Shuru
Apke Nagar Ki App…
ଗୋମାତାଙ୍କୁ ମାରି ଖାଇଲେ ମାଂସ କହି ହୁଅନ୍ତି ଯେ ଦାଣ୍ଡରେ ପାଣି ପାଇବେନି ପିଣ୍ଡ ରେ " ଗୋମାତାଙ୍କୁ ମାରି ଖାଇଲେ ମାଂସ, କହି ହୁଅନ୍ତି ଯେ ଦାଣ୍ଡରେ; ଧର୍ମକୁ ଛାଡ଼ି ଧର୍ମଛଡ଼ା ଯେତେ, ଘୁଷୁରି ପରିକା ତୁଣ୍ଡରେ, ବିଧର୍ମୀ ସହିତ ରୁଣ୍ଡରେ; ଏଭଳି ରାକ୍ଷସ ଜନମ ଦେଲା ଯେ, ହାତ ଦେଉଥିବେ ମୁଣ୍ଡରେ। ପାଣି ପାଇବେନି ପିଣ୍ଡ ରେ ।।" ------ #କବିନିରଞ୍ଜନ #କହିଲେଏଘରେରହିବିନି #କହିଲେ_ଏଘରେ_ରହିବିନି #KahileEGhareRahibini #SwamiLaxmananandaSaraswati #Kandhamalnews #Kandhmal #SwamiLaxmananandaSaraswati #medicalcollege
Kahile E Ghare Rahibini
ଗୋମାତାଙ୍କୁ ମାରି ଖାଇଲେ ମାଂସ କହି ହୁଅନ୍ତି ଯେ ଦାଣ୍ଡରେ ପାଣି ପାଇବେନି ପିଣ୍ଡ ରେ " ଗୋମାତାଙ୍କୁ ମାରି ଖାଇଲେ ମାଂସ, କହି ହୁଅନ୍ତି ଯେ ଦାଣ୍ଡରେ; ଧର୍ମକୁ ଛାଡ଼ି ଧର୍ମଛଡ଼ା ଯେତେ, ଘୁଷୁରି ପରିକା ତୁଣ୍ଡରେ, ବିଧର୍ମୀ ସହିତ ରୁଣ୍ଡରେ; ଏଭଳି ରାକ୍ଷସ ଜନମ ଦେଲା ଯେ, ହାତ ଦେଉଥିବେ ମୁଣ୍ଡରେ। ପାଣି ପାଇବେନି ପିଣ୍ଡ ରେ ।।" ------ #କବିନିରଞ୍ଜନ #କହିଲେଏଘରେରହିବିନି #କହିଲେ_ଏଘରେ_ରହିବିନି #KahileEGhareRahibini #SwamiLaxmananandaSaraswati #Kandhamalnews #Kandhmal #SwamiLaxmananandaSaraswati #medicalcollege
More news from ଓଡ଼ିଶା and nearby areas
- 🌹🌹🌹🌹🌹🌹🌹1
- ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ। ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।1
- ଆର୍ଯ୍ୟପଲ୍ଲୀ ରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବି !2
- 💥‼️ ବନ୍ଧୁତ୍ୱର ପରୀକ୍ଷା କେଉଁଠି ହୁଏ? (ପଞ୍ଚତନ୍ତ୍ର) ‼️💥 🟣"ବିପଦ ସମୟରେ ଯିଏ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବାନ୍ଧବ।" ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଲବେ। ରାଜଦ୍ୱାରେ ଶ୍ମଶାନେ ଚ ୟସ୍ତିଷ୍ଠତି ସ ବାନ୍ଧବଃ ॥ - ପଞ୍ଚତନ୍ତ୍ର ଅର୍ଥ: ଜଣେ ବ୍ୟକ୍ତି କେବଳ ଖୁସି ସମୟରେ ନୁହେଁ, ବରଂ ନିମ୍ନଲିଖିତ ୬ଟି ପରିସ୍ଥିତିରେ ଯିଏ ଆପଣଙ୍କ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବନ୍ଧୁ/ବନ୍ଧବ: 🎉 ଉତ୍ସବରେ (ଖୁସି ବାଣ୍ଟିବାକୁ) 💔 ବ୍ୟସନରେ (କୌଣସି ଦୁଃଖ ବା ବିପଦରେ) 🌾 ଦୁର୍ଭିକ୍ଷରେ (ଅଭାବ ଅନଟନ ସମୟରେ) 🏛️ ରାଜଦ୍ୱାରେ (ଆଇନ ବା ସରକାରୀ ବିପଦ ସମୟରେ) ⚔️ ରାଷ୍ଟ୍ରବିପ୍ଲବରେ (ଦେଶ ବା ସମାଜରେ ଅଶାନ୍ତି ସମୟରେ) 🕊️ ଶ୍ମଶାନରେ (ଜୀବନର ଶେଷ ମୁହୂର୍ତ୍ତ କିମ୍ବା ଶୋକ ସମୟରେ) ଅର୍ଥାତ୍- ଦୁର୍ଭିକ୍ଷ, ଆଇନଗତ ସମସ୍ୟା, ସାମାଜିକ ବିପ୍ଲବ ଓ ଶୋକାକୁଳ ସମୟ (ଶ୍ମଶାନ) ପର୍ଯ୍ୟନ୍ତ କାନ୍ଧରେ କାନ୍ଧ ମିଶାଇ ଯିଏ ଛିଡ଼ାହୁଏ ସେ'ହିଁ ପ୍ରକୃତ ବନ୍ଧୁ। 🟣ଆତ୍ମସମୀକ୍ଷା: ଏହି ଶ୍ଲୋକ କେବଳ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ। ଏହି ପ୍ରସଙ୍ଗରେ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ।1
- ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ତା ପରେ ଅଙ୍ଗନଦୀରେ ବନ୍ୟା ଜଳମଗ୍ନ ହୋଇ ସହ ସହ ଏକର ଚାଷଜମି ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି l ତଳିଆ ଜମି ଗୁଡିକ ଅଧିକ କ୍ଷୟକ୍ଷତି ହୋଇଯାଇଥିବା ବେଳେ ସହ ସହ ଏକର ଚାଷ ଜମିରେ ବଳି ପୋତି ହୋଇଯାଇ ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସକମା ଗ୍ରାମରେ କିପରି ଅଙ୍ଗନଦୀର ପାଣି ଆସି ବାଲି ପୋତି ହୋଇଯାଇଛି l1
- ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା ସାହାସୀ ସମାଜସେବୀ ମାନସ ବେହେରା ଙ୍କର ପୋଲିସ ର କଡ଼ା କଟକଣା ଭିତରେ ନିଆରା ସେବା। ତା୦୧/୦୮/୨୦୨୬,ଶନିବାର।ମୁଣ୍ଡଳୀ,କଟକ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଚଳିତବର୍ଷ କଟକ ଜିଲ୍ଲା ମୁଣ୍ଡଳୀ ନିକଟରେ ମହାନଦୀ ର ବନ୍ୟାଜଳ ପ୍ରବାହିତ ହେବା ପରେ ବନ୍ୟାଜଳ କୁ ଦେଖିବା ପାଇଁ ଲାଗିଛି ନାହିଁ ନଥିବା ଭିଡ ତେବେ ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ତୁପକ୍ଷ ନେଇଛନ୍ତି କଡ଼ା ପଦକ୍ଷେପ।ଲୋକ ମାନଙ୍କୁ ମୁଣ୍ଡଳୀ ବ୍ରିଜ୍ ଉପରକୁ ଯାଇ ଅଯଥା ଭିଡ଼ କରିବାକୁ ବାରଣ କରାଯାଉଥିବା ବେଳେ ଫୋଟେ ଉଠାଇବା ପାଇଁ ମଧ୍ୟ ମନା କରାଯାଉଛି। ତେବେ ଗତକାଲି ସଂନ୍ଧ୍ୟା ସମୟ ରେ ମୁଣ୍ଡଳୀ ବ୍ରିଜ୍ ଉପରେ ନାହିଁ ନଥିବା ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୋଲିସ ନାକେଦମ୍ ହୋଇ ପଡ଼ୁଥିବା ବେଳେ ଵ୍ରିଜ ଉପରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଧରି ଆସୁଥିବା ଏକ ଆମ୍ବୁଲାନ୍ସ ଖୋଜୁଥିଲା ବାଟ।