logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସଦ୍‌ଭାବନା ସମିତିର ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ -ଜିଲ୍ଲାର ଶ୍ରେଷ୍ଠ ୪ସେବକଙ୍କୁ ସେବାଶ୍ରୀ ଉପାଧି ଓ ସର୍ବଧର୍ମ ସଞ୍ଚାଳକ ବର୍ଗଙ୍କୁ ଭବ୍ୟ ଅଭ୍ୟର୍ଥନା ସଦ୍‌ଭାବନା ସମିତିର ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ -ଜିଲ୍ଲାର ଶ୍ରେଷ୍ଠ ୪ସେବକଙ୍କୁ ସେବାଶ୍ରୀ ଉପାଧି ଓ ସର୍ବଧର୍ମ ସଞ୍ଚାଳକ ବର୍ଗଙ୍କୁ ଭବ୍ୟ ଅଭ୍ୟର୍ଥନା ବାରିପଦା,(୧/୦୪): ୧୯୮୦ ମସିହା ଠାରୁ ଦେଶରେ ନିଆରା ଗଠିତ ବାରିପଦା ସଦ୍‌ଭାବନା ସମିତି ତାର ପ୍ରତିଷ୍ଠା ଦିବସ ଅପ୍ରେଲ ୧ ଉତ୍କଳ ଦିବସରେ ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ଓଡିଶାରେ ମାନବ ଧର୍ମର ତଥା ବାରିପଦା ସଦ୍‌ଭାବନା ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ପୌରହିତ୍ୟ କରି ସଦ୍‌ଭାବନା ପରସ୍ପର ମଧ୍ୟରେ ସାମ୍ୟଭାବ ଏବଂ ପରସ୍ପରକୁ ସମତୁଲତାରେ, ସରସତାରେ ଯୋଡିବାକୁ ଆହ୍ବାନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗଦେଇ ଜାତୀୟ ସଂହତି ଥାଇ ସଦ୍‌ଭାବନା ସମିତିର ପ୍ରୟାସ ଅନୁସରଣୀୟ କହିଥିଲେ । ସ୍ବତନ୍ତ୍ର ଅତିଥି ଭାବେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଯୋଗଦେଇ ସନ୍ଥ ଭକ୍ତି ଆମୋଘ ସାଧନା ହେଲେ ସମାଜ ସୁଧୁରିଯିବ ବକ୍ତବ୍ୟ ରଖିଥ‌ିଲେ । ବରେଣ୍ୟ ପ୍ରବକ୍ତା ଭାବେ ବେଦ ବିଶାରଦ ଆଚାର୍ଯ୍ୟ ଦେବ ବିଜୟଜୀ ଧର୍ମ ଏବଂ ଆଧ୍ୟାତ୍ମିକତା ଭିତରେ ଅନ୍ତର ଯେ ବୁଝେ ସେ ଅତିମାନବ ଓ ମନୁଷ୍ୟକୁ ଉପାସ୍ୟ ଦେବତା ମାନବ ସେବା ହିଁ ମାନବ ସେବାର ଯେ ମର୍ମ ବୁଝେ ସେ ପୂଜାପଶାରେ ବିଳାସିତାକୁ ଆପଣେଇ ନଥାଏ ବୋଲି ବକ୍ତବ୍ୟ ରଖିଥିଲେ । ପୂର୍ବ ବର୍ଷ ଭଳି ଚଳିତ ଥର ଜିଲ୍ଲାର ଶ୍ରେଷ୍ଠ ପୁଲିସ କନେଷ୍ଟବଳ ଭାବେ ପରମାନନ୍ଦ ମହାନ୍ତ, ଶ୍ରେଷ୍ଠ ଆଗ୍ନିକ ଭାବେ ପ୍ରଭାସ କୁମାର ଜେନା, ଶ୍ରେଷ୍ଠ ନର୍ସିଂ ଅଫିସର ଭାବେ ପିଆରଏମ ମେଡିକାଲର ଦେବାଶିଷ ବେହେରା ଓ ଶ୍ରେଷ୍ଠ ସଫେଇ କର୍ମଚାରୀ ଭାବେ ବାରିପଦା ପୌରପରିଷଦର ହରେନ୍ଦ୍ର ମୁଖିଙ୍କୁ ସମ୍ବର୍ଦ୍ଧନା ସନନ୍ଦ, ସାଲ୍, ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ଅତିଥିବର୍ଗ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଜିଲ୍ଲାର ପ୍ରମୁଖ ସର୍ବଧର୍ମ ସଂସ୍ଥାନର ସଞ୍ଚାଳକ ମାନଙ୍କ ସଙ୍ଗଠନ ପ୍ରଜାପିତା, ସତ୍ସଙ୍ଗ ବିହାର ଅନୁକୂଳ ଚନ୍ଦ୍ର, ସତ୍ୟସାଇ ସଂସ୍ଥାନ, ଠାକୁର ନିଗମାନନ୍ଦ, ମୁନିସମାଜ, ବିବେକାନନ୍ଦ କେନ୍ଦ୍ର, ଚିନ୍ମୟ ମିଶନ୍, ଗାୟତ୍ରୀ ପରିବାର, ରାଧେଗୋବିନ୍ଦ ଧାମ୍, ଖାଲସା ପଦ୍ମ, ଇସ୍‌ଲାମ ଶାଖା, ଖ୍ରୀଷ୍ଟିୟାନ୍ ଶାଖା ପ୍ରମୁଖଙ୍କୁ ଅତିଥି ବର୍ଗ ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସଭାରେ ସମିତିର କୋଷାଧ୍ୟକ୍ଷ ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ଦିପ କୁମାର ଚାନ୍ଦ ସ୍ବାଗତ ଅଭିଭାଷଣ, ସଦସ୍ୟ ସାମ୍ବାଦିକ ମନୋଜ କୁମାର ପଣ୍ଡା ଅତିଥି ପରିଚୟ ଓ ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

3 hrs ago
user_Khabar
Khabar
Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
3 hrs ago
2018f9e8-cecf-46d3-913f-415ff897a7a9

ସଦ୍‌ଭାବନା ସମିତିର ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ -ଜିଲ୍ଲାର ଶ୍ରେଷ୍ଠ ୪ସେବକଙ୍କୁ ସେବାଶ୍ରୀ ଉପାଧି ଓ ସର୍ବଧର୍ମ ସଞ୍ଚାଳକ ବର୍ଗଙ୍କୁ ଭବ୍ୟ ଅଭ୍ୟର୍ଥନା ସଦ୍‌ଭାବନା ସମିତିର ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ -ଜିଲ୍ଲାର ଶ୍ରେଷ୍ଠ ୪ସେବକଙ୍କୁ ସେବାଶ୍ରୀ ଉପାଧି ଓ ସର୍ବଧର୍ମ ସଞ୍ଚାଳକ ବର୍ଗଙ୍କୁ ଭବ୍ୟ ଅଭ୍ୟର୍ଥନା ବାରିପଦା,(୧/୦୪): ୧୯୮୦ ମସିହା ଠାରୁ ଦେଶରେ ନିଆରା ଗଠିତ ବାରିପଦା ସଦ୍‌ଭାବନା ସମିତି ତାର ପ୍ରତିଷ୍ଠା ଦିବସ ଅପ୍ରେଲ ୧ ଉତ୍କଳ ଦିବସରେ ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ଓଡିଶାରେ ମାନବ ଧର୍ମର ତଥା ବାରିପଦା ସଦ୍‌ଭାବନା ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ପୌରହିତ୍ୟ କରି ସଦ୍‌ଭାବନା ପରସ୍ପର ମଧ୍ୟରେ ସାମ୍ୟଭାବ ଏବଂ ପରସ୍ପରକୁ ସମତୁଲତାରେ, ସରସତାରେ ଯୋଡିବାକୁ ଆହ୍ବାନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗଦେଇ ଜାତୀୟ ସଂହତି ଥାଇ ସଦ୍‌ଭାବନା ସମିତିର ପ୍ରୟାସ ଅନୁସରଣୀୟ କହିଥିଲେ । ସ୍ବତନ୍ତ୍ର ଅତିଥି ଭାବେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଯୋଗଦେଇ ସନ୍ଥ ଭକ୍ତି ଆମୋଘ ସାଧନା ହେଲେ ସମାଜ ସୁଧୁରିଯିବ ବକ୍ତବ୍ୟ ରଖିଥ‌ିଲେ । ବରେଣ୍ୟ ପ୍ରବକ୍ତା ଭାବେ ବେଦ ବିଶାରଦ ଆଚାର୍ଯ୍ୟ ଦେବ ବିଜୟଜୀ ଧର୍ମ ଏବଂ ଆଧ୍ୟାତ୍ମିକତା ଭିତରେ ଅନ୍ତର ଯେ ବୁଝେ ସେ ଅତିମାନବ ଓ ମନୁଷ୍ୟକୁ ଉପାସ୍ୟ ଦେବତା ମାନବ ସେବା ହିଁ ମାନବ ସେବାର ଯେ ମର୍ମ ବୁଝେ ସେ ପୂଜାପଶାରେ ବିଳାସିତାକୁ ଆପଣେଇ ନଥାଏ ବୋଲି ବକ୍ତବ୍ୟ ରଖିଥିଲେ । ପୂର୍ବ ବର୍ଷ ଭଳି ଚଳିତ ଥର ଜିଲ୍ଲାର ଶ୍ରେଷ୍ଠ ପୁଲିସ କନେଷ୍ଟବଳ ଭାବେ ପରମାନନ୍ଦ ମହାନ୍ତ, ଶ୍ରେଷ୍ଠ ଆଗ୍ନିକ ଭାବେ ପ୍ରଭାସ କୁମାର ଜେନା, ଶ୍ରେଷ୍ଠ ନର୍ସିଂ ଅଫିସର ଭାବେ ପିଆରଏମ ମେଡିକାଲର ଦେବାଶିଷ ବେହେରା ଓ ଶ୍ରେଷ୍ଠ ସଫେଇ କର୍ମଚାରୀ ଭାବେ ବାରିପଦା ପୌରପରିଷଦର ହରେନ୍ଦ୍ର ମୁଖିଙ୍କୁ ସମ୍ବର୍ଦ୍ଧନା ସନନ୍ଦ, ସାଲ୍, ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ଅତିଥିବର୍ଗ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଜିଲ୍ଲାର ପ୍ରମୁଖ ସର୍ବଧର୍ମ ସଂସ୍ଥାନର ସଞ୍ଚାଳକ ମାନଙ୍କ ସଙ୍ଗଠନ ପ୍ରଜାପିତା, ସତ୍ସଙ୍ଗ ବିହାର ଅନୁକୂଳ ଚନ୍ଦ୍ର, ସତ୍ୟସାଇ ସଂସ୍ଥାନ, ଠାକୁର ନିଗମାନନ୍ଦ, ମୁନିସମାଜ, ବିବେକାନନ୍ଦ କେନ୍ଦ୍ର, ଚିନ୍ମୟ ମିଶନ୍, ଗାୟତ୍ରୀ ପରିବାର, ରାଧେଗୋବିନ୍ଦ ଧାମ୍, ଖାଲସା ପଦ୍ମ, ଇସ୍‌ଲାମ ଶାଖା, ଖ୍ରୀଷ୍ଟିୟାନ୍ ଶାଖା ପ୍ରମୁଖଙ୍କୁ ଅତିଥି ବର୍ଗ ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସଭାରେ ସମିତିର କୋଷାଧ୍ୟକ୍ଷ ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ଦିପ କୁମାର ଚାନ୍ଦ ସ୍ବାଗତ ଅଭିଭାଷଣ, ସଦସ୍ୟ ସାମ୍ବାଦିକ ମନୋଜ କୁମାର ପଣ୍ଡା ଅତିଥି ପରିଚୟ ଓ ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

More news from ଓଡ଼ିଶା and nearby areas
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 29.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews 
Date - 29.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳରୁ ଆସୁଛି ଏକ ବଡ଼ ଖବର, ଯେଉଁଠାରେ ଗୋ-ତସ୍କରୀକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହିଂସାକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ଖନ୍ତପଡ଼ା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
    1
    ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳରୁ ଆସୁଛି ଏକ ବଡ଼ ଖବର, ଯେଉଁଠାରେ ଗୋ-ତସ୍କରୀକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହିଂସାକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ଖନ୍ତପଡ଼ା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର। ଏ ବାବଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। #OdishaNews_PaddyProcurement #KrushnaChandraPatra_Odisha
    1
    ଧାନକିଣା_ଅବଧି_ଆଉ_୭_ଦିନ_ବଢ଼ିଲା
ଆଉ 7 ଦିନ ବଢ଼ିଲା ଧାନ କିଣା ଅବଧି। ଚଳିତ ଖରଫ ଋତୁରେ 77 ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। 18 ଲକ୍ଷ 64 ହଜାର ଚାଷୀ ଧାନ ଦେଲେଣି। ଜଣେ ମଧ୍ୟ ଚାଷୀଙ୍କ ଟୋକନ ଯେପରି ଲାପସ୍‌ ନ ହେବ, ସରକାର ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ 7 ଦିନ ଧାନ କିଣାକୁ ବଢ଼ାଇଲେ ସରକାର। ଏ ବାବଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। 
#OdishaNews_PaddyProcurement #KrushnaChandraPatra_Odisha
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    13 min ago
  • #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    1
    #ମେଡିକାଲ_ଛାତ୍ରଙ୍କୁ_ମାଡ଼
ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    user_All India News
    All India News
    ଶରତ, ମୟୂରଭଞ୍ଜ, ଓଡ଼ିଶା•
    22 hrs ago
  • ବାଲେଶ୍ବର ରେ ପାଳିତ ହେଲା ରସଗୋଲା ମହୋତ୍ସବ । ବାଲେଶ୍ବର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ଵାରା ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
    2
    ବାଲେଶ୍ବର ରେ ପାଳିତ ହେଲା ରସଗୋଲା ମହୋତ୍ସବ । ବାଲେଶ୍ବର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ଵାରା ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ରେ ରସଗୋଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    20 min ago
  • ବାଲେଶ୍ୱର, ତାରିଖ – ୦୧/୦୪/୨୦୨୬ ଆଜି ବାଲେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ଓଡିଆ ପକ୍ଷର ପ୍ରଥମ ଦିନ ଉତ୍ସାହ ଓ ଉଦ୍ୟାପନାର ସହିତ ପାଳିତ ହୋଇଛି। ପ୍ରାତଃ ୪.୩୦ ଘଟିକାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଓଡ଼ିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯାଇ ସହର ପରିକ୍ରମା କରାଯାଇଥିଲା। ପୂର୍ବାହ୍ନ ୮.୩୦ ଘଟିକାରେ ଓଡ଼ିଶା ଦିବସ ଉପଲକ୍ଷେ ପଦଯାତ୍ରା ଆୟୋଜିତ ହୋଇଥିଲା, ଯାହାକୁ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ମିଶନ ଶକ୍ତିର ସଦସ୍ୟାମାନେ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ-କର୍ମଚାରୀମାନେ ଯୋଗଦେଇଥିଲେ। ପୂର୍ବାହ୍ନ ୯.