ସାମାଜିକ କାର୍ଯ୍ୟରେ ୩୦ ବର୍ଷ ପୂରଣ ନେଇ ପୁରୀ ମେଡିକାଲରେ ତାଳଚେରର ସମାଜସେବୀ କ୍ଷିରୋଦ ସାହୁଙ୍କ ୬୫ତମ ସ୍ବେଛାକୃତ ରକ୍ତଦାନ (ସାମାଜିକ କାର୍ଯ୍ୟରେ ୩୦ ବର୍ଷ ପୂରଣ) (ପୁରୀ ମେଡିକାଲରେ ସମାଜସେବୀ କ୍ଷିରୋଦ ସାହୁଙ୍କ ୬୫ତମ ସ୍ବେଛାକୃତ ରକ୍ତଦାନ) (ନୂତନ ସେବା କାର୍ଯ୍ୟ ଆରମ୍ଭ ନେଇ ଜଗନ୍ନାଥ ଙ୍କ ଆଶୀର୍ବାଦ) ତାଳଚେର :- ତାଳଚେରେର ସମାଜସେବୀ କ୍ଷିରୋଦ ସାହୁଙ୍କ ୩୦ବର୍ଷର ସାମାଜିକ କାର୍ଯ୍ୟକୁ ପୂରଣ କରିବା ପରେ ୩୧ତମ ସାମାଜିକ କାର୍ଯ୍ଯକୁ ଶୁଭାରମ୍ଭ କରିବା ନିମନ୍ତେ ଆଜି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ପୁରୀ ମେଡ଼ିକାଲ ରକ୍ତ ଭଣ୍ଡାରରେ ୬୫ତମ ସ୍ୱେଚ୍ଛାକୃତ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ଏହି ରକ୍ତଦାନ ସମୟରେ ମେଡ଼ିକାଲ୍ ଟେକ୍ନିସିଆନ୍ ଷ୍ଟାଫ ନର୍ସ ଓ ଶ୍ରୀ ସାହୁଙ୍କ ମାତା ମାଳତୀ ସାହୁ ଉପସ୍ଥିତ ଥିଲେ l ପୁର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହେଉଥିବା ସ୍ବେଛାକୃତ ରକ୍ତଦାନ ଶିବିରରେ ରକ୍ତ ଦେବା ସହିତ ରକ୍ତ ଅଭାବ ସମୟରେ ରୋଗୀ ମାନଙ୍କୁ ଦେଇଥାନ୍ତି l ପୂର୍ବରୁ ଅନୁଗୋଳ, ଢେଙ୍କାନାଳ, କଟକ, ଭୁବନେଶ୍ଵର, ବାଲେଶ୍ଵର, କୋରାପୁଟ ଜିଲ୍ଲାରେ ରକ୍ତଦାନ କରି ବହୁ ମୂଲ୍ୟ ଜୀବନ ବଞ୍ଚାଇ ସହାୟକ ହେଉଥିବାରୁ ବିଧାୟକ, ସାଂସଦ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି l ଶ୍ରୀ ସାହୁ ୧୯୯୫ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ କାର୍ଯ୍ୟ ଜାରି ରଖିଛନ୍ତି l ଏହିପରି ସେବା ମନୋବୃତି ଜାରି ରହୁ ବୋଲି ଆମେ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରୁଛୁ l
ସାମାଜିକ କାର୍ଯ୍ୟରେ ୩୦ ବର୍ଷ ପୂରଣ ନେଇ ପୁରୀ ମେଡିକାଲରେ ତାଳଚେରର ସମାଜସେବୀ କ୍ଷିରୋଦ ସାହୁଙ୍କ ୬୫ତମ ସ୍ବେଛାକୃତ ରକ୍ତଦାନ (ସାମାଜିକ କାର୍ଯ୍ୟରେ ୩୦ ବର୍ଷ ପୂରଣ) (ପୁରୀ ମେଡିକାଲରେ ସମାଜସେବୀ କ୍ଷିରୋଦ ସାହୁଙ୍କ ୬୫ତମ ସ୍ବେଛାକୃତ ରକ୍ତଦାନ) (ନୂତନ ସେବା କାର୍ଯ୍ୟ ଆରମ୍ଭ ନେଇ ଜଗନ୍ନାଥ ଙ୍କ ଆଶୀର୍ବାଦ) ତାଳଚେର :- ତାଳଚେରେର ସମାଜସେବୀ କ୍ଷିରୋଦ ସାହୁଙ୍କ ୩୦ବର୍ଷର ସାମାଜିକ କାର୍ଯ୍ୟକୁ ପୂରଣ କରିବା ପରେ ୩୧ତମ ସାମାଜିକ କାର୍ଯ୍ଯକୁ ଶୁଭାରମ୍ଭ କରିବା ନିମନ୍ତେ ଆଜି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ପୁରୀ ମେଡ଼ିକାଲ ରକ୍ତ ଭଣ୍ଡାରରେ ୬୫ତମ ସ୍ୱେଚ୍ଛାକୃତ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ଏହି ରକ୍ତଦାନ ସମୟରେ ମେଡ଼ିକାଲ୍ ଟେକ୍ନିସିଆନ୍ ଷ୍ଟାଫ ନର୍ସ ଓ ଶ୍ରୀ
