logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ଖପରାଗଣ୍ଡା ଗାଁରେ ଲୋକେ ନିର୍ମମ ଭାବେ ଏକ ଜୀଆଦକୁ ପିଟିପିଟି ମାରି ଦେଇଛନ୍ତି। ଏହି ଘଟଣା ପୁଣିଥରେ ବନ୍ୟଜୀବଙ୍କ ଅସୁରକ୍ଷା ଓ ସେମାନଙ୍କ ପ୍ରତି ନିଷ୍ଠୁରତାକୁ ପଦାକୁ ଆଣିଛି।

9 hrs ago
user_Krishna Kumar Swain
Krishna Kumar Swain
Social worker Badagada, Ganjam•
9 hrs ago

ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ଖପରାଗଣ୍ଡା ଗାଁରେ ଲୋକେ ନିର୍ମମ ଭାବେ ଏକ ଜୀଆଦକୁ ପିଟିପିଟି ମାରି ଦେଇଛନ୍ତି। ଏହି ଘଟଣା ପୁଣିଥରେ ବନ୍ୟଜୀବଙ୍କ ଅସୁରକ୍ଷା ଓ ସେମାନଙ୍କ ପ୍ରତି ନିଷ୍ଠୁରତାକୁ ପଦାକୁ ଆଣିଛି।

More news from Ganjam and nearby areas
  • ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।
    1
    ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।
    user_Krishna Kumar Swain
    Krishna Kumar Swain
    Social worker Badagada, Ganjam•
    9 hrs ago
  • କବିସୂର୍ଯ୍ୟନଗର : ନିଖିଳ ଉତ୍କଳ ଖରୁଡ଼ା ସମାଜ ର ଜିଲ୍ଲା ସ୍ତରୀୟ ବୈଠକ,କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ ନିଖିଳ ଉତ୍କଳ ଖରୁଡ଼ା ସମାଜ କବିସୂର୍ଯ୍ୟନଗର ପକ୍ଷରୁ ସଭାପତି ସୂର୍ଯ୍ୟନାରାୟଣ ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଜିଲ୍ଲା ସ୍ଥରୀୟ ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହରର ବିଭିନ୍ନ ସାହି ପରିକ୍ରମା ପରେ ବଡ଼ଖରୁଡା ସାହି ସ୍ଥିତ ସଭାସ୍ଥଳରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଦ୍ୟାଳୟ ପ୍ରତାପ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ସନମାନୀତ ଅତିଥି ଭାବେ ରାଜ୍ୟ ସଭାପତି ଗିରିଶ ଚନ୍ଦ୍ର ନାୟକ,ଉପସଭାପତି ପ୍ରାଧ୍ୟାପକ ଟହଲୁ ସାହୁ ଓ ପ୍ରଶାନ୍ତ କୁମାର ନାୟକ,ସମ୍ପାଦକ ପ୍ରସନ୍ନ କୁମାର ନାୟକ, ସହ ସମ୍ପାଦକ ଚନ୍ଦ୍ରଶେଖର ନାୟକ ଓ ଅକ୍ଷୟ ନାୟକ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଯୁଗ୍ମ ସମ୍ପାଦକ ନବକୃଷ୍ଣ ନାୟକ, ଉପଦେଷ୍ଟା ଭିକାରି ଚରଣ ମହାପାତ୍ର, ପ୍ରାଧ୍ୟାପକ ଗଜରାଜ ପାତ୍ର, ଆପନ୍ନl ମହାପାତ୍ର, ସନ୍ୟାସୀ ନାୟକ, ଜିଲ୍ଲା ସଂଯୋଜକ ଯୋଗୀନ୍ଦ୍ର ନାୟକ ଓ କୋଷlଦକ୍ଷ ଦେବରାଜ ନାୟକ ମଂଚାସୀନ ଅତିଥି ଥିଲେ l ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ପଦପଦବୀରେ ରହିଥିବା କର୍ମକର୍ତ୍ତା ଓ ସ୍ଥାନୀୟ ଖରୁଡ଼ା ସମାଜ ର ହଜାର ହଜାର କର୍ମକର୍ତା କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ, ଉପଢୌକନ, ମହାମାୟୀଙ୍କ ଫୋଟଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ସମସ୍ତେ ଏକଜୁଟ ହୋଇ ସାଧାରଣ ଲୋକଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଅତିଥି ମାନେ ଆହ୍ୱାନ ଦେଇଥିଲେ l ଏହାସହ ମାଟ୍ରିକ ପରୀକ୍ଷା ରେ କୃତିତ୍ୱ ହାସଲ କରି ସମଜର ଟେକ ରଖିଥିବା ପ୍ରତିଭାବନ ଛାତ୍ର ଛାତ୍ର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଶିକ୍ଷକ ପ୍ରଦୀପ କୁମାର ନାୟକ, କୃଷ୍ଣଚନ୍ଦ୍ର ସେନାପତି, ତ୍ରିନାଥ ନାୟକ, ଛନ୍ଦାଚରଣ ନାୟକ,ବଂଶୀଧର ସେନାପତି ଓ କବିସୂର୍ଯ୍ୟନଗର ଖରୁଡ଼ା ପେଣ୍ଠ ପ୍ରମୁଖ ପରିଚାଳନା କରିଥିଲେ l
