Shuru
Apke Nagar Ki App…
ଧରାକୋଟ : ସିଙ୍ଗିପୁର ଗ୍ରାମରେ ପାଣି ପାଇଁ ରାସ୍ତାରୋକ,ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମରେ ପାଣି ପାଇଁ ରାସ୍ତା ରୋକ I ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି l ରାସ୍ତା ଅବରୋଧ ଯୋଗୁଁ ସିଙ୍ଗିପୁର ଓ ଜାହାଡା ଗାଡ଼ି ଚଳାଚଳ ବାଧାପ୍ରାପ୍ତ l ସିଙ୍ଗିପୁର ଗ୍ରାମରେ ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ବସୁଧ୍ୟା ଯୋଜନାରେ ପାଣି ଟାଙ୍କି ମଧ୍ୟ ରହିଛି l କିନ୍ତୁ ଦୀର୍ଘ ଦିନ ହେଲା ମୋଟର କାମ କରୁନଥିବାରୁ ଗ୍ରାମବାସିଙ୍କୁ ପିଇବା ପାଇଁ ପାନୀୟ ଜଳ ମିଳିବାରେ ଅସୁବିଧା ହେଉଛି l ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣି ନଥିବାରୁ ଆଜି ଗ୍ରାମବାସୀ ମାନେ ଗ୍ରାମରେ ରାସ୍ତା ରୋକ କରିବା ସହ ପ୍ରତିବାଦ କରିଛନ୍ତି l
Pitabas dash
ଧରାକୋଟ : ସିଙ୍ଗିପୁର ଗ୍ରାମରେ ପାଣି ପାଇଁ ରାସ୍ତାରୋକ,ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମରେ ପାଣି ପାଇଁ ରାସ୍ତା ରୋକ I ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି l ରାସ୍ତା ଅବରୋଧ ଯୋଗୁଁ ସିଙ୍ଗିପୁର ଓ ଜାହାଡା ଗାଡ଼ି ଚଳାଚଳ ବାଧାପ୍ରାପ୍ତ l ସିଙ୍ଗିପୁର ଗ୍ରାମରେ ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ବସୁଧ୍ୟା ଯୋଜନାରେ ପାଣି ଟାଙ୍କି ମଧ୍ୟ ରହିଛି l କିନ୍ତୁ ଦୀର୍ଘ ଦିନ ହେଲା ମୋଟର କାମ କରୁନଥିବାରୁ ଗ୍ରାମବାସିଙ୍କୁ ପିଇବା ପାଇଁ ପାନୀୟ ଜଳ ମିଳିବାରେ ଅସୁବିଧା ହେଉଛି l ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣି ନଥିବାରୁ ଆଜି ଗ୍ରାମବାସୀ ମାନେ ଗ୍ରାମରେ ରାସ୍ତା ରୋକ କରିବା ସହ ପ୍ରତିବାଦ କରିଛନ୍ତି l
More news from Ganjam and nearby areas
- ଧରାକୋଟ : ସିଙ୍ଗିପୁର ଗ୍ରାମରେ ପାଣି ପାଇଁ ରାସ୍ତାରୋକ,ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମରେ ପାଣି ପାଇଁ ରାସ୍ତା ରୋକ I ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି l ରାସ୍ତା ଅବରୋଧ ଯୋଗୁଁ ସିଙ୍ଗିପୁର ଓ ଜାହାଡା ଗାଡ଼ି ଚଳାଚଳ ବାଧାପ୍ରାପ୍ତ l ସିଙ୍ଗିପୁର ଗ୍ରାମରେ ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ବସୁଧ୍ୟା ଯୋଜନାରେ ପାଣି ଟାଙ୍କି ମଧ୍ୟ ରହିଛି l କିନ୍ତୁ ଦୀର୍ଘ ଦିନ ହେଲା ମୋଟର କାମ କରୁନଥିବାରୁ ଗ୍ରାମବାସିଙ୍କୁ ପିଇବା ପାଇଁ ପାନୀୟ ଜଳ ମିଳିବାରେ ଅସୁବିଧା ହେଉଛି l ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣି ନଥିବାରୁ ଆଜି ଗ୍ରାମବାସୀ ମାନେ ଗ୍ରାମରେ ରାସ୍ତା ରୋକ କରିବା ସହ ପ୍ରତିବାଦ କରିଛନ୍ତି l1
- ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗଣେଶ ପାଣିଗ୍ରାହୀ ରିପୋର୍ଟ କରିଛନ୍ତି ଯେ ମେ ମାସରେ ବିଜେଡି ଓଡ଼ିଶାର ରାଜନୀତିକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିବ। ଏହି ରଣନୀତି ମୁଖ୍ୟତଃ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।1
- ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର କୁକୁଡ଼ାଖଣ୍ତି,୧୧/୫(ଅନୁପମ ମିଡ଼ିଆ) କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଏହି ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବଉଳଝୋଳି ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ତୁରନ୍ତ ଏହାର ସମାଧାନ କରିଥିଲେ। ଏଥିରେ ସ୍ଥାନିୟ ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ତି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ଃ ପଲ୍ଲବୀ ସ୍ୱାଇଁ ଙ୍କ ସାକ୍ଷାତ କରି ବିଭିନ୍ନ ଗାଁ ଲୋକମାନେ ଅଭିଯୋଗ ଜଣାଇଥିଲେ1
- ନାୟାଗଡ଼ ଜିଲ୍ଲାର ସାରନକୁଳ ସ୍ଥିତ କର୍ପୂରୀ ଜଗନ୍ନାଥ ମନ୍ଦିରରେ ଏକ ଭିଡିଓ ବ୍ଲଗ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟ ଓ ମହିମାକୁ ଦର୍ଶାଯାଇଛି। ଦର୍ଶକମାନଙ୍କୁ ଏହାକୁ ଦେଖିବା ଓ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଇଛି।1
- ବାଲିଅନ୍ତା ଘଟଣା ର ଗିରଫ ଭୟରେ ପୁରୁଷ ମାନେ ଗାଁ ଛାଡ଼ି ଫେରାର ହୋଇଛନ୍ତି ପୋଲିସ ଭିଡ଼ିଓ ଆଧାର ରେ ସମସ୍ତ ଙ୍କୁ ଗିରଫ କରିବାରେ ଲାଗିପଡିଛନ୍ତି। ଏଣୁ ଗାଁ ରେ ପୁରୁଷ ଶୂନ୍ୟ ହୋଇଛନ୍ତି। ଗିରଫ ଭୟ ରେ ପୁରୁଷ ମାନେ ଫେରାର ଥିବା ଦେଖିବା କୁ ମିଳିଛି।1
- ଝିଅ ଆଉ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ପୀଡ଼ିତା ମାଆ1
- ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)4
- କବିସୂର୍ଯ୍ୟନଗର : ଏନଏସି ର ୱାର୍ଡ ଉନ୍ନୟନ କାର୍ଯ୍ୟ ଲାଗି ବାହାରିଥିବା ଟେଣ୍ଡେର କାର୍ଯ୍ୟାଦେଶ ବଣ୍ଟନ କୁ ନେଇ ଉପୁଜିଥିବା ବିବାଦର ବାହାରିଲା ନିଷ୍କର୍ସ,ପ୍ରତିକ୍ରିୟା ରଖିଲେ ବିଧାୟକ ଓ ବରିଷ୍ଠ କାଉସିଲର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ରେ ଦୀର୍ଘ ଚାରିଦିନ ର ଅଚଳବସ୍ଥା ପରେ ଆଜି ସହର ରେ ସ୍ୱାଭାବିକ ସ୍ଥିତି ଫେରିଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ଠିକାଦାର ଙ୍କୁ ଯଥାଶୀଘ୍ର ପ୍ରଦାନ କରାଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି l ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଆମର ଭରସା ବିଶ୍ୱାସ ଅଛି l ଦେଇଥିବା ପ୍ରତିଶୃତି ଯଦି ଆଗାମୀ ଦିନରେ ପୂରଣ ନହୁଏ ତେବେ ରାଜା ରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛନ୍ତି କାଉସିଲର l ଅନ୍ୟପଟେ କିଛି କାଉସିଲର ଜାଣି ଶୁଣି ମୋନାମରେ ମିଥ୍ୟା ଅଭିଯୋଗ ଆଣୁଥିବା ସଙ୍ଗିନୀ ଅଭିଯୋଗ କରିଛନ୍ତି ବିଧାୟକ l ଦୀର୍ଘ ବର୍ଷ ଧରି ଏନଏସି ଦାୟିତ୍ୱ ରେ ରହିଥିବା କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁଥିବା ରୁ ଏହାକୁ ବିରୋଧ କରିବାରୁ ମୋ ନାମରେ ମିଥ୍ୟା ଅପପ୍ରଚାର କରାଯାଉଥିବା କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ l1