ସାହାଯ୍ୟର ଅପେକ୍ଷାରେ ସ୍ୱାମୀ ସ୍ତ୍ରୀ ଦିନ ଥିଲା ସ୍ଵାମୀ ସ୍ତ୍ରୀ ଉଭୟ ରୋଜଗାର କରି ଭଲରେ ଦିନ କାଟିବା ସହିତ ଅନ୍ୟର ଦୁଃଖ ରେ ଠିଆ ହେଉଥିଲେ| ମାତ୍ର ବଦଳିଗଲା ସମୟର ଚକ୍ର, ଦୁଇଜଣ ରୋଜଗାର କରିପାରୁ ନାହାନ୍ତି| ଶ୍ରୀଧର ପକ୍ଷାଘାତ ରୋଗରେ ପଡିଥିବା ବେଳେ ଆଶାଲତା ଦୂର୍ଘଟଣାର ଶିକାର ହୋଇ ଘରେ ଶଯ୍ୟା ଶ୍ୟାୟୀ| ସ୍ଵାମୀ,ସ୍ତ୍ରୀ ଦୁଇ ଜଣ ଏବେ ଖୋଜୁଛନ୍ତି ଅନ୍ୟର ସାହାରା| ପାରାଦୀପ ବୃନ୍ଦାବନ କଲୋନୀ ର ଓାର୍ଡ ନଂ9 ରେ ରହୁଥିବା ଶ୍ରୀଧର ରାଉତ ଓ ଆଶାଲତା ଓଳିଏ ଖାଇଲେ ଦୁଇ ଓଳି ଉପବାସ, ଦେହ ପାଇଁ ଓୌଷଧ କଥା କିଏ ପଚାରୁଛି| ଦିନ ଥିଲା ଶ୍ରୀଧର ମାଛଧରା ବନ୍ଦର ରେ ବୋଟ୍ ସୁପରଭାଇଜର ଭାବେ କାଯର୍୍ୟ କରି ପରିବାର ଚଳାଇବା ସହିତ ଅନ୍ୟର ସୁଖ,ଦୁଃଖ ରେ ଛିଡା ହେଉଥିଲେ| ପୂର୍ବରୁ ଶ୍ରୀଧର ରାଉତ ମାଛଧରା ବେସ ରେ କାମ କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ| ତାଙ୍କ କାନ୍ଧରେ କାନ୍ଧ ମିଶାଇ ତାଙ୍କ ସ୍ତ୍ରୀ ଆଶାଲତା ରାଉତ ପାରାଦୀପ ମୁନିସିପାଲିଟି ରେ ନିୟୋଜିତ ସଫେଇ ଗାଡିରେ କାମ କରି ମଧ୍ୟ ଭଲ ଦୁଇ ପାଇସା ରୋଜଗାର କରୁଥିଲେ| କିଏ ଯଦି ଅସୁବିଧାରେ ପଡୁଥିଲେ ସଙ୍ଗେ ସଙ୍ଗେ ସେମାନଙ୍କ ନିକଟରେ ଛିଡା ହେଉଥିଲେ ଆଶାଲତା ରାଉତ| ମାତ୍ର ଦୂର୍ଭାଗ୍ୟ ଯେତେବେଳେ ଆସେ ପରିବାରକୁ ସାଙ୍ଗରେ ନେଇ ହିଁ ଆସିଥାଏ| ହଠାତ୍ ଶ୍ରୀଧର ଙ୍କ ବ୍ରେନ୍ ଷ୍ଟେ୍ର୍ରାକ ହେଲା ଏବଂ ସେ ପକ୍ଷାଘାତ ରୋଗରେ ପୀଡିତ ହୋଇଥିବା ବେଳେ ଏହାର କିଛିଦିନ ଭିତରେ ପତ୍ନୀ ଆଶାଲତା ଙ୍କର ଦୂର୍ଘଟଣାରେ ଗୋଡ ଭାଙ୍ଗିଗଲା| ଉଭୟ ଏବେ ଘରେ ପଡିଥିବା ବେଳେ କିଛି କାମ ନଥିବାରୁ ଚୁଲି ଜଳିବା ଅସମ୍ଭବ ହୋଇ ପଡିଛି| ଓଳିଏ ଖାଇଲେ ଦୁଇ ବେଳା ଉପବାସ ରହିବାକୁ ପଡୁଛି| ଏଭଳି ପରିସ୍ଥିତିରେ ମୁନିସିପାଲିଟି ର ଯେଉଁ ଠିକାଦାର ଅଧିନରେ ଆଶାଲତା କାମ କରୁଥିଲେ, ସିଏ ମଧ୍ୟ ତାଙ୍କର ଦୁଃଖ ରେ ସହଯୋଗ ର ହାତ ବଢାଇଲେ ନାହିଁ| ଦିନେ ଯିଏ ଅନ୍ୟର