logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମଧ୍ୟାହ୍ନ ଭୋଜନରେ ଲୁଣ ଚାଖି ଭାତ ଖାଇଲେ ଛାତ୍ର ଛାତ୍ରୀ,ସହକାରୀ ଶିକ୍ଷକ ନିଲମ୍ୱିତ #kandhamal #DeshDuniyaKhabar24

3 hrs ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
3 hrs ago

ମଧ୍ୟାହ୍ନ ଭୋଜନରେ ଲୁଣ ଚାଖି ଭାତ ଖାଇଲେ ଛାତ୍ର ଛାତ୍ରୀ,ସହକାରୀ ଶିକ୍ଷକ ନିଲମ୍ୱିତ #kandhamal #DeshDuniyaKhabar24

More news from ଓଡ଼ିଶା and nearby areas
  • #ଆରମ୍ଭ_ହେବ_ଦମୟନ୍ତୀସାଗର_ପୁନଃରୁଦ୍ଧାର_କାଯ୍ୟ ଦମୟନ୍ତୀ ସାଗରର ପୁନଃରୁଦ୍ଧାର ନିମନ୍ତେ ସମୀକ୍ଷା ବୈଠକ
    1
    #ଆରମ୍ଭ_ହେବ_ଦମୟନ୍ତୀସାଗର_ପୁନଃରୁଦ୍ଧାର_କାଯ୍ୟ 
ଦମୟନ୍ତୀ ସାଗରର ପୁନଃରୁଦ୍ଧାର ନିମନ୍ତେ ସମୀକ୍ଷା ବୈଠକ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    3 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    13 hrs ago
  • ପବିତ୍ର ଅକ୍ଷୟ ତୃତୀୟାରେ ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର, ଦାମନଯୋଡିର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଚନ୍ଦନଲାଗି,ସ୍ଵତନ୍ତ୍ର ପୂଜାର୍ଚ୍ଚନା ଏବଂ ଚାପଖେଳ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ମନ୍ଦିରର ରଥ ଖଳା ଠାରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥିଲା।ମହାପ୍ରଭୂଙ୍କ ଆଜ୍ଞାମାଳ ଆସିବା ପରେ ସ୍ବତନ୍ତ୍ର ପୂଜା,ହୋମ ଆଦି କରାଯାଇ ରଥକାଠ ଅନୁକୂଳ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସମ୍ପାଦକ କୈଳାସ ସେନାପତି କର୍ତ୍ତା ଦାୟିତ୍ଵ ତୁଲାଇଥିଲା ବେଳେ ପରମ୍ପରା ଅନୁସାରେ ମୁଖ୍ୟ ବିଶ୍ୱକର୍ମା ବବୁଲୁ ମହାରଣା ରଥକାଠ ଅନୁକୂଳ କରିଥିଲେ।ସନ୍ଧ୍ୟାରେ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀମଦନମୋହନଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଚାପ ଖେଳରେ ଉପସ୍ଥିତ ରହି ଶ୍ରୀଜୀଉଙ୍କ ସେବା ନୀତି କରିଥିଲେ। ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    1
    ପବିତ୍ର ଅକ୍ଷୟ ତୃତୀୟାରେ ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର, ଦାମନଯୋଡିର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଚନ୍ଦନଲାଗି,ସ୍ଵତନ୍ତ୍ର ପୂଜାର୍ଚ୍ଚନା ଏବଂ ଚାପଖେଳ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ମନ୍ଦିରର ରଥ ଖଳା ଠାରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥିଲା।ମହାପ୍ରଭୂଙ୍କ ଆଜ୍ଞାମାଳ ଆସିବା ପରେ ସ୍ବତନ୍ତ୍ର ପୂଜା,ହୋମ ଆଦି କରାଯାଇ ରଥକାଠ ଅନୁକୂଳ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସମ୍ପାଦକ କୈଳାସ ସେନାପତି କର୍ତ୍ତା ଦାୟିତ୍ଵ ତୁଲାଇଥିଲା ବେଳେ ପରମ୍ପରା ଅନୁସାରେ ମୁଖ୍ୟ ବିଶ୍ୱକର୍ମା ବବୁଲୁ ମହାରଣା ରଥକାଠ ଅନୁକୂଳ କରିଥିଲେ।ସନ୍ଧ୍ୟାରେ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀମଦନମୋହନଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଚାପ ଖେଳରେ ଉପସ୍ଥିତ ରହି ଶ୍ରୀଜୀଉଙ୍କ ସେବା ନୀତି କରିଥିଲେ। ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    16 hrs ago
  • କଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ଦିନ ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।
    1
    କଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ଦିନ ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    2 hrs ago
  • video like share comment follow kar please 🙏
    1
    video like share comment follow kar please 🙏
    user_Kailash Kandapani
    Kailash Kandapani
    Administrative attorney Kalyanasingpur, Rayagada•
    5 hrs ago
  • Post by ମଳୟ ବେନୁଆଁ.
