Shuru
Apke Nagar Ki App…
ରୁଙ୍ଗଟା କମ୍ପାନୀ ନିକଟସ୍ଥ ତର୍କlବେଡା ଗାଁ ପୋଖରୀ ରେ ହାତୀମାନଙ୍କ ଜଳକ୍ରୀଡା. ଲୋକେ ଭୟଭୀତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ତର୍କlବେଡା ଗାଁ ନିକଟରେ ଆଜି ଅପରାହ୍ନ ସମୟରେ ହାତୀମାନଙ୍କ ଜଳ କ୍ରୀଡା ଦେଖିବାକୁ ମିଳିଛି. ରୁଙ୍ଗଟା କମ୍ପାନୀ କର୍ମଚାରୀ ଆଜି ଫେରିବା ବେଳେ ବେଶ ଭୟଭୀତ ହେବା ସହ ଗାଁ ଲୋକେ ବେଶ ଭୟଭୀତ.
BIKRAM SAHU
ରୁଙ୍ଗଟା କମ୍ପାନୀ ନିକଟସ୍ଥ ତର୍କlବେଡା ଗାଁ ପୋଖରୀ ରେ ହାତୀମାନଙ୍କ ଜଳକ୍ରୀଡା. ଲୋକେ ଭୟଭୀତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ତର୍କlବେଡା ଗାଁ ନିକଟରେ ଆଜି ଅପରାହ୍ନ ସମୟରେ ହାତୀମାନଙ୍କ ଜଳ କ୍ରୀଡା ଦେଖିବାକୁ ମିଳିଛି. ରୁଙ୍ଗଟା କମ୍ପାନୀ କର୍ମଚାରୀ ଆଜି ଫେରିବା ବେଳେ ବେଶ ଭୟଭୀତ ହେବା ସହ ଗାଁ ଲୋକେ ବେଶ ଭୟଭୀତ.
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ତର୍କlବେଡା ଗାଁ ନିକଟରେ ଆଜି ଅପରାହ୍ନ ସମୟରେ ହାତୀମାନଙ୍କ ଜଳ କ୍ରୀଡା ଦେଖିବାକୁ ମିଳିଛି. ରୁଙ୍ଗଟା କମ୍ପାନୀ କର୍ମଚାରୀ ଆଜି ଫେରିବା ବେଳେ ବେଶ ଭୟଭୀତ ହେବା ସହ ଗାଁ ଲୋକେ ବେଶ ଭୟଭୀତ.1
- Post by Srikant Reddy2
- Post by Manjukhara1
- Post by Dhenkanal News1
- ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ): ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାସପ୍ଳଶୟତରଯ୍ୟା ପଞ୍ଚାନସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି। ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି। ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ ଉପସ୍ଥିତ ଥିଲେ। ଏହି ଆଉଟଲେଟ୍ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ। ଏହି ଆଉଟଲେଟ୍ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା। ଏହି ଆଉଟଲେଟ୍ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା। ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି।4
- ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷ ଲଢେଇ କମିବାର ନା ଦେଉନାହିଁ। ଏପରିକି ଜିଲ୍ଲାରେ ଏକ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହାତୀ ଆକ୍ରମଣରେ ମଣିଷ ମାନଙ୍କର ମୃତ୍ୟୁ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ମଣିଷ ମାନଙ୍କ ଦ୍ବାରା ମଧ୍ୟ ହାତୀ ମାନଙ୍କର ମୃତ୍ୟୁ ହେବାରେ ଲାଗିଛିା ଆଜି ସକାଳେ ସଦର ବନାଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମଧୁସାହୁପାଟଣା ଗ୍ରାମ ପଞ୍ଚାୟତ ବିମ୍ବଳ ଗ୍ରାମ ନଟକଟା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରା ଯାଇଛି । ଏହି ହାତୀଟି ନିକଟ ମକା ଜମିରେ ସୋଲାର ଫେନ୍ସିଂରେ ବିଦ୍ୟୁତ କରେଣ୍ଟ ଚାର୍ଜ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ.କରାଯାଉଛି। ଖବର ପାଇ ବନ କର୍ମଚାରି ସେଠାରେ ପହଞ୍ଚି ମୃତ୍ୟୁର କାରଣ ପାଇବାପାଇଁ ତଦନ୍ତ ଆରମ୍ଭ କରି ଦେଇଛି । ମୃତ ଦନ୍ତା ହାତୀର ବୟସ ୧୫ବର୍ଷ ହେବ ବୋଲୀ ଅନୁମାନ କରାଯାଉଛି ।1
- Post by ଜାଗ୍ରତ ନିୟୁଜ1
- ଆଜି ସମଗ୍ର ଦେଶ ଏବଂ ଆମ ରାଜ୍ୟ ଓଡିଶା ସର୍ବପରି ଢେଙ୍କାନାଳ ଜିଲ୍ଲା ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷି ସହାୟତା ପ୍ରଦାନ କରାଯାଇଛି. ଏଥି ପାଇଁ ଅଂଚଳରେ ବେଶ ଚାଷୀ ଖୁସି.1