ଦୁଃଖ ରେ ନିଜର ସ୍ଵଳ୍ପ ରୋଜଗାର କୁ ଖର୍ଚ୍ଚ କରିଦେଉଥିଲା, ଆଜି ସିଏ ନିଜେ ଗଣ୍ଡାଏ ଖାଇବା ଓ ଓୌଷଧ ଟିକିଏ କିଣିବା ପାଇଁ ସଂଘର୍ଷ କରୁଛି| ଆଜିର ସ୍ଵାର୍ଥପର ଦୁନିଆରେ ଅନ୍ୟ ପାଇଁ ଚିନ୍ତା କରୁଥିବା ଶ୍ରୀଧର ଓ ଆଶାଲତା ସମୟ ଚକ୍ରରେ ନିଜେ ଅସହାୟ ହୋଇପଡିଛନ୍ତି| କିଛି ସରକାରୀ ସ୍ତରରେ କିମ୍ୱା କେହି ସହୃଦୟ ବ୍ୟକ୍ତି ଯଦି ଉଭୟଙ୍କୁ ସହଯୋଗ ର ହାତ ବଢାନ୍ତେ, ତେବେ ଉଭୟ ଦୁଇ ଓଳି ଦୁଇମୁଠା ଖାଇବା ସହିତ ଓୌଷଧ ଖାଇ ସୁସ୍ଥ ହୋଇ ପାରନ୍ତେ ବୋଲି ଅନୁରୋଧ କରିଛନ୍ତି ଆଶାଲତାଙ୍କ ପଡୋଶି| ଏଭଳି ପରିସ୍ଥିତିରେ ଖବର ପାଇ ଶ୍ରୀଧର ଙ୍କ ଘରେ ପହଁଚିବା ସହିତ ସାହାଯ୍ୟ ର ହାତ ବଢାଇଛନ୍ତି ସମାଜସେବୀ ସ୍ନେହମୟୀ ଆଚାଯର୍୍ୟ| କିପରି ଶ୍ରୀଧର ରାଉତ ସୁସ୍ଥ ହେବେ ଏବଂ ତାଙ୍କର ପରିବାର ମୁହଁରେ ପୁଣି ଥରେ କିପରି ହସ ଫେରିଆସିବ ଏନେଇ ପ୍ରୟାସ ଆରମ୍ଭ କରିଛନ୍ତି ସମାଜସେବୀ ସ୍ନେହମୟୀ ଆଚାଯର୍୍ୟ| ନିଜେ ସାହାଯ୍ୟ ର ହାତ ବଢାଇବା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କୁ ଦୁଃସମୟ ରେ ପଡିଥିବା ଏହି ପରିବାର କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ସ୍ନେହମୟୀ| ଯଦି କୌଣସି ସହୃଦୟ ବ୍ୟକ୍ତି ହୁଅନ୍ତୁ କିମ୍ୱା ସଂଗଠନ ଆଶାଲତାଙ୍କ ଏହି ବ୍ୟାଙ୍କ ଆକାଉଂଟ ନମ୍ୱର 32183167780 IFSC CODE-SBIN0007979 STATE BANK OF INDIA BRANCH-PARADEEP ରେ ହେଉ କିମ୍ୱା ତାଙ୍କ ଫୋନ ପେ ନମ୍ୱର 9078115103 ରେ ସହେଯାଗ କରନ୍ତି ତେବେ ଅସହାୟ ଅବସ୍ଥାରେ ଥିବା ଶ୍ରୀଧର ଓ ଆଶାଲତା ଦୁଇ ମୁଠା ଖାଇବା ସହିତ ଓୌଷଧ କିଣିବା ପାଇଁ ସମର୍ଥ ହୋଇପାରିବେ ବୋଲି ସାଧାରଣରେ ନିବେଦନ କରାଯାଇଛି| ଗଣେଶ ପାଣିଗ୍ରାହୀ ରିପୋର୍ଟ