୦୦ ଘଟିକାରେ ମାନ୍ୟବର ମନ୍ତ୍ରୀ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାଏକ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରବର୍ତ୍ତୀତରେ ସେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ ଜୀବନ୍ତ ଚିତ୍ରକଳା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ, ଯେଉଁଥିରେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନ ୧୦.୩୦ ଘଟିକାରେ ଆୟୋଜିତ ସାଧାରଣ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହିତ ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ଅତିରିକ୍ତ ଜିଲ୍ଲାପାଳମାନେ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚାସୀନ ଥିଲେ। ସଭାର ଆରମ୍ଭରେ ଅତିଥିମାନେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପରେ ସ୍ଥାନୀୟ କଳାକାରମାନେ “ବନ୍ଦେ ଉତ୍କଳ ଜନନୀ” ଓ “ବନ୍ଦେ ମାତରମ” ପରିବେଷଣ କରିଥିଲେ। ବକ୍ତାମାନେ ଓଡ଼ିଶାର ଐତିହ୍ୟ, ଗୌରବମୟ ଇତିହାସ ଓ ଭବିଷ୍ୟତ ଦୃଷ୍ଟିକୋଣ ବିଷୟରେ ଆଲୋକପାତ କରିଥିଲେ। ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକାଶଶୀଳ ରାଜ୍ୟ ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ରୂପେ ଗଢ଼ି ତୋଳିବାର ଲକ୍ଷ୍ୟକୁ ସାକାର କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜୀବନ୍ତ ଚିତ୍ରକଳାରେ ବାଦଲ ନାୟକ ଶ୍ରେଷ୍ଠ ଭାବେ ଚୟନିତ ହୋଇଥିଲେ। ସାଧାରଣ ସଭା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ଜାତୀୟତାବୋଧକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ରାଜେଶ ପରିଚାଳନା କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ ପରିଚାଳନା କରିଥିଲେ।
    4
    ବାଲେଶ୍ୱର, ତାରିଖ – ୦୧/୦୪/୨୦୨୬
ଆଜି ବାଲେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ଓଡିଆ ପକ୍ଷର ପ୍ରଥମ ଦିନ ଉତ୍ସାହ ଓ ଉଦ୍ୟାପନାର ସହିତ ପାଳିତ ହୋଇଛି।
ପ୍ରାତଃ ୪.୩୦ ଘଟିକାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଓଡ଼ିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯାଇ ସହର ପରିକ୍ରମା କରାଯାଇଥିଲା। ପୂର୍ବାହ୍ନ ୮.୩୦ ଘଟିକାରେ ଓଡ଼ିଶା ଦିବସ ଉପଲକ୍ଷେ ପଦଯାତ୍ରା ଆୟୋଜିତ ହୋଇଥିଲା, ଯାହାକୁ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ମିଶନ ଶକ୍ତିର ସଦସ୍ୟାମାନେ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ-କର୍ମଚାରୀମାନେ ଯୋଗଦେଇଥିଲେ।
ପୂର୍ବାହ୍ନ ୯.୦୦ ଘଟିକାରେ ମାନ୍ୟବର ମନ୍ତ୍ରୀ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାଏକ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରବର୍ତ୍ତୀତରେ ସେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ ଜୀବନ୍ତ ଚିତ୍ରକଳା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ, ଯେଉଁଥିରେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ପୂର୍ବାହ୍ନ ୧୦.୩୦ ଘଟିକାରେ ଆୟୋଜିତ ସାଧାରଣ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହିତ ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ଅତିରିକ୍ତ ଜିଲ୍ଲାପାଳମାନେ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚାସୀନ ଥିଲେ।