    1
    କବିସୂର୍ଯ୍ୟନଗର : ନିଖିଳ ଉତ୍କଳ ଖରୁଡ଼ା ସମାଜ ର ଜିଲ୍ଲା ସ୍ତରୀୟ ବୈଠକ,କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ ନିଖିଳ ଉତ୍କଳ ଖରୁଡ଼ା ସମାଜ କବିସୂର୍ଯ୍ୟନଗର ପକ୍ଷରୁ ସଭାପତି ସୂର୍ଯ୍ୟନାରାୟଣ ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଜିଲ୍ଲା ସ୍ଥରୀୟ ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହରର ବିଭିନ୍ନ ସାହି ପରିକ୍ରମା ପରେ ବଡ଼ଖରୁଡା ସାହି ସ୍ଥିତ ସଭାସ୍ଥଳରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଦ୍ୟାଳୟ ପ୍ରତାପ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ସନମାନୀତ ଅତିଥି ଭାବେ ରାଜ୍ୟ ସଭାପତି ଗିରିଶ ଚନ୍ଦ୍ର ନାୟକ,ଉପସଭାପତି ପ୍ରାଧ୍ୟାପକ ଟହଲୁ ସାହୁ ଓ ପ୍ରଶାନ୍ତ କୁମାର ନାୟକ,ସମ୍ପାଦକ ପ୍ରସନ୍ନ କୁମାର ନାୟକ, ସହ ସମ୍ପାଦକ ଚନ୍ଦ୍ରଶେଖର ନାୟକ ଓ ଅକ୍ଷୟ ନାୟକ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଯୁଗ୍ମ ସମ୍ପାଦକ ନବକୃଷ୍ଣ ନାୟକ, ଉପଦେଷ୍ଟା ଭିକାରି ଚରଣ ମହାପାତ୍ର, ପ୍ରାଧ୍ୟାପକ ଗଜରାଜ ପାତ୍ର, ଆପନ୍ନl ମହାପାତ୍ର, ସନ୍ୟାସୀ ନାୟକ, ଜିଲ୍ଲା ସଂଯୋଜକ ଯୋଗୀନ୍ଦ୍ର ନାୟକ ଓ କୋଷlଦକ୍ଷ ଦେବରାଜ ନାୟକ ମଂଚାସୀନ ଅତିଥି ଥିଲେ l ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ପଦପଦବୀରେ ରହିଥିବା କର୍ମକର୍ତ୍ତା ଓ ସ୍ଥାନୀୟ ଖରୁଡ଼ା ସମାଜ ର ହଜାର ହଜାର କର୍ମକର୍ତା କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ, ଉପଢୌକନ, ମହାମାୟୀଙ୍କ ଫୋଟଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ସମସ୍ତେ ଏକଜୁଟ ହୋଇ ସାଧାରଣ ଲୋକଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ  ଅତିଥି ମାନେ ଆହ୍ୱାନ ଦେଇଥିଲେ l  ଏହାସହ ମାଟ୍ରିକ ପରୀକ୍ଷା ରେ କୃତିତ୍ୱ ହାସଲ କରି ସମଜର ଟେକ ରଖିଥିବା ପ୍ରତିଭାବନ ଛାତ୍ର ଛାତ୍ର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଶିକ୍ଷକ ପ୍ରଦୀପ କୁମାର ନାୟକ, କୃଷ୍ଣଚନ୍ଦ୍ର ସେନାପତି, ତ୍ରିନାଥ ନାୟକ, ଛନ୍ଦାଚରଣ ନାୟକ,ବଂଶୀଧର ସେନାପତି ଓ କବିସୂର୍ଯ୍ୟନଗର ଖରୁଡ଼ା ପେଣ୍ଠ ପ୍ରମୁଖ ପରିଚାଳନା କରିଥିଲେ l
    user_Pitabas dash
    Pitabas dash
    Asika, Ganjam•
    24 min ago
  • ଗଜପତିର ଉଦୟଗିରି ଥାନା ଅଞ୍ଚଳରେ ଏକ ଜଳପ୍ରପାତ ନିକଟରେ ପଥର ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତଦେହ ନିକଟରେ ଏକ ବୁଲେଟ୍ ଗାଡ଼ି ଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    1