ସାହାଯ୍ୟର ଅପେକ୍ଷାରେ ସ୍ୱାମୀ ସ୍ତ୍ରୀ ଦିନ ଥିଲା ସ୍ଵାମୀ ସ୍ତ୍ରୀ ଉଭୟ ରୋଜଗାର କରି ଭଲରେ ଦିନ କାଟିବା ସହିତ ଅନ୍ୟର ଦୁଃଖ ରେ ଠିଆ ହେଉଥିଲେ| ମାତ୍ର ବଦଳିଗଲା ସମୟର ଚକ୍ର, ଦୁଇଜଣ ରୋଜଗାର କରିପାରୁ ନାହାନ୍ତି| ଶ୍ରୀଧର ପକ୍ଷାଘାତ ରୋଗରେ ପଡିଥିବା ବେଳେ ଆଶାଲତା ଦୂର୍ଘଟଣାର ଶିକାର ହୋଇ ଘରେ ଶଯ୍ୟା ଶ୍ୟାୟୀ| ସ୍ଵାମୀ,ସ୍ତ୍ରୀ ଦୁଇ ଜଣ ଏବେ ଖୋଜୁଛନ୍ତି ଅନ୍ୟର ସାହାରା| ପାରାଦୀପ ବୃନ୍ଦାବନ କଲୋନୀ ର ଓାର୍ଡ ନଂ9 ରେ ରହୁଥିବା ଶ୍ରୀଧର ରାଉତ ଓ ଆଶାଲତା ଓଳିଏ ଖାଇଲେ ଦୁଇ ଓଳି ଉପବାସ, ଦେହ ପାଇଁ ଓୌଷଧ କଥା କିଏ ପଚାରୁଛି| ଦିନ ଥିଲା ଶ୍ରୀଧର ମାଛଧରା ବନ୍ଦର ରେ ବୋଟ୍ ସୁପରଭାଇଜର ଭାବେ କାଯର୍୍ୟ କରି ପରିବାର ଚଳାଇବା ସହିତ ଅନ୍ୟର ସୁଖ,ଦୁଃଖ ରେ ଛିଡା ହେଉଥିଲେ| ପୂର୍ବରୁ ଶ୍ରୀଧର ରାଉତ ମାଛଧରା ବେସ ରେ କାମ କରି
ବେଶ ଦୁଇ ପଇସା ରୋଜଗାର କରୁଥିଲେ| ତାଙ୍କ କାନ୍ଧରେ କାନ୍ଧ ମିଶାଇ ତାଙ୍କ ସ୍ତ୍ରୀ ଆଶାଲତା ରାଉତ ପାରାଦୀପ ମୁନିସିପାଲିଟି ରେ ନିୟୋଜିତ ସଫେଇ ଗାଡିରେ କାମ କରି ମଧ୍ୟ ଭଲ ଦୁଇ ପାଇସା ରୋଜଗାର କରୁଥିଲେ| କିଏ ଯଦି ଅସୁବିଧାରେ ପଡୁଥିଲେ ସଙ୍ଗେ ସଙ୍ଗେ ସେମାନଙ୍କ ନିକଟରେ ଛିଡା ହେଉଥିଲେ ଆଶାଲତା ରାଉତ| ମାତ୍ର ଦୂର୍ଭାଗ୍ୟ ଯେତେବେଳେ ଆସେ ପରିବାରକୁ ସାଙ୍ଗରେ ନେଇ ହିଁ ଆସିଥାଏ| ହଠାତ୍ ଶ୍ରୀଧର ଙ୍କ ବ୍ରେନ୍ ଷ୍ଟେ୍ର୍ରାକ ହେଲା ଏବଂ ସେ ପକ୍ଷାଘାତ ରୋଗରେ ପୀଡିତ ହୋଇଥିବା ବେଳେ ଏହାର କିଛିଦିନ ଭିତରେ ପତ୍ନୀ ଆଶାଲତା ଙ୍କର ଦୂର୍ଘଟଣାରେ ଗୋଡ ଭାଙ୍ଗିଗଲା| ଉଭୟ ଏବେ ଘରେ ପଡିଥିବା ବେଳେ କିଛି କାମ ନଥିବାରୁ ଚୁଲି ଜଳିବା ଅସମ୍ଭବ ହୋଇ ପଡିଛି| ଓଳିଏ ଖାଇଲେ ଦୁଇ ବେଳା ଉପବାସ ରହିବାକୁ ପଡୁଛି| ଏଭଳି ପରିସ୍ଥିତିରେ ମୁନିସିପାଲିଟି ର ଯେଉଁ ଠିକାଦାର ଅଧିନରେ ଆଶାଲତା କାମ
କରୁଥିଲେ, ସିଏ ମଧ୍ୟ ତାଙ୍କର ଦୁଃଖ ରେ ସହଯୋଗ ର ହାତ ବଢାଇଲେ ନାହିଁ| ଦିନେ ଯିଏ ଅନ୍ୟର ଦୁଃଖ ରେ ନିଜର ସ୍ଵଳ୍ପ ରୋଜଗାର କୁ ଖର୍ଚ୍ଚ କରିଦେଉଥିଲା, ଆଜି ସିଏ ନିଜେ ଗଣ୍ଡାଏ ଖାଇବା ଓ ଓୌଷଧ ଟିକିଏ କିଣିବା ପାଇଁ ସଂଘର୍ଷ କରୁଛି| ଆଜିର ସ୍ଵାର୍ଥପର ଦୁନିଆରେ ଅନ୍ୟ ପାଇଁ ଚିନ୍ତା କରୁଥିବା ଶ୍ରୀଧର ଓ ଆଶାଲତା ସମୟ ଚକ୍ରରେ ନିଜେ ଅସହାୟ ହୋଇପଡିଛନ୍ତି| କିଛି ସରକାରୀ ସ୍ତରରେ କିମ୍ୱା କେହି ସହୃଦୟ ବ୍ୟକ୍ତି ଯଦି ଉଭୟଙ୍କୁ ସହଯୋଗ ର ହାତ ବଢାନ୍ତେ, ତେବେ ଉଭୟ ଦୁଇ ଓଳି ଦୁଇମୁଠା ଖାଇବା ସହିତ ଓୌଷଧ ଖାଇ ସୁସ୍ଥ ହୋଇ ପାରନ୍ତେ ବୋଲି ଅନୁରୋଧ କରିଛନ୍ତି ଆଶାଲତାଙ୍କ ପଡୋଶି| ଏଭଳି ପରିସ୍ଥିତିରେ ଖବର ପାଇ ଶ୍ରୀଧର ଙ୍କ ଘରେ ପହଁଚିବା ସହିତ ସାହାଯ୍ୟ ର ହାତ ବଢାଇଛନ୍ତି ସମାଜସେବୀ ସ୍ନେହମୟୀ ଆଚାଯର୍୍ୟ| କିପରି ଶ୍ରୀଧର
ରାଉତ ସୁସ୍ଥ ହେବେ ଏବଂ ତାଙ୍କର ପରିବାର ମୁହଁରେ ପୁଣି ଥରେ କିପରି ହସ ଫେରିଆସିବ ଏନେଇ ପ୍ରୟାସ ଆରମ୍ଭ କରିଛନ୍ତି ସମାଜସେବୀ ସ୍ନେହମୟୀ ଆଚାଯର୍୍ୟ| ନିଜେ ସାହାଯ୍ୟ ର ହାତ ବଢାଇବା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କୁ ଦୁଃସମୟ ରେ ପଡିଥିବା ଏହି ପରିବାର କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ସ୍ନେହମୟୀ| ଯଦି କୌଣସି ସହୃଦୟ ବ୍ୟକ୍ତି ହୁଅନ୍ତୁ କିମ୍ୱା ସଂଗଠନ ଆଶାଲତାଙ୍କ ଏହି ବ୍ୟାଙ୍କ ଆକାଉଂଟ ନମ୍ୱର 32183167780 IFSC CODE-SBIN0007979 STATE BANK OF INDIA BRANCH-PARADEEP ରେ ହେଉ କିମ୍ୱା ତାଙ୍କ ଫୋନ ପେ ନମ୍ୱର 9078115103 ରେ ସହେଯାଗ କରନ୍ତି ତେବେ ଅସହାୟ ଅବସ୍ଥାରେ ଥିବା ଶ୍ରୀଧର ଓ ଆଶାଲତା ଦୁଇ ମୁଠା ଖାଇବା ସହିତ ଓୌଷଧ କିଣିବା ପାଇଁ ସମର୍ଥ ହୋଇପାରିବେ ବୋଲି ସାଧାରଣରେ ନିବେଦନ କରାଯାଇଛି| ଗଣେଶ ପାଣିଗ୍ରାହୀ ରିପୋର୍ଟ
- ଗଞ୍ଜାମ ଜିଲ୍ଲା ଶେରଗଡ଼ ଡାଲା ଅଟୋ ଓଲଟି ଜଣେ ମୃତ 10 ରୁ ଉଦ୍ଧ ଗୁରୁତର ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ ପାଖକୁ ପହଞ୍ଚିଲେ ମନ୍ତ୍ରୀ। ପୋଲସରା ବ୍ଲକ ବାଲିଛାଇ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ ଚାଷୀଙ୍କ ୨୦ ଏକର ଧାନ ନଷ୍ଟ ହେବା ପରେ ଆଜି ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କଲେ ଗୋକୁଳାନନ୍ଦ ମଲ୍ଲିକ। ପାଲ ଓ ଆର୍ଥିକ ସହାୟତା ସହ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି।2
