ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଓ ନୋମିନୀଙ୍କୁ ଯଶୁଆପୁର ଗ୍ରାମରେ ମହିଳାଙ୍କ ବିରୋଧ । ଜନପ୍ରତିନିଧି କହୁଛନ୍ତି ଆମେ କାମ କରିବୁ ଏପଟେ ରାଜ୍ୟ ସରକାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଅଗ୍ରାଧିକାର ଦେଇଛନ୍ତି । ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଓ ନୋମିନୀଙ୍କୁ ଯଶୁଆପୁର ଗ୍ରାମରେ ମହିଳାଙ୍କ ବିରୋଧ । ସରପଞ୍ଚଙ୍କ ସ୍ବାମୀ ସାଜିଛନ୍ତି ଗୁଣ୍ଡା ଭୋଟରଙ୍କୁ ଦେଖାଉଛନ୍ତି ନାଲି ଆଖି ଦେଖନ୍ତୁ ସରପଞ୍ଚଙ୍କ ସ୍ବାମୀ ନିଜକୁ ନିଜେ ଭାବୁଛନ୍ତି ସରପଞ୍ଚ ଏବେ ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତରେ ସରପଞ୍ଚ କିଏ ସରପଞ୍ଚ ନା ତାଙ୍କ ସ୍ବାମୀ । ନିଜ ସ୍ତ୍ରୀ ସରପଞ୍ଚ ହେବା ପରେ ନିଜ ସ୍ବାମୀ ନିଜକୁ ନିଜେ ସରପଞ୍ଚ ଭାବି ଭୋଟରଙ୍କୁ କିଭଳି ବ୍ୟବହାର କରୁଛନ୍ତି ଯାହା ଏହି video ରୁ ଜଣା ଯାଉଛି । ଏବେ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ହେଉଛନ୍ତି ତାଙ୍କ ସ୍ବାମୀ #Balianta #Baliantablock #BDOBaliantablock #DMKhordha #Mohanacharanamajhi #jayadevnews #NiranjanMishra #CMOOdisha #KVSinghDeo1 #PresidentofIndia #mohanmajhi #PRDeptOdisha #SecyChief #IPR_Odisha #Mohanamajhi #BJP #NityanandaGond #PrabhatiParida #KanakVardhanSinghDeo

- Post by Gagan Bhoi1
- ଭୁବନେଶ୍ବର : ମହିଳାମାନଙ୍କ ସୁରକ୍ଷା ପାଇଁ ପେପର ଲେସ କରାଯାଇଛି:ମହିଳା କମିସନ1
- ଧାଡ଼ି ଧାଡ଼ି ହୋଇ ଗଛ ଲାଗିଚି । ଗଛ କୁ ଗଛ ଏଭଳି ରାସ୍ତା ର ଦୁଇ ପାର୍ଶ୍ଵ ରେ ଠିଆ ହୋଇଛନ୍ତି ଯେପରି ଏଗୁଡ଼ିକ ବାଟୋଇ ଙ୍କ ପାଇଁ ପ୍ରକୃତି ତରଫ ରୁ ସ୍ଵାଗତ ତୋରଣ। ଖରାଦିନେ ଏହି ରାସ୍ତା ବାଇକ୍ କିମ୍ବା ସାଇକେଲ ରେ ଗଲେ ଖୁବ୍ ଅସ୍ଵସ୍ଥି ଲାଗିବା ସହ ଖରା ପ୍ରତି ଏତେଟା ଡର ନ ଥାଏ। କେବେ ବାଙ୍କୀ ଯାଆନ୍ତୁ ବାଟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ ।1
- ଏସସିବି ମେଡ଼ିକାଲ ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ ସିଏମସି ଫୁଡ଼୍ ସେଫ୍ଟି ଟିମ୍ ତରଫରୁ ଚଢ଼ାଉ କରାଯାଇଛି। ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ କରି ଦୁଇ ଟି ହୋଟେଲକୁ ସିଲ୍ କଲା ଫୁଡ଼୍ ସେପ୍ଟି ଟିମ୍ ।1
- କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ1
- ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି ବିଭିନ୍ନ ଟ୍ରେଡ union ତରଫରୁ ବନ୍ଦ ଡ଼ାକରା ଦିଆଯାଇଛି1
- ତେଙ୍କାନାଳ କାଲି ଦ୍ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଡାକବାଜି ଦ୍ଵାରା ବନ୍ଦ ସଫଳ ପାଇଁ ନିବେଦନ2
- ଭୁବନେଶ୍ୱର : ମୋତେ ବଲାଙ୍ଗୀର ଜିଲା କୋର୍ଟ ବିନା ସର୍ତରେ ଜାମିନି ଦେଇଛନ୍ତି। ଅଶୀଳ ନୃତ୍ୟ ହେବାକୁ ଦେବିନି , ମୁଁ ଆଗ ପରି ଯାତ୍ରା ପାର୍ଟିରେ ଡାନ୍ସ କରିବି : ନିଶା ମହାରଣା1