Shuru
Apke Nagar Ki App…
କେନ୍ଦୁଝର ସଦର ବ୍ଲକର ପଦ୍ମପୁର ଗାଁର ସଂକୀର୍ତ୍ତନ ଦଳ ସ୍ଥାନୀୟ ଅଞ୍ଚଳ ସମେତ ଅନ୍ୟ ଜିଲ୍ଲାରେ ଖ୍ୟାତି ଅର୍ଜନ କରିଛି। ୧୫ ବର୍ଷରୁ ଅଧିକ ସମୟ ଧରି ନାମଯଜ୍ଞ ପରିବେଷଣ କରି ଆସୁଥିବା ଏହି ଦଳ ବର୍ଷକୁ ପ୍ରାୟ ୩୦ଟି କାର୍ଯ୍ୟକ୍ରମ କରୁଛି। ଗାୟକ ନିରଦ ମହାରଣା ଓ ବାଦକ ରଜତ କୁମାର ସାହୁ ଏବଂ ଅନ୍ତର୍ଯ୍ୟାମୀ ନାଏକଙ୍କ ଯୋଗୁଁ ଦଳ ବେଶ୍ ଆଦୃତ ହୋଇଛି।
ଦୁର୍ଯ୍ୟୋଧନ ପାତ୍ର
କେନ୍ଦୁଝର ସଦର ବ୍ଲକର ପଦ୍ମପୁର ଗାଁର ସଂକୀର୍ତ୍ତନ ଦଳ ସ୍ଥାନୀୟ ଅଞ୍ଚଳ ସମେତ ଅନ୍ୟ ଜିଲ୍ଲାରେ ଖ୍ୟାତି ଅର୍ଜନ କରିଛି। ୧୫ ବର୍ଷରୁ ଅଧିକ ସମୟ ଧରି ନାମଯଜ୍ଞ ପରିବେଷଣ କରି ଆସୁଥିବା ଏହି ଦଳ ବର୍ଷକୁ ପ୍ରାୟ ୩୦ଟି କାର୍ଯ୍ୟକ୍ରମ କରୁଛି। ଗାୟକ ନିରଦ ମହାରଣା ଓ ବାଦକ ରଜତ କୁମାର ସାହୁ ଏବଂ ଅନ୍ତର୍ଯ୍ୟାମୀ ନାଏକଙ୍କ ଯୋଗୁଁ ଦଳ ବେଶ୍ ଆଦୃତ ହୋଇଛି।
More news from ଓଡ଼ିଶା and nearby areas
- କେନ୍ଦୁଝର ସଦରର ଶଙ୍କିରରେ ଗାୟକ ନଟରାଜ ମଧୁସୂଦନ ପତି ଓ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତଙ୍କ ମଧ୍ୟରେ ଏକ ଲୋମ ଟାଙ୍କୁରା ପାଲା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ଆକର୍ଷଣୀୟ ଯୁଦ୍ଧ ଦେଖିବାକୁ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା।1
- ୪୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ ୧୯୪ କୋଟି ଟଙ୍କାର ୪୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ।1
- ଦ୍ବିତୀୟ ବିବାହ କୁ ନେଇ ଝିଅ ଘରଲୋକ ଜୁୟେଂଇକୁ ମାର୍ ପିଟ୍ କଲେ । ଦ୍ବିତୀୟ ବିବାହ କରିଥିବା ଘରକୁ ଯାଇ ସେଉଠୁ ବୁଲିବା ପାଇଁ ଯାଇଥିଲେ ପ୍ରଥମ ବାହା ହେଇଥିବା ଝିଅ ଘରକୁ, ଘରେ ସମସ୍ତେ ଥିଲେ ସେତିକି ବେଳେ ତାକୁ ସମସ୍ତେ ମିଶି ମାଡ ମାରି ଥିଲେ ।2
- ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।1
- ଓଡ଼ିଶାର ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିବା 'ମୋ ବସ'ରୁ ହଠାତ୍ ପ୍ରବଳ ଧୂଆଁ ବାହାରିଥିଲା। ଇଞ୍ଜିନ ଅଧିକ ଗରମ ହେବା ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଉଛି, ଯାତ୍ରୀମାନେ ଭୟଭୀତ ହୋଇ ବସରୁ ଓହ୍ଲାଇ ପଡ଼ିଥିଲେ। ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ।1
- ମୟୂରଭଞ୍ଜର କପ୍ତିପଦା ଧୁଡାସାହି ଗାଁର ଜଣେ ୧୨ ବର୍ଷୀୟ ନାବାଳକ ୫ ଜଣ ସାଙ୍ଗଙ୍କ ସହ କଳା ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କପ୍ତିପଦା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।2
- ଢ଼େଙ୍କାନାଳର ଭୁବନରେ ଜଣେ ବ୍ୟକ୍ତି ନିଜକୁ ବ୍ୟାଙ୍କ ମ୍ୟାନେଜର କହି ୫୦ ହଜାର ଟଙ୍କା ଠକି ନେଇଛି। ଏହି ଘଟଣା ସହ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢ଼ିଛି।1
- ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର..... ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....1