- Post by Jay kala _ jay Kalinga1
- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l1
- Post by AK14TV1
- #1
- ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ1
- ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ, ସରକାରୀ ସହାୟତା ପାଇଁ ପ୍ରତିଶୃତି। ପୋଲସରା ୧୨/୦୧/୨୬ ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ଲୋକଙ୍କ ୨୦ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଘଟଣା ଗତ ୧୦/୦୧/୨୬ ତାରିଖ ଶନିବାର ଅପରାହ୍ନ ସମୟରେ ବାଲିଛାଇ ଗ୍ରାମରେ ଘଟିଯାଇଥିବା ବେଳେ ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଗ୍ରାମରେ ପହଞ୍ଚି ସମାଜସେବୀ ତଥା ଯୁବ ନେତା ଜଗନ୍ନାଥ ବାଢେଇ ସହିତ ଉକ୍ତ ଧାନ ପୋଡ଼ି ଘଟଣାରେ ଆଲୋଚନା କରିଥିଲେ। ଆଲୋଚନା ପରେ ସେଠାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ଜମିକୁ ଯାଇ ସେଠାରେ କ୍ଷତି ହୋଇଥିବ ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ କ୍ଷତିଗ୍ରସ୍ତଙ୍କୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ଚାଷୀମାନେ ଧାରକରଜ କରି ଆଣି ଚାଷ କରିଥିବା ବେଳେ ଚାଷୀଙ୍କ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଧାନ ମଣ୍ଡିକୁ ଅପେକ୍ଷା କରି ବାଲିଛାଇ ସେବା ସମବାୟ ସମିତି ଧାନ ଉଠାଇବା ବିଳମ୍ବ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲୋକଙ୍କ କ୍ଷତି ହୋଇଥିବ ନେଇ ଅଭିଯୋଗ ଆଣିଥିଲେ ଗ୍ରାମର ଚାଷୀ ମାନେ। ମନ୍ତ୍ରୀଙ୍କ ପ୍ରତିଶୃତି କୁ ନେଇ ଚାଷୀମାନଙ୍କ ମଧ୍ୟରେ ଆଶା ଉପୁଜିଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ1