logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋଟି କୋଟି ଟଙ୍କାର ପ୍ରକଳ୍ପ… ଆଜି ଭୁତକୋଠି କୋଟି କୋଟି ଟଙ୍କାର ପ୍ରକଳ୍ପ… ଆଜି ଭୁତକୋଠି ❗ ମୟୁରଭଞ୍ଜ ଜିଲ୍ଲା ଉଦଳା କଲେଜ ନିକଟରେ ଥିବା ଏହି ଅର୍ଦ୍ଧ-ନିର୍ମିତ ପ୍ରକଳ୍ପ ଦୀର୍ଘଦିନ ଧରି ଅସମ୍ପୂର୍ଣ ଅବସ୍ଥାରେ ପଡ଼ି ରହିଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ କାମ ବନ୍ଦ — ଦେଖିଲେ ଲାଗେ ଯେ ଯୋଜନାଟି ଖତ ଖାଉଛି, ଆଉ ଭବନଟି ଭୁତକୋଠିର ରୂପ ନେଇଛି। ପ୍ରଶ୍ନ ହେଉଛି — 👉 କାହିଁକି ଅଧରେ ଅଟକିଗଲା ପ୍ରକଳ୍ପ? 👉 କେଉଁଠି ଗଲା ଅର୍ଥ? 👉 କିଏ ଦେବ ଉତ୍ତର — ପ୍ରଶାସନ କି ଠିକାଦାର? ସାଧାରଣ ଲୋକଙ୍କ ଟଙ୍କାରେ ଆରମ୍ଭ ହୋଇଥିବା ଯୋଜନା ଆଜି ବାଟବଣା ହୋଇ ପଡ଼ିଛି। ଶୀଘ୍ର ତଦନ୍ତ ହେଉ ଏବଂ ପ୍ରକଳ୍ପଟି ସମ୍ପୂର୍ଣ୍ଣ କରାଯାଉ — ଏହା ଅଞ୍ଚଳବାସୀଙ୍କ ଦାବି।

7 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
7 hrs ago

କୋଟି କୋଟି ଟଙ୍କାର ପ୍ରକଳ୍ପ… ଆଜି ଭୁତକୋଠି କୋଟି କୋଟି ଟଙ୍କାର ପ୍ରକଳ୍ପ… ଆଜି ଭୁତକୋଠି ❗ ମୟୁରଭଞ୍ଜ ଜିଲ୍ଲା ଉଦଳା କଲେଜ ନିକଟରେ ଥିବା ଏହି ଅର୍ଦ୍ଧ-ନିର୍ମିତ ପ୍ରକଳ୍ପ ଦୀର୍ଘଦିନ ଧରି ଅସମ୍ପୂର୍ଣ ଅବସ୍ଥାରେ ପଡ଼ି ରହିଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ କାମ ବନ୍ଦ — ଦେଖିଲେ ଲାଗେ ଯେ ଯୋଜନାଟି ଖତ ଖାଉଛି, ଆଉ ଭବନଟି ଭୁତକୋଠିର ରୂପ ନେଇଛି। ପ୍ରଶ୍ନ ହେଉଛି — 👉 କାହିଁକି ଅଧରେ ଅଟକିଗଲା ପ୍ରକଳ୍ପ? 👉 କେଉଁଠି ଗଲା ଅର୍ଥ? 👉 କିଏ ଦେବ ଉତ୍ତର — ପ୍ରଶାସନ କି ଠିକାଦାର? ସାଧାରଣ ଲୋକଙ୍କ ଟଙ୍କାରେ ଆରମ୍ଭ ହୋଇଥିବା ଯୋଜନା ଆଜି ବାଟବଣା ହୋଇ ପଡ଼ିଛି। ଶୀଘ୍ର ତଦନ୍ତ ହେଉ ଏବଂ ପ୍ରକଳ୍ପଟି ସମ୍ପୂର୍ଣ୍ଣ କରାଯାଉ — ଏହା ଅଞ୍ଚଳବାସୀଙ୍କ ଦାବି।

More news from ଓଡ଼ିଶା and nearby areas
  • ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ
    1
    ଠିଆ ହୋଇ ହାତ ଯୋଡିଲେ ବାଚସ୍ପତି ଗୃହ ରେ କିନ୍ତୁ ବିରୋଧି ଦଳ ଶୁଣିଲେ ନାହିଁ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • ବିରୋଧୀ ଦଳ ନେତା Naveen Patnaik ବଜେଟ୍‌କୁ ନେଇ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଏହା ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି। ଅର୍ଥାତ୍ କାଗଜରେ ଅନେକ ଯୋଜନା ଓ ଘୋଷଣା ରହିଥିଲେ ମଧ୍ୟ, ସେଗୁଡ଼ିକୁ କାମରେ ପରିଣତ କରିବା ପାଇଁ ପର୍ଯ୍ୟାପ୍ତ ଧନର ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
