ମହୁଲପୁଞ୍ଜି ଗ୍ରାମରେ ପଶିଲେ ହାତୀ,ବ୍ୟାପକ ଧାନ ଫସଲ କ୍ଷତି । ଜଗିପାରୁନି ବନବିଭାଗ ଦାବି କଲେ ଚାଷୀ ଢେ଼ଙ୍କାନାଳ ସଦର ରେଞ୍ଜ ଭାପୁର ପଞ୍ଚାୟତ ମହୁଲପୁଞ୍ଜି ଗ୍ରାମରେ ଗତ ରାତିରେ ହାତୀପଲ୍ ପଶିଥିଲେ ଗ୍ରାମ ନିକଟରେ ଥିବା ଧାନ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରି ଦଳିଚକଟି ନଷ୍ଟ କରି ଦେଇଛି । ଯାହାକି ଚାଷୀମାନେ ବା ଗ୍ରାମବାସୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ବିଭିନ୍ନ ସମୟରେ ଏଇ ଭଳି କ୍ଷୟକ୍ଷତି କରି ଆସୁଥିଲା ବେଳେ ଗତ ରାତିରେ ଯେଉଁ କ୍ଷୟକ୍ଷତି କରିଛନ୍ତି । ଚାଷୀମାନେ ଚିନ୍ତାରେ ଅଛନ୍ତି ଏବଂ ଗ୍ରାମର ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଧାନଜମିରେ ପଶି କେମିତି ନଷ୍ଟ କରିଛନ୍ତି ଏ ହେଉଛି ତାହାର ଦୃଶ୍ୟ ଦେଖନ୍ତୁ । ଏବଂ କେତେବେଳେ ମଧ୍ୟ ହାତୀ କାହାର ଜୀବନ ନେଇଯିବ ସେଥିପାଇଁ ଗ୍ରାମବାସୀମାନେ ଭୟଭୀତରେ ଥିବା ପ୍ରକାଶ କରିବା ସହିତ ଏଥିପ୍ରତି ବନବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମର ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ଲକ୍ଷ୍ମୀଧର ସାହୁ,ଶେଷଦେବ ମହାରଣା,ବିଜୟ ପାଣିଗ୍ରାହୀ,ପବନା ପରିଡ଼ା,ଅଭିନଶ ଦାସ,ଶ୍ରୀକାନ୍ତ ମହାରଣା ସେମାନେ ଦାଵୀ କରିଛନ୍ତି ।

- New Year greetings from Lok Sabha Speaker Om Birla Ji.1
- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ ପାରାଦ୍ୱୀପ ମୁଖ୍ୟ ରାସ୍ତା, ବା ୫୩ ନମ୍ବର ଜାତୀୟ ରାଜପଥ କଳାଘର ଛକରେ ଆଇରନ୍ ଗାଡ଼ିଠାରୁ ଦାଦା ବଟି ଆଦାୟ କୁ କେନ୍ଦ୍ରକରି ମାଲିକ ଙ୍କ ଗାଡିକୁ ଭାଙ୍ଗା ରୁଜା..!1
- Jay Jagannath 🙏1
- ଓଡ଼ିଆ ପରମ୍ପରା ରେ ଇଂରାଜୀ ନବବର୍ଷ ପାଳନ l ଆଜି ପବିତ୍ର ଇଂରାଜୀ ନବବର୍ଷ ସମସ୍ତେ ନିଆରା ଢଙ୍ଗରେ ପାଳୁଥିବା ବେଳେ ବାବା ଆଖଣ୍ଡଳମଣି ଯୋଗ ଏବଂ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ର ପକ୍ଷରୁ ଓଡ଼ିଆ ପରମ୍ପରା ପିଠା ଏବଂ ମିଠାକୁ ନେଇ ନୂତନ ବର୍ଷ ୨୦୨୬ କୁ ସ୍ୱାଗତ କରାଯାଇଛି l ଅନୁଷ୍ଠାନ ର ଅଧକ୍ଷ ମନୋଜ ବାବୁଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲାର ସୁନାମଧନ୍ୟ ବ୍ୟକ୍ତି