Shuru
Apke Nagar Ki App…
maa Kali jhamu jatra ଜୋରଦାର ପ୍ରସ୍ତୁତି ଆରମ୍ଭ କରୁଛନ୍ତି। #suru #public #sendhavai
Sendhavai
maa Kali jhamu jatra ଜୋରଦାର ପ୍ରସ୍ତୁତି ଆରମ୍ଭ କରୁଛନ୍ତି। #suru #public #sendhavai
More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ କଳିଙ୍ଗନଗର ରାସ୍ତା ମଧ୍ୟ ପାର୍ଶ୍ୱରେ ଧର୍ମଶାଳା ତହସିଲ ଡଙ୍କାରୀ ଅଂଚଳ ରେ ଦେଶର ବୁର୍ହତ ଅଶୋଧିତ ତୈଳ ସରଂକ୍ଷଣ ପ୍ରକଳ୍ପ ପାଇଁ ରାସ୍ତା ଫିଟିଛି।ଡଙ୍କାରୀ ମୌଜା ର ୪୦୦ ଏକର ଚି଼ହ୍ନଟ ଜାଗା କୁ ଧର୍ମଶାଳା ତହସିଲ ସବରେଜିଷ୍ଟାର ଅଫିସ ରେ ଇଡ଼କୋ ସହିତ ଡିଲ ଡିଡ଼ ପକ୍ରିୟା ସରିଛି ।2
- ଭୁଲ୍ ଇଞ୍ଜେକସନ ଯୋଗୁଁ ଚାଲିଗଲା ଶିଶୁର ଜୀବନ। ପୁଣି ପୁରୀ ହସ୍ପିଟାଲ ନାଁ ରେ ସାଙ୍ଘାତିକ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ। ଭୁଲ୍ ଇଞ୍ଜେକସନ ଯୋଗୁଁ ଚାଲିଗଲା ଶିଶୁର ଜୀବନ। ପୁଣି ପୁରୀ ହସ୍ପିଟାଲ ନାଁ ରେ ସାଙ୍ଘାତିକ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ।1
- Post by NEWS MANORANJAN1
- Post by ଯାଜପୁର ଖବର ପ୍ରସାରିତ1
- Post by Gagan Bhoi1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଆଜି ରାତି 8ଟା ବେଳେ ବଡ଼ ଅଘଟଣ. ଦଣ୍ଡ ନୃତ୍ୟ ପାଇଁ ଷ୍ଟେଜ ବାନ୍ଧିବା ବେଳେ ଛଅ ଜଣ ଦଣ୍ଡୁଆ 11 କେ ଭି ବିଦ୍ୟୁତ ଲାଇନ ସଂସ୍ପର୍ଶ ରେ ଆସି ଗୁରୁତର ହୋଥିଲେ. ସେମାନଙ୍କୁ ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳେ ଡାକ୍ତର 3ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି. ଅନ୍ୟ 3ଜଣ ଗୁରୁତର ଅଛନ୍ତି.1
- Post by Sendhavai1
- ଯାଜପୁର ଜିଲ୍ଲା ଜେନାପୁର ଠାରେ ଉତ୍କଳମଣି ସେବା ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ପାଇଁ ସମାଜ ରେ ଦିନକୁ ଦିନ ବ୍ୟାପୁଥିବା କ୍ୟାନ୍ସର ଓ ବିଭିନ୍ନ ରୋଗ ରୁ ମୁକ୍ତି ପାଇଁ "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ",ଘରେ ଘରେ ପ୍ଲାଷ୍ଟିକ ବାଣ୍ଟୁଛି କ୍ୟାନ୍ସର ନାରା ସହିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉତ୍କଳମଣି ସେବା ସଂଗଠନ ର କାର୍ଯ୍ୟକର୍ତା ଓ ବହୁ ଛାତ୍ର ଛାତ୍ରୀ ସଚେତନତା ବିଷୟରେ ଲେଖା ପ୍ଲାକାର୍ଡ ଧରି ସଚେତନ କରିଥିଲେ ।1
- ଓଡ଼ିଆ ଅସ୍ମିତାକୁ ଫୁ କଲେ ସରକାର ! ପୁରୀରେ ଲଗାଇଲେ ବଙ୍ଗାଳୀ ଭାଷାରେ ପୋଷ୍ଟର। ପୁରୀରେ ଛକ ଛକରେ ଲାଗିଛି ବେଙ୍ଗଲ ଇଲେକ୍ସନ ପୋଷ୍ଟର। ପୁରୀରେ ବଙ୍ଗାଳୀ ଭାଷାରେ ପୋଷ୍ଟର ମାରି ପ୍ରଚାର କରୁଥିବା ଉପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବି।1