ସାହୁଙ୍କ ମାତା ମାଳତୀ ସାହୁ ଉପସ୍ଥିତ ଥିଲେ l ପୁର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହେଉଥିବା ସ୍ବେଛାକୃତ ରକ୍ତଦାନ ଶିବିରରେ ରକ୍ତ ଦେବା ସହିତ ରକ୍ତ ଅଭାବ ସମୟରେ ରୋଗୀ ମାନଙ୍କୁ ଦେଇଥାନ୍ତି l ପୂର୍ବରୁ ଅନୁଗୋଳ, ଢେଙ୍କାନାଳ, କଟକ, ଭୁବନେଶ୍ଵର, ବାଲେଶ୍ଵର, କୋରାପୁଟ ଜିଲ୍ଲାରେ ରକ୍ତଦାନ କରି ବହୁ ମୂଲ୍ୟ ଜୀବନ ବଞ୍ଚାଇ ସହାୟକ ହେଉଥିବାରୁ ବିଧାୟକ, ସାଂସଦ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି l ଶ୍ରୀ ସାହୁ ୧୯୯୫ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ କାର୍ଯ୍ୟ ଜାରି ରଖିଛନ୍ତି l ଏହିପରି ସେବା ମନୋବୃତି ଜାରି ରହୁ ବୋଲି ଆମେ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରୁଛୁ l
- ତାଳଚେର :-ତାଳଚେର ବ୍ଲକ ବିକ୍ରମପୁର ସ୍ଥିତ ଭଞ୍ଜ କଲୋନୀ ଠାରେ ଅସହାୟ ବୃଦ୍ଧ ଗୋବିନ୍ଦ ପ୍ରଧାନଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ ବିଭୁତି ସାହୁ l କୌଣସି କାରଣ ବଶତ ଦୁର୍ଘଟଣାରେ ସେ ଚାଲି ବୁଲି ପାରୁ ନଥିଲେ l ଖବର ପାଇଁ ଶ୍ରୀ ସାହୁ ଯୁବବନ୍ଧୁ ମାନଙ୍କ ସହିତ ସେଠାରେ ପହଞ୍ଚି ଲେଗ ୱାକର ସହଯୋଗ କରିଥିଲେ l ସୂଚନାଯୋଗ୍ୟ, ଶ୍ରୀ ସାହୁ ସମାଜରେ ଅସୁବିଧାରେ ଥିବା ଅସହାୟ ଲୋକ ମାନଙ୍କୁ ସାହାଯ୍ଯ ସହଯୋଗର ହାତ ବଢାଇବା ସହ ମାନବ ସେବାକୁ ମାଧବ ସେବା ମନରେ ଭାବି ଦୀର୍ଘ ବର୍ଷ ହେଲା ଏହି ସେବା ସହଯୋଗ ଜାରି ରଖିଥିବା ଜଣାପଡିଛି l1
- pandit ka beta abba bol rahe hai1
- ରାସୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବାଇକ ସହ ଅଜଣା ଟ୍ରକ ଧକ୍କା. ଦୁଇ ଜଣ ଯୁବକ ଗୁରୁତର. ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ପହଂଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେ ଭର୍ତି.1
- ଢେଙ୍କାନାଳ ସହରର ଦକ୍ଷିଣକାଳୀ ରିଲାନ୍ସ ସ୍ମାର୍ଟ ଉପରେ ଚଢାଉ ଆଜି ଏକ ଟିମର ଦ୍ୱାରା ଚଢାଉ କରାଯାଇଥିଲା । ଏହି ଟିମରେ କେନ୍ଦ୍ରିୟ ପାଲୁସନ କୋଡ଼ର ସଭ୍ୟ, ଅନୁଗୋଳ ଜିଲ୍ଲା ଅତିରିକ୍ତ ପରିବେଶ ଯନ୍ତ୍ର, ଢେଙ୍କାନାଳ ପୌର କର୍ମଚାରୀ, ଟାଉନ ପୋଲିସର ମିଳିତ ଚଢାଉ ହୋଇଥିଲା |କାଫିଲସ ପ୍ଲାଜା ହୋବେଲ ମଧ୍ୟରେ ପଶି ଚଢାଉ କରାଯାଇଥିଲା|1
- ଆଜି ଫାଲଗୁନ ମାସର ଅମାବସ୍ୟା ରେ ଢେଙ୍କାନାଳ ସହର ସ୍ଥିତ ବାବା ନାଗେଶ୍ୱର ମହାଦେବ ଙ୍କ ଦର୍ଶନ1
- ଢେଙ୍କାନାଳ ଯୋରନ୍ଦା ମହିମାଗlଦି ଧାମରେ ଅନୁଷ୍ଠିତ ହେବାକୁ ଯାଉଛି କାମ ସ୍ଥାନୀୟ ଲୋକ ଙ୍କ ପାଖରୁ ସୂଚନା1
- ଢେଙ୍କାନାଳ -: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ନୂଆ ମହୁଲି ଗାଁର ପୃଥ୍ଵୀରାଜ ବିଶ୍ୱାଳ। ପୃଥ୍ଵୀରାଜ ବିଳମ୍ବିତ ରାତିରେ ଅଁଳାବେରେଣୀ ଶିବ ମନ୍ଦିରରୁ ଜାଗର ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ତୁମୁସିଙ୍ଗା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପୃଥ୍ଵୀରାଜଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news odisha1
- cute baby1