Shuru
Apke Nagar Ki App…
ବାଲେଶ୍ବର : ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ, ଆଦର୍ଶ କ୍ରିକେଟ୍ କ୍ଲବ୍ ଓ ରୋଟାରୀ କ୍ଲବ୍, ବାଲେଶ୍ୱରଙ୍କ ସଂଯୁକ୍ତ ଆୟୋଜନରେ ଅନୁଷ୍ଠିତ *2nd All India Gopanarayan Das Memorial Cricket Tournament*
Odisha News Express
ବାଲେଶ୍ବର : ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ, ଆଦର୍ଶ କ୍ରିକେଟ୍ କ୍ଲବ୍ ଓ ରୋଟାରୀ କ୍ଲବ୍, ବାଲେଶ୍ୱରଙ୍କ ସଂଯୁକ୍ତ ଆୟୋଜନରେ ଅନୁଷ୍ଠିତ *2nd All India Gopanarayan Das Memorial Cricket Tournament*
More news from ଓଡ଼ିଶା and nearby areas
- ବାଲେଶ୍ବର : ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ, ଆଦର୍ଶ କ୍ରିକେଟ୍ କ୍ଲବ୍ ଓ ରୋଟାରୀ କ୍ଲବ୍, ବାଲେଶ୍ୱରଙ୍କ ସଂଯୁକ୍ତ ଆୟୋଜନରେ ଅନୁଷ୍ଠିତ *2nd All India Gopanarayan Das Memorial Cricket Tournament*1
- ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକକୁ ରାଜ୍ୟ ସରକାର ଏନ୍,ଏ,ସି ମାନ୍ୟତା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ବାଲିଆପାଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ତ୍ରୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।1
- Post by Rajib Behera1
- चीन में नाली बनाने की रफ्तार ने पूरी दुनिया को चौंका दिया है। विशाल प्रीकास्ट कंक्रीट ब्लॉक्स, हाइड्रोलिक क्रेन और मॉड्यूलर तकनीक से सड़क के नीचे नालियां घंटों में तैयार हो जाती हैं। न देरी, न अव्यवस्था,बस सटीक योजना और तेज़ काम। यही वजह है कि चीन के शहर बाढ़ से सुरक्षित रहते हैं और विकास रुकता नहीं। #trending #viral #china #engineering #infrastructure #technology #civilengineering #reels1
- କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଦକ୍ଷଣ ଭବନଠାରେ ପାଣି ପଞ୍ଚାୟତ ପକ୍ଷ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ଯେ, ରାଜ୍ୟସରକାରଙ୍କ ନିଷ୍ପତି କ୍ରମେ ଆସନ୍ତା ଜାନୁଆରୀ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପ୍ରଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଡିଭିଜନ ଜିଲ୍ଲାସ୍ତରୀୟ ଭାବେ ପାଳନ କରାଯିବ । ପାଣି ପଞ୍ଚାୟତରେ ସୁଫଳ ଓ ଏହାର କାର୍ଯ୍ୟକାରିତା ନିମନ୍ତେ ଥିବା ଯୋଜନାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଯେଉଁ ସଚେତନତାର ଆବଶ୍ୟକତା ରହିଛି ସେଥି ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି, କୃଷି, ମସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପ୍ରଦର୍ଶନୀ ମଣ୍ଡପମାନ ଖୋଲା ଯାଇ ସଚେତନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ1
- କଟକ ସଦର ଅଞ୍ଚଳ ସ୍ଥିତ ଶ୍ରୀରାମ ଗ୍ରାମ ର ଗ୍ରାମ ଦେବତୀ ଙ୍କ ଦ୍ୱିପ୍ରହର ନୀତି #social_influencer1
- ରାଜ୍ୟସରକାର ଙ୍କ ତରଫରୁ ଢେଙ୍କାନାଳ ଜିଲ୍ଲା କୋର୍ଟ ରେ GP ଭାବେ ନବକିଶୋର ଗୁରୁ ଦାୟିତ୍ ଗ୍ରହଣ2
- ବାଲେଶ୍ବର: ଉତ୍ତର ଓଡ଼ିଶା ମହୋତ୍ସବ ରେ ସୁନାମଧନ୍ୟ ବଲିଉଡ କଣ୍ଠଶିଳ୍ପୀ *ପିୟୁ ଦେ* ସଙ୍ଗୀତରେ ଝିମିଲେ ଦର୍ଶକ।1