    1
    ବିରୋଧୀ ଦଳ ନେତା Naveen Patnaik ବଜେଟ୍‌କୁ ନେଇ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଏହା ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି। ଅର୍ଥାତ୍ କାଗଜରେ ଅନେକ ଯୋଜନା ଓ ଘୋଷଣା ରହିଥିଲେ ମଧ୍ୟ, ସେଗୁଡ଼ିକୁ କାମରେ ପରିଣତ କରିବା ପାଇଁ ପର୍ଯ୍ୟାପ୍ତ ଧନର ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
    user_Mayurbhanj Live
    Mayurbhanj Live
    Business Analyst ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • କରଞ୍ଜିଆ,୨୧/୨(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବାଣୀତୀର୍ଥ ପରିସରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷା ପ୍ରଶାସକ ଅଲେଖ ଚନ୍ଦ୍ର ସେଠୀ ଯୋଗଦାନ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା କବି, ଲେଖକ ତଥା ପ୍ରାବନ୍ଧିକ ମାନଙ୍କର ସ୍ମୃତି ଚାରଣ ପୂର୍ବକ ଶିଶୁଙ୍କୁ ଉତ୍ସାହିତ କରିଥଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷକ ପଦନ ନାଏକ ଯୋଗଦାନ କରି ମାତୃଭାଷା ପ୍ରତି ଆମର ଶ୍ରଦ୍ଧା ଓ ସମ୍ମାନ ରହିଲେ ଏ ଜାତିର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ପରିଚାଳନା ସମିତିର ଉପସଭାପତି ଇଞ୍ଜିନିୟର ତ୍ରିଲୋଚନ ସେଠୀ ଏହି ଦିବସ ପାଳନର ଆଭିମୁଖ୍ୟ କଥନ କରିଥଲେ। ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ନୃତ୍ୟ, ଲୋକଗୀତ,ଅନ୍ତାକ୍ଷରୀ, କବିତା, ଗଳ୍ପକଥନ, ସୁଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁ ଓ ପରିଚାଳନା ସମିତିର କୋଷାଧ୍ୟକ୍ଷ କୈଳାଶ ମୁଦୁଲିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ ପ୍ରଦାନ କରିଥିଲେ।
    1
    କରଞ୍ଜିଆ,୨୧/୨(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବାଣୀତୀର୍ଥ ପରିସରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷା ପ୍ରଶାସକ ଅଲେଖ ଚନ୍ଦ୍ର ସେଠୀ ଯୋଗଦାନ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା କବି, ଲେଖକ ତଥା ପ୍ରାବନ୍ଧିକ ମାନଙ୍କର ସ୍ମୃତି ଚାରଣ ପୂର୍ବକ ଶିଶୁଙ୍କୁ ଉତ୍ସାହିତ କରିଥଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷକ ପଦନ ନାଏକ ଯୋଗଦାନ କରି ମାତୃଭାଷା ପ୍ରତି ଆମର ଶ୍ରଦ୍ଧା ଓ ସମ୍ମାନ ରହିଲେ ଏ ଜାତିର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ପରିଚାଳନା ସମିତିର ଉପସଭାପତି ଇଞ୍ଜିନିୟର ତ୍ରିଲୋଚନ ସେଠୀ ଏହି ଦିବସ ପାଳନର ଆଭିମୁଖ୍ୟ କଥନ କରିଥଲେ। ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ନୃତ୍ୟ, ଲୋକଗୀତ,ଅନ୍ତାକ୍ଷରୀ, କବିତା, ଗଳ୍ପକଥନ, ସୁଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁ ଓ ପରିଚାଳନା ସମିତିର କୋଷାଧ୍ୟକ୍ଷ କୈଳାଶ ମୁଦୁଲିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ ପ୍ରଦାନ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    11 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • ଭଗବାନଙ୍କ ଭରଷାରେ ରୋଗୀ।ବିନା ଡାକ୍ତରରେ ଚାଲଛି କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ।
    1
    ଭଗବାନଙ୍କ ଭରଷାରେ ରୋଗୀ।ବିନା ଡାକ୍ତରରେ ଚାଲଛି କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    10 hrs ago
  • ବାଲେଶ୍ବର ଜିଲ୍ଲା ବସ୍ତା କୁଡିଆ ଠାରେ କୁଡିଆ ପ୍ରେମିଅର ଲିଗ୍ ଉଦ୍ଘାଟିତ। ଏହି କ୍ରିକେଟ ଖେଳରେ ୮ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ରବିବାର ରହି ଅଛି।
    1
    ବାଲେଶ୍ବର ଜିଲ୍ଲା ବସ୍ତା କୁଡିଆ ଠାରେ କୁଡିଆ ପ୍ରେମିଅର ଲିଗ୍ ଉଦ୍ଘାଟିତ। ଏହି କ୍ରିକେଟ ଖେଳରେ ୮ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ରବିବାର ରହି ଅଛି।
    user_Sk Ajaruddin
    Sk Ajaruddin
    Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
    11 hrs ago
  • 📚 ପରୀକ୍ଷାର ଦ୍ୱିତୀୟ ଦିନ — ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶ ✔️ ଆଜି ୨୧ ତାରିଖରେ ରାଜ୍ୟ ଜୁଡି ଚାଲିଛି ମାଟ୍ରିକ୍ ପରୀକ୍ଷା। ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଅଞ୍ଚଳର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଲା। ଜିଲ୍ଲାର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲର ମୋଟ ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେଲେ। ସମସ୍ତ ଛାତ୍ରଛାତ୍ରୀ ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଥିଲେ — ନାହିଁ କୌଣସି ଅନିୟମିତତା ❌ ନାହିଁ କୌଣସି ଅସନ୍ତୋଷ ❌ AI କ୍ୟାମେରା ନଜରରେ ହେଲା ପୂରାପୂରି ଶୃଙ୍ଖଳିତ ପରୀକ୍ଷା ପରିବେଶ 👍 #MatricExam #BoardExam #Students #Odisha #Udala #Mayurbhanj #odiabharatliv
    1
    📚 ପରୀକ୍ଷାର ଦ୍ୱିତୀୟ ଦିନ — ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶ ✔️
ଆଜି ୨୧ ତାରିଖରେ ରାଜ୍ୟ ଜୁଡି ଚାଲିଛି ମାଟ୍ରିକ୍ ପରୀକ୍ଷା। ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ।
ଅଞ୍ଚଳର
ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଲା।
ଜିଲ୍ଲାର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲର
ମୋଟ ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେଲେ।
ସମସ୍ତ ଛାତ୍ରଛାତ୍ରୀ ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଥିଲେ —
ନାହିଁ କୌଣସି ଅନିୟମିତତା ❌
ନାହିଁ କୌଣସି ଅସନ୍ତୋଷ ❌
AI କ୍ୟାମେରା ନଜରରେ ହେଲା ପୂରାପୂରି ଶୃଙ୍ଖଳିତ ପରୀକ୍ଷା ପରିବେଶ 👍
#MatricExam #BoardExam #Students #Odisha #Udala #Mayurbhanj #odiabharatliv
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା
    1
    ଓଡ଼ିଶା ବଜେଟ ଅଧିବେଶନ ୨୭/୨୭ରେ କଣ ବଢ଼ିଲା କଣ କମିଲା ଓଡ଼ିଶା କୁ ସରକାର ଦେଲେ କେଉଁ ବିଭାଗ କୁ କେତେ ଟଙ୍କା
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    22 hrs ago
  • କରଞ୍ଜିଆ,୨୧/୨(ପାର୍ଥ ପ୍ରଶନ୍ନ ମିଶ୍ର):ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ କରଞ୍ଜିଆ ଉପଖଣ୍ଡର ଯଶିପୁର ଓ ଶୁକୃଳି ବ୍ଲକର ଷ୍ଟ୍ରବେରୀ ଲଣ୍ଡନ ଏବଂ ଦୁବାଇକୁ ପାଲାଡିଅମ ନାମକ ଏକ ସଂସ୍ଥା ଜରିଆରେ ପ୍ରଥମ ପର୍ଯ୍ୟାୟରେ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ପଠାଯାଇଥିବା ସୂଚନା ମିଳିଛି l ଲଣ୍ଡନ ଏବଂ ଦୁବାଇରେ କରଞ୍ଜିଆ ଅଞ୍ଚଳର ଷ୍ଟ୍ରବେରୀର ଚାହିଦା ଅଧିକ ରହିଛି l ଗତ ଦୁଇ ବର୍ଷ ହେଲା କରଞ୍ଜିଆ ଅଞ୍ଚଳରେ କୃଷି ଉଦ୍ୟାନ ବିଭାଗର ସହାୟତାରେ ଷ୍ଟ୍ରବେରୀ ଚାଷ କରି ଆସୁଛନ୍ତି ଚାଷୀ l ପୂର୍ବରୁ ସ୍ଥାନୀୟ ବଜାରରେ ବିକ୍ରି କରିବା ସହିତ ଜିଲ୍ଲା, ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରେ ଯେପରିକି ଟାଟା, ରାଞ୍ଚି, କଲିକତା ଆଦି ମାର୍କେଟରେ ବିକ୍ରି କରୁଥିଲେ l ଚଳିତ ବର୍ଷ ମଧ୍ୟ ୨୫୦ ଗ୍ରାମ ଓଜନର ପ୍ୟାକେଟ କୁ ଶହେ ଟଙ୍କାରେ ବିକ୍ରି କରୁଛନ୍ତି।  ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ତିନିଶହ ଚାଳିଶ ପ୍ୟାକେଟ ଷ୍ଟ୍ରବେରୀ ବିଦେଶ ପଠା ଯାଇଥିବାରୁ ଚାଷୀ ଅଧିକ ଲାଭବାନ ହେବାର ଆଶା ବାନ୍ଧିଛନ୍ତି l ଦିନ ତମାମ ଷ୍ଟ୍ରବେରୀ ସଂଗ୍ରହ ପରେ ଶୀତଳୀ କରଣ କରି କଲିକତା ପର୍ଯ୍ୟନ୍ତ ଯାଇଥିଲା ସେଠାରୁ ଆକାଶ ମାର୍ଗରେ ବିଦେଶ ଯିବାର ବନ୍ଦୋବସ୍ତ କରିଛି ଉକ୍ତ ସଂସ୍ଥା l କରଞ୍ଜିଆ ଅଞ୍ଚଳର ଚାଷୀଙ୍କ ଅମଳ ଷ୍ଟ୍ରବେରୀ ବିଦେଶ ରପ୍ତାନି ହେଉଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ଉପଖଣ୍ଡର ଉକ୍ତ ୨ ଗୋଟି ବ୍ଲୋକର ୧୧ ଏକର ଜାଗାରେ ବିଶେଷ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ଵାରା ଏହି ଷ୍ଟ୍ରବେରୀ ଚାଷ କରାଯାଇଛି।