    1
    Post by ମଳୟ ବେନୁଆଁ.
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    6 hrs ago
  • ଟିଟିଲାଗଡ଼ ସହରରେ ଭବ୍ୟ ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ମହାରାଜ ସାଗର ଆଇ ଲଭ ଟିଟିଲାଗଡ଼ ପାର୍କ ସଂଲଗ୍ନ ରେ ନବ ନିର୍ମିତ ପ୍ରଭୁ ଗଜାନନ ଙ୍କ ବିଗ୍ରହ ସ୍ଥାପନ ସହିତ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ସହିତ ପ୍ରଭୁ ତ୍ରିନାଥ ମନ୍ଦିର ର ପ୍ରତିଷ୍ଠା ନେଇ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ପୋୖରାଧ୍ୟଖ୍ୟା ମମତା ଦେବି ଜୈନ କଳସ ଯାତ୍ରା ରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ବିଭିନ୍ନ ବାଜାଗଜା, ଘୁମୁରା ବାଦ୍ୟ, ଘୋଡା ନାଚ, କୀର୍ତନ ସହ ହଜାର ହଜାର ମାତ୍ରା ରେ ମହିଳା ମାନେ ସାମିଲ ହୋଇ କଳସ ଧରି ଟିଟିଲାଗଡ଼ ସହର ପରିକ୍ରମା କରିଥିଲେ l କଳସଧାରୀ ମହିଳା ତଥା ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କୁ ସହରର ବିଭିନ୍ନ ଛକରେ ଥଣ୍ଡା ପାନୀୟ ଦ୍ରବ୍ୟ, ଲେମ୍ବୁ ସରବତ ଆଦି ବିଭିନ୍ନ ଅନୁଷ୍ଠାନ ବଣ୍ଟନ କରିଥିଲେ l ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ଖେଳିଯାଇଛି l ପରେ ନବ ନିର୍ମିତ ମନ୍ଦିର ପରିସରରେ ସଂକୀର୍ତନ ନାମ ଯଜ୍ଞ, ହୋମ ଯଜ୍ଞ ଅନୁଷ୍ଠିତ ହେଉଛି l ସମସ୍ତ ଶ୍ରଦ୍ଧାଲୁ ମାନଙ୍କ ପାଇଁ ଆନନ୍ଦ ବଜାର ମାଧ୍ୟମରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଉଛି l ସଂନ୍ଧ୍ୟାରେ ଆଲୋକିତ ଝିକିମିକି ଆଲୁଅ ରେ ପରିବେଶ ଆହୁରି ମତୁଆଲା ସାଜିଛି l ପୁରୁଣାବ୍ୟାଙ୍କ ଛକରେ ଥିବା ପ୍ରଭୁ ବିଘ୍ନେଶ୍ୱର ଗଜାନନ ଙ୍କ ବିଗ୍ରହ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ର ସମାଧାନ ନେଇ ପୁରୁଣା ବ୍ୟାଙ୍କ ଛକ ସ୍ଥିତ ଗଣେଶ ମନ୍ଦିର ଭାଙ୍ଗିବା ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆ ଭବ୍ୟ ଗଣେଶ ମନ୍ଦିର ନିର୍ମାଣ ସାଙ୍ଗକୁ ପବିତ୍ର ଅକ୍ଷୟ ତୃତୀୟା ଦିନରେ ଏହି ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ଶହ ଶହ ଭକ୍ତ ଙ୍କ ସମାଗମ ହେଉଛି l ସମସ୍ତ କାର୍ଯ୍ୟକ୍ରମ କୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ତଦାରଖ କରିବା ସହିତ କଳସ ଯାତ୍ରା ରେ ମନଭରି ବିଭିନ୍ନ ଛକରେ ନାଚିବା ବେଶ ଚର୍ଚିତ ବିଷୟ ସାଜିଛି l
    7