ସଭାର ଆରମ୍ଭରେ ଅତିଥିମାନେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପରେ ସ୍ଥାନୀୟ କଳାକାରମାନେ “ବନ୍ଦେ ଉତ୍କଳ ଜନନୀ” ଓ “ବନ୍ଦେ ମାତରମ” ପରିବେଷଣ କରିଥିଲେ।
ବକ୍ତାମାନେ ଓଡ଼ିଶାର ଐତିହ୍ୟ, ଗୌରବମୟ ଇତିହାସ ଓ ଭବିଷ୍ୟତ ଦୃଷ୍ଟିକୋଣ ବିଷୟରେ ଆଲୋକପାତ କରିଥିଲେ। ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକାଶଶୀଳ ରାଜ୍ୟ ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ରୂପେ ଗଢ଼ି ତୋଳିବାର ଲକ୍ଷ୍ୟକୁ ସାକାର କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜୀବନ୍ତ ଚିତ୍ରକଳାରେ ବାଦଲ ନାୟକ ଶ୍ରେଷ୍ଠ ଭାବେ ଚୟନିତ ହୋଇଥିଲେ।
ସାଧାରଣ ସଭା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ଜାତୀୟତାବୋଧକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।
ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ରାଜେଶ ପରିଚାଳନା କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ ପରିଚାଳନା କରିଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    5 hrs ago
  • Major Road Accident at Naupal: Five Critically Injured in Ambulance–Pickup Collision Suspected Drunk Driving Leads to Head-On Crash on State Highway–19 📍 Udala, Mayurbhanj | April 1 | By Rajib Kumar Behera A serious road accident occurred near Naupal on the Udala–Baripada main road (State Highway–19) in Mayurbhanj district on Tuesday, leaving five persons critically injured. The accident is suspected to have been caused by reckless driving by a pickup van driver allegedly under the influence of alcohol. According to reports, a 108 ambulance carrying a patient to Baripada collided head-on with a speeding pickup vehicle. The impact of the crash was extremely severe, leaving both vehicles badly damaged and creating a chaotic scene at the spot. The injured include ambulance driver SK Ahmed, pharmacist Bhabani Shankar Jena, the patient, and the patient’s attendants. The patient is reported to be in critical condition after sustaining a serious head injury. Local residents alleged that the pickup driver was intoxicated at the time of the accident, which is believed to be the primary cause. Immediately after the incident, locals rushed to the scene, rescued the injured, and informed the police. All the injured were shifted to Baripada hospital in critical condition. Traffic on the busy route was disrupted for some time following the accident, as a large number of people gathered at the spot. Police have reached the scene and an investigation into the