ବହୁତ ହୋଇଗଲା, କମ୍ପାନୀ ଧୂଳି,ଧୂଆଁ, କେମିକାଲ ରେ ଆମେ ଅତିଷ୍ଠ ହେଉଛୁ ହେଲେ କମ୍ପାନୀ ଆମକଥା ଶୁଣିଲାନି, ଏଥର କମ୍ପାନୀ ଫାଟକ ରେ ତାଲା ଝୁଲାଇବୁ... ତାତିଲେ ଗ୍ରାମବାସୀ,ଦାବି ପୂରଣ ନ କଲେ, କମ୍ପାନୀରେ ତାଲା ଝୁଲାଇବାକୁ ଦେଲେ ଚେତାବନୀ, ଶିଳ୍ପ ବଢୁଛି, ହେଲେ ଦୁଃଖ ଦୁର୍ଦଶା ରେ ଜୀବନ ବିତାଉଛନ୍ତି ଗ୍ରାମବାସୀ,କମ୍ପାନୀ ତାର ପ୍ରଡ଼କ୍ସନ କରି ବିପୁଳ ଅର୍ଥ ରୋଜଗାର କରୁଥିବା ବେଳେ ଏଠି ସ୍ଥାନୀୟ ବାସିନ୍ଦା କିଣୁଛନ୍ତି ବିଭିନ୍ନ ପ୍ରକାର ଦୁରାରୋଗ୍ୟ, କମ୍ପାନୀ ରୁ ବାହାରୁଥିବା ଧୂଳି, ଧୂଆଁ, କେମିକାଲ ଗନ୍ଧ ରେ ନାକ ଫାଟି ଯାଉଛି, କମ୍ପାନୀ ର ଘଡଘଡି ଶବ୍ଦ ରେ ଘରେ ରହିବା ଅସମ୍ଭାଳ ହୋଇପଡୁଛି,ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଯଦି ଅମର ଦାବି ପୂରଣ କରିବାରେ ପ୍ରଶାସନ ହେଉ କିମ୍ବା କମ୍ପାନୀ ଯଦି ଟାଳଟୁଳ ନୀତି ଆପଣନ୍ତି ତେବେ ଦାବି ଗ୍ରାମବାସୀ ପ୍ରଥମେ ଅସହଯୋଗ ଆନ୍ଦୋଳନ,ଯଦି ଏଥିରେ କିଛି ସୁଫଳ ନ ମିଳେ ବାଧ୍ୟହୋଇ କମ୍ପାନୀ ରେ ତାଲା ଝୁଲାଇ ଅଖଚକ ବନ୍ଦ କରିବାକୁ ବିଶାଳ ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି ଗ୍ରାମବାସୀ.....

- ତାତିଲେ ଗ୍ରାମବାସୀ,ଦାବି ପୂରଣ ନ କଲେ, କମ୍ପାନୀରେ ତାଲା ଝୁଲାଇବାକୁ ଦେଲେ ଚେତାବନୀ, ଶିଳ୍ପ ବଢୁଛି, ହେଲେ ଦୁଃଖ ଦୁର୍ଦଶା ରେ ଜୀବନ ବିତାଉଛନ୍ତି ଗ୍ରାମବାସୀ,କମ୍ପାନୀ ତାର ପ୍ରଡ଼କ୍ସନ କରି ବିପୁଳ ଅର୍ଥ ରୋଜଗାର କରୁଥିବା ବେଳେ ଏଠି ସ୍ଥାନୀୟ ବାସିନ୍ଦା କିଣୁଛନ୍ତି ବିଭିନ୍ନ ପ୍ରକାର ଦୁରାରୋଗ୍ୟ, କମ୍ପାନୀ ରୁ ବାହାରୁଥିବା ଧୂଳି, ଧୂଆଁ, କେମିକାଲ ଗନ୍ଧ ରେ ନାକ ଫାଟି ଯାଉଛି, କମ୍ପାନୀ ର ଘଡଘଡି ଶବ୍ଦ ରେ ଘରେ ରହିବା ଅସମ୍ଭାଳ ହୋଇପଡୁଛି,ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଯଦି ଅମର ଦାବି ପୂରଣ କରିବାରେ ପ୍ରଶାସନ ହେଉ କିମ୍ବା କମ୍ପାନୀ ଯଦି ଟାଳଟୁଳ ନୀତି ଆପଣନ୍ତି ତେବେ ଦାବି ଗ୍ରାମବାସୀ ପ୍ରଥମେ ଅସହଯୋଗ ଆନ୍ଦୋଳନ,ଯଦି ଏଥିରେ କିଛି ସୁଫଳ ନ ମିଳେ ବାଧ୍ୟହୋଇ କମ୍ପାନୀ ରେ ତାଲା ଝୁଲାଇ ଅଖଚକ ବନ୍ଦ କରିବାକୁ ବିଶାଳ ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି ଗ୍ରାମବାସୀ.....1
- Post by ନିଷ୍ଠୁର ଦୁନିଆ Live1
- Post by ଯାଜପୁର ଖବର ପ୍ରସାରିତ1
- Post by Mo Adhikar news1
- Post by ଅନିଲ କୁମାର ପଣ୍ଡା2
- ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣା,ଧରାପଡିଲା ଅଭିଯୁକ୍ତ,ଫେରାର ଘଟଣାରେ ବାପା ସହାୟତା କରିଥିବାରୁ ଅଭିଯୁକ୍ତ ପୁଅ ସହ ବାପା ଗିରଫ ।ଏକ ଚୋରି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ,ଗତକାଲି ଏହି ଘଟଣାରେ ଥାନାର ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳକୁ ସସପେଣ୍ଡ କରିଥିଲେ ଯାଜପୁର ଏସପି ।1
- Post by NEWS MANORANJAN1
- ପାରାଦୀପ ମୁନିସିପାଲିଟି ୧୧ ନମ୍ବର ୱାର୍ଡ, ଗୋପାଳଜୀୟୁ କଲୋନୀ ରେ ବିଜେପି ର ବିଶାଳ ମିଶ୍ରଣ ପର୍ବ, ବିଜେଡି, କଂଗ୍ରେସ ଛାଡି ଶତାଧିକ କର୍ମୀ ଓ ନେତା ବିଜେପି ରେ ସାମିଲ,ସମସ୍ତ କର୍ମୀଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ....1