ଏପରି ସ୍ଥଳେ ଆମ୍ବୁଲାନ୍ସ ଡ଼୍ରାଇଭର ନିରୁପାୟ ହୋଇ ପଡ଼ୁଥିବା ବେଳେ ଦେବଦୂତ ସାଜି ଆସିଥିଲେ ସ୍ଥାନୀୟ ସାହାସୀ ଯୁବକ ତଥା ସମାଜସେବୀ ମାନସ ବେହେରା। ଆମ୍ବୁଲାନ୍ସ କୁ ବାଟ କଢ଼େଇ ନେବାରେ ଯେଉଁ ଭଳି ପ୍ରୟାସ କରୁଥିଲେ ନିହାତି ପ୍ରଶଂସନୀୟ। ଗୋଡ଼ ହାତ ଧରି ରାସ୍ତା ଅବରୋଧ କରିଥିବା ଗାଡି ଚାଳକ ମାନଙ୍କୁ ଅନୁରୋଧ ପୂର୍ବକ ଆମ୍ବୁଲାନ୍ସ ପାଇଁ ପ୍ରାୟ ତିନି କିଲୋମିଟର ରାସ୍ତା ନିଜେ ଚାଲି ଚାଲି ପରିଷ୍କାର କରିଥିଲେ। ରୋଗୀ ର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଆକୁଳ ପ୍ରୟାସ ଉପସ୍ଥିତ ସମସ୍ତ ଗାଡ଼ି ଚାଳକ ମାନଙ୍କୁ ବୋଧ ହୁଏ ଆମ୍ବୁଲାନ୍ସ କୁ ବାଟ ଦେବାକୁ ବାଧ୍ୟ କରିଥିଲା।ମାନସ ଙ୍କର ଏତାଦୃଶ ସହଯୋଗ ମନୋଭାବ ପାଇଁ ସ୍ଥାନୀୟ ପୋଲିସ ତରଫରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ସ୍ଥାନୀୟ ବାସିନ୍ଦା ଏତାଦୃଶ କାର୍ଯକୁ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉ କି ସମାଜସେବୀ ମାନସ ବେହେରା ବିଗତ ଦିନରେ ସାହାସୀ ସାମ୍ବାଦିକ ଅରିନ୍ଦମ ଙ୍କୁ ମୁଣ୍ଡଳୀ ପାଣି ରୁ ଛାଣି ଆଣିଥିଲେ ସିନା ବଞ୍ଚାଇ ପାରିନଥିଲେ କିନ୍ତୁ ଆଜି ଯେଉଁ ଭଳି ଆମ୍ବୁଲାନ୍ସ ପାଇଁ ରାସ୍ତା ପରିଷ୍କାର କରି ରୋଗୀ କୁ ଡାକ୍ତରଖାନା ପହଞ୍ଚାଇଲେ ନିହାତି ଜଣକ ଜୀବନ ବଞ୍ଚାଇ ଦେଲେ।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏଫସିଆଇ ଛକ ରେ ବିଦ୍ୟୁତ ବିଭାଗ କମଖିଆଲି ମନୋଭାବ ଯୋଗୁଁ ଖୁଣ୍ଟ ଦୁକାନ ଉପରେ ଝୁଲି ରହିଛି। ଚା ଓ ପାନ ଦୁକାନ ଉପରେ ବିଦ୍ୟୁତ ଖୁଣ୍ଟ ଝୁଲି ରହି ଥିବା ବେଳେ କେତେବେଳେ ପଡି ଯିବ ତାହା ଜଣା ନାହିଁ ଯଦି ଦୁକାନ ଉପରେ ପଢିବ ତାହେଲେ ନିଶ୍ଚିତ ଭାବେ ଜୀବନ ପ୍ରତି ବିପଦ1
- ଢେଙ୍କାନାଳରେ ହୋଇଛି ବୋମାମାଡ। ତା୦୨/୦୮/୨୦୨୬,ରବିବାର। ଢେଙ୍କାନାଳ ଢେଙ୍କାନାଳରେ ହୋଇଛି ବୋମାମାଡ। ତା୦୨/୦୮/୨୦୨୬,ରବିବାର। ଢେଙ୍କାନାଳ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ପ୍ରାପ୍ତ ସୂଚନା କ୍ରମେ ଢେଙ୍କାନାଳ ସହରର ଚଳଚଞ୍ଚଳ ଚନ୍ଦନ ବଜାର ଶାସନ ଛକ ନିକଟରେ ଗତ କାଲି ରାତି ପ୍ରାୟ ୯ଟା ବେଳକୁ ବୋମାମାଡ ହୋଇଛି।କେହି ଦୁର୍ବୃର୍ତ୍ତ ବାଇକ୍ ରେ ଆସି ବୋମାମାଡ କରି ପଳାଇଥିବା ସୁଚନା।ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।ଦୁଇଟି ବୋମା ଫୁଟିଥିବା ବେଳେ ଆଉ ଗୋଟିଏ ଅଫୁଟା ବୋମା ଘଟଣାସ୍ଥଳରୁ ଜବତ ହୋଇଛି।ଏହି ଘଟଣାରେ ଟାଉନଥାନା ପୋଲିସ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।1