ବଦ୍ରିନାରାୟଣ ମିଶ୍ର ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ବର୍ଷକୁ ସ୍ୱାଗତ କରିଥିଲେ l ଅନୁଷ୍ଠାନ ରେ ୧୨୫ ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ଅପଲାଇନ ଏବଂ ଅନଲାଇନ ରେ ଯୋଗ ଶିକ୍ଷା ନେଉଥିବା ସମସ୍ତେ ନିଜନିଜ ଘରେ ଓଡ଼ିଆ ପରମ୍ପରା ର ପିଠା ଏବଂ ମିଠା ସହିତ ହାଲୁଆ, ସୋଲା ଫାଳ ତରକାରୀ, ମଟର ତରକାରୀ, ଫୁଲକୋବି ମସଲା,ପୁରୀ, ସୋଲା ଭୃସୁଙ୍ଗା ମସଲା, ଦହି ରାଇତା ସହିତ ବିଭିନ୍ନ ସକାଳ ଜଳଖିଆ ପ୍ରସ୍ତୁତ କରି ଇଂରାଜୀ ନବବର୍ଷ ୨୦୨୬ ପାଳନ କରିଥିଲେ l4
- ବିଦାୟୀ ବର୍ଷ କୁ ସମ୍ବର୍ଦ୍ଧନା ଓ ଇଂରାଜୀ ନୂଆ ବର୍ଷ କୁଅଭିନନ୍ଦନ ଜଣାଇ ବାସୁଦେବପୁର ବ୍ଲକ ର ବିଭିନ୍ନ ସ୍ଥାନ ରେ ଖୁସିର ଲହରୀ।1
- ବିଦାୟୀ ବର୍ଷ କୁ ସମ୍ବର୍ଦ୍ଧନା ଓ ଇଂରାଜୀ ନୂଆ ବର୍ଷ କୁଅଭିନନ୍ଦନ ଜଣାଇ ବାସୁଦେବପୁର ବ୍ଲକ ର ବିଭିନ୍ନ ସ୍ଥାନ ରେ ଖୁସିର ଲହରୀ।1
- Odisha people welcomed New Year,2026. Jagannath Temple, Puri, Orissa.1
- ମାର୍ଶାଘାଇ ପଞ୍ଚାୟତ ସମିତିରେ ରାଜୁତି କରୁଥିଲେ ଚେୟାରମ୍ୟାନ ଙ୍କ ପ୍ରତିନିଧି, ମାର୍ଶାଘାଇ ସରପଞ୍ଚ ଏହାକୁ ବିରୋଧ କରି, ଚେୟାରମ୍ୟାନ ଙ୍କ ପ୍ରତିନିଧି ଙ୍କୁ ପକାଇଲେ ତାଲା1
- ଯଦି ହାତୀ ଯିବ ପିମ୍ପୁଡିକୁ ମନା କଣପାଇଁ ? ଆଜି ସନ୍ଧ୍ୟାରେ ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ହୋଟେଲ ହଲିଡେ ରିସର୍ଟ ବେଳାଭୂମି ଠାରେ ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନଙ୍କ ଅଧକ୍ଷତା ରେ ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ବାବା ନୀଳକଣ୍ଠେଶ୍ଵର ଅଟୋ ଚାଳକ ସଂଘର ସଭାପତି ସୁକାନ୍ତ ପରିଜା, ସମ୍ପାଦକ ଟୁନା ବାରିକଙ୍କ ସହିତ ଶତାଧିକ ଅଟୋ ଚାଳକ ଆଜିର ବୈଠକ ରେ ଯୋଗଦାନ କରି ନିଜନିଜର ଅଭିମତ ରଖିବା ସହିତ ପୁରୀ ସହର ରେ କୌଣସି ବସ ପ୍ରବେଶ କୁ ବନ୍ଦ ଥିବାବେଳେ ଟାଉନ ବସ ଏବଂ ଜଗନ୍ନାଥ ବସ ମରଚିକୋଟ ଛକ ଯାଉଥିବା ବେଳେ ଅଟୋ ଏବଂ ଟୋଟ ମାର୍କେଟ ଛକରେ ରହୁଛି ଏହାକୁ ବିରୋଧ କରି ପୁରୀଜିଲ୍ଲା ଅଟୋ ଚାଳକ ସଂଘ ପକ୍ଷରୁ ଗୁରୁତ୍ୱର ଆଲୋଚନା କରାଯିବା ସହିତ ଆନ୍ଦୋଳନ ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଛି l4