logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାରାଦୀପ ରେ ବିଜେପି ର ବିଶାଳ ମିଶ୍ରଣ ପର୍ବ, ଛାଡିଲେ କଂଗ୍ରେସ,ବିଜେଡି, ଧରିଲେ ବିଜେପି ର ହାତ... ପାରାଦୀପ ମୁନିସିପାଲିଟି ୧୧ ନମ୍ବର ୱାର୍ଡ, ଗୋପାଳଜୀୟୁ କଲୋନୀ ରେ ବିଜେପି ର ବିଶାଳ ମିଶ୍ରଣ ପର୍ବ, ବିଜେଡି, କଂଗ୍ରେସ ଛାଡି ଶତାଧିକ କର୍ମୀ ଓ ନେତା ବିଜେପି ରେ ସାମିଲ,ସମସ୍ତ କର୍ମୀଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ....

12 hrs ago
user_Biraja prasad tripathy Tripathy
Biraja prasad tripathy Tripathy
ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
12 hrs ago

ପାରାଦୀପ ରେ ବିଜେପି ର ବିଶାଳ ମିଶ୍ରଣ ପର୍ବ, ଛାଡିଲେ କଂଗ୍ରେସ,ବିଜେଡି, ଧରିଲେ ବିଜେପି ର ହାତ... ପାରାଦୀପ ମୁନିସିପାଲିଟି ୧୧ ନମ୍ବର ୱାର୍ଡ, ଗୋପାଳଜୀୟୁ କଲୋନୀ ରେ ବିଜେପି ର ବିଶାଳ ମିଶ୍ରଣ ପର୍ବ, ବିଜେଡି, କଂଗ୍ରେସ ଛାଡି ଶତାଧିକ କର୍ମୀ ଓ ନେତା ବିଜେପି ରେ ସାମିଲ,ସମସ୍ତ କର୍ମୀଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ....

