ହାଇଟେକ୍ କ୍ଲାସରୁମ୍, ଡାଇନିଂ ହଲ୍, କିଚେନ୍ ଓ ଶୌଚାଳୟ ନିର୍ମାଣ କରାଯାଇଛି। ଖୁବ୍ଶୀଘ୍ର ଏଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ଉତ୍ସବରେ ବଲାଙ୍ଗୀର ସର୍କଲ ସିସିଏଫ୍ ରଞ୍ଜିତ ମଲ୍ଲିକ, ଖଡ଼ିଆଳ କେନ୍ଦୁପତ୍ର ଡିଏଫଓ ଏ. ମାଧବୀ ଲତା, ଜିଲ୍ଲା ସ୍କିଲ୍ ଡେଭଲପମେଣ୍ଟ ଅଫିସର ଲାକ୍ରା ବାବୁ, ଏସବିଆଇ ଖଡ଼ିଆଳର ଚିଫ୍ ମ୍ୟାନେଜର ଦୀନେଶ କୁମାର ମିଶ୍ର ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ସିଏସଆର ପାଣ୍ଠିରୁ ସମସ୍ତ ୭୯ ଜଣ ହିତାଧିକାରୀଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଥିଲା। ଶେଷରେ ଅତିଥିମାନେ ନୂତନ ଭାବେ ନିର୍ମିତ ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ବିଭାଗୀୟ ତତ୍ପରତାକୁ ପ୍ରଶଂସା କରିଥିଲେ।
- ନୂଆପଡ଼ା ଜିଲ୍ଲାରେ “ଓଡ଼ିଆ ପକ୍ଷ” ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ I1
- ନୂଆପଡ଼ା -୧୨/୪ (ସବ୍ୟୁ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ତରବୋଡ଼ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମାଜିକ କଲ୍ୟାଣ ଯୋଜନା ମାଧ୍ୟମରେ ୭୯ ଜଣ ମୃତ କେନ୍ଦୁପତ୍ର ତୋଳାଳୀଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବା ସହ ଅଞ୍ଚଳର ଯୁବକଯୁବତୀଙ୍କ ପାଇଁ ଏକ ନୂତନ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିସିସିଏଫ ଉମା ନାନ୍ଦୁରୀ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ପ୍ରତ୍ୟେକ ହିତାଧିକାରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ପ୍ରତ୍ୟକ୍ଷ ଭାବେ ଚେକ୍ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଅର୍ଥ ପଠାଯାଇଛି। ତରବୋଡ଼ରେ ନୂତନ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଜିଲ୍ଲା ପାଇଁ ସବୁଠାରୁ ଖୁସିର ଖବର ହେଉଛି, କେନ୍ଦୁପତ୍ର ବିଭାଗ ଓ ସ୍କିଲ୍ ଡେଭଲପମେଣ୍ଟ ବିଭାଗର ମିଳିତ ସହଯୋଗରେ ତରବୋଡ଼ଠାରେ ଏକ ଆଧୁନିକ ଦକ୍ଷତା ବିକାଶ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଉପରୋକ୍ତ କେନ୍ଦ୍ର ରେ ୧୮ ରୁ ୩୫ ବର୍ଷ ବୟସର ମେଟ୍ରିକ ପାସ୍ କିମ୍ବା ଅଣ-ମେଟ୍ରିକ ଯୁବକଯୁବତୀମାନେ ଏଠାରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରି ସ୍ୱାବଲମ୍ବୀ ହୋଇପାରିବେ। ଦୁଇଟି ଅବ୍ୟବହୃତ ପୁରାତନ ଗୋଦାମ ଗୃହକୁ ପୁନରୁଦ୍ଧାର କରାଯାଇ ସେଠାରେ ହାଇଟେକ୍ କ୍ଲାସରୁମ୍, ଡାଇନିଂ ହଲ୍, କିଚେନ୍ ଓ ଶୌଚାଳୟ ନିର୍ମାଣ କରାଯାଇଛି। ଖୁବ୍ଶୀଘ୍ର ଏଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ଉତ୍ସବରେ ବଲାଙ୍ଗୀର ସର୍କଲ ସିସିଏଫ୍ ରଞ୍ଜିତ ମଲ୍ଲିକ, ଖଡ଼ିଆଳ କେନ୍ଦୁପତ୍ର ଡିଏଫଓ ଏ. ମାଧବୀ ଲତା, ଜିଲ୍ଲା ସ୍କିଲ୍ ଡେଭଲପମେଣ୍ଟ ଅଫିସର ଲାକ୍ରା ବାବୁ, ଏସବିଆଇ ଖଡ଼ିଆଳର ଚିଫ୍ ମ୍ୟାନେଜର ଦୀନେଶ କୁମାର ମିଶ୍ର ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ସିଏସଆର ପାଣ୍ଠିରୁ ସମସ୍ତ ୭୯ ଜଣ ହିତାଧିକାରୀଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଥିଲା। ଶେଷରେ ଅତିଥିମାନେ ନୂତନ ଭାବେ ନିର୍ମିତ ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ବିଭାଗୀୟ ତତ୍ପରତାକୁ ପ୍ରଶଂସା କରିଥିଲେ।2
- Post by Padmanabha Naik1
- Post by SonepurSambad1
- ଆଜି ତାରିଖ 12/04/2026 ରବିବାର ଦିନ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମ କର୍ତ୍ତା ଉପସ୍ଥିତ ହୋଇ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଙ୍କ ଦ୍ୱାରା ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖର୍ଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା ହେତୁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶପୁତ୍ତଳିକା ଦାହ କରିଥିବା ର ଦେଖିବାକୁ ମିଳିଛି। ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ରେ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା,ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ-ସାଧାରଣ ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତଥା ଘୁ. ଉଦୟଗିରି ବିଧାୟକ,ରଜତ କୁମାର ମହାନ୍ତି-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ବସନ୍ତ କୁମାର ପାଢ଼ୀ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ହେମନ୍ତ କୁମାର କର-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ଦୁର୍ଯ୍ୟୋଧନ ପଟ୍ଟନାୟକ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ,ସଂସାର ଭୋଇ,ସୁବାସ ନାୟକ-ନଗର ସଭାପତି ଫୁଲବାଣୀ ମୁନିସିପାଲିଟି,ରାଜୀବ ଲୋଚନ ସାହାଣୀ-କନ୍ଧମାଳ ଜିଲ୍ଲା କିସାନ ସେଲ ସଭାପତି,ରଞ୍ଜିତ କୁମାର ବେହେରା-ବ୍ଲକ କଂଗ୍ରେସ କମିଟି ସଭାପତି ଫୁଲବାଣୀ ବ୍ଲକ,ବିପ୍ର ଚରଣ ବେହେରା-ପୂର୍ବତନ କାଉନ ସିଲର,ପଞ୍ଚାନନ ମୁଖି-ପୂର୍ବତନ କାଉନ ସିଲର,ମନୋଜ ସାହାଣୀ,ହୃଷିକେଶ ବେହେରା,ପ୍ରଫୁଲ୍ଲ ବେହେରା,ଅମିତ ବେହେରା,ସସ୍ମିତା ବେହେରା-ନାରୀ ନେତ୍ରୀ, ଏବଂ ଅନେକ ସହ ସହ କଂଗ୍ରେସ କର୍ମୀ ଉପସ୍ଥିତ ଥାଇ ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ କରାଯାଇଥିବାର ନଜର କୁ ଆସିଛି।1
- Post by Sonepur news khulasa1
- Post by Purandar sahu1
- Post by SonepurSambad1