ସହକାରୀ କୃଷି ନିର୍ଦ୍ଦେଶକ ଯଶିପୁର ଓ ସହକାରୀ କୃଷି ନିର୍ଦ୍ଦେଶକ କରଞ୍ଜିଆଙ୍କ କାର୍ଯ୍ୟାଳୟ ପକ୍ଷରୁ ସହଯୋଗ କରାଯାଇଥିବା ମହିଳା ଚାଷୀ କସ୍ତୁରୀ ଚାତାର ସୂଚନା ଦେଇଛନ୍ତି।
    1
    କରଞ୍ଜିଆ,୨୧/୨(ପାର୍ଥ ପ୍ରଶନ୍ନ ମିଶ୍ର):ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ କରଞ୍ଜିଆ ଉପଖଣ୍ଡର ଯଶିପୁର ଓ ଶୁକୃଳି ବ୍ଲକର ଷ୍ଟ୍ରବେରୀ ଲଣ୍ଡନ ଏବଂ ଦୁବାଇକୁ ପାଲାଡିଅମ ନାମକ ଏକ ସଂସ୍ଥା ଜରିଆରେ ପ୍ରଥମ ପର୍ଯ୍ୟାୟରେ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ପଠାଯାଇଥିବା ସୂଚନା ମିଳିଛି l ଲଣ୍ଡନ ଏବଂ ଦୁବାଇରେ କରଞ୍ଜିଆ ଅଞ୍ଚଳର ଷ୍ଟ୍ରବେରୀର ଚାହିଦା ଅଧିକ ରହିଛି l ଗତ ଦୁଇ ବର୍ଷ ହେଲା କରଞ୍ଜିଆ ଅଞ୍ଚଳରେ କୃଷି ଉଦ୍ୟାନ ବିଭାଗର ସହାୟତାରେ ଷ୍ଟ୍ରବେରୀ ଚାଷ କରି ଆସୁଛନ୍ତି ଚାଷୀ l ପୂର୍ବରୁ ସ୍ଥାନୀୟ ବଜାରରେ ବିକ୍ରି କରିବା ସହିତ ଜିଲ୍ଲା, ଜିଲ୍ଲା ବାହାର ଏବଂ ରାଜ୍ୟ ବାହାରେ ଯେପରିକି ଟାଟା, ରାଞ୍ଚି, କଲିକତା ଆଦି ମାର୍କେଟରେ ବିକ୍ରି କରୁଥିଲେ l ଚଳିତ ବର୍ଷ ମଧ୍ୟ ୨୫୦ ଗ୍ରାମ ଓଜନର ପ୍ୟାକେଟ କୁ ଶହେ ଟଙ୍କାରେ ବିକ୍ରି କରୁଛନ୍ତି।  ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ତିନିଶହ ଚାଳିଶ ପ୍ୟାକେଟ ଷ୍ଟ୍ରବେରୀ ବିଦେଶ ପଠା ଯାଇଥିବାରୁ ଚାଷୀ ଅଧିକ ଲାଭବାନ ହେବାର ଆଶା ବାନ୍ଧିଛନ୍ତି l ଦିନ ତମାମ ଷ୍ଟ୍ରବେରୀ ସଂଗ୍ରହ ପରେ ଶୀତଳୀ କରଣ କରି କଲିକତା ପର୍ଯ୍ୟନ୍ତ ଯାଇଥିଲା ସେଠାରୁ ଆକାଶ ମାର୍ଗରେ ବିଦେଶ ଯିବାର ବନ୍ଦୋବସ୍ତ କରିଛି ଉକ୍ତ ସଂସ୍ଥା l କରଞ୍ଜିଆ ଅଞ୍ଚଳର ଚାଷୀଙ୍କ ଅମଳ ଷ୍ଟ୍ରବେରୀ ବିଦେଶ ରପ୍ତାନି ହେଉଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ଉପଖଣ୍ଡର ଉକ୍ତ ୨ ଗୋଟି ବ୍ଲୋକର ୧୧ ଏକର ଜାଗାରେ ବିଶେଷ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ଵାରା ଏହି ଷ୍ଟ୍ରବେରୀ ଚାଷ କରାଯାଇଛି।ସହକାରୀ କୃଷି ନିର୍ଦ୍ଦେଶକ ଯଶିପୁର ଓ ସହକାରୀ କୃଷି ନିର୍ଦ୍ଦେଶକ କରଞ୍ଜିଆଙ୍କ କାର୍ଯ୍ୟାଳୟ ପକ୍ଷରୁ ସହଯୋଗ କରାଯାଇଥିବା ମହିଳା ଚାଷୀ କସ୍ତୁରୀ ଚାତାର ସୂଚନା ଦେଇଛନ୍ତି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.