    ଗଜପତିର ଉଦୟଗିରି ଥାନା ଅଞ୍ଚଳରେ ଏକ ଜଳପ୍ରପାତ ନିକଟରେ ପଥର ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତଦେହ ନିକଟରେ ଏକ ବୁଲେଟ୍ ଗାଡ଼ି ଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    7 hrs ago
  • ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ
    1
    ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ 
ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ 
ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ 
ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    3 hrs ago
  • ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ ।
    1
    ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ  ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    3 hrs ago
  • ନୟାଗଡ଼ର ସାରନକୁଳରୁ ଜଣେ ବ୍ୟକ୍ତିଙ୍କ ୧୦୦୦ ଟଙ୍କାର ଚପଲ ଚୋରି ହୋଇଛି। ଏହାକୁ ନେଇ ସେ ବହୁତ ଚିନ୍ତିତ ଅଛନ୍ତି।
    1
    ନୟାଗଡ଼ର ସାରନକୁଳରୁ ଜଣେ ବ୍ୟକ୍ତିଙ୍କ ୧୦୦୦ ଟଙ୍କାର ଚପଲ ଚୋରି ହୋଇଛି। ଏହାକୁ ନେଇ ସେ ବହୁତ ଚିନ୍ତିତ ଅଛନ୍ତି।
    user_Kanhu charan jena
    Kanhu charan jena
    Content Creator (YouTuber) ସାରନକୁଲ, ନୟାଗଡ଼, ଓଡ଼ିଶା•
    6 hrs ago
  • ବାଲିଅନ୍ତା ଘଟଣାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦା ହଟିଛି। ତାଙ୍କ ସହିତ ବାଇକରେ ଥିବା ଓମ ପ୍ରକାଶ ରାଉତଙ୍କ ପ୍ରତିକ୍ରିୟା ହତ୍ୟାକାଣ୍ଡର ଖୁଲାସାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।
    1
    ବାଲିଅନ୍ତା ଘଟଣାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦା ହଟିଛି। ତାଙ୍କ ସହିତ ବାଇକରେ ଥିବା ଓମ ପ୍ରକାଶ ରାଉତଙ୍କ ପ୍ରତିକ୍ରିୟା ହତ୍ୟାକାଣ୍ଡର ଖୁଲାସାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    14 hrs ago
  • ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ଖପରାଗଣ୍ଡା ଗାଁରେ ଲୋକେ ନିର୍ମମ ଭାବେ ଏକ ଜୀଆଦକୁ ପିଟିପିଟି ମାରି ଦେଇଛନ୍ତି। ଏହି ଘଟଣା ପୁଣିଥରେ ବନ୍ୟଜୀବଙ୍କ ଅସୁରକ୍ଷା ଓ ସେମାନଙ୍କ ପ୍ରତି ନିଷ୍ଠୁରତାକୁ ପଦାକୁ ଆଣିଛି।
    1
    ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ଖପରାଗଣ୍ଡା ଗାଁରେ ଲୋକେ ନିର୍ମମ ଭାବେ ଏକ ଜୀଆଦକୁ ପିଟିପିଟି ମାରି ଦେଇଛନ୍ତି। ଏହି ଘଟଣା ପୁଣିଥରେ ବନ୍ୟଜୀବଙ୍କ ଅସୁରକ୍ଷା ଓ ସେମାନଙ୍କ ପ୍ରତି ନିଷ୍ଠୁରତାକୁ ପଦାକୁ ଆଣିଛି।
    user_Krishna Kumar Swain
    Krishna Kumar Swain
    Social worker Badagada, Ganjam•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.