    ଟିଟିଲାଗଡ଼ ସହରରେ ଭବ୍ୟ ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ମହାରାଜ ସାଗର ଆଇ ଲଭ ଟିଟିଲାଗଡ଼ ପାର୍କ ସଂଲଗ୍ନ ରେ ନବ ନିର୍ମିତ ପ୍ରଭୁ ଗଜାନନ ଙ୍କ ବିଗ୍ରହ ସ୍ଥାପନ ସହିତ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ସହିତ ପ୍ରଭୁ ତ୍ରିନାଥ ମନ୍ଦିର ର ପ୍ରତିଷ୍ଠା ନେଇ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ପୋୖରାଧ୍ୟଖ୍ୟା ମମତା ଦେବି ଜୈନ କଳସ ଯାତ୍ରା ରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ବିଭିନ୍ନ ବାଜାଗଜା, ଘୁମୁରା ବାଦ୍ୟ, ଘୋଡା ନାଚ, କୀର୍ତନ ସହ ହଜାର ହଜାର ମାତ୍ରା ରେ ମହିଳା ମାନେ ସାମିଲ ହୋଇ କଳସ ଧରି ଟିଟିଲାଗଡ଼ ସହର ପରିକ୍ରମା କରିଥିଲେ l କଳସଧାରୀ ମହିଳା ତଥା ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କୁ ସହରର ବିଭିନ୍ନ ଛକରେ ଥଣ୍ଡା ପାନୀୟ ଦ୍ରବ୍ୟ, ଲେମ୍ବୁ ସରବତ ଆଦି ବିଭିନ୍ନ ଅନୁଷ୍ଠାନ ବଣ୍ଟନ କରିଥିଲେ l ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ଖେଳିଯାଇଛି l ପରେ ନବ ନିର୍ମିତ ମନ୍ଦିର ପରିସରରେ ସଂକୀର୍ତନ ନାମ ଯଜ୍ଞ, ହୋମ ଯଜ୍ଞ ଅନୁଷ୍ଠିତ ହେଉଛି l ସମସ୍ତ ଶ୍ରଦ୍ଧାଲୁ ମାନଙ୍କ ପାଇଁ ଆନନ୍ଦ ବଜାର ମାଧ୍ୟମରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଉଛି l  ସଂନ୍ଧ୍ୟାରେ ଆଲୋକିତ ଝିକିମିକି ଆଲୁଅ ରେ ପରିବେଶ ଆହୁରି ମତୁଆଲା ସାଜିଛି l ପୁରୁଣାବ୍ୟାଙ୍କ ଛକରେ ଥିବା ପ୍ରଭୁ ବିଘ୍ନେଶ୍ୱର ଗଜାନନ ଙ୍କ ବିଗ୍ରହ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ର ସମାଧାନ ନେଇ ପୁରୁଣା ବ୍ୟାଙ୍କ ଛକ ସ୍ଥିତ ଗଣେଶ ମନ୍ଦିର ଭାଙ୍ଗିବା ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆ ଭବ୍ୟ ଗଣେଶ ମନ୍ଦିର ନିର୍ମାଣ ସାଙ୍ଗକୁ ପବିତ୍ର ଅକ୍ଷୟ ତୃତୀୟା ଦିନରେ ଏହି ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ଶହ ଶହ ଭକ୍ତ ଙ୍କ ସମାଗମ ହେଉଛି l ସମସ୍ତ କାର୍ଯ୍ୟକ୍ରମ କୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ତଦାରଖ କରିବା ସହିତ କଳସ ଯାତ୍ରା ରେ ମନଭରି ବିଭିନ୍ନ ଛକରେ ନାଚିବା ବେଶ ଚର୍ଚିତ ବିଷୟ ସାଜିଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    23 hrs ago
  • ମଧ୍ୟାହ୍ନ ଭୋଜନରେ ଲୁଣ ଚାଖି ଭାତ ଖାଇଲେ ଛାତ୍ର ଛାତ୍ରୀ,ସହକାରୀ ଶିକ୍ଷକ ନିଲମ୍ୱିତ #kandhamal #DeshDuniyaKhabar24
    1
    ମଧ୍ୟାହ୍ନ ଭୋଜନରେ ଲୁଣ ଚାଖି ଭାତ ଖାଇଲେ ଛାତ୍ର ଛାତ୍ରୀ,ସହକାରୀ ଶିକ୍ଷକ ନିଲମ୍ୱିତ
#kandhamal 
#DeshDuniyaKhabar24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.