incident is currently underway. ⚠️ Public Advisory Driving under the influence of alcohol is not only a violation of law but also a serious threat to human life. Such negligence can endanger innocent lives. Locals have demanded strict enforcement, including checking drives and speed control measures, to prevent such accidents in the future. If you want, 👍
    3
    Major Road Accident at Naupal: Five Critically Injured in Ambulance–Pickup Collision
Suspected Drunk Driving Leads to Head-On Crash on State Highway–19
📍 Udala, Mayurbhanj | April 1 | By Rajib Kumar Behera
A serious road accident occurred near Naupal on the Udala–Baripada main road (State Highway–19) in Mayurbhanj district on Tuesday, leaving five persons critically injured. The accident is suspected to have been caused by reckless driving by a pickup van driver allegedly under the influence of alcohol.
According to reports, a 108 ambulance carrying a patient to Baripada collided head-on with a speeding pickup vehicle. The impact of the crash was extremely severe, leaving both vehicles badly damaged and creating a chaotic scene at the spot.
The injured include ambulance driver SK Ahmed, pharmacist Bhabani Shankar Jena, the patient, and the patient’s attendants. The patient is reported to be in critical condition after sustaining a serious head injury.
Local residents alleged that the pickup driver was intoxicated at the time of the accident, which is believed to be the primary cause. Immediately after the incident, locals rushed to the scene, rescued the injured, and informed the police.
All the injured were shifted to Baripada hospital in critical condition. Traffic on the busy route was disrupted for some time following the accident, as a large number of people gathered at the spot.
Police have reached the scene and an investigation into the incident is currently underway.
⚠️ Public Advisory
Driving under the influence of alcohol is not only a violation of law but also a serious threat to human life. Such negligence can endanger innocent lives. Locals have demanded strict enforcement, including checking drives and speed control measures, to prevent such accidents in the future.
If you want,  👍
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    26 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.