logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

👇 #ମୁକୁଳା_ତାରରେ_ମୃତ୍ୟୁର_ଖେଳ ⚡ ଠିକାଦାରଙ୍କ ଅବହେଳା — ୨ ବର୍ଷର ନାବାଳକ ଗୁରୁତର! 📍 Udala, ଭୀମତାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଠଣ ଗାଁ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା l ଘର ପାଖରେ ଚାଲୁଥିବା ପାଣି ଟାଙ୍କି କାମ… ଆଉ ସେଠି ମୁକୁଳା ରହିଥିବା ବିଦ୍ୟୁତ ତାର… ⚠️ 👉 ସେହି ତାର ସଂସ୍ପର୍ଶରେ ଆସି ଜଣେ ୨ ବର୍ଷର ନାବାଳକ ଗୁରୁତର ଆହତ! 👉 ବିଦ୍ୟୁତ ଆଘାତରେ ଦୁଇ ହାତ ଗୁରୁତର ଭାବେ ଜଳିଗଲା 👉 ଅଳ୍ପକେ ବର୍ତ୍ତିଲା ଜୀବନ 😢 👉 ଉଦଳା ଡାକ୍ତରଖାନାରେ ଚିକିତ୍ସା ଜାରି ❗ ଏହା ଦୁର୍ଘଟଣା ନୁହେଁ — ଏହା ସିଧାସଳଖ ଅବହେଳା! ପାଣି ଟାଙ୍କି କାମ କରୁଥିବା ଠିକାଦାର ସୁରକ୍ଷା ବ୍ୟବସ୍ଥା ବିନା ମୁକୁଳା ବିଦ୍ୟୁତ ତାର ଛାଡ଼ିଦେଇଥିବା ଅଭିଯୋଗ ⚠️ ❓ ବଡ ପ୍ରଶ୍ନ ଉଠୁଛି… 👉 କିଏ ଦେବ ଏହାର ଦାୟିତ୍ୱ? 👉 ଠିକାଦାର କି ବିଦ୍ୟୁତ ବିଭାଗ? 👉 କାହିଁକି ସୁରକ୍ଷା ନିୟମକୁ ଅବହେଳା? ⚖️ ନ୍ୟାୟ କେଉଁଠି? ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପୋଲିସ ତଦନ୍ତ ଜାରି 🔥 ଏବେ ଲୋକଙ୍କ ଦାବି — ଦୋଷୀଙ୍କୁ ତୁରନ୍ତ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ! 📢 ଏହି ଅବହେଳାକୁ ବିରୋଧ କରନ୍ତୁ — ଶେୟାର କରନ୍ତୁ! #ElectricShock #Negligence #Udala #Mayurbhanj #OdishaNews #BreakingNews #JusticeNeeded #SafetyFirst #odiabharatlivetv

1 hr ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • Post by Maso murmu
    1
    Post by Maso murmu
    user_Maso murmu
    Maso murmu
    ବାଙ୍ଗିରିପୋଷି, ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 24.04.2026 & 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews 
Date - 24.04.2026 & 25.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • Aap Konsi movie Dekhti ho Hollywood Ya Bollywood Ka Comedy video by Kedar Naik
    1
    Aap Konsi movie Dekhti ho Hollywood Ya Bollywood Ka Comedy video by Kedar Naik
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • ମୁଖ୍ୟମନ୍ତ୍ରୀ ନିଯୁକ୍ତି ମେଳା: ୪,୮୧୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
    1
    ମୁଖ୍ୟମନ୍ତ୍ରୀ ନିଯୁକ୍ତି ମେଳା: ୪,୮୧୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.