More news from ଓଡ଼ିଶା and nearby areas
  • ତାତିଲେ ଗ୍ରାମବାସୀ,ଦାବି ପୂରଣ ନ କଲେ, କମ୍ପାନୀରେ ତାଲା ଝୁଲାଇବାକୁ ଦେଲେ ଚେତାବନୀ, ଶିଳ୍ପ ବଢୁଛି, ହେଲେ ଦୁଃଖ ଦୁର୍ଦଶା ରେ ଜୀବନ ବିତାଉଛନ୍ତି ଗ୍ରାମବାସୀ,କମ୍ପାନୀ ତାର ପ୍ରଡ଼କ୍ସନ କରି ବିପୁଳ ଅର୍ଥ ରୋଜଗାର କରୁଥିବା ବେଳେ ଏଠି ସ୍ଥାନୀୟ ବାସିନ୍ଦା କିଣୁଛନ୍ତି ବିଭିନ୍ନ ପ୍ରକାର ଦୁରାରୋଗ୍ୟ, କମ୍ପାନୀ ରୁ ବାହାରୁଥିବା ଧୂଳି, ଧୂଆଁ, କେମିକାଲ ଗନ୍ଧ ରେ ନାକ ଫାଟି ଯାଉଛି, କମ୍ପାନୀ ର ଘଡଘଡି ଶବ୍ଦ ରେ ଘରେ ରହିବା ଅସମ୍ଭାଳ ହୋଇପଡୁଛି,ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଯଦି ଅମର ଦାବି ପୂରଣ କରିବାରେ ପ୍ରଶାସନ ହେଉ କିମ୍ବା କମ୍ପାନୀ ଯଦି ଟାଳଟୁଳ ନୀତି ଆପଣନ୍ତି ତେବେ ଦାବି ଗ୍ରାମବାସୀ ପ୍ରଥମେ ଅସହଯୋଗ ଆନ୍ଦୋଳନ,ଯଦି ଏଥିରେ କିଛି ସୁଫଳ ନ ମିଳେ ବାଧ୍ୟହୋଇ କମ୍ପାନୀ ରେ ତାଲା ଝୁଲାଇ ଅଖଚକ ବନ୍ଦ କରିବାକୁ ବିଶାଳ ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି ଗ୍ରାମବାସୀ.....
    1
    ତାତିଲେ ଗ୍ରାମବାସୀ,ଦାବି ପୂରଣ ନ କଲେ, କମ୍ପାନୀରେ ତାଲା ଝୁଲାଇବାକୁ ଦେଲେ ଚେତାବନୀ, ଶିଳ୍ପ ବଢୁଛି, ହେଲେ ଦୁଃଖ ଦୁର୍ଦଶା ରେ ଜୀବନ ବିତାଉଛନ୍ତି ଗ୍ରାମବାସୀ,କମ୍ପାନୀ ତାର ପ୍ରଡ଼କ୍ସନ କରି ବିପୁଳ ଅର୍ଥ ରୋଜଗାର କରୁଥିବା ବେଳେ ଏଠି ସ୍ଥାନୀୟ ବାସିନ୍ଦା କିଣୁଛନ୍ତି ବିଭିନ୍ନ ପ୍ରକାର ଦୁରାରୋଗ୍ୟ, କମ୍ପାନୀ ରୁ ବାହାରୁଥିବା ଧୂଳି, ଧୂଆଁ, କେମିକାଲ ଗନ୍ଧ ରେ ନାକ ଫାଟି ଯାଉଛି, କମ୍ପାନୀ ର ଘଡଘଡି  ଶବ୍ଦ ରେ ଘରେ ରହିବା ଅସମ୍ଭାଳ ହୋଇପଡୁଛି,ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଯଦି ଅମର ଦାବି ପୂରଣ କରିବାରେ ପ୍ରଶାସନ ହେଉ କିମ୍ବା କମ୍ପାନୀ ଯଦି ଟାଳଟୁଳ ନୀତି ଆପଣନ୍ତି ତେବେ ଦାବି  ଗ୍ରାମବାସୀ ପ୍ରଥମେ ଅସହଯୋଗ ଆନ୍ଦୋଳନ,ଯଦି ଏଥିରେ କିଛି ସୁଫଳ ନ ମିଳେ ବାଧ୍ୟହୋଇ  କମ୍ପାନୀ ରେ ତାଲା ଝୁଲାଇ ଅଖଚକ ବନ୍ଦ କରିବାକୁ ବିଶାଳ ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି ଗ୍ରାମବାସୀ.....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    12 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    14 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    2 hrs ago
  • Post by Mo Adhikar news
    1
    Post by Mo Adhikar news
    user_Mo Adhikar news
    Mo Adhikar news
    ଯାଜପୁର, ଯାଜପୁର, ଓଡ଼ିଶା•
    6 hrs ago
  • Post by ଅନିଲ କୁମାର ପଣ୍ଡା
    2
    Post by ଅନିଲ କୁମାର ପଣ୍ଡା
    user_ଅନିଲ କୁମାର ପଣ୍ଡା
    ଅନିଲ କୁମାର ପଣ୍ଡା
    ଯାଜପୁର, ଯାଜପୁର, ଓଡ଼ିଶା•
    13 hrs ago
  • ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣା,ଧରାପଡିଲା ଅଭିଯୁକ୍ତ,ଫେରାର ଘଟଣାରେ ବାପା ସହାୟତା କରିଥିବାରୁ ଅଭିଯୁକ୍ତ ପୁଅ ସହ ବାପା ଗିରଫ ।ଏକ ଚୋରି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ,ଗତକାଲି ଏହି ଘଟଣାରେ ଥାନାର ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳକୁ ସସପେଣ୍ଡ କରିଥିଲେ ଯାଜପୁର ଏସପି ।
    1
    ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣା,ଧରାପଡିଲା ଅଭିଯୁକ୍ତ,ଫେରାର ଘଟଣାରେ ବାପା ସହାୟତା କରିଥିବାରୁ ଅଭିଯୁକ୍ତ ପୁଅ ସହ ବାପା ଗିରଫ ।ଏକ ଚୋରି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ,ଗତକାଲି ଏହି ଘଟଣାରେ ଥାନାର ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳକୁ ସସପେଣ୍ଡ କରିଥିଲେ ଯାଜପୁର ଏସପି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    21 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ପାରାଦୀପ ମୁନିସିପାଲିଟି ୧୧ ନମ୍ବର ୱାର୍ଡ, ଗୋପାଳଜୀୟୁ କଲୋନୀ ରେ ବିଜେପି ର ବିଶାଳ ମିଶ୍ରଣ ପର୍ବ, ବିଜେଡି, କଂଗ୍ରେସ ଛାଡି ଶତାଧିକ କର୍ମୀ ଓ ନେତା ବିଜେପି ରେ ସାମିଲ,ସମସ୍ତ କର୍ମୀଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ....
    1
    ପାରାଦୀପ ମୁନିସିପାଲିଟି ୧୧ ନମ୍ବର ୱାର୍ଡ, ଗୋପାଳଜୀୟୁ କଲୋନୀ ରେ ବିଜେପି ର ବିଶାଳ ମିଶ୍ରଣ ପର୍ବ, ବିଜେଡି, କଂଗ୍ରେସ ଛାଡି ଶତାଧିକ କର୍ମୀ ଓ ନେତା ବିଜେପି ରେ ସାମିଲ,ସମସ୍ତ କର୍ମୀଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.